• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

10th
ଓଏମ୍‌ଆର ଶିଟ୍‌ ଗାଏବ ଘଟଣା: ପରୀକ୍ଷା କମିଟି ନେବ ନିଷ୍ପତ୍ତି

କଟକ: ମାଲକାନଗିରି ଜିଲ୍ଲା ପଡ଼ିଆ ସ୍କୁଲରୁ ୧୦୮ ଓଏମ୍ଆର ଶିଟ୍ ଗାଏବ ଘଟଣାରେ ପିଲାଙ୍କ ଭାଗ୍ୟ କ’ଣ ହେବ ତାହାର ନିଷ୍ପତ୍ତି ପରୀକ୍ଷା କମିଟି ନେବେ। ଏନେଇ ଆଜି ସୂଚନା ଦେଇଛନ୍ତି ବୋର୍ଡ ସଂପାଦକ ରାମାଶିଷ ହାଜରା। ସେ କହିଛନ୍ତି, “ପୁଲିସ ମାମଲାର ତଦନ୍ତ କରୁଛି। କାର୍ଯ୍ୟାନୁଷ୍ଠାନ ବି...

twinkle
ଅକ୍ଷୟଙ୍କୁ ମାରି ଦେବାକୁ ଧମକ ଦେଲେ ପତ୍ନୀ ଟ୍ୱିଙ୍କିଲ୍‌

ମୁମ୍ବାଇ: ବଲିଉଡ୍‌ ଖିଲାଡି ଅକ୍ଷୟ କୁମାର ସବୁବେଳେ ନିଜର ଭିନ୍ନ ଅନ୍ଦାଜ୍ ପାଇଁ ଚର୍ଚ୍ଚାରେ ଥାଆନ୍ତି। କେତେବେଳେ ସେ ନିଜ ଫିଲ୍ମର ଚରିତ୍ର ପାଇଁ ହେଉକି କେତେବେଳେ ଅନ୍ୟ କୌଣସି କାରଣ ପାଇଁ ହେଉ। ଏବେ କିନ୍ତୁ ସେ ଦୁଇଟି ଭିନ୍ନ ଭିନ୍ନ କାରଣ ପାଇଁ ଚର୍ଚ୍ଚାରେ ଅଛନ୍ତି।...

cow
ଗୋରୁ ଚାଲାଣ ଗାଡ଼ି ଜବତ

ଅନୁଗୁଳ: ଅନୁଗୁଳରେ ଗୋରୁଚାଲାଣ ଗାଡ଼ି ଜବତ ହୋଇଛି। ବଅଁରପାଳ ନିକଟରୁ ୪ଟି ଗୋରୁ ବୋଝେଇ କଣ୍ଟେନରକୁ ଜବତ କରିଛି ପୁଲିସ୍‌। ସୂଚନା ଅନୁସାରେ, ଆଜି ଭୋରୁ ଆଠମଲ୍ଲିକରୁ କୋଲକାତାକୁ ବେଆଇନ ଭାବେ ଗୋରୁ ଚାଲାଣ ହେଉଥିବା ପୁଲିସ୍‌ ଖବର ପାଇଥିଲା। ଏହାପରେ ବଅଁରପାଳ ନିକଟରେ ଚଢ଼ାଉ କରି ୪ଟି...

auto
ପୋଖରୀକୁ ଖସିଗଲା ସ୍କୁଲ ଭ୍ୟାନ୍, ଜଣେ ଗୁରୁତର

ଆନନ୍ଦପୁର (ମୁନା ସିଂହ) : ଆଜି ଏକ ସ୍କୁଲ୍‌ ଭ୍ୟାନ୍ ଭାରସାମ୍ୟ ହରାଇ ପୋଖରୀ ଭିତରେ ଖସି ପଡ଼ିଛି। ଏ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ୍ ଅଞ୍ଚଳରେ। ଆଜି ସକାଳ ୭ଟାରେ ଏକ ସ୍କୁଲ୍‌ ଭ୍ୟାନ୍ ୧୫ଜଣ ଛାତ୍ରଛାତ୍ରୀଙ୍କୁ ନେଇ ବଅଂନ୍ତରେ ଥିବା ଏକ ଘରୋଇ...

rubi
ହଜିଲା ଝିଅକୁ ଖୋଜି ପାଇଲେ ବାପା ମାଆ

କୋରାପୁଟ : ପିଲା ଯେମିତି ହେଲେ ବି ନିଜ ବାପା ମା’ଙ୍କ ପାଇଁ ସେମାନେ ସବୁ କିଛି। ସେମାନେ ତିଳେ ମାତ୍ର ଆଖିରି କୁଆଡ଼େ ଦୂରେଇଗଲେ ବାପା ମା’ ବ୍ୟତିବ୍ୟସ୍ତ ହୋଇପଡ଼ନ୍ତି। ଆଉ ଭାବିଲେ ଦେଖି ଯଦି କୌଣସି କାରଣରୁ ପିଲାଟି ହଜିଯାଇଥିବ ଆଉ ପରେ ମିଳିଯାଏ ତେବେ...

