ଚେନ୍ନାଇ: ତାମିଲନାଡ଼ୁରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍- କଣ୍ଟେନର ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଯୋଗୁ ୧୯ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୫ ଜଣ ମହିଳା ଥିବା ଜଣାପଡ଼ିଛି। ୧୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି। ତାମିଲନାଡୁର ତିରୁପୁର ଜିଲ୍ଲା...
ଚନ୍ଦ୍ରପୁର(ମହାରାଷ୍ଟ୍ର): କାର୍-ଟ୍ରକ୍ ମଧ୍ୟରେ ଧକ୍କା ହେବା ଯୋଗୁ ୬ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୬ଜଣ ଗୁରୁତର ଆହତ ହୋଇଛନ୍ତି। ଗତକାଲି ରାତିରେ ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲ୍ଲାରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଗୁରୁତରଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାଟି ଏତେ ଜୋରରେ ହୋଇଛି ଯେ କାର୍ର ସମ୍ମୁଖ...
ରାଇରଙ୍ଗପୁର: ମାଟ୍ରିକ୍ ପରୀକ୍ଷା ଆରମ୍ଭରୁ ଚରମ ଅବ୍ୟବସ୍ଥା ଦେଖିବାକୁ ମିଳିଥିବାବେଳେ ପୁଣି ଏକ ଘଟଣା ସାମ୍ନାକୁ ଆସିଛି। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଓଡ଼ିଶା ଷ୍ଟେଟ୍ ଓପନ୍ ସ୍କୁଲ ସାର୍ଟିିଫିକେଟ୍ ପରୀକ୍ଷାର ପ୍ରଶ୍ନପତ୍ରରେ ସମସ୍ୟା ଯୋଗୁ ଅପରାହ୍ଣ ବଦଳରେ ସନ୍ଧ୍ୟାରେ ପରୀକ୍ଷା ହୋଇଛି। ମୟୂରଭଞ୍ଜ ଜିଲ୍ଲା ବିଜାତଳା...
ଭୁବନେଶ୍ୱର: ନୂଆ ଓଡ଼ିଆ ଫିଲ୍ମ ‘ଅନୁ ଦିଦି ନଟ୍ ଆଉଟ୍’ର ଶୁଭ ମହୁରତ ହୋଇଯାଇଛି। ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ୍ ଅନ୍ତର୍ଗତ ତାଡକି ଗାଁରେ ସିନେମାର ଷ୍ଟାରକାଷ୍ଟଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା କରାଯାଇ ଫିଲ୍ମର ସୁଟିଂ ଆରମ୍ଭ ହୋଇଛି। ତରଙ୍ଗ ସିନେ ପ୍ରଡକ୍ସନ ନିବେଦିତ ଓ କୁହୁ ସିନେ ଫ୍ଲେକ୍ସ...
କୋଣାର୍କ (ସଞ୍ଜୟ ପତି): ପୁରୀ ଜିଲ୍ଲା ନିମାପଡା ଥାନା ଅନ୍ତର୍ଗତ ଧିରପୁର ଗାଁରେ ଥିବା ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଜଣେ ଶିକ୍ଷକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରଯାଇଛି। ମୃତ ଶିକ୍ଷକ ହେଲେ ଆର୍ତ୍ତତ୍ରାଣ ସ୍ୱାଇଁ (୫୦)। ଆଜି ସକାଳେ ଆର୍ତ୍ତତ୍ରାଣ ଘରୁ ବାହାରି ସ୍କୁଲ୍କୁ ଆସିଥିଲେ।...
