ମୁମ୍ବାଇ: ଟେଲିଭିଜନ ଦୁନିଆର ବହୁ ଲୋକପ୍ରିୟ ଶୋ’ ‘ବିଗ୍ ବସ୍’ ଆପଣମାନେ ଦେଖୁଥିବେ। ସବୁବର୍ଷ ଭଳି ଏହି ବର୍ଷ ମଧ୍ୟ ବହୁ ଶୀଘ୍ର ଟିଭି ପରଦାରେ ଏହି ଶୋ’ ଖୁବ୍ଶୀଘ୍ର ଆସୁଛି। ଏଥର କିନ୍ତୁ ଶୋ’ରେ କିଛିଟା ପରିବର୍ତ୍ତନ କରାଯାଇଛି। ପୂର୍ବ ସିଜିନ୍ ତଥା ୧୨ତମ ‘ବିଗ୍ ବସ୍’...
ଜଗତସିଂହପୁର: ବାତ୍ୟା ଫୋନି ଯିବାର ୧୫ ଦିନ ବିତି ଯାଇଥିଲେ ମଧ୍ୟ ଏଯାଏଁ ଅନେକ ସ୍ଥାନରେ ବିଜୁଳି ସଂଯୋଗ ହୋଇପାରିନାହିଁ। ଫଳରେ ବାତ୍ୟା ବିତ୍ପାତଠାରୁ ବିଜୁଳି ଯନ୍ତ୍ରଣା ଅଧିକ ବଢ଼ିଯାଇଛି। ବର୍ତ୍ତମାନର ଅସହ୍ୟ ଗୁଳୁଗୁଳି ଓ ପ୍ରଚଣ୍ଡ ଖରାଦାଉରେ ଲୋକେ ଛଟପଟ ହୋଇପଡ଼ିଲେଣି। ତେଣୁ ବିଜୁଳିରୁ ବଞ୍ଚିତ ଲୋକେ...
ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସୁନାବେଡା ଅଂଚଳକୁ ପୁଣି ଫେରିଛନ୍ତି ହାତୀ ପଲ। ବଲାଙ୍ଗିର ଅଞ୍ଚଳରୁ ଏହି ହାତୀପଲ ଚାଲି ଆସିଥିବା ଜଣାପଡ଼ିଛି। ଏହି ପଲରେ ୨୯ଟି ହାତୀ ଥିବା ବେଳେ ସୁନାବେଡ଼ା ଅଞ୍ଚଳର ପଏଁର ଏବଂ ଅନୁପଗଡ଼ ଗାଁ ଆଖପାଖ ଅଞ୍ଚଳରେ ଏହି ହାତୀମାନେ ଆସ୍ଥାନ ଜମାଇଛନ୍ତି। ଖାଲି...
ସୋର: ବାଲି, ଗୋଡ଼ି ସିମେଣ୍ଟ୍ ଫେଣ୍ଟି ହେଉଥିବା ମିକ୍ସର ମେସିନ୍ରେ ଜଣେ ଶ୍ରମିକଙ୍କ ଜୀବନ ଚାଲିଯାଇଛି। ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ନୂଆହାଟ ଅଞ୍ଚଳରେ ଏଭଳି ଦୁର୍ଘଟଣା ଘଟିଛି। ମୃତକ ଜଣକ ସ୍ଥାନୀୟ ବାଲିକତିରଣ ଗାଁର ଶଶିକାନ୍ତ ସାହୁ ବୋଲି ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ...
ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଜାରିଙ୍ଗ ଜଙ୍ଗଲ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଛି। ଗୋଟିଏ କାର୍କୁ ଏକ ଟ୍ରକ୍ ସାମ୍ନାପଟୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ ୫ଜଣ ଗୋଟିଏ ପରିବାରର ହୋଇଥିବା ବେଳେ ଆଉ ଜଣେ ତାଙ୍କ ଘରୋଇ ସହାୟିକା...