ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ନାଗରିକତା ସଂଶୋଧନ ଆଇନ ବିରୋଧୀ ରାଲିରେ ପାକିସ୍ତାନ ଜିନ୍ଦାବାଦ ନାରା ଦେଇଥିବା ଯୁବତୀଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହେବା ସହ ପୁଲିସ୍ ତାଙ୍କୁ ଗିରଫ କରିଛି। ପୁଲିସ ତାଙ୍କୁ ଗିରଫ କରି ବେଙ୍ଗାଲୁରୁର ଏକ କୋର୍ଟରେ ହାଜର କରିଥିଲା। କୋର୍ଟ ତାଙ୍କୁ ୧୪ ଦିନିଆ...
ଭୁବନେଶ୍ୱର: ବିଜେଡିର ନୂଆ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା ହୋଇଛି। ବିଭିନ୍ନ ଜିଲ୍ଲା ପାଇଁ ଘୋଷଣା ହୋଇଥିବା ୩୩ଜଣ ସଭାପତିଙ୍କ ମଧ୍ୟରେ ୧୪ ଜଣ ପୁରୁଣାଙ୍କୁ ସ୍ଥାନ ମିଳିଥିବା ବେଳେ ୧୯ ନୂଆ ମୁହଁ ରହିଛନ୍ତି। ଭୁବନେଶ୍ୱର ପାଇଁ ଅନନ୍ତ ନାରାୟଣ ଜେନା, କଟକ ପାଇଁ ଦେବାଶିଷ ସାମନ୍ତରାୟ,...
ବୀରମିତ୍ରପୁର/ରାଉରକେଲା: ଆଜି ପବିତ୍ର ମହାଶିବରାତ୍ରି। ଏଥିପାଇଁ ରାଜ୍ୟର ପ୍ରମୁଖ ଶୈବପୀଠ ଚଳଚଞ୍ଚଳ ହୋଇପଡ଼ିଛି। ଲମ୍ବା ଲାଇନ୍ରେ ଛିଡ଼ା ହୋଇ ଶ୍ରଦ୍ଧାଳୁମାନେ ମହାଦେବଙ୍କ ଦର୍ଶନ କରୁଛନ୍ତି। ଏସବୁ ଭିତରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ କନ୍ଦରକେଲା ଜଟିଆ ବାବା ପାହାଡ଼ରୁ ପଥର ଖସି...
ନୂଆଦିଲ୍ଲୀ: ବଗି ଛାଡ଼ି ପଳାଇଲା ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ୍। ଥରେ ନୁହେଁ ଦୁଇ ଦୁଇଥର ଏହି ଏକ୍ସପ୍ରେସ୍ ଟ୍ରେନ୍ର ବଗି ଅନ୍ୟ ଏକ ବଗିରୁ ଅଲଗା ହୋଇଯାଇଥିଲା। ନୂଆଦିଲ୍ଲୀରୁ ଭୁବନେଶ୍ୱର ଆସୁଥିବା ଏହି ଏକ୍ସପ୍ରେସ ଟ୍ରେନ୍ ଦିଲ୍ଲୀ ଆନନ୍ଦବିହାର ଷ୍ଟେସନରୁ ଛାଡିବାର କିଛି ସମୟ ପରେ ଦୁଇ ବଗି...
ଉଦଳା (ମାନସ ପାଣି): ପୋଖରୀ ଭିତରେ ପଶି ଗଲା ଭ୍ୟାନ୍। ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅଞ୍ଚଳରେ ଆଜି ସକାଳେ ଏହି ଘଟଣା ଘଟିଛି। ତେବେ ଏଥିରେ କାହାରି କିଛି କ୍ଷତି ହୋଇନାହିଁ। ଗାଡ଼ିରେ ବସିଥିବା ସମସ୍ତ ଲୋକ ସୁରକ୍ଷିତ ଅଛନ୍ତି। ଉଦଳାର ସର୍ବପୁରାତନ ମଣିନାଗେଶ୍ୱର ମନ୍ଦିର ନିକଟରେ...
ଭୁବନେଶ୍ୱର: କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି ଓଡ଼ିଆ କ୍ରିକେଟର ପ୍ରଜ୍ଞାନ ଓଝା।। ଏନେଇ ପ୍ରଜ୍ଞାନ ଆଜି ହାଇଦ୍ରାବାଦ କ୍ରିକେଟ ଆସୋସିଏସନକୁ ଚିଠି ଲେଖି କ୍ରିକେଟରୁ ଅବସର ନେବା ନେଇ ସୂଚନା ଦେଇଛନ୍ତି। ଭାରତୀୟ ସ୍ପିନର ପ୍ରଜ୍ଞାନ ଓଝା କ୍ରିକେଟର ସମସ୍ତ ପ୍ରକାର ଫର୍ମାଟରୁ ଅବସର ଘୋଷଣା କରିଛନ୍ତି।...
