• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

sonam
ରେଡ୍‌ କାର୍ପେଟ୍‌ରେ ଚମକିଲେ ସୋନମ୍‌

କାନ୍ (ଫ୍ରାନ୍ସ): ଚର୍ଚ୍ଚାରେ କାନ୍‌ ଫିଲ୍ମ ଫେଷ୍ଟିଭାଲ୍‌। ତାଠୁ ଅଧିକ ଚର୍ଚ୍ଚା ସାଉଁଟୁଛନ୍ତି ବଲିଉଡ୍‌ ଅଭିନେତ୍ରୀମାନେ। ସତେ ଯେମିତି ବଲିଉଡ୍‌ ଅଭିନେତ୍ରୀଙ୍କ ଗ୍ଲାମରସ୍‌ ଲୁକ୍‌ରେ ରେଡ୍‌ କାର୍ପେଟ୍‌ ଆହୁରି ରଙ୍ଗିନ୍‌ ହୋଇଯାଇଛି। ଭଳିକି ଭଳି ଡ୍ରେସରେ ବିଦେଶୀ ହିରୋଇନ୍‌ମାନଙ୍କୁ  ମାତ୍‌ ଦେବାରେ ଲଗିଛନ୍ତି ଆମ ଦେଶୀ ବିୟୁଟି। ଆଉ...

1-18
ଆମେରିକାନ୍‌ ଟଏଲେଟ୍‌ରେ ହିନ୍ଦୁ ଦେବଦେବୀଙ୍କ ଫଟୋ

ୱାଶିଂଟନ: ଦେବଦେବୀଙ୍କୁ ନେଇ ଆମ ମନରେ ଭରି ରହିଛି ଭକ୍ତି ଓ ଶ୍ରଦ୍ଧା। ପ୍ରତ୍ୟେକ ଧର୍ମର ମଣିଷଙ୍କର ସେମାନେ ପୂଜା କରୁଥିବା ଦେବାଦେବୀଙ୍କ ଉପରେ ଥାଏ ପ୍ରଗାଢ ବିଶ୍ୱାସ। ସମସ୍ତେ ନିଜ ମନରେ ଭଗବାନଙ୍କୁ ସବୁଠୁ ଉଚ୍ଚ ଏବଂ ସ୍ୱତନ୍ତ୍ର ସ୍ଥାନ ଦେଇଥାନ୍ତି। କିନ୍ତୁ ଯେତେବେଳେ ଆପଣ ପୂଜା...

protest
ଦରମା ପ୍ରଦାନ ଦାବିରେ ରାସ୍ତାରେ ବସିଲେ ଠିକା କର୍ମଚାରୀ

ଭଞ୍ଜନଗର: ୭ ମାସର ବକେୟା ଦରମା ଏବଂ ଓଏସଆରଟିସି ୟୁନିଟ୍‌ ସ୍ଥାନାନ୍ତରକୁ ବିରୋଧ କରି ରାସ୍ତାରେ ବସି ରହିଛନ୍ତି ଭଞ୍ଜନଗର ଓଏସଆରଟିସି ଠିକା କର୍ମଚାରୀ। ଭଞ୍ଜନଗର OSRTC ୟୁନିଟକୁ ଉଚ୍ଛେଦନାମାକୁ ଜୋରଦାର ବିରୋଧ କରୁଛନ୍ତି ଠିକା କର୍ମଚାରୀ। ଏହାକୁ ନେଇ ଆଜି ଭଞ୍ଜନଗରରେ ଦିନିକିଆ ବନ୍ଦ ପାଳନ କରାଯାଉଛି।...

5
ଯୌତୁକ ପାଇଁ ବୋହୂକୁ ପୋଡ଼ିଦେଲେ

ନୟାଗଡ଼: ନୟାଗଡ଼ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ ବିନୋଦପଡ଼ା ଗାଁରେ ଶାଶୂଘର ଲୋକେ ବୋହୂଙ୍କୁ ଜାଳି ଦେଇଥିବା ଅଭିଯୋଗ ହୋଇଛି। ମୃତ ମହିଳା ଜଣକ ହେଲେ ଶୁଭ୍ରକେଶୀ ସ୍ୱାଇଁ। ଯୌତୁକ ଲୋଭରେ ଶାଶୂ ଘର ଲୋକେ ଶୁଭ୍ରକେଶୀଙ୍କୁ ପ୍ରଥମେ ହତ୍ୟା କରିବା ପରେ ପୋଡ଼ି ଦେଇଥିବା ବାପଘର ଲୋକେ ଅଭିଯୋଗ...