ନୂଆଦିଲ୍ଲୀ: ଚାଇନିଜ୍ ସ୍ମାର୍ଟଫୋନ୍ ନିର୍ମାତା Vivo ଏହାର ନୂଆ ବ୍ରାଣ୍ଡ୍ର ସ୍ମାର୍ଟଫୋନ୍ ଖୁବ୍ ଶୀଘ୍ର ଭାରତରେ ଲଞ୍ଚ୍ କରିବାକୁ ଯାଉଛି। ହେଲେ ଲଞ୍ଚ୍ ପୂର୍ବରୁ ଏହି 5G ସ୍ମାର୍ଟଫୋନ୍ର ଫଟୋ ସାମ୍ନାକୁ ଆସିଛି। ଗିଜ୍ଚାଇନାର ସୂଚନା ଅନୁସାରେ, ଲଞ୍ଚ୍ ପୂର୍ବରୁ iQOO 3 ର ଫଟୋ ଶେଆର୍ କରାଯାଇଛି।...
ଭୁବନେଶ୍ୱର: ଏଣିକି ବିଦ୍ୟୁତ୍ ଆଘାତରେ ମୃତ୍ୟୁ ଘଟିଲେ ମୃତକଙ୍କ ପରିବାରକୁ ଅଧିକ କ୍ଷତିପୂରଣ ରାଶି ମିଳିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ବିଦ୍ୟୁତ୍ ତାର ଲାଗି ଜୀବନ ଗଲେ ୪ ଲକ୍ଷ ଟଙ୍କା, ଶରୀରର ୬୦ ପ୍ରତିଶତ ପୋଡ଼ି ଯାଇଥିଲେ ୨ ଲକ୍ଷ, ଶରୀରରେ ୪୦ରୁ ୬୦...
ଧର୍ମଗଡ଼: ମାଟ୍ରିକ୍ ପରୀକ୍ଷା ଆରମ୍ଭ ହେଉଣୁ ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଆଜି ପ୍ରଥମ ଦିନ ଥିବା ମାତୃଭାଷା ଓଡ଼ିଆ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ସୂଚନା ମିଳିଛି। କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଅଞ୍ଚଳରେ ଏହି ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିବା ଜଣାପଡ଼ିଛି। ମୋବାଇଲ୍ରୁ ମୋବାଇଲ୍କୁ ପ୍ରଶ୍ନପତ୍ର ଘୂରି...
ଭଦ୍ରକ: ମରିଗଲା ମାନବିକତା, ହଜିଗଲା ବିବେକ। ଦୁର୍ଘଟଣାରେ ସଙ୍କଟାପନ୍ନ ହୋଇ ଯନ୍ତ୍ରଣାରେ ରାସ୍ତା ଉପରେ ଜଣେ ଯୁବକ ଛଟପଟ ହେଉଥିବାବେଳେ ଲୋକେ ଉଦ୍ଧାର କରିବା ବଦଳରେ ମୋବାଇଲରେ ଫଟୋ ଉଠାଉଥିବା ଓ ଭିଡିଓ ଶୁଟିଂ କରୁଥିବା ଦେଖିବାକୁ ମିଳିଥିଲା। ପୁଲିସ୍ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା।...
ବ୍ରହ୍ମପୁର: ଅଟୋରୁ ଖସିପଡ଼ି ଜଣେ ୫ ବର୍ଷର ଛାତ୍ରଙ୍କ ମୃତ୍ୟୁ ଘଟିଛି। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନିକଟ ତିଳେଶ୍ୱର ରାମମନ୍ଦିର ନିକଟରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ, ଆଜି ସକାଳେ ଏକ ଅଟୋ ସ୍କୁଲ ପିଲାଙ୍କୁ ନେଇ ଦିଗପହଣ୍ଡି ସ୍ଥିତ ଏକ ଘରୋଇ ସ୍କୁଲକୁ ଯାଉଥିବାବେଳେ ...
ବ୍ରହ୍ମପୁର: ମାଛଧରା ଜାଲରେ ପଡିଲା ସାର୍କ। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ଗୋପାଳପୁର ସମୁଦ୍ରରେ ମାଛ ଧରୁଥିବା ମତ୍ସଜୀବୀଙ୍କ ଜାଲରେ ଏକ ବିରାଟ ସାର୍କ ପଡ଼ିଥିଲା। ଜୀବନ୍ତ ଅବସ୍ଥାରେ ମତ୍ସଜୀବୀମାନେ ତାକୁ ଧରିଥିଲେ। ଏତେ ବଡ଼ ସାର୍କକୁ ଦେଖିବାକୁ କିଛି ସମୟ ଭିଡ଼ ହୋଇଥିଲା। ପରେ କିଛି ମତ୍ସ୍ୟଜୀବୀ ଏହି...
