ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ତାଡ଼କିଶୋଳ ଗାଁରୁ ଗୋଟିଏ ପରିବାର ତିନିଜଣଙ୍କ ଶବ ଆଜି ସକାଳୁ ଉଦ୍ଧାର କରାଯାଇଛି। ମୃତକମାନେ ହେଲେ ଗାଁର ଶ୍ୟାମ ଭାଟି ଓ ତାଙ୍କର ଦୁଇ ପତ୍ନୀ । ବିଳମ୍ବିତ ରାତିରେ ଶ୍ୟାମ ଦୁଇ ପତ୍ନୀଙ୍କୁ ହତ୍ୟା କିରବା ପରେ ନିଜେ ଆତ୍ମହତ୍ୟା କରିଥିବା ତାଙ୍କ...
ନୂଆଦିଲ୍ଲୀ: ନିର୍ବାଚନ ଫଳାଫଳ ପୂର୍ବରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଏକ ନୈଶ ଭୋଜିର ଆୟୋଜନ କରିଛନ୍ତି। ଭୋଟ୍ ଗଣତି ପୂର୍ବରୁ ଆସିଥିବା ଏକଜିଟ୍ ପୋଲ ଅଙ୍କକୁ ଦେଖି ନୈଶ ଭୋଜିର ଆୟୋଜନକୁ ଏନ୍ଡିଏର ଶକ୍ତି ପ୍ରଦର୍ଶନ ବୋଲି କୁହାଯାଉଛି। ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ବିଜେପି ରାଷ୍ଟ୍ରୀୟ...
ଭୁବନେଶ୍ୱର: ଭୋଟ୍ ଗଣତି ପାଇଁ ଆରମ୍ଭ ହୋଇଯାଇଛି କାଉଣ୍ଟ ଡାଉନ୍। ଆସନ୍ତାକାଲି ହେବାକୁ ଥିବା ବହୁ ପ୍ରତୀକ୍ଷିତ ଭୋଟ୍ ଗଣତି ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କ ଅଫିସ୍ରେ ବ୍ୟାପକ ପ୍ରସ୍ତୁତି ହୋଇଛି। ତେବେ ଏଥର ଫଳାଫଳ ଆସିବାରେ ବିଳମ୍ବ ହେବ। ପ୍ରଥମ ଥର ପାଇଁ ଭିଭିପାଟ୍ ପେପର୍ ସ୍ଲିପ୍...
ଇଟାନଗର: ଅରୁଣାଚଳ ପ୍ରଦେଶରେ ହୋଇଥିବା ଏକ ଉଗ୍ରବାଦୀ ହମ୍ଲାରେ ଜଣେ ଏନ୍ପିପି ବିଧାୟକ ଏବଂ ତାଙ୍କ ପରିବାର ଲୋକଙ୍କ ସମେତ ୬ ଜଣ ପ୍ରାଣ ହରାଇଛନ୍ତି। ହତ୍ୟାର ଶିକାର ହୋଇଥିବା ବିଧାୟକ ହେଲେ ତିରୋଙ୍ଗ ଆବୋ ଓ ସେ ଖନ୍ସା ପଶ୍ଚିମର ବିଧାୟକ ଥିଲେ। ଚଳିତ ନିର୍ବାଚନରେ ମଧ୍ୟ ସେ...
ଭୁବନେଶ୍ୱର: ପ୍ରତିଭା ଯେଉଁଠି, ଯେପରି ପରିସ୍ଥିତିରେ ଥାଉ ନା କାହିଁକି, ଦୃଢ ଇଚ୍ଛାଶକ୍ତି ଏବଂ ଆନ୍ତରିକ ଉଦ୍ୟମ ଥିଲେ ତାହା ଫୁଟି ଉଠିବ। ତାର ବାସ୍ନା ସମସ୍ତଙ୍କୁ ବିମୋହିତ କରିବ। ଏହା କଥାକୁ ସତ୍ୟରେ ପ୍ରମାଣିତ କରିଛନ୍ତି ସହିଦ ନଗରର ତ୍ରିନାଥ ନାୟକଙ୍କ ପୁଅ ଅବିନାଶ। ସମସ୍ତ ପ୍ରକାର...
ପୁରୀ: ବାତ୍ୟା ଫୋନି ପରେ ଗାଁଠୁ ସହର ସବୁ ଆଡ଼ ଧ୍ୱସ୍ତ ବିଧ୍ୱସ୍ତ ହୋଇ ପଡ଼ିଛି। ଯୁଆଡେ ଚାହଁ, ଲକ୍ଷ ଲକ୍ଷ ଗଛ ଉପୁଡ଼ି ମାଟିରେ ମିଶି ଯାଇଥିବାର ଦୃଶ୍ୟ ଦିଶି ଯାଉଛି । ପଲିଥିନ ତଳେ କିଏ ଦୀର୍ଘନିଃଶ୍ୱାସ ନେଉଛି ତ ଉଜୁଡା ଘରୁ କିଏ ସ୍ମୃତି...
ନୂଆଦିଲ୍ଲୀ: ନିର୍ବାଚନ ଫଳାଫଳ ପ୍ରକାଶ ପାଇବାକୁ ଆଉ ଦୁଇ ଦିନ ବାକି ରହିଛି। ଏହାରି ଭିତରେ ଆୟ ବହିର୍ଭୂତ ସମ୍ପତ୍ତି ରଖିବା ମାମଲାରେ ସମାଜବାଦୀ ପାର୍ଟି ସଭାପତି ଅଖିଲେଶ ସିଂହ ଯାଦବ,ପତ୍ନୀ ଡିମ୍ପଲ ସିଂହ ଯାଦବ ଏବଂ ବାପା ମୁଲାୟମ ସିଂହ ଯାଦବଙ୍କୁ ସିବିଆଇ ଆଜି କ୍ଲିନ୍ ଚିଟ୍...
କଳାହାଣ୍ଡି:କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡଙ୍ଗରୀଗଡ଼ା ଗାଁରେ ଉତ୍କଟ ହୋଇଛି ପାନୀୟ ଜଳ ସମସ୍ୟା। ଖରାଦିନେ ଏଠାରେ ନଦୀନାଳ ଶୁଖି ଯାଇଥିବାବେଳେ ଭୂତଳ ଜଳସ୍ତର ହ୍ରାସ ପାଇଛି। ଫଳରେ ଧୂଧୂ ଖରାରେ ଲୋକେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି। ଗ୍ରାମବାସୀ ଏ ନେଇ ବାରମ୍ବାର ପ୍ରଶାସନ ନିକଟରେ...