କିସ୍ମାୟୋ: ସୋମାଲିଆର କିସ୍ମାୟୋ ହୋଟେଲରେ ଏକ ଆତଙ୍କବାଦୀ ହମ୍ଲାରେ ଜଣେ ପ୍ରସିଦ୍ଧ ସାମ୍ବାଦିକ ଏବଂ କିଛି ବିଦେଶୀ ନାଗରିକଙ୍କ ସମେତ ୨୬ ଜଣ ପ୍ରାଣ ହରାଇଛନ୍ତି। ପ୍ରଥମେ ଜଣେ ଆତ୍ମଘାତୀ ଆତଙ୍କବାଦୀ କାର୍ ବିସ୍ଫୋରଣ କରିବା ପରେ କିଛି ବନ୍ଧୁକଧାରୀ ହୋଟେଲ ଭିତରେ ପଶି ଅତର୍କିତ ଭାବେ ଗୁଳିଚାଳନା...
ନୂଆଦିଲ୍ଲୀ:ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ନେତୃତ୍ୱରେ ଆଜି ସକାଳ ୯ଟାରେ ସଂସଦରେ ସ୍ୱଚ୍ଛତା ଅଭିଯାନ ଆରମ୍ଭ ହୋଇଥିଲା। ବାଚସ୍ପତି ଓମ୍ ବିର୍ଲାଙ୍କ ସମେତ ଭାରତୀୟ ଜନତା ପାର୍ଟିର ବରିଷ୍ଠ ମନ୍ତ୍ରୀ ଓ ସାଂସଦ ସଂସଦ ପରିସରରେ ଝାଡୁ ମାରିଥିଲେ। ଖୋଦ୍ ବାଚସ୍ପତି ଓମ୍ ବିର୍ଲା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ...
ନୂଆଦିଲ୍ଲୀ: ଆସାମରେ ବନ୍ୟା ସ୍ଥିତି ଗମ୍ଭୀର ରୂପ ଧାରଣ କରିଛି। ରାଜ୍ୟର ୩୩ ଜିଲ୍ଲାରୁ ୨୧ଟି ଜିଲ୍ଲାରେ ଏବେ ବନ୍ୟାର ତାଣ୍ଡବ ଦେଖିବାକୁ ମିଳିଛି। ବ୍ରହ୍ମପୁତ୍ର ଏବଂ ଏହାର ଶାଖା ନଦୀ ବିଭିନ୍ନ ସ୍ଥାନରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ତେବେ ଲଗାଣ ବର୍ଷା ମଧ୍ୟ ସ୍ଥିତିକୁ...
ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜନୀତିରେ ଆଉ ଏକ ଟ୍ୱିଷ୍ଟ। ବିଦ୍ରୋହୀ କଂଗ୍ରେସ ବିଧାୟକ ପୁଣି ଥରେ ଦଳକୁ ଫେରିବା ନେଇ ମିଳିଛି ଆଭାସ। ଆଜି ଇସ୍ତଫା ଦେଇଥିବା କଂଗ୍ରେସ ବିଧାୟକ ଏମ୍ଟିବି ନାଗରାଜ୍ ଦଳକୁ ଫେରିବା ନେଇ ସୂଚନା ଦେଇଛନ୍ତି। ଏହା ପରେ କର୍ଣ୍ଣାଟକରେ ଲାଗି ରହିଥିବା ଅସ୍ଥିରତାରେ କିଛିଟା...
ଭୁବନେଶ୍ୱର: ଟ୍ରିବ୍ୟୁନାଲରେ ଚାଲିଥିବା ମହାନଦୀ ଜଳ ବିବାଦ ମାମଲାର ଶୁଣାଣି ଅଗଷ୍ଟ ୩ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଓଡ଼ିଶା ପକ୍ଷରୁ ହୋଇଥିବା ମଧ୍ୟବର୍ତ୍ତୀକାଳୀନ ଆବେଦନର ଶୁଣାଣି ଉପରେ ଆଜି ବିଚାର କରି ପରବର୍ତ୍ତୀ ଶୁଣାଣିକୁ ଟ୍ରିବ୍ୟୁନାଲ ଘୁଞ୍ଚାଇଛନ୍ତି। ଏହାସହ ମୂଳ ମାମଲାର ଶୁଣାଣି କରି ଉଭୟ ଓଡ଼ିଶା ଓ ଛତିଶଗଡ଼କୁ...
