ଭୁବନେଶ୍ୱର: ରାଜ୍ୟରେ ଡାକ୍ତର ଅଭାବ ସମସ୍ୟାକୁ ଦୂର କରିବାକୁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ଗତକାଲି ୧୫୬୦ ଜଣ ନୂଆ ଡାକ୍ତରଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି। କେବଳ ଡାକ୍ତର ନୁହଁନ୍ତି, ପାରା ମେଡିକାଲ କର୍ମଚାରୀ ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କାର୍ଯ୍ୟରତ ସମସ୍ତ...
ଭୁବନେଶ୍ୱର: ଆଜି ମହାନଦୀ ଜଳ ବିବାଦ ମାମଲାର ରାୟ ଆସିପାରେ। ଏହି ମାମଲାର ଆପୋଷ ସମାଧାନ ପାଇଁ ମହାନଦୀ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଥିଲେ। ଯଦି ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ ନ ହେବ, ତାହେଲେ ଟ୍ରିବ୍ୟୁନାଲ ରାୟ ଶୁଣାଇବେ ବୋଲି କହିଥିଲେ। ଗତ ୨୫ ତାରିଖରେ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ...
ଭୁବନେଶ୍ୱର: ଘରର ଚାରିକାନ୍ଥ ମଧ୍ୟରେ ଆଉ ସୀମିତ ହୋଇନାହାନ୍ତି ନାରୀ। ସମାଜରେ ସେମାନେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ବିଭିନ୍ନ ବାଧାବିଘ୍ନ ଭିତରେ ବି ନିଜକୁ ପ୍ରତିଷ୍ଠିତ କରି ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ପ୍ରେରଣା। ଆଜି ମହିଳା ଦିବସରେ କିଛି ମହିଳାଙ୍କ ସଂଘର୍ଷ ଓ ସଫଳତାର କାହାଣୀ...
ନୂଆଦିଲ୍ଲୀ: ୨୦୧୯ ମସିହା ପାଇଁ ଗଣତନ୍ତ୍ର ଦିବସ ଅବସରରେ ଘୋଷଣା କରାଯାଇଥିବା ପଦ୍ମ ପୁରସ୍କାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସନ୍ତା ସୋମବାର ରାଷ୍ଟ୍ରପତି ଭବନଠାରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ପ୍ରଦାନ କରିବେ। ଏହି କାର୍ଯ୍ୟକ୍ରମରେ ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଏବଂ ପଦ୍ମଶ୍ରୀ ପୁରସ୍କାର ଦିଆଯିବ। ଗତ...
ନୂଆଦିଲ୍ଲୀ: ମୁକେଶ ଅମ୍ୱାନୀ ଓ ନୀତା ଅମ୍ୱାନୀଙ୍କ ବଡ଼ ପୁଅ ଆକାଶ ଅମ୍ୱାନୀଙ୍କ ବାହାଘରକୁ ନେଇ ଏବେ ଚର୍ଚ୍ଚା ଲାଗି ରହିଛି। ଅମ୍ବାନୀଙ୍କ ବଡ଼ ପୁଅ ବାହାଘର ହୀରା ବ୍ୟବସାୟୀ ରସଲ୍ ମେହଟ୍ଟାଙ୍କ ଝିଅ ଶ୍ଲୋକାଙ୍କ ସହିତ ହେବାକୁ ଯାଉଛି। ଏହି ଖୁସିରେ ମୁକେଶ ଅମ୍ୱାନୀ ମୁମ୍ୱାଇରେ କାର୍ଯ୍ୟ...
ଚେନ୍ନାଇ: ଭାରତୀୟ ବାୟୁସେନାର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତମାନଙ୍କୁ ପରମବୀର ଚକ୍ର ପାଇଁ ଦାବି କରିଛି ତାମିଲନାଡୁ ସରକାର। ମୁଖ୍ୟମନ୍ତ୍ରୀ ପଲାନିସ୍ୱାମୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଏହା ଜଣାଇଛନ୍ତି। ସୂଚନାଯୋଗ୍ୟ, ପରମବୀର ଚକ୍ର ହେଉଛି ସେନାର ସର୍ବୋଚ୍ଚ ସମ୍ମାନ। ଆକାଶମାର୍ଗରେ ପାକିସ୍ତାନ ବାୟୁସେନାର ଏଫ-୧୬ ବିମାନକୁ...
