• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ଭୁବନେଶ୍ୱର:ପଞ୍ଚମ ଇନିଂସ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ସମାରୋହ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ତାଙ୍କର ନୂଆଟିମ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲା ସମସ୍ତଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ସମାରୋହରେ ୧୧ ଜଣ କ୍ୟାବିନେଟ ପାହ୍ୟା ମନ୍ତ୍ରୀ ଭାବେ ଶପଥ ନେଇଥିବାବେଳେ ୯ ଜଣ ରାଷ୍ଟ୍ରାପାହ୍ୟା ମନ୍ତ୍ରୀ ଶପଥ ନେଇଛନ୍ତି।

ଜାଣନ୍ତୁ ନବୀନଙ୍କ ନୂଆଟିମ୍‌

କ୍ୟାବିନେଟ ପାହ୍ୟା

୧-ରଣେନ୍ଦ୍ର ପ୍ରତାପ ସ୍ୱାଇଁ

୨-ବିକ୍ରମ କେଶରୀ ଆରୁଖ

୩-ପ୍ରଫୁଲ୍ଲ ମଲ୍ଲିକ

୪-ନିରଞ୍ଜନ ପୂଜାରୀ

୫-ପଦ୍ମନାଭ ବେହେରା

୬-ପ୍ରତାପ ଜେନା

୭-ସୁଶାନ୍ତ ସିଂ

୮-ନବକିଶୋର ଦାସ

୯-ଟୁକୁନି ସାହୁ

୧୦-ଅରୁଣ ସାହୁ

୧୧-ସୁଦାମ ମାରାଣ୍ଡି

ରାଷ୍ଟ୍ର ପାହ୍ୟା

୧-ଅଶୋକ ପଣ୍ଡା

୨-ସମୀର ଦାସ

୩-ଜ୍ୟୋତିପ୍ରକାଶ ପାଣିଗ୍ରାହୀ

୪-ଦିବ୍ୟଶଙ୍କର ମିଶ୍ର

୫-ପ୍ରେମାନନ୍ଦ ନାୟକ

୬-ରଘୁନନ୍ଦନ ଦାସ

୭-ପଦ୍ମିନୀ ଦିଆନ

୮-ତୁଷାରକାନ୍ତି ବେହେରା

୯-ଜଗନ୍ନାଥ ସାରକା

 

New-team-of-naveen-patnaik
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories