ଭୁବନେଶ୍ୱର: ଗଣତି ପୂର୍ବରୁ ହାତ ଟେକି ଦେଲା କଂଗ୍ରେସ । ରାଜ୍ୟରେ ଦଳର ପ୍ରଦର୍ଶନକୁ ନେଇ ଏକ ପ୍ରକାର ନିରାଶାଭାବ ପ୍ରକାଶ କରିଛନ୍ତି ନିଜେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ସରକାର ଗଠନ ତ ଅଲଗା କଥା, ପ୍ରମୁଖ ବିରୋଧୀ ଦଳର ମର୍ଯ୍ୟାଦା ରଖି ପାରିବ କି ନାହିଁ,...
ନୂଆଦିଲ୍ଲୀ: ଆସନ୍ତାକାଲି ହେବାକୁ ଥିବା ଭୋଟ୍ ଗଣତି ପ୍ରକ୍ରିୟାରେ କୌଣସି ପରିବର୍ତ୍ତନ ହେବ ନାହିଁ। ୨୧ଟି ବିରୋଧୀ ଦଳ ଗତକାଲି କରିଥିବା ଆବେଦନକୁ ଖାରଜ କରି ଏହା ସ୍ପଷ୍ଟ କରିଛନ୍ତି ନିର୍ବାଚନ କମିଶନର। ଗଣତି ପୂର୍ବରୁ ଇଭିଏମ ସହିତ ଭିଭିପାଟ ମେଳ କରିବାପାଇଁ ଦାବି କରି ଗତକାଲି ବିରୋଧୀ...
ବ୍ରହ୍ମପୁର: ଗଞ୍ଜାମ ବ୍ଲକ କଣ୍ଟିଆଗଡ଼ ଗାଁ ନିକଟ ବଙ୍ଗୋପସାଗର ଉପକୂଳରୁ ପୁଣି ଏକ ଡଲଫିନ୍ର ମୃତଦେହ ଉଦ୍ଧାର କରାଯାଇଛି। କଣ୍ଟିଆଗଡ଼ ଗାଁର କିଛି ଯୁବକ ପ୍ରଥମେ ବେଳାଭୂମିରେ ଡଲଫିନର ମୃତଦେହକୁ ଦେଖିଥିଲେ। ଡଲଫିନ୍ କେମିତି ମଲା ତାହା ସ୍ପଷ୍ଟ ଜଣାପଡ଼ି ନାହିଁ।
ଶ୍ରୀହରିକୋଟା : ମହାକାଶ ଗବେଷଣା ଓ ଜ୍ଞାନ କୌଶଳ ପ୍ରୟୋଗ କ୍ଷେତ୍ରରେ ଭାରତ ଆଉ ଏକ କୀର୍ତ୍ତୀମାନ ସ୍ଥାପନ କରିଛି। ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ଇସ୍ରୋ ସଫଳତାର ସହ ଉତ୍କ୍ଷେପଣ କରିଛି ସ୍ୱଦେଶୀ ଜ୍ଞାନ କୌଶଳ ଓ ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗରେ ନିର୍ମିତ RISAT-2B। ଆଜି ...
ଭୁବନେଶ୍ୱର(ସଂଗ୍ରାମ ଦାସ ମହାପାତ୍ର) : ପ୍ରଖ୍ୟାତ ବୈଜ୍ଞାନିକ ଷ୍ଟିଫେନ୍ ହକିଙ୍ଗ୍ ୨୦୧୭ ମସିହାରେ ନିଜର ଏକ ଅଭିଭାଷଣରେ କହିଥିଲେ ଯେ, ପୃଥିବୀ ପାଖରେ ଆଉ ୬୦୦ ବର୍ଷରୁ ବି କମ୍ ସମୟ ରହିଛି । ଜନସଂଖ୍ୟା ବିସ୍ଫୋରଣ ଓ ଶକ୍ତି ଉତ୍ସଗୁଡ଼ିକର ମାତ୍ରାଧିକ ବିନିଯୋଗ କାରଣରୁ ୨୬୦୦ ମସିହା...
ଭୁବନେଶ୍ୱର:ସାରା ରାଜ୍ୟରେ ଜାରି ରହିଛି ଅସହ୍ୟ ଗ୍ରୀଷ୍ମ ପ୍ରବାହ। ଆସନ୍ତାକାଲି ଯାଏଁ ୬ଟି ଜିଲ୍ଲାକୁ ହିଟ୍ ୱେଭ ଓ୍ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଅଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ତାପମାତ୍ରା ସାମାନ୍ୟଠାରୁ ଅଧିକ ରହିବ ବୋଲି ଅନୁମାନ କରାଯାଉଛି। ଟିଟିଲାଗଡ଼ ସମେତ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ...
କୋରାପୁଟ (ଗୋବିନ୍ଦରାଜ ସୁବୁଦ୍ଧି): ଲେମନ୍ ଗ୍ରାସ୍ ତେଲ। କସ୍ମେଟିକ୍ ଉତ୍ପାଦଠାରୁ ଆରମ୍ଭ କରି ବିଭିନ୍ନ ଔଷଧରେ ଏହାକୁ ବ୍ୟବହାର କରାଯାଏ। କୋରାପୁଟ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏହି ବିରଳ ପ୍ରଜାତିର ଘାସ ଚାଷ ପାଇଁ ଜଳବାୟୁ ସୁହାଇଥାଏ। ତେଣୁ ଏଠାକାର ଚାଷୀ ହଜାର ହଜାର ଏକର ଜମିରେ ଲେମନ...