ନୂଆଦିଲ୍ଲୀ: ଆଜି ଜୟପୁରରେ ନବୀନଙ୍କ ଉପରେ ବର୍ଷିଲେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି। ଏକାମ୍ବ ପଡ଼ିଆରେ ଆୟୋଜିତ ହୋଇଥିବା ସାଧାରଣ ସଭାରେ ଯୋଗ ଦେଇ ଓଡ଼ିଶାରେ ଅଫିସର୍ ରାଜ୍ ଚାଲିଥିବା ରାହୁଲ ଗାନ୍ଧି କହିଛନ୍ତି। ୪/୫ ଜଣ ଅଫିସର ଓଡ଼ିଶାକୁ ଚଳାଉଛନ୍ତି, ଯାହାର ପୂରା ଫାଇଦା ନବୀନଙ୍କ ବନ୍ଧୁମାନେ...
ମାଲକାନାଗିରି: ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ, ବିଦ୍ୟୁତ, ପାନୀୟ ଜଳ ଭଳି ୩୧ ଟି ମୌଳିକ ସମସ୍ୟା ନେଇ ମାଲକାନଗିରି ଜିଲ୍ଲା ବିଚ୍ଛିନ୍ନାଞ୍ଚଳ ବେଞ୍ଜିଙ୍ଗରେ ଏକ ବିରାଟ ଜନ ସମାବେଶ ଅନୁଷ୍ଠିତ ହୋଇଛି। ରାଜ୍ୟ ସରକାର ବିଛିନ୍ନାଞ୍ଚଳବାସୀଙ୍କ ବିକାଶ ଲାଗି ପ୍ୟାକେଜ୍ ଘୋଷଣା କରିଥିଲେ ମଧ୍ୟ ତାହା ଏହି ଅଞ୍ଚଳର...
ମୋଗା: ଗତକାଲି ପଞ୍ଜାବର ମୋଗାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସଭାରେ ଷ୍ଟାର କ୍ୟାମ୍ପେନର ନଭଜୋତ ସିଂହ ସିଦ୍ଧୁଙ୍କୁ କହିବାକୁ ସୁଯୋଗ ଦିଆଯାଇ ନଥିଲା। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି। ଏନେଇ ସିଦ୍ଧୁ କହିଛନ୍ତି, “ଯଦି ସେ ରାହୁଲଙ୍କ ସଭାରେ କହିବାକୁ ଯୋଗ୍ୟ ନୁହଁନ୍ତି, ତା’...
ଜମ୍ମୁ: ଜାମ୍ମୁ ଗ୍ରେନେଡ୍ ବିସ୍ଫୋରଣରେ ଘଟଣାରେ ମୃତ୍ୟୁସଂଖ୍ୟା ୨କୁ ବୃଦ୍ଧି ପାଇଛି। ଗତକାଲି ଜାମ୍ମୁ ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣକର ମୃତ୍ୟୁ ହୋଇଥିବାବେଳେ ଆଜି ଆଉ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ କଶ୍ମୀର ବାସିନ୍ଦା ମହମ୍ମଦ ରିୟାଜ (୩୨)। ଗତକାଲି ଘଟଣାରେ ସଂପୃକ୍ତ...
ନୂଆଦିଲ୍ଲୀ; ପଞ୍ଜାବ ନେସନାଲ ବ୍ୟାଙ୍କ ଠକେଇ ମାମଲାର ଅଭିଯୁକ୍ତ ଥିବା ପଳାତକ ବ୍ୟବସାୟୀ ନିରବ ମୋଦିର ବଙ୍ଗଳାକୁ ରାଇଗଡ଼ ଜିଲ୍ଲା ପ୍ରଶାସନ ଭାଙ୍ଗି ଦେଇଛି। ମହାରାଷ୍ଟ୍ରର ଆଲିବାଗରେ ଥିବା ୧୦୦ କୋଟି ଟଙ୍କାର ବିଳାସପୂର୍ଣ୍ଣ ବଙ୍ଗଳାକୁ ସିଆରଜେଡ ଆଇନ୍ ଉଲ୍ଲଂଘନ ଅଭିଯୋଗରେ ଆଜି ଭାଙ୍ଗି ଦିଆଯାଇଛି। ୩୩ ହଜାର...
ଜୟପୁର (ଜିତେନ୍ଦ୍ର ବେଉରା): ଦିନିକିଆ ଓଡ଼ିଶା ଗସ୍ତରେ ଆସି କୋରାପୁଟ ଜିଲ୍ଲା ଜୟପୁରରେ ପହଞ୍ଚିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ଜୟପୁରରେ ପହଞ୍ଚିବା ପରେ ସେ ଏକ ମହିଳା ସମାବେଶରେ ଯୋଗ ଦେଇଛନ୍ତି। ଜୟପୁର ସ୍ଥିତ ଶିବସାଇ କନଫରେନ୍ସ ହଲ୍ରେ ଏହି ମହିଳା ସମାବେଶ ଆୟୋଜିତ ହୋଇଛି। ଏହାପରେ...