• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

bus
କାଲି ଓଡ଼ିଶାରେ ଘରୋଇ ବସ୍‌ ଚଳାଚଳ ବନ୍ଦ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାର୍ଚ୍ଚ ୨୨ ଅର୍ଥାତ୍‌ ଆସନ୍ତାକାଲି ଜନତା କର୍ଫ୍ୟୁ ପାଳନ ପାଇଁ ଦେଶବାସୀଙ୍କୁ ନିବେଦନ କରିଛନ୍ତି। ଆସନ୍ତାକାଲି ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଘରୁ ନ ବାହାରିବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ନିବେଦନ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଓଡ଼ିଶାର ସମସ୍ତ ଘରୋଇ...

money
ଦିନ ମଜୁରିଆ ଓ ଶ୍ରମିକଙ୍କୁ ମିଳିବ ୧୦୦୦ଟଙ୍କା

ଲକ୍ଷ୍ନୌ: କରୋନାକୁ ନେଇ ଆଦୌ ବ୍ୟସ୍ତ ନ ହେବାପାଇଁ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ। ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ଏ‍ବଂ ଔଷଧ ଯଥେଷ୍ଟ ପରିମାଣର ଷ୍ଟକ୍ ଅଛି। ତେଣୁ ବ୍ୟତିବ୍ୟସ୍ତ ହୋଇ ସାମଗ୍ରୀ କିଣିବା ପାଇଁ ଦୋକାନକୁ ଯାଆନ୍ତୁ ନାହିଁ ବୋଲି...

earthquake
ଭୂକମ୍ପରେ ଦୋହଲିଲା ମାଲକାନଗିରି

ମାଲକାନଗିରି: ଭୂକମ୍ପରେ ଦୋହଲିଲା ମାଲକାନଗିରି। ମାଲକାନଗିରି ଜିଲ୍ଲା ନାୟକଗୁଡ଼ାରୁ କୋରକୋଣ୍ଡା ଅଞ୍ଚଳରେ ଏହି ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିବା ଜଣାପଡ଼ିଛି। ୨ଥର ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିବା ସୂଚନା ମିଳିଛି। ଆଜି ଦିନ ୧୧ଟା ୧୫ ମିନିଟ୍‌ ସମୟରେ ପ୍ରଥମେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା। ଏହାର କିଛି...

bus
କାଲି କଟକରେ ବସ୍‌ ଚଳାଚଳ ବନ୍ଦ

କଟକ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାର୍ଚ୍ଚ ୨୨ ଅର୍ଥାତ୍‌ ଆସନ୍ତାକାଲି ଜନତା କର୍ଫ୍ୟୁ ପାଳନ ପାଇଁ ଦେଶବାସୀଙ୍କୁ ନିବେଦନ କରିଛନ୍ତି। ଆସନ୍ତାକାଲି ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଘରୁ ନ ବାହାରିବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ନିବେଦନ କରିଛନ୍ତି। ସେହିପରି ଆସନ୍ତାକାଲି କୌଣସି ପାସେଞ୍ଜର ଟ୍ରେନ୍‌ ମଧ୍ୟ ଗଡ଼ିବନି। ଶନିବାର-ରବିବାର...

health
ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ

ଆଜି ୨୦୨୦ ମସିହା, ମାର୍ଚ୍ଚ ମାସ ୨୧ ତାରିଖ, ଶନିବାର। ଜାଣନ୍ତୁ ଆଜି ଦିନଟି ଆପଣଙ୍କର କେମିତି କଟିବ…

odisha
ଦୁବାଇ ଫେରନ୍ତା ଯୁବକଙ୍କୁ ନେଇ ଗାଁରେ ଉତ୍ତେଜନା

କେନ୍ଦୁଝର: ଦୁବାଇ ଫେରନ୍ତା ଯୁବକଙ୍କୁ ନେଇ କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଗମ୍ଭାରିଆ ଗାଁରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ଜଣେ ବ୍ୟକ୍ତିଙ୍କ ଜ୍ୱାଇଁ ଦୁବାଇରୁ ଫେରି ୪ ଦିନ ହେବ ଶ୍ୱଶୁର ଘରେ ଥିଲେ। ଗତକାଲି ଘଟଣା ଜଣାପଡିବା ପରେ ଯୁବକଙ୍କ ଡାକ୍ତରୀ ପରୀକ୍ଷା କରିବାକୁ ଗାଁ...

