ପୁରୀ : ଆଜି ବାହୁଡ଼ା। ଏହି ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପୁରୀରେ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ସମୁଦ୍ର ବେଳାଭୂମିଠୁ ନେଇ ବଡ଼ଦାଣ୍ଡ, ଶ୍ରୀମନ୍ଦିର ଆଖପାଖ ଅଞ୍ଚଳ ଓ ସହରର ସବୁ ଗଳିକନ୍ଦିରେ ଛାଇ ଯାଇଛନ୍ତି ଓଡ଼ିଶା ପୁଲିସ୍ ସହ କେନ୍ଦ୍ରୀୟ ଫୋର୍ସ। ଟ୍ରାଫିକ ନିୟନ୍ତ୍ରଣ ପାଇଁ...
ନୂଆଦିଲ୍ଲୀ: ଜାଣନ୍ତି, ଶରୀରରେ କିଡ୍ନୀର ସ୍ଥାନ କେଉଁଠି ? ହାର୍ଟରେ ! କେବେ ଶୁଣିଥିଲେ ? ଏକଥା ଆମେ କହୁନୁ, କହିଛନ୍ତି ନିଜେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କହିଛନ୍ତି। ଏଭଳି ଅଦ୍ଭୁତ କଥାଟି ଶୁଣିବା ପରେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେଉଥିବେ। କିନ୍ତୁ ଏକଥା ସତ। ସୋଶାଲ ମିଡିଆରେ...
ନୂଆଦିଲ୍ଲୀ: ଦେଶର ପ୍ରତିଷ୍ଠିତ ଆଇନଜୀବୀ ଇନ୍ଦିରା ଜୟସିଂହ ଏବଂ ଆନନ୍ଦ ଗ୍ରୋଭରଙ୍କ ଦିଲ୍ଲୀ ଏବଂ ମୁମ୍ୱାଇ ବାସଭବନରେ ଆଜି ସିବିଆଇ ରେଡ୍ କରିଛି। ଲୟର୍ସ କଲେକ୍ଟିଭ ନାମରେ ଏନଜିଓ ସଂସ୍ଥା ଖୋଲି ଏହି ଦୁଇ ଆଇନଜୀବୀ ବେଆଇନ ଭାବରେ ତାଙ୍କ ସଂସ୍ଥା ପାଇଁ ଟଙ୍କା ଆଣୁଥିବା ଅଭିଯୋଗରେ ସିବିଆଇ...
ନୂଆଦିଲ୍ଲୀ: ଆପଣଙ୍କ ଆଣ୍ଡ୍ରୋଏଡ୍ ମୋବାଇଲ୍ ଫୋନ୍ କେତେ ସୁରକ୍ଷିତ? ସାଇବର ସିକ୍ୟୁରିଟିର ଏକ ରିପୋର୍ଟ ଆସିବା ପରେ ଆଣ୍ଡ୍ରୋଏଡ ଫୋନର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ଦେଶରେ ପାଖାପାଖି ୧.୫ କୋଟି ଆଣ୍ଡ୍ରୋଏଡ୍ ମୋବାଇଲ୍ ଫୋନ୍ ବ୍ୟବହାରକାରୀ ଅଜାଣତରେ ଭାଇରସ ଆକ୍ରମଣର ଶିକାର ହୋଇଛନ୍ତି ବୋଲି ଚେକ୍ ପଏଣ୍ଟ...
ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଅଯୋଧ୍ୟା ଜମି ବିବାଦ ମାମଲାରେ ମଧ୍ୟସ୍ଥତା କରୁଥିବା କମିଟିକୁ ଆଜି ସୁପ୍ରିମକୋର୍ଟ ଷ୍ଟାଟସ ରିପୋର୍ଟ ମାଗିଛନ୍ତି। ୧୮ ତାରିଖ ସୁଦ୍ଧା ମଧ୍ୟସ୍ଥି କମିଟିକୁ ରିପୋର୍ଟ ଦାଖଲ କରିବା ପାଇଁ କୁହାଯାଇଛି। ଏହାପରେ ୨୫ ଜୁଲାଇରେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରିବେ। ୧୮ ତାରିଖରେ...
