ମୁମ୍ବାଇ: ଡ୍ରଗ୍ସ ମାମଲାରେ ଏନସିବି ଯାଞ୍ଚ ସମୟରେ ପ୍ରତି ଦିନ ନୂୂଆ ନୂଆ ଖବର ସାମ୍ନାକୁ ଆସୁଛି । ଆଜି ଅନେକ ମିଡିଆରେ ପ୍ରକାଶିତ ଖବର ଅନୁଯାୟୀ ଅଭିନେତ୍ରୀ ଦିଆ ମିର୍ଜା ବି ଏହି ଡ୍ରଗ୍ସ ଲିଙ୍କରେ ଅଛନ୍ତି । ଏପରିକି ତାଙ୍କୁ ଜେରା କରିବା ପାଇଁ ଏନସିବି...
ବେଜିଂ: ଚୀନରେ କେହି କାହାକୁ ନିନ୍ଦା ବା ସମାଲୋଚନା କରିପାରିବେ। କିନ୍ତୁ ଭୁଲ୍ରେ ରାଷ୍ଟ୍ରପତି ଜିନ୍ ପିଙ୍ଗଙ୍କୁ କିନ୍ତୁ ନିନ୍ଦା କରିବା ପୂର୍ବରୁ ତାଙ୍କୁ ଶହେ ଥର ଭାବୁଥିବେ। ରାଷ୍ଟ୍ରପତିଙ୍କ ନିନ୍ଦା ଏଠି କେତେ ମହଙ୍ଗା ନିକଟରେ ଏକ ଘଟଣାରୁ ଜଣାପଡ଼ିଛି। ରାଷ୍ଟ୍ରପତିଙ୍କ ନିନ୍ଦା କରି କମ୍ୟୁନିଷ୍ଟ ପାର୍ଟି...
କାଠମାଣ୍ଡୁ: ମାଉଣ୍ଟ ଏଭରେଷ୍ଟ ଉପରକୁ ଏକାଧିକବାର ଚଢ଼ି ରେକର୍ଡ କରିଥିବା ନେପାଳୀ ପର୍ବତାରୋହୀ ଅଙ୍ଗ୍ ରୀତା ଶେରପା(Ang Rita Sherpa) ଙ୍କର ପରଲୋକ ହୋଇଯାଇଛି। ସେ ତାଙ୍କ ଜୀବନକାଳ ମଧ୍ୟରେ ୧୦ ଥର ମାଉଣ୍ଟ ଏଭରେଷ୍ଟ ଚଢ଼ିଛନ୍ତି। ଏତେଥର ମାଉଣ୍ଟ ଏଭରେଷ୍ଟ ଚଢିଥିବା ପ୍ରଥମ ବ୍ୟକ୍ତି ହେଉଛନ୍ତି ଅଙ୍ଗ୍...
ୱାଶିଂଟନ: ଆମେରିକାରେ ନଭେମ୍ବର ୩ ତାରିଖରେ ହେବ ରାଷ୍ଟ୍ରପତି ନିର୍ବାଚନ। ଏଥିପାଇଁ ରାଜନୀତି ବେଶ୍ ସରଗରମ ହୋଇଛି। ରାଷ୍ଟପତି ନିର୍ବାଚନ ପାଇଁ ଡେମୋକ୍ରାଟିକ ପାର୍ଟିର ପ୍ରାର୍ଥୀ ଜୋ ବାଇଡେନ (Joe Biden) ଙ୍କୁ ସମର୍ଥନରେ ୧୪ ଭାରତୀୟ ଭାଷାରେ ଡିଜିଟାଲ ଗ୍ରାଫିକ୍ସ ଜାରି କରାଯାଇଛି। ଉନ୍ନତମାନର ଟେକନିକ୍ ସାହାଯ୍ୟରେ...
