• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

bear
ଭାଲୁ ଆକ୍ରମଣରେ ମା’-ଝିଅ ଗୁରୁତର

ବେଲପାହାଡ : ବେଲପାହାଡ଼ ଜୁନାଡିହି କଲେଜ ପଡ଼ାରେ ଆଜି ଭାଲୁ ଆକ୍ରମଣରେ ମା, ଝିଅ ଗୁରୁତର ଆହତ ହୋଇଛନ୍ତି । ଉଭୟେ ଭୋରରୁ ଘର ନିକଟରେ ଫୁଲତୋଳୁ ଥିବାବେଳେ ଭାଲୁଟି ତାଙ୍କ ଆଡକୁ ହଠାତ୍ ମାଡି ଆସିଥିଲା। ମା’-ଝିଅ କିଛି କରିବା ପୂର୍ବରୁ ଭାଲୁଟି ଆକ୍ରମଣ କରିଥିଲା। ଫଳରେ...

elephant--
କେନ୍ଦୁପତ୍ର ତୋଳୁଥିଲେ, ଦଳିଦେଲା ହାତୀ

ଅନୁଗୋଳ:ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ କଣଲୋଇ ଗାଁରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ଖେଡି ମାଝୀ। ସେ ଜଙ୍ଗଲକୁ କେନ୍ଦୁ ପତ୍ର ତୋଳିବାକୁ ଯାଇଥିବାବେଳେ ହାତୀ ହାବୁଡ଼ରେ ପଡିଯାଇଥିଲେ। ହାତୀ ଦଳି ଦେବାରୁ ଘଟଣାସ୍ଥଳରେ ଖେଡିଙ୍କର ମୃତ୍ୟୁ ଘଟିଥିଲା । ଖବର...

heatwave
ବଢୁଛି ତାପମାତ୍ରା, ଜଳଛତ୍ର ଖୋଲିବା ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟରେ ତାପାମାତ୍ରା ବଢୁଛି। ଆସନ୍ତା ୨୨ ତାରିଖ ଯାଏ ତାପମାତ୍ରା ଅଧିକ ରହିବ ବୋଲି ସୂଚନା ଦେଇଛନ୍ତି ଏସଆରସି ବିଷ୍ଣୁପଦ ସେଠୀ। ତେଣୁ ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲିବା ସହ ଆନୁସଙ୍ଗିକ ବ୍ୟବସ୍ଥା ଗ୍ରହଣ କରିବାକୁ ପ୍ରଭାବିତ ଜିଲ୍ଲାଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷ କରି ପଶ୍ଚିମ ଓଡ଼ିଶାରେ...

ranvir singh
'୨୦୦୪ରୁ ୨୦୧୪ ଭିତରେ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ହୋଇ ନ ଥିଲା'

ନୂଆଦିଲ୍ଲୀ : ସର୍ଜିକାଲ ଷ୍ଟ୍ରାଇକ୍‌ ନେଇ ମୁହଁ ଖୋଲିଲେ ସେନା ଅଧିକାରୀ। ୨୦୦୪ରୁ ୨୦୧୪ ଭିତରେ ପାକିସ୍ତାନ ସୀମାରେ କେବେ ବି ସର୍ଜିକାଲ ଷ୍ଟ୍ରାଇକ ହୋଇନଥିଲା। ନରେନ୍ଦ୍ର ମୋଦି ୨୦୧୪ରେ ପ୍ରଧାନମନ୍ତ୍ରୀ ହେବା ପରେ ୨୦୧୬ରେ ପ୍ରଥମ ଥର ପାଇଁ ଭାରତୀୟ ସେନା ପକ୍ଷରୁ ସର୍ଜିକାଲ ଷ୍ଟ୍ରାଇକ ହୋଇଥିଲା...

Jaay_Panda_630_630
ବିଜେପି ବହୁମତ ପାଇବ ବୋଲି ଦଳ ଆଗରୁ ଆକଳନ କରିଥିଲା: ବୈଜୟନ୍ତ

ଭୁବନେଶ୍ୱର: ଉଭୟ ବିଧାନସଭା ଓ ଲୋକସଭାରେ ଏକମାତ୍ର ଦଳ ଭାବେ ବିଜେପିର ଆସନ ସଂଖ୍ୟା ବଢୁଛି । ଅନ୍ୟ ଦଳଗୁଡ଼ିକର ଆସନ ସଂଖ୍ୟା କମୁଛି। ଏକ୍‌ଜିଟ ପୋଲ ଉପରେ ପ୍ରତିକ୍ରିୟା ରଖି ଏହା କହିଛନ୍ତି ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା। ରବିବାର ଶେଷ ପର୍ଯ୍ୟାୟ ମତଦାନ ସରିବା...