ନୂଆଦିଲ୍ଲୀ:ବିଶ୍ୱକପ୍ କ୍ରିକେଟ୍ରୁ ଭାରତ ବିଦାୟ ନେଇଛି। ବୁଧବାର ନ୍ୟୁଜ୍ଲ୍ୟାଣ୍ଡ ପାଖରୁ ୧୮ ରନ୍ରେ ହାରିବା ପରେ ଟିମ୍ ଇଣ୍ଡିଆର ବିଶ୍ୱକପ୍ ସ୍ୱପ୍ନ ଧୂଳିସାତ ହୋଇଯାଇଛି। ନ୍ୟୁଜଲ୍ୟାଣ୍ଡ ୨୩୯ ରନ୍ କରି ଜିତିଥିବାବେଳେ ଭାରତ ୪୯.୩ ଓଭରରେ ୨୨୧ ରନ୍ କରି ଅଲ୍ ଆଉଟ ହୋଇ ଯାଇଥିଲା। ଟିମ୍ ଇଣ୍ଡିଆର...
ଭୁବନେଶ୍ୱର: ଆଇସିସି ବିଶ୍ୱକପ ଆରମ୍ଭରୁ ଭାରତ ଚାମ୍ପିୟନ ହେବାର ପ୍ରବଳ ଦାବିଦାର ଥିଲା। କିନ୍ତୁ ସେମିଫାଇନାଲ ମୁକାବିଲାରେ କିଛି ଭୁଲ ନିଷ୍ପତ୍ତି ଦଳକୁ ମହଙ୍ଗା ପଡିଛି ଓ କ୍ରିକେଟପ୍ରେମୀଙ୍କ ସ୍ୱପ୍ନକୁ ଧୂଳିସାତ୍ କରି ଦେଇଛି। କୋହଲିଙ୍କ ନେତୃତ୍ୱରେ ଖେଳୁଥିବା ଟିମ୍ ଇଣ୍ଡିଆ ଶେଷରେ ନ୍ୟୁଜିଲ୍ୟାଣ୍ଡ ପାଖରୁ ୧୮ ରନରେ...
ବ୍ରହ୍ମପୁର: ସ୍କୁଲର ମଧ୍ୟାହ୍ନ ବିରତି ଚାଲିଥିଲା। ମନଖୁସିରେ ଖେଳୁଥିଲେ ପିଲାମାନେ । ହେଲେ କିଏ ଜାଣିଥିଲା ଏଇ ଖେଳଛୁଟି ୬ଷ୍ଠ ଶ୍ରେଣୀର ଶ୍ୟାମଙ୍କ ପାଇଁ ମୃତ୍ୟୁକୁ ଡାକି ଆଣିବ ବୋଲି ? ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଆଙ୍ଗୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍କୁଲ ଫଳକ ଭାଙ୍ଗି...
ଭୁବନେଶ୍ୱର: ଭୁବନେଶ୍ୱର ନୟାପଲ୍ଲୀ ପାସପୋର୍ଟ ଅଫିସ ଆଗରେ ଇଞ୍ଜିନିୟରଙ୍କ କାର ଭାଙ୍ଗି ଲୁଟ୍ । ଦୁର୍ବୃତ୍ତମାନେ ପ୍ରାୟ ୩ ଲକ୍ଷ ଟଙ୍କାର ଅଳଙ୍କାର, ମୋବାଇଲ୍ ଓ ଏଟିଏମ୍ କାର୍ଡ ଲୁଟି ନେଇଛନ୍ତି। ଘଟଣା ଘଟିଛି ବୁଧବାର ମଧ୍ୟାହ୍ନରେ। ନିମାପଡାର ଗୋଟିଏ ପରିବାର ପାସ୍ପୋର୍ଟ ଅଫିସକୁ ଆସିଥିଲେ ପୁଅର ପାସପୋର୍ଟ...
ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦରରୁ ବୁଧବାର ବିପୁଳ ପରମାଣର ସୁନା ଜବତ ହୋଇଛି । ଉତ୍ତରପ୍ରଦେଶର ଜଣେ ଯାତ୍ରୀଙ୍କ ଠାରୁ କଷ୍ଟମ ବିଭାଗ ଏହି ସୁନା ଜବତ କରିଛି । ଜବତ ସୁନାର ପରିମାଣ ୧୫୦.୯୨୦ ଗ୍ରାମ ହେବ । ଏହାର ଆନୁମାନିକ ମୂଲ୍ୟ ୫ଲକ୍ଷ ୩୩ହଜାର ୩୫୧ଟଙ୍କା ବୋଲି...
