• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

mahanadi
‘ଛତିଶଗଡ଼, ଓଡ଼ିଶା ଏକାଠି ବସିଲେ ମହାନଦୀ ସମସ୍ୟାର ସମାଧାନ ହୋଇଯିବ’

ଭୁବନେଶ୍ୱର: “ଛତିଶଗଡ଼ ସାନ ଭାଇ ଓ ଓଡ଼ିଶା ବଡ଼ ଭାଇ। ଦୁଇ ରାଜ୍ୟ ଦୁଇ ପରିବାର ଭଳି। ଉଭୟ ପରିବାର ଏକାଠି ବସି ଆଲୋଚନା କଲେ ମହାନୀଦ ଜଳ ବିବାଦର ସମାଧାନ ହୋଇଯିବ।” ଆଜି ଏପରି ମନ୍ତବ୍ୟ ଦେଇଛନ୍ତି ଓଡ଼ିଶା ଗସ୍ତରେ ଆସିଥିବା ଛତିଶଗଡ଼ ସ୍ୱାସ୍ଥ୍ୟମନ୍ତ୍ରୀ ଟି.ଏସ. ସିଂହଦେଓ।...

baijayanta
ବିଜୁ ବାବୁଙ୍କୁ ଭୁଲିଛି ବିଜେଡି: ବୈଜୟନ୍ତ

ଭୁବନେଶ୍ୱର: ବିଜେପିରେ ଯୋଗଦେବା ପରେ ଆଜି ନିଜ ମାଟି ଓଡ଼ିଶା ଫେରିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ସମର୍ଥକ, ବିଜେପି କମୀ ଓ ନେତାମାନେ ଭୁବନେଶ୍ୱର ବିମାନ ବନ୍ଦରରେ ତାଙ୍କୁ ଭଗ୍ୟ ସ୍ୱାଗତ କରିବା ସହ ବିଜେପି କାର୍ଯ୍ୟାଳୟକୁ ଏକ ବିଶାଳ ବାଇକ୍‌ ଶୋଭାଯାତ୍ରାରେ ପାଛୋଟି ଆଣିଥିଲେ। ଏହି...

congress
ଶେଷ ହେଲା କଂଗ୍ରେସର ଟିକେଟ କସରତ

ଭୁବନେଶ୍ୱର: ୨୦୧୯ ସାଧାରଣ ନିର୍ବାଚନ ପାଇଁ ଶେଷ ହୋଇଛି କଂଗ୍ରେସର ଟିକଟ କସରତ। କିଏ କେଉଁ ଆସନ ପାଇଁ ଯୋଗ୍ୟ ଓ କାହାର ବିଜୟ ସମ୍ଭାବନା ଅଧିକ ଏହାକୁ ବିଚାରକୁ ନେଇ ଚୂଡ଼ାନ୍ତ ହୋଇଛି ସମ୍ଭାବ୍ୟ ପ୍ରାର୍ଥୀ ତାଲିକା। ଆଜି ରାଜ୍ୟ ମୁଖ୍ୟାଳୟରେ ବସିଥିବା ପ୍ରଦେଶ ନିର୍ବାଚନ କମିଟି...

DSC_1921
ବୈଜୟନ୍ତଙ୍କ ଶକ୍ତି ପ୍ରଦର୍ଶନ

ଭୁବନେଶ୍ୱର: ମହାଶିବରାତ୍ରୀରେ ବିଜେପିରେ ସାମିଲ ହେବା ପରେ ଆଜି ଓଡ଼ିଶା ଫେରିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ନିଜ ମାଟିରେ ପାଦ ଦେଇ ଆଜି ବୈଜୟନ୍ତ ତାଙ୍କ ଶକ୍ତି ପ୍ରଦର୍ଶନ କରିଛନ୍ତି। ଭୁବନେଶ୍ୱର ପହଞ୍ଚିବା ପୂର୍ବରୁ ତାଙ୍କୁ ସ୍ୱାଗତ ଜଣାଇବାକୁ ବିମାନ ବନ୍ଦରଠାରୁ ଆରମ୍ଭ କରି ବିଜେପି କାର୍ଯ୍ୟାଳୟ...