ସମ୍ବଲପୁର/ରାଇପୁର: ଦୀର୍ଘ ୨୨ ବର୍ଷ ହେଲା ଗୋଟିଏ ସ୍ଥାନରେ ଧ୍ୟାନମୁଦ୍ରାରେ ବସିଛନ୍ତି ଜଣେ ବାବା। ନା ସେ କିଛି ଖାଦ୍ୟ ଗ୍ରହଣ କରୁଛନ୍ତି ନା ସ୍ନାନ କରୁଛନ୍ତି। ଏପରିକି କାହାସହ କଥାବାର୍ତ୍ତା ମଧ୍ୟ କରୁ ନାହାନ୍ତି। କେବଳ ଇସାରା କରିଥାନ୍ତି। ଖରା ହେଉ କି ବର୍ଷା ଏପରିକି ହାଡ଼ଭଙ୍ଗା...
ଭୁବନେଶ୍ୱର: ଆଜି ପବିତ୍ର ମହାଶିବରାତ୍ରି। ଜାଗର ଯାତ୍ରା ପାଇଁ ଏକାମ୍ର କ୍ଷେତ୍ର ସମେତ ରାଜ୍ୟର ପ୍ରମୁଖ ଶୈବପୀଠ ଚଳଚଞ୍ଚଳ ହୋଇପଡ଼ିଛି। ଆଜି ଭୋର ୩ଟାରୁ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦ୍ୱାର ଫିଟା ନୀତି ଅନୁଷ୍ଠିତ ହୋଇଛି। ଏହାପରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବିଭିନ୍ନ ନୀତିକାନ୍ତି ଜାରି ରହିଛି। ପ୍ରଥମ ଥର ପାଇଁ...
ଆଜି ୨୦୨୦ ମସିହା, ଫେବ୍ରୁଆରୀ ମାସ ୨୧ ତାରିଖ, ଶୁକ୍ରବାର। ଜାଣନ୍ତୁ ଆଜି ଦିନଟି ଆପଣଙ୍କର କେମିତି କଟିବ…
ବେଙ୍ଗାଲୁରୁ: ଏଆଇଏମ୍ଆଇଏମ୍ ମୁଖ୍ୟ ତଥା ସାଂସଦ ଅସାଦୁଦ୍ଦିନ୍ ଓୱେସୀଙ୍କ ସାମ୍ନାରେ ଜଣେ ଯୁବତୀ ପାକିସ୍ତାନ ଜିନ୍ଦାବାଦ ନାରା ଦେବାରୁ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଗତକାଲି ବେଙ୍ଗାଲୁରୁରେ ସିଏଏ ଓ ଏନଆରସି ବିରୋଧୀ ରାଲି ଆୟୋଜିତ ହୋଇଥିଲା। ଏହି ରାଲିକୁ ଉଦବୋଧନ ଦେଇ ଓୱେସୀ ପଳାଇ ଯାଉଥିବା...
ପୁରୀ: ମହାପ୍ରଭୁଙ୍କ ଦର୍ଶନ ପାଇଁ ୨୩୦ କିଲୋମିଟର ଦୌଡ଼ି ଦୌଡ଼ି ପୁରୀ ଆସିଲେ ଭଦ୍ରକର ଜଣେ ଯୁବକ। ଭଦ୍ରକ ଜିଲ୍ଲା ବନ୍ତ ଅଞ୍ଚଳର ସୌରଭ ସେଠୀ ନାମକ ଜଣେ ଯୁବକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ନିଜ ଗାଁରୁ ଦୌଡ଼ି ଦୌଡ଼ି ପୁରୀ ଶ୍ରୀମନ୍ଦିରରେ ପହଞ୍ଚିଥିଲେ। ସେଠାରେ...
ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ଗାୟତ୍ରୀ ବିହାର ଥାନା ଅନ୍ତର୍ଗତ ପୁରୁଣା ବସ୍ତିରୁ ୩ ଜଣ ନାବାଳିକା ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି। ସେମାନେ ହେଲେ କୈଳାସ ଦାସଙ୍କ ଦୁଇ ଝିଅ ଗୀତା ଦାସ(୧୩), ରଶ୍ମିତା ଦାସ(୧୨ )ଓ ଭଗବାନ ଛନ୍ଛନ୍ଙ୍କ ଝିଅ ବନିତା ଛନ୍ଛନ୍। ଏହି ୩ ନାବାଳିକା...
ସମ୍ବଲପୁର: ସମ୍ବଲପୁର ସହର ଉପକଣ୍ଠ ଦୁବେସିଙ୍ଗା ବ୍ରିଜ୍ ନିକଟରେ ପଡ଼ିଛି ପୁଳା ପୁଳା ୫ ଶହ ଟଙ୍କିଆ ନୋଟ୍। ହେଲେ ଏହି ସବୁ ନୋଟ୍ ଗୁଡ଼ିକ ମଧ୍ୟରୁ କିଛି ନୋଟ୍ ଉଇ ଖାଇ ଯାଇଥିବାବେଳେ ଆଉ କିଛି ନୋଟ୍ ଚିରି ଯାଇଛି। ଏନେଇ ସ୍ଥାନୀୟ ଲୋକେ ପୁଲିସ୍ ଖବର...
ମୁମ୍ବାଇ: ବଲିଉଡ୍ର ଲୋକପ୍ରିୟ ଗାୟିକା ନେହା କକ୍କର ଏବେ ନିଜ ଲଭ୍ ଲାଇଫ୍କୁ ନେଇ ବେଶ୍ ଚର୍ଚ୍ଚାରେ ଅଛନ୍ତି। ନିକଟରେ ତାଙ୍କ ଏକ୍ସ ବୟଫ୍ରେଣ୍ଡ ହିମାଂଶ କୋହଲି, ନେହାଙ୍କ ସହ ତାଙ୍କ ବ୍ରେକଅପ୍କୁ ନେଇ ବୟାନ ଦେଇଥିଲେ। ସେ କହିଥିଲେ ଯେ ସେ ଏ ସବୁକୁ ନେଇ ଅନେକ...
ଚେନ୍ନାଇ: ସାଉଥ୍ ସୁପରଷ୍ଟାର କମଲ୍ ହାସନ୍ଙ୍କ ଅଭିନୀତ ଫିଲ୍ମ ‘ଇଣ୍ଡିଆନ୍ ୨’ର ଶୁଟିଂ ସେଟ୍ରେ ଏକ ଦୁଃଖଦ ଘଟଣା ଘଟିଛି। ଚେନ୍ନାଇର ଇଭିପି ଫିଲ୍ମ ସିଟିରେ ଫିଲ୍ମର ଶୁଟିଂ ଚାଲିଥିବା ସମୟରେ କ୍ରେନ୍ ଖସି ପଡ଼ିବାରୁ ୩ ଜଣ ଆସିଷ୍ଟାଣ୍ଟ୍ ଡାଇରେକ୍ଟରଙ୍କ ମୃତ୍ୟୁ ଘଟିଥିବାବେଳେ ୯ ଜଣ ଗୁରୁତର ଆହତ...
ଭୁବନେଶ୍ୱର: ସିଲ୍ ହେଲା ଭୁବନେଶ୍ୱର ପଟିଆ ସ୍ଥିତ ବିଗ୍ ବଜାର। ଆଜି ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି)ର କମିଶନର ଓ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ବିଗ୍ ବଜାର ସିଲ୍ ଚାଲିଥିବା ଜଣାପଡ଼ିଛି। ପରିମଳ, ଅଗ୍ନି ନିର୍ବାପନ ବ୍ୟବସ୍ଥା ଓ ପାର୍କିଂ ସମସ୍ୟା କାରଣରୁ ପଟିଆ ବିଗ୍ ବଜାରକୁ ସିଲ୍ କରାଯାଇଛି।...
ଜଳେଶ୍ୱର(ଅଜିତ ଦାସ): ସଡ଼କ ସୁରକ୍ଷା ନିୟମକୁ ଖୋଲାଖୋଲି ଉଲ୍ଲଂଘନ। ମାଲ୍ବୁହା ଗାଡ଼ିରେ ବେଧଡ଼କ ଭାବେ ଯାତ୍ରୀ ବୋଝେଇ ହୋଇ ଯାଉଛନ୍ତି। ଏଭଳି ଚିତ୍ର ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳରେ। କାମ ସନ୍ଧାନରେ ପ୍ରତିଦିନ ଏଭଳି ଅସୁରକ୍ଷିତ ଅବସ୍ଥାରେ ଯାଉଛନ୍ତି ଶ୍ରମିକ। ଯେଉଁଠି ବସିବା ତ’ ଦୂରର...
ବ୍ରହ୍ମପୁର: ଆଖି ବୁଜିଲେ ବ୍ରହ୍ମପୁରର ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ର। ବ୍ରହ୍ମପୁର ଏସ୍ପି ଅଫିସ୍ ସମ୍ମୁଖରେ ଆତ୍ମାହୁତି ଦେଇଥିବା ମିନାକ୍ଷୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ଆଜି ପ୍ରାଣ ହରାଇଥିବା ସୂଚନା ମିଳିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତାଙ୍କ ଶରୀରର ୯୫ ପ୍ରତିଶତ...
ଆଜି ୨୦୨୦ ମସିହା, ଫେବ୍ରୁଆରୀ ମାସ ୨୦ ତାରିଖ, ଗୁରୁବାର। ଜାଣନ୍ତୁ ଆଜି ଦିନଟି ଆପଣଙ୍କର କେମିତି କଟିବ…
ନୂଆଦିଲ୍ଲୀ: ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାରେ ୪ ଅଭିଯୁକ୍ତଙ୍କୁ ମାର୍ଚ୍ଚ ୩ ରେ ଫାଶି ଦିଆଯିବା ନେଇ ତାରିଖ ଧାର୍ଯ୍ୟ କରାଯାଇଛି। ଏ ନେଇ ପଟିଆଲା ହାଉସ୍ କୋର୍ଟ ଜାରି କରିଛନ୍ତି ସାନି ଡେଥ୍ ୱାରେଣ୍ଟ। ନୂଆ ଡେଥ୍ ୱାରେଣ୍ଟ ଅନୁଯାୟୀ, ମାର୍ଚ୍ଚ ୩ ତାରିଖ ସକାଳ...