ପୁରୀ: ବଡ଼ ଦେଉଳରେ ବାରମାସରେ ତେର ପର୍ବ। କେତେ ରୂପରେ, କେତେ ବେଶରେ ସଜେଇ ହୁଅନ୍ତି ଠାକୁର। ସବୁ ସେଇ ଭକ୍ତଙ୍କ ପାଇଁ। ଆଜି ରଥ ଉପରେ ତିନି ଠାକୁରଙ୍କ ବେଶ ହେବ ସୁନାରେ। ମହଣ ମହଣ ସୁନାରେ ବିମଣ୍ଡିତ ହୋଇ ଠାକୁର ଦିଶିବେ ରାଜା ପରି। ଭକ୍ତ...
ନୂଆଦିଲ୍ଲୀ:କ୍ରିକେଟର ବୀରେନ୍ଦ୍ର ସେହୱାଗଙ୍କୁ କ୍ରିକେଟ ପ୍ରେମୀ ଭୁଲି ନ ଥିବେ ନିଶ୍ଚୟ । ବୀରେନ୍ଦ୍ରଙ୍କ ପତ୍ନୀ ଆରତୀ ସାଂଘାତିକ ଠକେଇର ଶିକାର ହୋଇଛନ୍ତି। ସମାଧାନ କରି ନ ପାରି ସେ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ତାଙ୍କ ବିନା ଅନୁମତିରେ ସାଢେ ୪ କୋଟି ଟଙ୍କା ଲୋନ୍ କରାଯାଇଛି। ଏଥିପାଇଁ...
ପକେଟ୍ରେ ୨ଶ ଟଙ୍କା। ବିନା ଟିକେଟରେ କେ.ପି(ଖୋର୍ଦ୍ଧାରୋଡରୁ ପୁରୀ ଯାଉଥିବା ପାସେଞ୍ଜର ଟ୍ରେନ୍)ରେ ଖୋର୍ଦ୍ଧା ରୋଡ୍ରୁ ପୁରୀ। ଖରା ଜୋର୍ ଥାଏ। ତଥାପି ଜଗା ଦର୍ଶନର ଆଶା ମନକୁ ଆଚ୍ଛାଦିତ କରି ରଖିଥାଏ ମେଘ ଭଳି। କିଛି କ୍ଷଣର ବିରାମ ପରେ ମୁଁ ମହାପ୍ରଭୁଙ୍କୁ ଦର୍ଶନ କରିବି, ମନର...
ମୁମ୍ୱାଇ: ଫିଲ୍ମ ‘ଜଜ୍ମେଣ୍ଟାଲ ହେ କ୍ୟା’ର ଗୀତ ରିଲିଜ କାର୍ଯ୍ୟକ୍ରମରେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଓ ସାମ୍ବାଦିକ ଜଷ୍ଟିନ ରାଓଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ଦିନକୁ ଦିନ ଘନୀଭୂତ ହେବାରେ ଲାଗିଛି। ‘ଏଣ୍ଟରଟେନ୍ମେଣ୍ଟ୍ ଜର୍ଣ୍ଣାଲିଷ୍ଟ୍ ଗିଲ୍ଡ ଅଫ୍ ଇଣ୍ଡିଆ’ ନାମକ ସଂସ୍ଥା ପକ୍ଷରୁ ଗତ ମଙ୍ଗଳବାର କଙ୍ଗନାଙ୍କୁ...
ନୂଆଦିଲ୍ଲୀ: ଚଳିତ ବିଶ୍ୱକପ୍ରେ ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକରଙ୍କ ୧୬ ବର୍ଷର ରେକର୍ଡ ଭାଙ୍ଗିବାରେ ବିଫଳ ହୋଇଛନ୍ତି ଉଭୟ ରୋହିତ ଶର୍ମା ଓ ଡେଭିଡ୍ ୱାର୍ଣ୍ଣର। ଦୁହେଁ ସଚିନ୍ଙ୍କ ରେକର୍ଡରେ ଖୁବ୍ ନିକଟତର ହୋଇଥିଲେ ବି ଏହାକୁ ଭାଙ୍ଗିବାରେ ବିଫଳ ହୋଇଛନ୍ତି। ତେବେ ସଚିନ୍ଙ୍କ ଏହି ରେକର୍ଡ ଯେ...