ନୂଆଦିଲ୍ଲୀ: ମୌସୁମୀ ଛୁଆଁରେ ବି ଗରମରୁ ତ୍ରାହି ମିଳିନି। ବିଶେଷ କରି ଦିଲ୍ଲୀରେ ଅସହ୍ୟ ହୋଇପଡ଼ିଛି ଗରମ। ଦିଲ୍ଲୀର ତାତି ୯୦ ବର୍ଷର ରେକର୍ଡ ଭାଙ୍ଗିଛି। ଏପରି ସମୟରେ ୟୁରୋପ ମିଡିଆ ଗ୍ରୁପ ଦ ଇକୋନମିଷ୍ଟ ପକ୍ଷରୁ ଆହୁରି ଡରାଇ ଦେବା…
ନୂଆଦିଲ୍ଲୀ: ସଂସଦରେ ପାରିତ ହେବା ସତ୍ତ୍ୱେ କୃଷି ବିଲକୁ ଜାରି ରହିଛି ବିରୋଧ। ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଆଜି ଭାରତ ବନ୍ଦ ଆନ୍ଦୋଳନ ଡାକରା ଦିଆଯାଇଛି । କୃଷକମାନେ ଅନେକ ସ୍ଥାନରେ ରାସ୍ତା ଉପରେ ବିକ୍ଷୋଭ କରୁଛନ୍ତି। ଟ୍ରାକ୍ ଉପରେ ମଧ୍ୟ ଚାଷୀମାନେ ବସି ରହିଛନ୍ତି ।...
କାଲିଫର୍ଣ୍ଣିଆ: ରାସ୍ତାରେ ସାଇକେଲ ଧରି ବୁଲୁଥିଲେ କୁନି କୁନି ପିଲା ଦୁଇଜଣ। ଖୁବ୍ ମସ୍ତି ମୁଡ୍ରେ ଥିଲେ। ହେଲେ ସେମାନେ ଜାଣି ନ ଥିଲେ, ଘର ସାମ୍ନାରେ ଏକ ମାଉଣ୍ଟ ଲାୟନ ଲୁଚି ଲୁଚି ସେମାନଙ୍କୁ ଦେଖୁଛି ବୋଲି। ଏହି ପୂରା ଘଟଣାକୁ ଜଣେ ବ୍ୟକ୍ତି ତାଙ୍କ ଫୋନରେ...
ନୂଆଦିଲ୍ଲୀ:ଭାରତ-ଚୀନ ମଧ୍ୟରେ ଗତ ଜୁନ୍ ମାସରେ ଗଲୱାନ ଘାଟିର ହୋଇଥିବା ହାତାହାତି ସଂଘର୍ଷବେଳେ ଚୀନର କେତେ ସୈନିକ ନିହତ ହୋଇଥିଲେ ତାହା ଅଧିକାରୀ ସୂତ୍ରରୁ କୁହାଯାଇ ନ ଥିଲା। ତେବେ ଚୀନ୍ ଏବେ ମାନିଛି ଯେ, ଏହି ଗଣ୍ଡଗୋଳରେ ଚୀନର ୫ ଜଣ ସୈନିକଙ୍କ ମୃତ୍ୟୁ ଘଟିଛି। ସରକାରୀ...
ସିଓଲ: ଦକ୍ଷିଣ ଓ ଉତ୍ତର କୋରିଆର ସାମୁଦ୍ରିକ ସୀମାରେ ଦକ୍ଷିଣ କୋରିଆର ଜଣେ ଅଧିକାରୀଙ୍କୁ ହତ୍ୟା କରାଯାଇଛି। ଉତ୍ତର କୋରିଆ ଏହି ଅଧିକାରୀଙ୍କୁ ହତ୍ୟା କରିଥିବା ଦକ୍ଷିଣ କୋରିଆ ଅଭିଯୋଗ ଆଣିଛି। ଅପରାଧୀଙ୍କୁ ତୁରନ୍ତ ଦଣ୍ଡ ଦେବାକୁ ଦକ୍ଷିଣ କୋରିଆ ପକ୍ଷରୁ ଦାବି କରାଯାଇଛି। ସାମୁଦ୍ରିକ ସୀମାରେ ବେଆଇନ...
ନୂଆଦିଲ୍ଲୀ: ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କରୋନା ଟିକା କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ ହେବ। ଅକ୍ଟୋବରରୁ ଲକ୍ଷ୍ନୌ ଓ ଗୋରଖପୁରରେ ତୃତୀୟ ପର୍ଯ୍ୟାୟ ଟ୍ରାଏଲ ହେବ ବୋଲି ଉତ୍ତରପ୍ରଦେଶ ସ୍ୱାସ୍ଥ୍ୟ ସଚିବ ଅମିତ ମୋହନ ପ୍ରସାଦ କହିଛନ୍ତି । ସେହିପରି ଅକ୍ଟୋବର ୧୬ରୁ ପଞ୍ଜାବର ୩ଟି...