2
ଆସନ୍ତାକାଲିଠାରୁ ଯୁକ୍ତଦୁଇ ପରୀକ୍ଷା

ଭୁବନେଶ୍ୱର: ଆସନ୍ତାକାଲିଠୁ ଆରମ୍ଭ ହେଉଛି ଯୁକ୍ତଦୁଇ ପରୀକ୍ଷା। ମାଟ୍ରିକ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ଓ ଭାଇରାଲ ଅଭିଯୋଗକୁ ନେଇ ପରୀକ୍ଷାର୍ଥୀ ଓ ଅଭିଭାବକ ଚିନ୍ତାରେ ଥିବା ବେଳେ ଯୁକ୍ତଦୁଇ ପରୀକ୍ଷାରେ ଯେପରି କୌଣସି ବିଭ୍ରାଟ ନହୁଏ, ସେଥିପ୍ରତି ସଜାଗ ଅଛନ୍ତି ସିଏଚ୍‌ଏସ୍‌ଇ କର୍ତ୍ତୃପକ୍ଷ। ଗତକାଲି ପ୍ରଥମ ଦିନରେ ହେବ...

police
ପୁଲିସ୍‌ର ଦାଦାଗିରି: କଟକରେ ଚାପୁଡ଼ା ମାରିଲେ, ସମ୍ବଲପୁରରେ ନିଲମ୍ବନ ହେଲେ

କଟକ/ସମ୍ବଲପୁର: ରାଜ୍ୟରେ ପୁଲିସ୍‌ କର୍ମଚାରୀଙ୍କ ଦାଦାଗିରି ବଢ଼ିବାରେ ଲାଗିଛି। କଟକରେ ଜଣେ ପୁଲିସ୍‌ ଅଧିକାରୀ ଜଣେ ଯୁବକଙ୍କୁ ବିଚ୍‌ ରାସ୍ତାରେ ଚାପୁଡ଼ା ମାରିଥିବା ବେଳେ ସମ୍ବଲପୁରରେ ଜଣେ ମହିଳାଙ୍କୁ ମାଡ଼ ମାରିବା ଅନ୍ୟ ଜଣେ ପୁଲିସ୍‌ ଅଧିକାରୀଙ୍କୁ ମହଙ୍ଗା ପଡ଼ିଛି। ଅଭିଯୋଗ ଅନୁସାରେ କଟକ ଏସିପି ଏସ୍.କେ. ସରିଫୁଦ୍ଦିନ୍...

sonpur
ଚୋରି ରାକେଟ୍‌ର ପର୍ଦ୍ଦାଫାଶ: ବନ୍ଧା ହେଲେ ୫

ସୋନପୁର (ରବୀନ୍ଦ୍ର ହୋତା): ସୁବର୍ଣ୍ଣପୁର ଜିଲ୍ଲା ପୁଲିସ୍‌କୁ ଏକ ବଡ଼ ଧରଣର ସଫଳତା ମିଳିଛି। ଏକ ଚୋରି ରାକେଟର ପର୍ଦ୍ଦାଫାଶ କରିବାକୁ ପୁଲିସ୍‌ ସକ୍ଷମ ହୋଇଛି। ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୫ଟି ଚୋରି ଘଟଣାରେ ୫ ଅଭିଯୁକ୍ତଙ୍କୁ ଧରିବା ସହ ଲକ୍ଷାଧିକ ଟଙ୍କା ମୂଲ୍ୟ ଶାଢ଼ି ଓ ମୋବାଇଲ...

jaleswar
ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଟ୍ୟୁସନ୍‌ ସାର୍‌ଙ୍କ ଦୁଷ୍କର୍ମ ଅଭିଯୋଗ