ଭୁବନେଶ୍ୱର: କାଳିଆ ଠାକୁରଙ୍କ ଲୀଳା ବାସ୍ତବରେ ରହସ୍ୟମୟ। ଦିନେ ଯବନ ସାଲବେଗର ଭାବରେ ଅଟକି ଯାଇଥିଲା ନନ୍ଦିଘୋଷ। ଭାବ ବିନୋଦିଆ କାଳିଆ ଠାକୁର ଭକ୍ତର ଆକୁଳ ନିବେଦନକୁ କାଟି ଯାଇପାରି ନ ଥିଲେ ଆଗକୁ। ଆଉ ସୃଷ୍ଟି ହୋଇଥିଲା ଭଜନଟିଏ- “ଜଗବନ୍ଧୁ ହେ ଗୋସାଇଁ, ମୁହିଁ ଯିବା ଯାଏଁ...
ପୁରୀ: ସିଂହଦ୍ୱାର ଅଭିମୁଖେ ଗଡ଼ି ଚାଲିଛି ତିନି ରଥ। ଘୋର ଘର୍ଘର ନାଦରେ ବଡଦାଣ୍ଡ କମ୍ପାଇ ଚାଲିଛି ରଥ। ଶଙ୍ଖ, ହୁଳହୁଳି, ଘଣ୍ଟଘଣ୍ଟା ଶବ୍ଦରେ ଉଛୁଳୁଛି ସହର। ଜନସମୁଦ୍ର ବଡଦାଣ୍ଡରେ ତିନୋଟି ତରୀ ଭଳି ଭାସି ଭାସି ଯାଉଛନ୍ତି ତିନି ରଥ ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ । ପଛରେ ରହିଗଲାଣି...
ପୁରୀ: ନବଦିନ ଯାତ୍ରା ଶେଷକରି ଆଜି ଶ୍ରୀମନ୍ଦିର ଅଭିମୁଖେ ବାହାରିଛନ୍ତି ଶ୍ରୀଜିଉ। ନିର୍ଦ୍ଧାରିତ ସମୟର ଯଥେଷ୍ଟ ପୂର୍ବରୁ ଆରମ୍ଭ ହୋଇ ଯାଇଛି ରଥଟଣା। ଶରଧାବାଲିରେ ଘୋର ଘର୍ଘର ନାଦ କରି ଗଡ଼ି ଚାଲିଛି ତାଳଧ୍ୱଜ ରଥ। ଶରଧାବାଲି ଦିଶୁଛି ଭକ୍ତ ମୟ। ଘଣ୍ଟ, ଘଣ୍ଟା, ହୁଳହୁଳି ଶବ୍ଦରେ ଫାଟିପଡୁଛି...
ସବୁ ରାସ୍ତା ଧାଇଁଛନ୍ତି ବଡ଼ଦାଣ୍ଡକୁ। ସବୁ ନଦୀ ଧାମନ୍ତି ଜଳଧି। ସମୁଦ୍ରରେ ନିଜକୁ ହଜାଇ ଦେବାରେ ନଦୀର ପରିପୂର୍ଣ୍ଣତା…ପରିତୃପ୍ତି। ଗୋଟାଏ ବିନ୍ଦୁରେ ଶ୍ରୀମନ୍ଦିର ଆଉ ଏକ ବିନ୍ଦୁରେ ଗୁଣ୍ଡିଚା ମନ୍ଦିର। ଏହି ଦୁଇ ବିନ୍ଦୁକୁ ଯୋଗ କରୁଥିବା ବକ୍ରରେଖାର ନାମ ବଡ଼ ଦାଣ୍ଡ, ପୁରୀର ଲାଇଫ ଲାଇନ ଏହି...
ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥ ଆଜି ତାଙ୍କ ଭାଇ, ଭଉଣୀଙ୍କ ସହିତ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିବେ। ଶେଷ ହୋଇଛି ପହଣ୍ଡି। ରଥାରୂଢ଼ ହୋଇ ସାରିଛନ୍ତି ଶ୍ରୀଜୀଉ । ପହଞ୍ଚି ଗଲେଣି ଠାକୁରଙ୍କ ଚଳନ୍ତି ପ୍ରତିମା ଗଜପତି ମହାରାଜା। ବଳଭଦ୍ରଙ୍କ ରଥରେ ପ୍ରାରମ୍ଭିକ ନୀତିକାନ୍ତି ସରିବା ପରେ ଆରମ୍ଭ କରିଛନ୍ତି...
