• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

ravi-sastri
ଏହି ଦଳକୁ ବିଶ୍ୱକପ୍ ଟାଇଟଲ୍ ଦାବିଦାର କହିଲେ ଶାସ୍ତ୍ରୀ

ଦୁବାଇ: ବିଶ୍ୱକପ୍ ପାଇଁ କାଉଣ୍ଟ ଡାଉନ୍ ଆରମ୍ଭ ହୋଇସାରିଛି। ଇତିମଧ୍ୟରେ ସମସ୍ତ ୧୦ଟି ଯାକ ଟିମ୍ ବିଶ୍ୱକପ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ବିଶ୍ୱକପ୍ ଟ୍ରଫି ପାଇଁ ଅନ୍ୟତମ ଦାବିଦାର ଭାରତ ତା’ର ୧୫ଜଣିଆ ଦଳର ଘୋଷଣା କରିଛି। ଏହି ୧୫ ଜଣିଆ ଟିମ୍ ଭାରତକୁ ଏଥର ବିଶ୍ୱକପ୍...

koholi
ଭାଇରାଲ୍‌ ହେଉଛି ବିରାଟ୍‌ କୋହଲିଙ୍କ ନୂଆ ଲୁକ୍‌

ନୂଆଦିଲ୍ଲୀ: ଆଇପିଏଲରେ ଲଗାତାର ପରାଜୟରେ ନିରାଶ ହୋଇନାହାନ୍ତି ଟିମ ଇଣ୍ଡିଆ ଅଧିନାୟକ ବିରାଟ କୋହଲି। ୱାର୍ଲ୍ଡ କପ୍ ପାଇଁ ବିରାଟ ଆତ୍ମବିଶ୍ୱାସରେ ଭରପୂର ଅଛନ୍ତି। ମଇଦାନରେ ନିଜର ଦମଦାର ବ୍ୟାଟିଂ ଦ୍ୱାରା ପ୍ରଶଂସକଙ୍କୁ ମନୋରଞ୍ଜନ କରିଆସୁଥିବା ବିରାଟ୍ ସୋଶାଲ ମିଡିଆରେ ମଧ୍ୟ ନିଜ ଫ୍ୟାନଙ୍କୁ ଖୁସି କରିବାରେ ଲାଗି...

How To Prepare Murg Jafrani
ଘରେ ତିଆରି କରନ୍ତୁ ଢ଼ାବା ଷ୍ଟାଇଲ୍ ମୁର୍ଗ ଜାଫରାନୀ | Murg Jafrani Recipe

How To Prepare Murg Jafrani: ଆବଶ୍ୟକ ସାମଗ୍ରୀ:  ଚିକେନ, ଘିଅ, ଗୋଟା ଗରମ ମସଲା, ପିଆଜ ବଟା, ଅଦା-ରସୁଣ ବଟା, କଟା କଞ୍ଚାଲଙ୍କା, ଦହି, ଚିକେନ୍ ମସଲା ପାଉଡ଼ର, କାଜୁ ବଟା, ଗୁଜୁରାତି ଗୁଣ୍ଡ, କେଶର, ସିଝା ଅଣ୍ଡା, ଧନିଆ ପତ୍ର ଓ ଲୁଣ। ପ୍ରସ୍ତୁତି ପ୍ରଣାଳୀ:...

aloevera-juice
ପ୍ରତିଦିନ ପିଅନ୍ତୁ ଆଲୋଭେରା ଜୁସ୍‌, ମିଳିବ ଅନେକ ଫାଇଦା

ଘିକୁଆଁରୀ ବା ଆଲୋଭେରା ହେଉଛି ପ୍ରକୃତିର ଏକ ଅମୂଲ୍ୟ ଉପହାର। ଏହା ବେଶ୍ ଉପକାରୀ। ଏହା ଆମର ସ୍ୱାସ୍ଥ୍ୟଜନିତ ଅନେକ ସମସ୍ୟାକୁ ଦୂର କରେ। ଏହାର ରସରେ କ୍ୟାଲସିୟମ, ପଟାସିୟମ, ଫଲିକ୍ ଏସିଡ୍ ସହ ଭିଟାମିନ୍ ଏ, ବି-୧, ବି-୨, ବି-୬ ଓ ସି ରହିଛି। ଆଲୋଭେରାକୁ ଆର୍ୟୁବେଦରେ...

pl
ଭୋଟ୍‌ ଦେବାକୁ ମତଦାନ କେନ୍ଦ୍ରରେ ପହଞ୍ଚିଲେ ଗର୍ଭବତୀ

ମାଙ୍ଗାଲୁରୁ: ନିର୍ବାଚନ ହେଉଛି ଗଣତନ୍ତ୍ରର ସବୁଠୁ ବଡ଼ ପର୍ବ। ଆଉ ଏହି ମହାପର୍ବରେ ସମସ୍ତେ ସାମିଲ ହେଉଛନ୍ତି। ନବବିବାହିତ ଦମ୍ପତିଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ପର୍ଯ୍ୟନ୍ତ ସମସ୍ତେ ଏଥିରେ ସାମିଲ ହେଉଛନ୍ତି। ତେବେ ନିଜ ସ୍ୱାସ୍ଥ୍ୟାବସ୍ଥାକୁ ଖାତିର୍ ନ କରି ଭୋଟ୍ ଦେବା ପାଇଁ ମତଦାନ କେନ୍ଦ୍ରରେ...

police
ପଶ୍ଚିମବଙ୍ଗରେ ମତଦାନ ବେଳେ ହିଂସାକାଣ୍ଡ

କୋଲକାତା: ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ବେଳେ ପଶ୍ଚିମବଙ୍ଗରେ ହିଂସାକାଣ୍ଡ ଦେଖିବାକୁ ମିଳିଛି। ପଶ୍ଚିମବଙ୍ଗର ରାଇଗଞ୍ଜ ନିର୍ବାଚନମଣ୍ଡଳୀର ଦିଗିରପାର ମତଦାନ କେନ୍ଦ୍ରରେ କିଛି ଦୁର୍ବୃତ୍ତ ପୁଲିସ୍ଉ‌ ପରକୁ ପଥର ମାଡ଼ କରିଥିବା ଅଭିଯୋଗ ହୋଇଛି। ଏଥିସହ ଦୁର୍ବୃତ୍ତମାନେ କିଛି ଲୋକ ଭୋଟ୍ ଦେବାକୁ ଯିବା ବେଳେ...