Rohi Machha Desi Biryani
ଆଜି ଘରେ ତିଆରି କରନ୍ତୁ ରୋହୀ ମାଛ ଦେଶୀ ବିରିୟାନୀ

ଆପଣ ହାଇଦ୍ରାବାଦୀ ବିରିୟାନି, ଚିକେନ୍‌ ବିରିୟାନୀ, ମଟନ ବିରିୟାନି ଓ ଭେଜ୍‌ ବିରିୟାନୀ ଆଦି ନିଶ୍ଚୟ ଖାଇଥିବେ। ସବୁ ପ୍ରକାର ବିରିୟାନୀର ଟେଷ୍ଟ ମଧ୍ୟ ଅଲଗା ଅଲଗା ହୋଇଥାଏ। କିନ୍ତୁ ଆପଣ କେବେ ରୋହୀ ମାଛ ତିଆରି ଦେଶୀ ବିରିୟାନୀ ଖାଇଛନ୍ତି କି? ଏହି ବିରିୟାନୀର ପ୍ରସ୍ତୁତି ପ୍ରଣାଳୀ...

jail
ମାଲକାନଗିରି ଉପକାରାଗାରରୁ ବିଚାରାଧିନ କଏଦୀ ଫେରାର

ମାଲକାନଗିରି (ଜିତେନ୍ଦ୍ର ବେଉରା) : ମାଲକାନଗିରି ଉପକାରାଗାରରୁ ଜଣେ ବିଚାରାଧିନ କଏଦୀ ଫେରାର ହୋଇଯାଇଛି। କାରାଗାରର ଡ୍ରେନ୍‌ ସଫେଇ କାମ ଚାଲୁଥିବା ବେଳେ କଏଦୀ ଜଣକ ଏହାର ସୁଯୋଗ ନେଇ ଖସିଯାଇଥିବା ଜଣାପଡ଼ିଛି। କଏଦୀ ଜଣକ ହେଉଛନ୍ତି ଅଜିତ ଦକୁଆ। ଗତ ଜାନୁଆରୀରେ ଗଂଜେଇ ଚୋରାଚାଲାଣ ଅଭିଯୋଗରେ ବାଲିମେଳା...

kkk
କାୟା ବିସ୍ତାର କରିଛି ସବୁଜ ଜହର

ଚିତ୍ରୋକୋଣ୍ଡା( ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳରେ କାୟା ବିସ୍ତାର କରିଛି ସବୁଜ ଜହର। ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ଗଂଜେଇ ଚାଷ ବଢ଼ି ଚାଲିଛି। ଏଠାରେ କମ୍‌ ଖର୍ଚ୍ଚ ସହ ସୁବିଧାରେ ଏହି ଚାଷ ହେଉଥିବାରୁ ଏହାକୁ ଜୀବିକା ଭାବେ ବାଛି ନେଇଛନ୍ତି ସ୍ଥାନୀୟ ଚାଷୀ। ଏଠାରେ...

congress
ଆଜି କଂଗ୍ରେସର ବସିବ ଗୁରୁତ୍ୱପୂର୍ଣ୍ଣ PEC ବୈଠକ

ଭୁବନେଶ୍ୱର : ଆଜି ପ୍ରଦେଶ କଂଗ୍ରେସ କମିଟିର ଗୁରୁତ୍ୱପୂର୍ଣ୍ଣ ପିଇସି ବୈଠକ ବସିବ। ଏଥିରେ ଏଆଇସିସି ପ୍ରତିନିଧିଙ୍କ ସହ ରାଜ୍ୟ କଂଗ୍ରେସର ପ୍ରତିନିଧି ଯୋଗଦେବେ। ଏହି ବୈଠକରେ ରାଜ୍ୟର ମୋଟ ୧୪୭ ଆସନ ନେଇ କଂଗ୍ରେସ ପ୍ରାର୍ଥୀ ଚୂଡାନ୍ତ କରିବା ସମ୍ଭାବନା ରହିଛି। ପୂର୍ବରୁ ୪୪ ଆସନ ନେଇ...

