ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି ୨୦ ମନ୍ତ୍ରୀ। ୧୧ ଜଣ କ୍ୟାବିନେଟ ଓ ୯ ଜଣ ରାଜ୍ୟ ପାହ୍ୟା । ଚିହ୍ନନ୍ତୁ ୯ ରାଜ୍ୟପାହ୍ୟା ମନ୍ତ୍ରୀଙ୍କ ସହ ଅନ୍ୟମାନଙ୍କୁ।
୧-ସମୀର ରଂଜନ ଦାସ-ସ୍କୁଲ ଓ ଗଣଶିକ୍ଷା ବିଭାଗ
୨-ଅଶୋକ ପଣ୍ଡା-ବିଜ୍ଞାନ, ପ୍ରଯୁକ୍ତି ଓ ଭିନ୍ନକ୍ଷମ ବିଭାଗ
୩-ଦିବ୍ୟଶଙ୍କର ମିଶ୍ର-ଶକ୍ତି ଓ ଶିଳ୍ପ, ଅଣୁ, କ୍ଷୁଦ୍ର ମଧ୍ୟମ ବିଭାଗ
୪-ଜ୍ୟୋତିପ୍ରକାଶ ପାଣିଗ୍ରାହ-ପର୍ଯ୍ୟଟନ, ଭାଷା , ସାହିତ୍ୟ ଓ ସସ୍କୃତି ବିଭାଗ
୫-ଜଗନ୍ନାଥ ସାରକା- ଅନୁସୂଚିତ ଜାତି ଜନଜାତି କଲ୍ୟାଣ ବିଭାଗ
୬-ପଦ୍ମିନୀ ଦିଆନ୍-ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗ
୭-ରଘୁନନ୍ଦନ ଦାସ-ଜଳ ସମ୍ପଦ, ସୂଚନା ଓ ଲୋକ ସମ୍ପର୍କ ବିଭାଗ
୮-ତୁଷାରକାନ୍ତି ବେହେରା-କ୍ରୀଡ଼ା, ଯୁବ ବ୍ୟାପାର , ସୂଚନା ପ୍ରଯୁକ୍ତି ବିଦ୍ୟା
୯-ପ୍ରେମାନନ୍ଦ ନାୟକ-ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ
୧୦-ପଦ୍ମନାଭ ବେହେରା-ବାଣିଜ୍ୟ, ପରିବହନ, ଯୋଜନ ଓ ସମନ୍ୱୟ ବିଭାଗ