ଶ୍ରୀନଗର: ଜାମ୍ମୁ ଓ କାଶ୍ମୀର ଅନନ୍ତନାଗରେ ପୁଣି ଆତଙ୍କବାଦୀଙ୍କ ଉପଦ୍ରବ। ଆତଙ୍କୀଙ୍କୁ ଜବାବ ଦେବା ଉଦ୍ଦେଶ୍ୟରେ ହୋଇଥିବା ଏନକାଉଣ୍ଟରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଲସ୍କର ଇ ତୋଇବା ଆତଙ୍କୀଙ୍କ ମୃତ୍ୟୁ ଘଟିଛି । ଏବେ କିଛି ଆତଙ୍କବାଦୀ ଘଟଣାସ୍ଥଳରେ ଲୁଚି ରହିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରୁ ବିପୁଳ...
ଲକ୍ଷ୍ନୌ: ଟଙ୍କା ରୋଜଗାର କରିବାର ମାଧ୍ୟମ ଯଦି ସହଜ ହୋଇଥାନ୍ତା, କେତେ ପୃଥିବୀରେ କେହି ଦରିଦ୍ର ନ ଥାନ୍ତେ। ଲୋକ ଅନାହାରରେ ରହୁ ନ ଥାନ୍ତେ କିମ୍ବା ଅର୍ଥାଭାବରୁ ଚିକିତ୍ସା ନ କରି ଲୋକେ ମରୁ ନ ଥାନ୍ତେ। ବହୁତ କଷ୍ଟରେ ଆସେ ଏହି ଟଙ୍କା। ହେଲେ କଷ୍ଟକରି...
ମସ୍କୋ: ଋଷିଆ ପ୍ରସ୍ତୁତ ପ୍ରଥମ କରୋନା ଭାକ୍ସିନ ସ୍ପୁଟନିକ -ଭି ସାଧାରଣ ଲୋକଙ୍କ ଦିଆଯିବା ଆରମ୍ଭ ହୋଇଛି। ରାଜଧାନୀ ମେସ୍କୋରୁ ଏହି ପରୀକ୍ଷା ଆରମ୍ଭ ହୋଇଥିବା ସ୍ଥାନୀୟ ଗଣମାଧ୍ୟମ ଗତକାଲି ସୂଚନା ଦିଆଯାଇଛି। ତେବେ ଏ ନେଇ ସବିଶେଷ ତଥ୍ୟ ମିଳିନାହିଁ। ସାରା ବିଶ୍ୱ କରୋନା ଭାକ୍ସିନ ପ୍ରସ୍ତୁତ...
ନାରାୟଣପୁର:ଛତିଶଗଡ ନାରାୟଣପୁରରେ ନକ୍ସଲମାନେ ପୁଣି ଘଟାଇଛନ୍ତି ବର୍ବର କାଣ୍ଡ। ଶନିବାର ସକାଳୁ ସକାଳୁ ଅମଦାଈ ଖଣିରେ ନକ୍ସଲମାନେ ଆକ୍ରମଣ କରିଛନ୍ତି। ଖଣି କାମରେ ଲାଗିଥିବା ଗାଡିରେ ନକ୍ସଲମାନେ ନିଆଁ ଲଗାଇ ଦେଇଛନ୍ତି। ପ୍ରାୟ ୫ଟି ଗାଡ଼ି ଜଳିଯାଇଛି। ଏଠାରେ କାମ କରୁଥିବା…
ଭୁବନେଶ୍ୱର:ଆସନ୍ତା ୨୯ରୁ ଆରମ୍ଭ ହେଉଛି ବିଧାନସଭାର ମୌସୁମୀ ଅଧିବେଶନ। ଅକ୍ଟୋବର ୭ ତାରିଖ ଯାଏ ଚାଲିବ ଏହି ଅଧିବେଶନ । ବିଧାନସଭା ଗୃହ କାର୍ଯ୍ୟ କଭରେଜ୍ ଲାଗି ଯଥା ସମ୍ଭବ କମ୍ ଗଣମାଧ୍ୟମ ପ୍ରତିନିଧିଙ୍କୁ ଛଡ଼ାଯିବ ବୋଲି ନିଷ୍ପତ୍ତି ହୋଇଛି । ଏ ନେଇ ବିଧାନସଭା ସୁରକ୍ଷା ଅଧିକାରୀଙ୍କ...