6
ବାଇକ୍‌କୁ ଧକ୍କା ଦେଲା ବୋଲେରୋ: ବାପା ମୃତ, ମା’ ଓ ୨ ପୁଅ ଗୁରୁତର

ଗଞ୍ଜାମ: ଗଂଜାମ ଜିଲ୍ଲା ଦିଗପହଣ୍ଡି-ଆସିକା ମୁଖ୍ୟ ରାସ୍ତା ଜଗନ୍ନାଥପୁର ଛକରେ ଏକ ସଡ଼କ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ୩ ଜଣ ଗୁରୁତର ହୋଇଛନ୍ତି। ସୂଚନା ଅନୁସାରେ, ଏରେଣ୍ଡା ଗାଁର ସନ୍ତୋଷ ପ୍ରଧାନ ନିଜ ସ୍ତ୍ରୀ ଓ ଦୁଇ ପୁଅଙ୍କୁ ଧରି ବାଇକ୍‌ରେ ଗାଁ ଅଭିମୁଖେ...

mayabati
ରାହୁଲଙ୍କ ସହ ହେବାକୁ ଥିବା ଆଲୋଚନାକୁ ବାତିଲ୍‌ କଲେ ମାୟାବତୀ

ନୂଆଦିଲ୍ଲୀ: ବିଏସପି ମୁଖ୍ୟ ମାୟାବତୀ କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କ ସହ ହେବାକୁ ଥିବା ଆଲୋଚନାକୁ ବାତିଲ କରିଛନ୍ତି। ଆଜି କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଓ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ସହ ମାୟାବତୀ ଆଲୋଚନା କରିବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ଦିଲ୍ଲୀରେ ଆଜି ମାୟାବତୀଙ୍କର କୌଣସି...

pre monsoon
୭ ରାଜ୍ୟରେ ପ୍ରାକ୍‌ ମୌସୁମୀ ବର୍ଷା ୬୦ ପ୍ରତିଶତ କମିଛି

ଭୁବନେଶ୍ୱର:ସାରା ରାଜ୍ୟ ଜଳୁଛି। ଆକାଶରୁ ଯେମିତି ଖସି ପଡ଼ୁଛି ନିଆଁ ଝୁଲ। ତା ସାଙ୍ଗକୁ ଝାଞ୍ଜି ପବନ। ରାସ୍ତାକୁ ବାହାରିଲେ ଛାଇ ଟିକିଏ ନାହିଁ ଯେ, କେଉଁଠି ଠିଆ ହୋଇଯିବ। ଏମିତି ପରିସ୍ଥିତିରେ  ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଲାଣି। ସମସ୍ତଙ୍କର ଅପେକ୍ଷା ମୌସୁମୀକୁ। ମୌସୁମୀ ଆସିଲେ ଆଶ୍ୱସ୍ତ ହେବ...

Prafulla-Ghadai-750x430
ଏଥର ବିଜେପି ଅଧିକ ଲୋକସଭା ଆସନ ପାଇବ: ପ୍ରଫୁଲ୍ଲ

ଭୁବନେଶ୍ୱର: ଏକ୍‌ଜିଟ ପୋଲ୍‌ ଆକଳନକୁ ନେଇ ବରିଷ୍ଠ ବିଜେଡ଼ି ନେତା ପ୍ରଫୁଲ୍ଲ ଘଡ଼ାଇ ନିଜର ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ କହିଛନ୍ତି, ଏକଜିଟ୍‌ ପୋଲ୍‌ ଯାହା କରିଥାଏ, ତାହାର ବିପରୀତ ମଧ୍ୟ ବେଳେବେଳେ ହୋଇଥାଏ। ତେଣୁ ଏହା ଉପରେ ଭରସା କରି କୌଣସି ନିଷ୍ପତିରେ ପହଞ୍ଚିବା ଉଚିତ୍‌ ନୁହେଁ। ପ୍ରଫୁଲ୍ଲ...

2.42988126
‘କାନ୍‌ ଫିଲ୍ମ ଫେଷ୍ଟିଭାଲ୍‌’ରେ ଐଶ୍ୱର୍ଯ୍ୟା ଓ ଆରାଧ୍ୟା

କାନ୍ (ଫ୍ରାନ୍ସ): ୭୨ତମ ‘କାନ୍ ଫିଲ୍ମ ଫେଷ୍ଟିଭାଲ୍‌’ର ରେଡ୍ କାର୍ପେଟରେ ଜଲୱା ଦେଖାଉଛନ୍ତି ସେଲେବ୍ରିଟି। ଲୁକ୍‌ରେ ଏକରୁ ବଳି ଆରକ। ଗତ କିଛିଦିନ ହେବ ଚର୍ଚ୍ଚାରେ ଥିବା ‘କାନ୍‌ ଫେଷ୍ଟିଭାଲ୍‌’ରେ ସେଲିବ୍ରେଟିଙ୍କ ଲୁକ୍‌ରେ ଏବେ ଚାର୍‌ ଚାନ୍ଦ ଲଗାଇ ଦେଇଛନ୍ତି। ବଲିଉଡ୍‌ର ନୀଳ ନୟନା ଐଶ୍ୱର୍ଯ୍ୟା। ଗତକାଲି ସେ...

5
ଘରୋଇ ଉପାୟରେ ଛୋଟପିଲାଙ୍କୁ ମଶାଠୁ ଦୂରେଇ ରଖନ୍ତୁ

ଭୁବନେଶ୍ୱର: ଘର ଯେତେ ସଫା ରଖିଲେ ବି ଖରା ଓ ବର୍ଷା ଦିନେ ମଶା ସମସ୍ୟା ଦେଖା ଦେଇଥାଏ। ଘର ଚତୁଃପାର୍ଶ୍ୱରେ ଅଳିଆ ଆବର୍ଜନା ଜମା ହେଲେ ଓ ପାଣି ନିଷ୍କାସିତ ହୋଇ ନ ପାରିଲେ ମଶା ବଂଶ ବୃଦ୍ଧି ହୋଇଥାଏ। ମଶା ହେଲେ ଛୋଟ ଛୁଆଙ୍କ ପାଇଁ...