corona
କରୋନା ସମ୍ପର୍କରେ ଗୁଜବ ପ୍ରଚାର କରି ବନ୍ଧା ହେଲେ

ଅନୁଗୁଳ: କରୋନା ସମ୍ପର୍କରେ ଗୁଜବ ପ୍ରଚାର କରି ଅନୁଗୁଳ ଜିଲ୍ଲାର ଜଣେ ବ୍ୟକ୍ତି ଗିରଫ ହୋଇଛନ୍ତି। ଏହି ବ୍ୟକ୍ତି ଜଣକ ହେଲେ ଅନୁଗୁଳ ଥାନା ଅନ୍ତର୍ଗତ ଶଙ୍କର ସିନେମା ରୋଡ ୬ନମ୍ବର ଓ୍ୱାର୍ଡରେ ରହୁଥିବା ବିଜୟ କୁମାର ସୋନି। ପୁଲିସ୍‌ ସୂଚନା ଅନୁଯାୟୀ, ବିଜୟ, କରୋନା ଭାଇରସ୍‌କୁ ନେଇ...

vehicle
ଟ୍ୱିନ୍‌ସିଟିରେ କେଉଁ ଗାଡ଼ି କେଉଁ ଦିନ ଗଡ଼ିବ, ଜାଣନ୍ତୁ...

ଭୁବନେଶ୍ୱର: ବର୍ତ୍ତମାନ ସାରା ବିଶ୍ୱରେ କରୋନା ମୁକାବିଲା ଲାଗି ବିଭିନ୍ନ ପ୍ରକାରର ପଦକ୍ଷେପ ଗ୍ରହଣ କରାଯାଉଛି। ଏପରିକି ସର୍ବସାଧାରଣ ସ୍ଥାନରେ ଅଧିକ ଜନସମାଗମ ନ କରିବାକୁ ପରାମର୍ଶ ଦିଆଯାଉଥିବା ବେଳେ ଅଧିକ ଜରୁରୀ କାମ ନ ଥିଲେ ଘରୁ ବାହାରିବାକୁ ବାରଣ କରାଯାଉଛି। ଆଜିିଠାରୁ ଟ୍ୱିନ୍‌ସିଟିରେ ଅଡ୍‌-ଇଭିନ୍(ଯୁଗ୍ମ-ଅଯୁଗ୍ମ) ଫର୍ମୁଲା...

ola
ଅସ୍ଥାୟୀ ଭାବେ ଏହି ସେବା ବନ୍ଦ କଲା OLA

ନୂଆଦିଲ୍ଲୀ: ଆପଣ OLA କ୍ୟାବ୍‌ରେ ଟ୍ରାଭେଲ୍‌ କରୁଛନ୍ତି କି ? ହୁଏତ ଏହି ସୂଚନା ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇପାରେ। କରୋନାକୁ ଦୃଷ୍ଟିରେ ରଖି ଦେଶରେ OLA ଏହାର ‘ଶେଆର୍‌ ରାଇଡ୍‌’ ସେବାକୁ ବାତିଲ୍‌ କରିଛି। କରୋନା ଭାଇରସ୍‌ ବ୍ୟାପିବାକୁ ରୋକିବା ପାଇଁ ଅସ୍ଥାୟୀ ଭାବେ କମ୍ପାନୀ ପକ୍ଷରୁ...

Srutakirti-1
ଚକୋଲେଟ ଡେ'

ଜୋରଜୋରରେ ପାଦ ପକେଇ ଝଡ଼ ବେଗରେ ଆସି ଚେୟାର ଉପରେ ବସି ପଡିଲେ ସ୍ନିଗ୍ଧା l ସବୁଦିନ ଭଳି ଅଭିନନ୍ଦନ ବାର୍ତ୍ତା ତ ଦୂରେ ଥାଉ ଅର୍ଣ୍ଣବଙ୍କ ମୁହଁକୁ ସୁଦ୍ଧା ଅନେଇଲେ ନାହିଁ ସେ ସେଦିନ l ଏପର୍ଯ୍ୟନ୍ତ ଅର୍ଣ୍ଣବ କିଛି ହେଲେ ଠଉରେଇ ପାରୁ ନ ଥାନ୍ତି...

Coronavirus-breaking
ଆଜିଠୁ ବାହାରେ ୭ରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ

ଭୁବନେଶ୍ୱର: ଆଜିଠାରୁ ବାହାରେ ସର୍ବସାଧାରଣ ସ୍ଥାନରେ ୭ରୁ ଅଧିକ ଲୋକ  ଏକାଠି ହୋଇପାରିବେ ନାହିଁ। କରୋନା ସତର୍କତା ସ୍ୱରୂପ ରାଜ୍ୟ ସରକାର  ଏଭଳି ନିଷ୍ପତ୍ତି ନେଇଥିବା  ଜଣାପଡ଼ିଛି। କରୋନା ଛଡ଼ା ଅନ୍ୟ କୌଣସି ମିଟିଂ ହୋଇପାରିବ ନାହିଁ। ସେହିପରି ଜୟନ୍ତୀ ପାଳନ, ମାଲ୍ୟାର୍ପଣ ଆଦି ସରକାରୀ କାର୍ଯ୍ୟକ୍ରମ ବନ୍ଦ...