ଖୋର୍ଦ୍ଧା (ବଳରାମ ଲେଙ୍କା): ଖୋର୍ଦ୍ଧା ସଦର ଥାନା ତାପଙ୍ଗ ଅଞ୍ଚଳରେ ଜଣେ ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ସଦର ଥାନାରେ ପୀଡ଼ିତାଙ୍କ ପରିବାର ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଛି। ପୁଲିସ୍ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତର ନାଁ ଅକ୍ଷୟ ସ୍ୱାଇଁ। ତା...
ନୂଆଦିଲ୍ଲୀ: କଳା ଟଙ୍କା ଉପରେ ମୋଦି ସରକାର ନେଇଥିବା ପଦକ୍ଷେପ ଏବେ ଆହୁରି ପ୍ରଭାବୀ ହୋଇଛି। ସ୍ୱିଜରଲ୍ୟାଣ୍ଡର ସ୍ୱିସ୍ ବ୍ୟାଙ୍କରେ ଥିବା ଭାରତୀୟଙ୍କ ଆକାଉଣ୍ଟ ବାବଦରେ ସ୍ୱିଜରଲ୍ୟାଣ୍ଡ ସରକାର ଭାରତ ସରକାରଙ୍କୁ ସମସ୍ତ ସୂଚନା ଦେବେ। ସେପ୍ଟେମ୍ୱର ସୁଦ୍ଧା ସମସ୍ତ ତଥ୍ୟ ଦେବେ ଏବଂ ଏଥିପାଇଁ ସ୍ୱିଜରଲ୍ୟାଣ୍ଡ ସଂସଦରେ...
ନୂଆଦିଲ୍ଲୀ: କଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ଆସିଆ ଅନ୍ଦ୍ରାବୀଙ୍କ ଶ୍ରୀନଗର ଘର ଏନଆଇଏ ଆଜି ସିଲ୍ କରିଛି। ତାଙ୍କ ଘରେ ବେଆଇନ କାମ ଚାଲିଥିବା ଦର୍ଶାଇ ଏନଆଇଏ ଆଜି ରେଡ୍ କରିଥିଲା। ଏହାପରେ ସଂପୃକ୍ତ ଘରକୁ ସିଲ୍ କରିଛି। ଆତଙ୍କବାଦୀ କାର୍ଯ୍ୟକଳାପ ଚାଲୁଥିବା ଦର୍ଶାଇ ଏହି ଘରକୁ ସିଲ୍ କରାଯାଇଛି ବୋଲି...
ବେଙ୍ଗାଲୁରୁ: କର୍ଣ୍ଣାଟକରେ କଂଗ୍ରେସ ଓ ଜେଡିଏସ ବିଧାୟକ ଇସ୍ତଫା ଦେବା ପରେ ଆରମ୍ଭ ହୋଇଛି ରାଜନୀତିକ ନାଟକ। କର୍ଣ୍ଣାଟକ ବିଜେପିର ପ୍ରମୁଖ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ ୟେଦ୍ଦୁରପ୍ପା ଆଜି ବିଧାନସଭା ବାହାରେ ଦଳୀୟ ବିଧାୟକଙ୍କ ସହ ଧାରଣା ଦେଇଛନ୍ତି। ରାଜ୍ୟରେ ଦେଖାଦେଇଥିବା ରାଜନୀତିକ ସଙ୍କଟ ପାଇଁ...
ଭୁବନେଶ୍ୱର: ଓଡ଼ିଆ ଧାବିକା ତଥା ଦୌଡ଼ରାଣୀ ଦୂତୀ ଚାନ୍ଦଙ୍କ ଫଟୋ ମହିଳା କୈନ୍ଦ୍ରିକ ଇଂରାଜୀ ପତ୍ରିକା ‘କସ୍ମୋପଲିଟାନ୍’ର ଜୁଲାଇ ମାସ ସଂସ୍କରଣର ପ୍ରଚ୍ଛଦ ପୃଷ୍ଠାରେ ସ୍ଥାନ ପାଇଛି। କସ୍ମୋଇଣ୍ଡିଆ ପକ୍ଷରୁ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ଦୂତୀଙ୍କ ଫଟୋ ଥିବା ପ୍ରଚ୍ଛଦ ପୃଷ୍ଠାକୁ ପୋଷ୍ଟ୍ କରାଯାଇଛି। ସଦ୍ୟ ସଂସ୍କରଣର କଭର୍ ପେଜ୍...