ଭୁବନେଶ୍ୱର: କରୋନା ନୁହେଁ ନିମୋନିଆ। ଭୁବନେଶ୍ୱର ଆମ୍ରି ହସ୍ପିଟାଲରେ ପ୍ରାଣଘାତୀ କରୋନା ରୋଗୀ ଚିହ୍ନଟ ହୋଇଥିବା ନେଇ ଖବର ପ୍ରଚାର ହେବା ପରେ ଲୋକେ ଭୟଭୀତ ହୋଇ ପଡ଼ିଥିଲେ। ହେଲେ ଏପରି ଗୁଜବକୁ ଖଣ୍ଡନ କରିଛନ୍ତି ସମ୍ପୃକ୍ତ ମେଡିକାଲ କର୍ତ୍ତୃପକ୍ଷ। ଚିହ୍ନଟ ହୋଇଥିବା ଭାଇରସ୍ ମାରାତ୍ମକ କରୋନା ଭାଇରସ୍...
ଭୁବନେଶ୍ୱର: ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ କଲେଜର ଅଧ୍ୟାପକ ଓ ଅଣ ଶିକ୍ଷା କର୍ମଚାରୀଙ୍କ ପାଇଁ ଓଡ଼ିଶା ସରକାରଙ୍କ ଚେତାବନୀ। ଯଦି ଛୁଟି ମଞ୍ଜୁର ନ ହୋଇ ଅଧ୍ୟାପକ ଓ ଅଣ ଶିକ୍ଷା କର୍ମଚାରୀ ଛୁଟିରେ ରୁହନ୍ତି ତେବେ “ନୋ ୱାର୍କ ନୋ ପେ’ ” ନିୟମ ଲାଗୁ...
ଭଦ୍ରକ(ପାର୍ଥସାରଥୀ ନାୟକ): ୧୬ନଂ ଜାତୀୟ ରାଜପଥର ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ନେଉଳିଆ ଛକ ନିକଟରେ ଏକ ଯାତ୍ରୀବାହୀ ବସ୍ ଆଜି ଭୋରରୁ ଓଲଟି ପଡ଼ିଥିବା ଜଣାପଡ଼ିଛି। ବସ୍ଟି ବାଲେଶ୍ୱରରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ବସ୍ରେ ୪୮ ଯାତ୍ରୀ ଥିବା ବେଳେ ସମସ୍ତେ ସୁରକ୍ଷିତ...
ଭୁବନେଶ୍ୱର: ମାଟ୍ରିକ୍ ପରୀକ୍ଷା ଆଜିଠୁ ଆରମ୍ଭ ହୋଇଛି। ପ୍ରଥମ ଦିନରେ ମାତୃଭାଷାରେ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ। ଆଜି ସକାଳୁ ନୋଡାଲ୍ ସେଣ୍ଟରରୁ ପରୀକ୍ଷା କେନ୍ଦ୍ର ଗୁଡ଼ିକରେ ପ୍ରଶ୍ନପତ୍ର ପହଞ୍ଚିଥିଲା। ଏହାପରେ ସକାଳ ୯ଟା ୨୦ରେ ପରୀକ୍ଷା କେନ୍ଦ୍ରର ଗେଟ୍ ଖୋଲାଯାଇ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା କେନ୍ଦ୍ର ଭିତରକୁ ଛଡ଼ା ଯାଇଥିଲା...
ଭୁବନେଶ୍ୱର: ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପିତ ହୋଇଛି। କୃଷି, ଶିକ୍ଷା, ସ୍ୱାସ୍ଥ୍ୟ ଓ ଐତିହ୍ୟ ବିକାଶକୁ ଗୁରୁତ୍ୱ ଦେଇଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ଏଥର ବଜେଟ୍ରେ ମୋଟ୍ ୧ଲକ୍ଷ ୫୦ ହଜାର କୋଟି ଟଙ୍କାର ବ୍ୟୟ ଅଟକଳ ରଖାଯାଇଛି। ଯାହା ମଧ୍ୟରୁ ପ୍ରଶାସନିକ ବ୍ୟୟ ବାବଦକୁ...