lockdown
ମୁମ୍ବାଇ ସମେତ ଏହି ସବୁ ସହର ମାର୍ଚ୍ଚ ୩୧ ଯାଏ ଲକ୍‌ ଡାଉନ୍‌

ମୁମ୍ବାଇ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢୁଛି। ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦୫ ଛୁଇଁଛି। ଏହାସହ ୫ ଜଣଙ୍କ ମୁଣ୍ଡ ନେଲାଣି କରୋନା। ମହାରାଷ୍ଟ୍ରରେ କରୋନା ସ୍ଥିତି ଉଦବେଗଜନକ ରହିଛି। ଏନେଇ ମୁମ୍ବାଇରେ ସତର୍କତାମୂଳକ ପଦକ୍ଷେପ ନେବା ସହିତ ସାରା ମୁମ୍ବାଇରେ ଲକଡାଉନ୍ ଘୋଷଣା କରାଯାଇଛି।...

kanika
‘ବେବି ଡଲ୍’ ସିଙ୍ଗର୍‌ କନିକାଙ୍କୁ କରୋନା !

ମୁମ୍ବାଇ: ପ୍ରସିଦ୍ଧ ବଲିଉଡ୍ ଗାୟିକା କନିକା କପୁର୍‌ କରୋନାରେ ଆକ୍ରାନ୍ତ ! କନିକାଙ୍କ କରୋନା ଟେଷ୍ଟ୍‌ ପରେ ରିପୋର୍ଟରେ କରୋନା ଭୂତାଣୁ ଚିହ୍ନଟ ହୋଇଥିବା ଆଜି ସୂଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ, ସେ ଏବେ ଉତ୍ତରପ୍ରଦେଶ ଲକ୍ଷ୍ନୌର କିଙ୍ଗ୍‌ ଜର୍ଜସ୍‌ ମେଡିକାଲ୍‌ ୟୁନିଭର୍ସିଟି ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।...

Lord Jagannath
ୟୁନିୟନ୍‌ ବ୍ୟାଙ୍କରେ ରହିବ ଜଗା ଟଙ୍କା

ପୁରୀ: ୟୁନିୟନ୍‌ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ରହିବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟଙ୍କା। ମହାପ୍ରଭୁଙ୍କ ଟଙ୍କା ୟୁନିୟନ୍‌ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ରହିବା ନେଇ ଟେଣ୍ଡର ପ୍ରକ୍ରିୟା ପରେ ନିଷ୍ପତ୍ତି ହୋଇଥିବା ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ସୂଚନା ଦେଇଛନ୍ତି। ୫ ଦଶମିକ ୭୫ ପ୍ରତିଶତ ସୁଧହାରରେ...

odias
“ସରକାର ଆମକୁ ଉଦ୍ଧାର କରନ୍ତୁ”

ଭୁବନେଶ୍ୱର: ଓଡ଼ିଶା ହସ୍ତଶିଳ୍ପର ପ୍ରଚାରପ୍ରସାର ପାଇଁ ଦକ୍ଷିଣ ଆମେରିକାର ପେରୁକୁ ଯାଇଥିବା ବେଳେ ସେଠାରେ ଫସି ରହିଛନ୍ତି ୨ ଓଡ଼ିଆ। ପେରୁ ସରକାର ଦେଶରେ ନ୍ୟାସନାଲ ଏମର୍ଜେନ୍ସି ଘୋଷଣା କରବି ସହ ଲିମା ଏୟାରପୋର୍ଟକୁ ବନ୍ଦ କରିଦେଇଥିବାରୁ ଉଭୟ(ଦୁଇ ଓଡ଼ିଆ) ଅତି ଦୟନୀୟ ଅବସ୍ଥାରେ ସେଠାରେ ଫସି ରହିଛନ୍ତି।...

sanitizer
ଅଳ୍ପ ଖର୍ଚ୍ଚରେ ଏମିତି ଉପାୟରେ ଘରେ ତିଆରି କରନ୍ତୁ ସାନିଟାଇଜର୍‌

ଭୁବନେଶ୍ୱର: କରୋନା ପାଇଁ ବଜାରରେ ଏବେ ସାନିଟାଇଜର୍‌ର ଅଭାବ ଦେଖିବାକୁ ମିଳିଛି। ଆଉ ଯାହା ବି ମିଳୁଛି ତା’କୁ ଅଧିକ ଦାମ୍‌ରେ ବିକ୍ରି କରାଯାଉଛି। ଏପରି ସ୍ଥିତିରେ ସାନିଟାଇଜର୍‌କୁ ନେଇ ଲୋକମାନେ ଚିନ୍ତାରେ ପଡ଼ି ଯାଇଛନ୍ତି। ହେଲେ ଏବେ ଆପଣଙ୍କୁ ଏଥିପାଇଁ ଆଉ ଚିନ୍ତା କରିବାକୁ ପଡ଼ିବ ନାହିଁ।...

odisha
କରୋନାକୁ ନେଇ ଗୁଜବ ପ୍ରଚାର କରୁଥିଲେ, ଧରିଲା ପୁଲିସ୍‌

ଉମରକୋଟ: ସୋଶାଲ ମିଡିଆରେ କରୋନା ବିଷୟରେ ଗୁଜବ ପ୍ରଚାର କରିବା ଅଭିଯୋଗରେ ଜଣେ ଯୁବକଙ୍କୁ ପୁଲିସ୍‌ ଗିରଫ କରିଛି। ଗିରଫ ଯୁବକ ହେଲେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍‌ ଭାରସୁଣ୍ଡି ଗାଁର ମିଥୁନ ହାଲଦାର। ମାଂସରେ କରୋନା ଭାଇରସ୍‌ ରହିଥିବା ନେଇ ସୋଶାଲ ମିଡିଆରେ ଏକ ଗୁଜବ ଭିଡିଓ ପ୍ରଚାର...

puri
ଜଳିଗଲା ଶ୍ରୀମନ୍ଦିର ଉପରେ ଲାଗିଥିବା ମାନସିକଧାରୀଙ୍କ ବାନା

ପୁରୀ: ଜଳିଗଲା ପୁରୀ ଶ୍ରୀମନ୍ଦିର ଉପରେ ଲାଗିଥିବା ମାନସିକଧାରୀଙ୍କ ବାନା। ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥ ମନ୍ଦିରରେ ନୀଳଚକ୍ର ତଳକୁ ଲାଗିଥିବା ମାନସିକଧାରୀଙ୍କ ବାନାରେ ଗତକାଲି ନିଆଁ ଲାଗି ଯାଇଥିବା ଦେଖିବାକୁ ମିଳିଥିଲା। ତେବେ ନୀଳଚକ୍ର ବାନା ଅକ୍ଷତ ରହିଛି। ଦୀପ ନିଆଁରେ ମାନସିକଧାରୀଙ୍କ ବାନାରେ ନିଆଁ ଲାଗି ଯାଇଥିବା ଜଣାପଡ଼ିଛି।...

nirbhaya mother
“ମୋ ଝିଅର ଆତ୍ମାକୁ ଏବେ ଶାନ୍ତି ମିଳିବ”

ନୂଆଦିଲ୍ଲୀ: ଦୀର୍ଘ ସାତ ବର୍ଷ ପରେ ମିଳିଲା ନିର୍ଭୟାଙ୍କୁ ନ୍ୟାୟ। ଆଉ ଦେଶ ଦେଖିଲା ନୂଆ ସୂର୍ଯ୍ୟୋଦୟ। ଆଜି ଏଭଳି ଭାବେ ନିଜ ଖୁସିକୁ ବ୍ୟକ୍ତ କରିଛନ୍ତି ନିର୍ଭୟାଙ୍କ ମା’ ଆଶା ଦେବୀ। ୭ ବର୍ଷର ଲମ୍ବା ସଂଘର୍ଷର ପରିଣାମ ଆଜି ତାଙ୍କୁ ମିଳିଲା। ନିର୍ଭୟା ଗଣଦୁଷ୍କର୍ମ ମାମଲାର...

rain
ବଜ୍ରପାତ ନେଲା ୧୧ ଜୀବନ, ଡଙ୍ଗାବୁଡ଼ି ୨ ନିଖୋଜ

ଭୁବନେଶ୍ୱର: ଗତକାଲି ସନ୍ଧ୍ୟାରେ ହୋଇଥିବା ଝଡ଼ତୋଫାନ ଓ ବଜ୍ରପାତ ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ଦୁଇଟି ସ୍ଥାନରେ ଡଙ୍ଗା ବୁଡି ଦୁଇ ଜଣ ନିଖୋଜ ହୋଇଯାଇଛନ୍ତି। ଝଡ଼ତୋଫାନ ଓ ବଜ୍ରପାତ ଯୋଗୁ ସୁନ୍ଦରଗଡ଼ରେ ୨ଜଣଙ୍କ ମୃତ୍ୟୁ ହୋଇଥିବାବେଳେ, ଭଞ୍ଜନଗରରେ ୨ଜଣ ଓ...