ନ୍ୟୁୟର୍କ: ଲାଲ ଲାଲ୍ ଟମାଟର। ଯାହାର ଛୁଆଁରେ ବଦଳି ଯାଏ ତରକାରୀର ସ୍ୱାଦ। ସାଲାଡ୍ରେ ପକାଇଲେ ସ୍ୱାଦ ସହ ତା’ର ସୌନ୍ଦର୍ଯ୍ୟ ବି ବଢିଯାଏ। ଫାଷ୍ଟଫୁଡ ହେଉ ବା ଦେଶୀ…ବିନା ଟମାଟରରେ ରାନ୍ଧିବାକୁ କହିଲେ ଚିନ୍ତା କରିବାକୁ ପଡ଼ିବ ନିଶ୍ଚୟ। ମୋଟାମୋଟି କହିବାକୁ ଗଲେ, ଟମାଟର କେବଳ ଖାଦ୍ୟର ସ୍ୱାଦକୁ...
ନୂଆଦିଲ୍ଲୀ: ଆଜି ହେଉଛି ସୁନୀଲ ଗାଭାସ୍କରଙ୍କ ଜନ୍ମଦିନ। ୧୯୪୯ ମସିହାରେ ଆଜିର ଦିନରେ ସେ ମୁମ୍ବାଇ (ତତ୍କାଳୀନ ବମ୍ବେ)ରେ ଜନ୍ମ ଗ୍ରହଣ କରିଥିଲେ। ‘ସନ୍ନି’ ଓ ‘ଲିଟିଲ୍ ମାଷ୍ଟର’ ନାଁରେ ଜଣାଶୁଣା ଏହି ମହାନ ଖେଳାଳିଙ୍କ ପୂରା ନାଁ- ସୁନୀଲ ମନୋହର ଗାଭାସ୍କର। ତାଙ୍କୁ କ୍ରିକେଟର ‘ନେପୋଲିଅନ’ ବୋଲି...
ନୀଳଗିରି: ବାଲେଶ୍ୱର ଜିଲ୍ଳା ନୀଳଗିରିରେ ରାଜ୍ୟ ସରକାରଙ୍କ କାଳିଆ ଯୋଜନାକୁ ତୀବ୍ର ବିରୋଧ କରିଛି ସିପିଆଇ। ସଂଗଠନର ଜିଲ୍ଲା ସମ୍ପାଦକ ନିରଞ୍ଜନ ବାରିକଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଆଜି ନୀଳଗିରି ପାର୍ଟି ଅଫିସରୁ ବାହାରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାକୁ ଯାଇଥିଲେ। ସେଠାରେ ସେମାନେ ଗଣଧାରଣା ଦେଇଥିଲେ। ସେମାନେ ଅଭିଯୋଗ...
ବେଙ୍ଗାଲୁରୁ: କର୍ଣ୍ଣାଟକରେ ରାଜନୈତିକ ଅସ୍ଥିରତା ଲାଗି ରହିଛି। ବାଚିସ୍ପତି କେ. ଆର. ରମେଶ ସ୍ପଷ୍ଟ ସୂଚନା ଦେଇ କହିଛନ୍ତି ଯେ, ବିଧାୟକଙ୍କ ଇସ୍ତଫା ସଂପର୍କରେ ନିଷ୍ପତ୍ତି ନେବା ପୂର୍ବରୁ ସମସ୍ତ ବିଧାୟକଙ୍କ ଉପସ୍ଥିତି ଆବଶ୍ୟକ । ବିଦ୍ରୋହୀ ବିଧାୟକମାନେ ତାଙ୍କ ଆଗରେ ଉପସ୍ଥିତ ରହି ନିଜର ଇସ୍ତଫା ସଂପର୍କରେ...
ଖୋର୍ଦ୍ଧା: ବେଆଇନ ପଥର ଖାଦାନ ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ଆକ୍ସନ ମୋଡକୁ ଆସିବା ପରେ ଆତଙ୍କିତ ହେଲେଣି ପଥର ଖଣି ମାଫିଆ। ଗତକାଲି ଜଣଙ୍କୁ ଗିରଫ କରିବା ପରେ ଆଜି ଭୟ ଆଉ ଆତଙ୍କରେ କୋର୍ଟରେ ଆତ୍ମସମର୍ପଣ କରିଛି ଅନ୍ୟ ଜଣେ ମାଫିଆ। ଆତ୍ମ...