ନୂଆଦିଲ୍ଲୀ: ବିଶ୍ୱକପ୍ ସେମିଫାଇନାଲରେ ଭାରତ ନ୍ୟୁଜିଲ୍ୟାଣ୍ଡ୍ ପାଖରୁ ହାରିବା ପରେ ଏବେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଅବସର ଗ୍ରହଣ ସମ୍ଭାବନା ନେଇ ଅଟକଳବାଜି ଚାଲିଛି। ଖୁବଶୀଘ୍ର ସେ ଦିନିକିଆ କ୍ରିକେଟରୁ ଅବସର ନେଇପାରନ୍ତି ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି। ତେବେ ଏ ବାବଦରେ ଧୋନି...
ଭୁବନେଶ୍ୱର:ଇଂଲଣ୍ଡର ପୂର୍ବତନ କ୍ୟାପଟେନ୍ ମାଇକେଲ ଭନଙ୍କ ଭବିଷ୍ୟବାଣୀ ସତ ହୋଇଛି। ସେ କହିଥିଲେ, ଯିଏ ଭାରତକୁ ହରାଇବ ସେ ବିଶ୍ୱକପ୍ ଜିତିବ। ଏଥର ଫାଇନାଲ୍କୁ ଯାଇଥିବା ଉଭୟ ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ ଭାରତକୁ ହରାଇଛନ୍ତି। ଲିଗ୍ ମ୍ୟାଚ୍ରେ କେବଳ ଇଂଲଣ୍ଡ ହିଁ ଏକମାତ୍ର ଦଳ ଭାବେ ଭାରତକୁ ହରାଇବାରେ...
ପୁରୀ: ଆଗରେ ବଡଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଏବଂ ଚକ୍ରରାଜ ସୁଦର୍ଶନକୁ ପଠାଇ ଦେଇ ପଛରେ ଆସୁଛନ୍ତି ମହାପ୍ରଭୁ କାଳିଆ ସାଆନ୍ତ। ଝୁଲି ଝୁଲି, ଦିବ୍ୟ ଟାହିଆ ହଲାଇ ଆସୁଛନ୍ତି କାଳିଆ ଠାକୁର। ନାକଚଣା ଦ୍ୱାର ଉନ୍ମୁକ୍ତ ରହିଛି। ଶରଧାବାଲିରେ ଠିଆ ହୋଇ ଭକ୍ତ ଚାହିଁ ରହିଛନ୍ତି ନକଚଣାଦ୍ୱାରକୁ...
୧୯୦୫ ମସିହାରେ ଜୁଲାଇ ୪ ତାରିଖରେ ଗୁଣ୍ଡିଚା ଯାତ୍ରା ପଡ଼ିଥିଲା। ପୂର୍ବ ବର୍ଷ ପରି ଏ ବର୍ଷ ରଥ ଯାତ୍ରା ବେଶ୍ ସୁରୁଖୁରରେ କରିବା ପାଇଁ ବ୍ୟବସ୍ଥା କରାଯାଇଥିଲା। ନୂଆ ମ୍ୟାନେଜର୍ ଏଥିପାଇଁ ବିଶେଷ ଯତ୍ନବାନ ହୋଇଥିଲେ। ଗୋଟିଏ ଦିନରେ ରଥ ଗୁଣ୍ଡିଚା ମନ୍ଦିରରେ ଲାଗି ତା’ପର ଦିନ...
ପୁରୀ: ବାହୁଡ଼ା ଯାତ୍ରା ପାଇଁ ଚଳଚଞ୍ଚଳ ହୋଇ ପଡିଛି ପୁରୀ ସହର। ଆଜି ନୀଳକନ୍ଦରକୁ ଫେରିବେ ଶ୍ରୀଜିଉ। ସମସ୍ତେ ତତ୍ପର। ସଅଳ ସଅଳ ଆରମ୍ଭ ହୋଇଯାଇଛି ନୀତିକାନ୍ତି। ଧାର୍ଯ୍ୟ ସମୟ ପୂର୍ବରୁ ହୋଇଗଲାଣି ପହଣ୍ଡି। ସେବାୟତମାନେ ଚକ୍ରରାଜ ସୁଦର୍ଶନଙ୍କୁ ପହଣ୍ଡିରେ ଆଣି ସାରିଲେଣି। ପଛକୁ ପଛ ବାହାରି ପଡିଲେଣି...