ଭୁବନେଶ୍ୱର: ରାଜ୍ୟ ବଜେଟ୍ ପୂର୍ବରୁ ବିଧାନସଭାରେ ୨୦୧୯-୨୦ ବର୍ଷ ପାଇଁ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ ହୋଇଛି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି ରିପୋର୍ଟ ଉପସ୍ଥାପନ କରିଛନ୍ତି। ରାଜ୍ୟର ଅଭିବୃଦ୍ଧି ହାର କମିଥିବା ନେଇ ରିପୋର୍ଟରେ ଉଲ୍ଲେଖ ରହିଛି। ଗତବର୍ଷ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ହାର ୭.୯୦% ଥିଲା।...
ମୁମ୍ବାଇ: ଟେଲିଭିଜନର ଲୋକପ୍ରିୟ ଧାରାବାହିକ ’ ‘କହାଁ ହମ୍ କହାଁ ତୁମ୍’ ଦର୍ଶକଙ୍କ ମନ ଜିତିବାରେ ବେଶ୍ ସଫଳ ହୋଇଛି। ଦର୍ଶକଙ୍କୁ ରୋହିତ ଓ ସୋନାକ୍ଷୀଙ୍କ ଯୋଡ଼ି ବେଶ୍ ଭଲ ଲାଗୁଥିବାବେଳେ ଉଭୟଙ୍କ ଅନ୍ସ୍କ୍ରିନ୍ କେମେଷ୍ଟ୍ରି ମଧ୍ୟ ଜବରଦସ୍ତ ରହିଛି। ଏପରିକି ଫ୍ୟାନ୍ମାନେ ଏମାନଙ୍କ ନାଁରେ ଅନେକ ସୋଶାଲ୍...
ନୂଆଦିଲ୍ଲୀ: ଚାଇନିଜ୍ ସ୍ମାର୍ଟଫୋନ୍ ନିର୍ମାତା Vivo ଏହାର ନୂଆ ବ୍ରାଣ୍ଡ୍ର ସ୍ମାର୍ଟଫୋନ୍ ଖୁବ୍ ଶୀଘ୍ର ଭାରତରେ ଲଞ୍ଚ୍ କରିବାକୁ ଯାଉଛି। ଲଞ୍ଚ୍ ହେବାକୁ ଥିବା Vivoର ଏହି ନୂଆ ବ୍ରାଣ୍ଡ୍ର ସ୍ମାର୍ଟଫୋନ୍ iQOO 3 ଫେବୃଆରୀ ୨୫ ତାରିଖ ଦିନ ୧୨ଟାରେ ଲଞ୍ଚ୍ ହେବ। ଫୋନ୍ଟି ଲଞ୍ଚ୍ ହେବାପରେ...
ଭୁବନେଶ୍ୱର: ଭୁବନେଶ୍ୱରରେ ଏକ ଆପାର୍ଟମେଣ୍ଟରୁ ଖସି ପଡ଼ି ଜଣେ ନାବାଳିକାଙ୍କ ମୃତ୍ୟୁକୁ ନେଇ ସସ୍ପେନ୍ସ ବଢ଼ିବାରେ ଲାଗିଛି। ଏହା ଦୁର୍ଘଟଣା ନା ଆତ୍ମହତ୍ୟା ସେ ନେଇ ଉଠିଛି ପ୍ରଶ୍ନ। ହେଲେ ଏବେ ସାମ୍ନାକୁ ଏଭଳି ଏକ ଚାଞ୍ଚଲ୍ୟକର ତଥ୍ୟ ଆସିଛି ଯାହା ଏହି ଘଟଣାକୁ ଆହୁରି ରହସ୍ୟଜନକ କରିଛି।...