mahanadi
ମହାନଦୀ ଜଳ ବିବାଦ ମାମଲା ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ବସିବ ବୈଠକ

ନୂଆଦିଲ୍ଲୀ (ଶିବାନନ୍ଦ) : ମହାନଦୀ ଜଳ ବିବାଦର ଆପୋଷ ସମାଧାନ ନେଇ ଆଜି ନୂଆଦିଲ୍ଲୀରେ ବୈଠକ ବସିବ। ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଏହି ଆଲୋଚନା ଦ୍ୱିତୀୟ ଥର ପାଇଁ ହେବ। ଗତ ୨୫ ତାରିଖରେ ବସିଥିବା ବୈଠକରେ କୌଣସି ନିଷ୍କର୍ସ ବାହାରି ନଥିବାରୁ ପୁଣି ଥରେ ଉଭୟ...

inia
ଦ୍ୱିତୀୟ ଦିନିକିଆ ଜିତି ସିରିଜ୍‌ ୨-୦ରେ ଆଗୁଆ ଭାରତ

ନାଗପୁର: ବିରାଟ କୋହଲିଙ୍କ ଆକର୍ଷଣୀୟ ଶତକ ଓ ଶେଷ ଓଭର୍‌ରେ ଅଲରାଉଣ୍ଡର ବିଜୟ ଶଙ୍କରଙ୍କ ଶାଣିତ ବୋଲିଂ ବଳରେ ଟିମ୍ ଇଣ୍ଡିଆ ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଦିନିକିଆରେ ଅଷ୍ଟ୍ରେଲିଆକୁ ୮ ରନ୍‌ରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜ୍‌ରେ ୨-୦ର ଅଗ୍ରଣୀ ହାସଲ...

train
ଚଳନ୍ତା ଟ୍ରେନ୍‌ରେ ନିଆଁ

ବେଙ୍ଗାଲୁରୁ: ବେଙ୍ଗାଲୁରୁରୁ ଜାମସେଦପୁର ଯାଉଥିବା ଏକ ଯାତ୍ରୀବାହୀ ଟ୍ରେନ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଭୋର ୨ଟା ବେଳେ ଟ୍ରେନଟି ଆନ୍ଧ୍ର ପ୍ରଦେଶର ଗୋଦାବରୀ ଜିଲ୍ଲାଦେଇ ଯାଉଥିବା ବେଳେ ଏହି ଅଗ୍ନିକାଣ୍ଡ ଘଟିଛି। ତେବେ ରେଳ କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଏକ ବଡ଼ ବିପଦ ଟଳି ଯାଇଛି। କିନ୍ତୁ...

dba
ସେନା ପୋଷାକ ପିନ୍ଧି ସମାଲୋଚିତ ହେବାପରେ ମତ ରଖିଲେ ଦିଲ୍ଲୀ ବିଜେପି ସଭାପତି

ନୂଆଦିଲ୍ଲୀ: ଦଳୀୟ ଶୋଭାଯାତ୍ରାରେ ସେନା ପୋଷାକ ଭଳି ପୋଷାକ ପିନ୍ଧିବାକୁ ନେଇ ସମାଲୋଚନାର ଶିକାର ପରେ ନିଜର ମତ ରଖିଛନ୍ତି ଦିଲ୍ଲୀ ବିଜେପି ସଭାପତି ମନୋଜ ତିଓ୍ୱାରୀ। ସେ କହିଛନ୍ତି, ଦେଶ ପ୍ରତି ଭକ୍ତି ଓ ସେନାକୁ ନେଇ ଗର୍ବ ଅନୁଭବ କରୁଥିବାରୁ ବେଳେବେଳେ ଏଭଳି ପୋଷାକ ପିନ୍ଧିଥାନ୍ତି।...

dandicrift
ହସ୍ତଶିଳ୍ପ କାରିଗରଙ୍କ ପାଇଁ ସହାୟତା ଯୋଜନା

ଭୁବନେଶ୍ୱର: ରାଜ୍ୟର ହସ୍ତଶିଳ୍ପ କାରିଗରଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘କାରିଗର ସହାୟତା ଯୋଜନା’ ଘୋଷଣା ହୋଇଛନ୍ତି। ଯୋଜନା ଅନୁସାରେ ବାର୍ଷିକ ୧ଲକ୍ଷ ଟଙ୍କାରୁ କମ ଆୟ ଥିବା ବରିଷ୍ଠ କାରିଗରଙ୍କୁ ମାସିକ ୮ଶହ ଟଙ୍କା ଲେଖାଏ ସହାୟତା ଦେବେ ରାଜ୍ୟ ସରକାର। ୮୦ ବର୍ଷରୁ ଅଧିକ ବୟସ୍କ...