ଜଳେଶ୍ୱର (ଅଜିତ ଦାସ):  ଜଣେ ଷଷ୍ଠ ଶ୍ରେଣୀର ଛାତ୍ରୀଙ୍କୁ ତାଙ୍କ ଟ୍ୟୁସନ୍‌ ସାର୍‌ ଦୁଷ୍କର୍ମ କରିବା ଭଳି ସାଂଘାତିକ ଅଭିଯୋଗ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅଞ୍ଚଳରୁ ଆସିଛି। ଘରେ କେହି ନଥିବାର ସୁଯୋଗ ନେଇ ସାର୍‌ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଛାତ୍ରୀ ଜଣକ ଷଷ୍ଠ...

kendrapada
ବଧୂହତ୍ୟା ମାମଲାରେ ୩ ଜଣଙ୍କୁ ଆଜୀବନ ଜେଲ୍‌ ଦଣ୍ଡ

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): ୨୦୧୩ କେନ୍ଦ୍ରାପଡ଼ା କଟରାମଲ୍ଲ ବଧୂହତ୍ୟା ମାମଲାରେ ଶାଶୁ, ଶ୍ୱଶୁର ଓ ସ୍ୱାମୀଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲା ଦୌରାଜଜ୍ ମାମଲାର ବିଚାରକରି ଏହା ଦଣ୍ଡାଦେଶ ଶୁଣାଇଛନ୍ତି। ୨୦୧୨ରେ କଖାରୁଣୀ ଗାଁର ଅକ୍ଷୟ ମଲ୍ଲିକଙ୍କ ଝିଅ ଲକ୍ଷ୍ମୀ କଟରାମଲ୍ଲ ଗାଁର ସୁଶାନ୍ତ ମଲ୍ଲିକଙ୍କୁ...

bjp
ବିଜେପି ନେତା ବୈଜୟନ୍ତ ପଣ୍ଡାଙ୍କୁ ବିପୁଳ ସମ୍ବର୍ଦ୍ଧନା

ଭୁବନେଶ୍ୱର: ଦିଲ୍ଲୀରେ ବିଜେପିରେ ମିଶିବା ପରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଆଜି ଓଡ଼ିଶା ଫେରିଛନ୍ତି। ବୈଜୟନ୍ତ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ଦଳ ପକ୍ଷରୁ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି। ବୈଜୟନ୍ତଙ୍କୁ ବିମାନ ବନ୍ଦରରୁ ପାଛୋଟି ଆଣିବା ପାଇଁ ଶହ ଶହ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।...

cm
ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ସମ୍ବର୍ଦ୍ଧିତ କଲେ ନବୀନ

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବଲାଙ୍ଗିର ଜିଲ୍ଲା ଗସ୍ତରେ ଯାଇ ମିଶନ ଶକ୍ତି ମହିଳା ସମାବେଶରେ ସାମିଲ ହୋଇଥିଲେ। ପଥରଚେପାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଓ ସୁବର୍ଣ୍ଣପୁର ଜିଲ୍ଲାରୁ ଶତାଧିକ ମହିଳା ସାମିଲ ହୋଇଥିଲେ। ଏହି ଅବସରରେ ନବୀନ ସ୍ୱୟଂ ସହାୟକ ଗୋଷ୍ଠୀର...

dp
ନବୀନଙ୍କ ଇସ୍ତାହାର ପ୍ରତିଶ୍ରୁତି ପୂରଣ ମନ୍ତବ୍ୟକୁ ଧର୍ମେନ୍ଦ୍ରଙ୍କ ସମାଲୋଚନା

ଭୁବନେଶ୍ୱର: ନବୀନ ସରକାରଙ୍କ ଚତୁର୍ଥ ପାଳିରେ ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତି ପାଳନରେ କେତେ ସତ୍ୟତା ରହିଛି ? ଖୋଦ୍ ନବୀନ ଗତକାଲି ନିଜ ଢୋଲ ନିଜେ ପିଟିଥିବା ବେଳେ ଆଜି ଏହାକୁ କାଉଣ୍ଟର କରିଛି ବିଜେପି। ପକ୍କାଘର, ନିଯୁକ୍ତି, ସାମାଜିକ ସୁରକ୍ଷା, ଜଳସେଚନ, ପାନୀୟ ଜଳ ପରି ବିଭିନ୍ନ...