44
ବଜ୍ରାଘାତରେ ବାପା-ପୁଅ ଆହତ

କନ୍ଧମାଳ: କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକର ବରୁଡ଼ିକିଆ ଗାଁରେ ଆଜି ବଜ୍ରାଘାତରେ ୨ ଜଣ ଗୁରୁତର ହୋଇଛନ୍ତି। ଆହତ ଦୁଇଜଣ ସମ୍ପର୍କରେ ବାପା-ପୁଅ ବୋଲି ଜଣାପଡ଼ିଛି। ବାପାର ନାମ ଲଷ୍ମୀ ନାରାୟଣ ପୃଷ୍ଟି ଏବଂ ପୁଅର ନାମ ଅଜିତ । ଦୁଇ ଆହତଙ୍କୁ ଫୁଲବାଣୀ ମେଡିକାଲରେ ଭର୍ତ୍ତି କରାଯାଇଛି।...

3
ପୋଲ ନିକଟରୁ ମିଳିଥିବା ମୃତଦେହ କାହାର

ନୟାଗଡ଼: ନୟାଗଡ଼ ଜିଲ୍ଲା ରାଜସୁନାଖଳା ନିକଟ ଧୂମାନାଳ ପୋଲ ନିକଟରୁ ଏକ ମୃତ ଦେହ ଆଜି ଠାବ ହୋଇଛି। ମୃତ ଦେହଟି ଖୋର୍ଦ୍ଧା-ବଲାଙ୍ଗିର ଏନ୍ଏଚ୍ ୫୭ ନିକଟରେ ପଡ଼ିଥିଲା। ଏହାର ମୁଣ୍ଡ-ଗଣ୍ଡି ଅଲଗା ଅଲଗା ହୋଇ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏପରିକି ଶରୀରରେ ପୋଷାକ ମଧ୍ୟ ନ ଥିଲା। ତେବେ...

accident-121-750x430
ମାଟ୍ରିକ ରେଜଲ୍ଟ ଜାଣିବା ପୂର୍ବରୁ ଚାଲିଗଲା ଛାତ୍ରଙ୍କ ଜୀବନ

କେନ୍ଦ୍ରାପଡ଼ା:ମାଟ୍ରିକ ରେଜଲ୍ଟ ଜାଣିବା ଅପେକ୍ଷାରେ ଥିଲେ। ହେଲେ ରେଜଲ୍ଟ ବାହାରିବା ପୂର୍ବରୁ ଦୁର୍ଘଟଣାରେ ଚାଲିଗଲା ଜୀବନ।  ଏମିତି ଦୁଃଖଦ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରର ରାଜରାଜେଶ୍ୱରୀପୁର ଗାଁରେ। ଦଶମ ଶ୍ରେଣୀ ପରୀକ୍ଷା ଦେଇଥିବା ଏହି ଗାଁର ଜଣେ ଛାତ୍ରଙ୍କ ଜୀବନ ଦୁର୍ଘଟଣାରେ ଚାଲି ଯାଇଛି। ଗତକାଲି ବିଳମ୍ୱିତ...

22-7
ପ୍ରତିଶୋଧ ମୁଡ୍‌ରେ ଏହି ତିନି ଅଭିନେତା, କାହିଁକି ପଢ଼ନ୍ତୁ

ମୁମ୍ବାଇ: ଐଶ୍ୱର୍ଯ୍ୟାଙ୍କୁ ନେଇ ସୋଶାଲ୍‌ ମିଡିଆରେ ମିମ୍ସ ଶେଆର୍‌ କରି ବିବାଦ ଘେରକୁ ଚାଲି ଆସିଛନ୍ତି ବିବେକ ଓବରୟ। ଐଶ୍ଚର୍ଯ୍ୟା ବିବାହ କରି ନିଜ ଲାଇଫ୍‌ରେ ସେଟେଲ୍‌ ହୋଇ ସାରିଛନ୍ତି। ହେଲେ ତାଙ୍କ ପୁରୁଣା ସମ୍ପର୍କକୁ ଏପରି ଢଙ୍ଗରେ ଉପସ୍ଥାପନ କରାଯିବାକୁ ସହ୍ୟ କରି ପାରି ନାହାନ୍ତି ତାଙ୍କ...