cm
ଯାହା ପ୍ରତିଶ୍ରୁତି ଦେବି ସବୁ ପାଳନ କରିବି: ନବୀନ

ଭୁବନେଶ୍ୱର: “ନୂଆ ଓଡ଼ିଶା ଗଠନ ପାଇଁ ମୁଁ ଦୃଢ଼ ପରିକର।” ସଚିବାଳୟରେ ଅନୁଷ୍ଠିତ ମନ୍ତ୍ରୀ ପରିଷଦ ବୈଠକରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାସହ ଗତ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ଓ ଏହା କେତେଦୂର ପାଳନ ହୋଇଛି ତା’ର ତାଲିକା ପଢ଼ିଛନ୍ତି। ‘ନୂଆ ଓଡ଼ିଶା, ନୂଆ...

f
ଜିଏସ୍‌ପି ରାଷ୍ଟ ସମୂହ ତାଲିକାରୁ ବାଦ୍ ପଡ଼ିଲା ଭାରତ ଓ ତୁର୍କୀ

ନୂଆଦିଲ୍ଲୀ: ଆମେରିକାର ଜିଏସ୍‌ପି ରାଷ୍ଟ ସମୂହ ତାଲିକାରୁ ବାଦ୍ ପଡ଼ିଲା ଭାରତ। ଭାରତୀୟ ବଜାରରେ ଆମେରିକୀୟ ସାମଗ୍ରୀକୁ ଅବାଧ ପ୍ରବେଶ ନେଇ କଟକଣା ହେତୁ ଟ୍ରମ୍ପ ପ୍ରଶାସନ ଭାରତକୁ ଏହି ତାଲିକାରୁ ବାଦ୍ ଦେଇଛି। ଆମେରିକା ପ୍ରତିନିଧି ସଭାରେ ଏନେଇ ତଥ୍ୟ ରଖି ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ କହିଛନ୍ତି...

nanwab
ଜଳପଥରେ ଆକ୍ରମଣ କରିପାରନ୍ତି ଆତଙ୍କବାଦୀ

ନୂଆଦିଲ୍ଲୀ: ୨୬-୧୧ ମୁମ୍ବାଇ ଆକ୍ରମଣ ଭଳି ଜଳପଥରେ ଆସି ଆକ୍ରମଣ କରିପାରନ୍ତି ପାକ୍ ପ୍ରଶିକ୍ଷିତ ଆତଙ୍କବାଦୀ। ଏଭଳି ଆଶଙ୍କା ବ୍ୟକ୍ତ କରିଛନ୍ତି ନୌସେନା ମୁଖ୍ୟ ଆଡ୍‌ମିରାଲ ସୁନୀଲ ଲାନ୍‌ୱା। ଏନେଇ ଆତଙ୍କବାଦୀଙ୍କୁ ପ୍ରଶିକ୍ଷଣ ଦିଆଯାଉଥିବା ଗୁଇନ୍ଦା ସୂଚନା ଆଧାରରେ ସେ କହିଛନ୍ତି। ସମୁଦ୍ର ପଥରେ ଆକ୍ରମଣ କରିପାରନ୍ତି ପାକିସ୍ତାନୀ...

meet
ଆଇଆଇଏମ୍‌ସି ଆଲୁମ୍ନି ମିଟ୍‌ ୨୦୧୯: ପୁରସ୍କୃତ ହେଲେ କୃତି ଛାତ୍ରଛାତ୍ରୀ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଇଆଇଏମ୍‌ସି (ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମାସ୍‌ କମ୍ୟୁନିକେସନ୍‌) ଓଡ଼ିଶା ଚାପ୍ଟର୍‌ର ପୁରାତନ ଛାତ୍ରଛାତ୍ରୀ କନେକ୍ସନ୍‌(ଆଲୁମ୍ନି ମିଟ୍) ୨୦୧୯ ଆୟୋଜିତ ହୋଇଛି। ଢେଙ୍କାନାଳ ଆଇଆଇଏମ୍‌ସି ପରିସର ସହିତ ଭୁବନେଶ୍ୱରରେ ଏହି ସମ୍ମିଳନୀ ଆୟୋଜିତ ହୋଇଥିଲା। ଏଥିରେ ସଂସ୍ଥାନର ଶତାଧିକ ଛାତ୍ରଛାତ୍ରୀ ଯୋଗ ଦେଇ ସଂଗଠନର ଭବିଷ୍ୟତ...