vivek-oberoi
କ୍ଷମା ମାଗିଲେ ବିବେକ ଓବରୟ

ମୁମ୍ବାଇ: ତୀବ୍ର ସମାଲୋଚନା ଓ ମହିଳା କମିଶନଙ୍କ ନୋଟିସ ପରେ ଶେଷରେ ଅଭିନେତା ବିବେକ ଓବରୟ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କୁ ନେଇ ଟ୍ୱିଟ୍ କରିଥିବା ଏକ ମିମ୍ ଓ ଫଟୋକୁ ଆଜି ଡିଲିଟ୍ କରିଛନ୍ତି। ଏ ନେଇ ସେ ଟ୍ୱିଟ୍ କରି ଆଜି ସକାଳେ କ୍ଷମା ପ୍ରାର୍ଥନା କରିଛନ୍ତି।...

nandan
୧୯ ଦିନ ପରେ ଖୋଲିଲା ନନ୍ଦନକାନନ

ଭୁବନେଶ୍ୱର: ଦୀର୍ଘ ୧୯ ଦିନ ପରେ ଆଜି ଖୋଲିଲା ନନ୍ଦନକାନନ। ଏଥି ସହିତ ପର୍ଯ୍ୟଟକଙ୍କ ପାଇଁ  ବନ୍ଦ ଥିବା ବଟାନିକାଲ ଗାର୍ଡେନ ମଧ୍ୟ ଆଜି ଖୋଲାଯାଇଛି। ଗତ ୩ ତାରିଖ ଓଡ଼ିଶାରେ ହୋଇଥିବା ପ୍ରଳୟଙ୍କରୀ ବାତ୍ୟାରେ ନନ୍ଦନକାନନ ସହ ବଟାନିକାଲ ଗାର୍ଡେନ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲା । ଶହଶହ...

evm
ପୁଣି ଇଭିଏମ୍ ଓ ଭିଭିପ୍ୟାଟ ପ୍ରସଙ୍ଗ ଉଠାଇଲେ ବିରୋଧୀ

ନୂଆଦିଲ୍ଲୀ: ୧୯ ତାରିଖ ଦିନ ପ୍ରକାଶ ପାଇଥିବା ଚଳିତ ସାଧାରଣ ନିର୍ବାଚନର ଏକଜିଟ ପୋଲକୁ ନେଇ ବିରୋଧୀ ପୁଣି ଇଭିଏମ୍ ପ୍ରସଙ୍ଗ ଉଠାଇଛନ୍ତି। ଆଜି ପୁଣି କଂଗ୍ରେସ ସମେତ ୨୧ଟି ବିରୋଧୀ ଦଳ ନିର୍ବାଚନ କମିଶନଙ୍କୁ ଭେଟିବେ ବୋଲି ଜଣାପଡ଼ିଛି। ଆଞ୍ଚଳିକ ଦଳ ଗୁ଼ଡ଼ିକ ଭଲ ପ୍ରଦର୍ଶନ କରିବ...

result
ମଧ୍ୟମାରେ ପାସ୍‌ ହାର୮୪.୬୨% ଏବଂ ଓପେନ ସ୍କୁଲ ପାସ ହାର ୫୮.୫୩%

କଟକ:ଦଶମ ଶ୍ରେଣୀ ପରୀକ୍ଷା ସହିତ ଆଜି ପ୍ରକାଶ ପାଇଛି ମଧ୍ୟମା ଓ ଓପେନ ସ୍କୁଲ ପରୀକ୍ଷାର ଫଳାଫଳ। ଏବର୍ଷ ୩ ହଜାର ୫୬୩ ଛାତ୍ରଛାତ୍ରୀ ମଧ୍ୟମା ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୩ ହଜାର ୧୫ ଜଣ ପାସ୍‌ କରିଛନ୍ତି। ଅର୍ଥାତ ପାସ୍‌ ହାର ୮୪.୬୨  ପ୍ରତିଶତ ରହିଛି...

exam2
ମାଟ୍ରିକ ପରୀକ୍ଷା ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ସଫଳତାର ମାପକାଠି ନୁହେଁ

ଭୁବନେଶ୍ୱର: ଦଶମ ଶ୍ରେଣୀ ପରୀକ୍ଷା ସବୁ ପିଲାମାନଙ୍କ ପାଇଁ ସ୍ମରଣୀୟ ଓ ମହତ୍ୱପୂର୍ଣ୍ଣ। ଏହା ପରେ ପରେ ଜୀବନରେ ବହୁତ ବଡ଼ ବଡ଼ ପରୀକ୍ଷା ଭେଟିବାକୁ ଥିଲେ ମଧ୍ୟ ବାପାମାଆଙ୍କ ଠାରୁ ଆରମ୍ଭ କରି ପରିବାର ବର୍ଗ ସମସ୍ତେ ଭାବନ୍ତି ଯେ ଏହି ପରୀକ୍ଷା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ...