ନୂଆଦିଲ୍ଲୀ: ପଞ୍ଚଭୂତରେ ଲୀନ ହେଲେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତ୍। ଦିଲ୍ଲୀର ନିଗମ ବୋଧ ଘାଟରେ ରାଜକୀୟ ସମ୍ମାନର ସହ ଆଜି ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଏହି ଅବସରରେ ଅନେକ ନେତା ଓ ଶୀଲାଙ୍କ ବହୁସଂଖ୍ୟକ ସମର୍ଥକ ଉପସ୍ଥିତ ଥିଲେ। ଆଜି ଶେଷକୃତ୍ୟ ସମ୍ପନ୍ନ ହେବା...
ନୀଳଗିରି: ପାରବାରିକ କଳହକୁ ନେଇ ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ବରହମପୁର ଥାନା କଳାକାଦ ଗାଁର ଜଣେ ଯୁବକ ଗୁରୁତର ହୋଇଛନ୍ତି। ତାଙ୍କୁ ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତ ଯୁବକଙ୍କ ନାମ ମୁକ୍ତିକାନ୍ତ ସ। ଶ୍ୱଶୁର ଘର ଲୋକଙ୍କ ଆକ୍ରମଣରେ ତାଙ୍କର ଏପରି ଅବସ୍ଥା ହୋଇଥିବା ପୁଲିସ...
Mକୋଲକାତା:୨୦୨୧ ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ କରି ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଆଜି ସହିଦ ଦିବସରେ ସେ ଏହି କାମର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ କୋଲକାତାରେ ଟିଏମ୍ସି ପକ୍ଷରୁ ବିଶାଳ ରାଲିର ଆୟୋଜନ କରାଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ମମତା ଦଳୀୟ କର୍ମୀ ଓ ନେତାଙ୍କ...
ନୂଆଦିଲ୍ଲୀ:ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତ୍ରୀ ଶୀଲା ଦୀକ୍ଷିତ ଆଉ ଇହ ଜଗତରେ ନାହାନ୍ତି। ପରିବାର, ପ୍ରିୟଜନ ନୁହଁନ୍ତି, ସାରା ଦେଶ ଆଜି ତାଙ୍କୁ ଝୁରୁଛି। ସମସ୍ତେ ମନେ ପକାଉଛନ୍ତି ତାଙ୍କ ଅତୀତକୁ। ସେ କଣ କରୁଥିଲେ, ତାଙ୍କର ପସନ୍ଦ, ନାପସନ୍ଦ ଜିନିଷ କଣ ଥିଲା...
ନୂଆଦିଲ୍ଲୀ: ଭାରତର ସବୁଠାରୁ ଧନୀ ଉଦ୍ୟୋଗୀ ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଚେୟାରମ୍ୟାନ ଏବଂ ନିର୍ଦ୍ଦେଶକ ମୁକେଶ ଅମ୍ବାନୀଙ୍କ ବାର୍ଷିକ ବେତନ ପ୍ୟାକେଜ ଦୀର୍ଘ ବର୍ଷ ଧରି ବୃଦ୍ଧି କରାଯାଇ ନାହିଁ । ୨୦୦୮-୦୯ରେ ତାଙ୍କ ବାର୍ଷିକ ପ୍ୟାକେଜ୍ ଯେତିକି ସ୍ଥିର କରାଯାଇ ଥିଲା ଏବେ ମଧ୍ୟ ସେତିକି ରହିଛି।...
ନୂଆଦିଲ୍ଲୀ: ଏବେ କ୍ରିକେଟରୁ ଅବସର ନେଉନାହାନ୍ତି ମହେନ୍ଦ୍ର ସିଂ ଧୋନୀ। ଟିମ୍ ଇଣ୍ଡିଆର ଏହି ଭେଟେରାନଙ୍କର ବର୍ତ୍ତମାନ କ୍ରିକେଟରୁ ଅବସର ନେବାର କୌଣସି ଯୋଜନା ନାହିଁ । ବିସିସିଆଇର ଜଣେ ଅଧିକାରୀଙ୍କ ଉକ୍ତିକୁ ଉଦ୍ଧାର କରି ଖବର ପ୍ରକାଶ କରିଛି ଜାତୀୟ ଗଣମାଧ୍ୟମ । ଧୋନୀ ଆସନ୍ତା ୨...
ନୂଆଦିଲ୍ଲୀ:ଆଜିକୁ ଠିକ୍ ୫୦ ବର୍ଷ ତଳର କଥା। ଆଜିର ଏଇ ଦିନ-ଜୁଲାଇ ୨୦। ସେଦିନ ଥିଲା ଏକ ସ୍ୱପ୍ନଭଙ୍ଗର ମୁହୂର୍ତ୍ତ। ଥିଲା ବି ଅନେକ ସ୍ୱପ୍ନକୁ ହାତମୁଠାରେ ଧରି ରଖିବାର ମୁହୂର୍ତ୍ତ। ହଁ, ସେଦିନ ଜହ୍ନରେ ପାଦ ଥାପିଥିଲା ମଣିଷ। ଜହ୍ନକୁ ନେଇ ଦେଖୁଥିବା କେତେ ପରୀ ରାଇଜର...
ନୂଆଦିଲ୍ଲୀ: ଦେଶର କେତୋଟି ରାଜ୍ୟର ରାଜ୍ୟପାଳଙ୍କ ବଦଳି ହୋଇଛି। ମଧ୍ୟପ୍ରଦେଶ ରାଜ୍ୟପାଳ ଆନନ୍ଦୀ ବେନ୍ ପଟେଲଙ୍କୁ ୟୁପିର ରାଜ୍ୟପାଳ ଭାବେ ବଦଳି କରାଯାଇଛି। ସେହିପରି ବିହାରର ରାଜ୍ୟପାଳ ଲାଲଜି ଟଣ୍ଡନଙ୍କୁ ମଧ୍ୟପ୍ରଦେଶ ରାଜ୍ୟପାଳ ଭାବରେ ନିଯୁକ୍ତ କରାଯାଇଛି। ଫଗୁ ଚୌହ୍ୱାନ ହୋଇଛନ୍ତି ବିହାରର ରାଜ୍ୟପାଳ। ଏହା ବ୍ୟତୀତ ଜଗଦୀପ...
ଲକ୍ଷ୍ନୌ: ଆଜିର ଯୁଗରେ ମୋବାଇଲ୍ ନାହିଁ ତ କିଛି ନାହିଁ। ଯଦି ହାତରେ ମୋବାଇଲ୍ ଅଛି, ତା’ହେଲେ ସାରା ଦୁନିଆ ହାତରେ ରହିଛି। କିନ୍ତୁ ମୋବାଇଲ୍କୁ ଆବଶ୍ୟକତାଠାରୁ ଅଧିକ ବ୍ୟବହାର କଲେ ତାହା ଖରାପ ପ୍ରଭାବ ପକାଇଥିଏ। ଏହା ଅନେକ ମାନସିକ ରୋଗର କାରଣ ହୋଇଥାଏ। ଏବେ ଏହାକୁ...
ଅମୃତସର: ଗତ ମଙ୍ଗଳବାର ନବଜୋତ ସିଂହ ସିଦ୍ଧୁ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ବେଳେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଆଜି ତାଙ୍କ ଇସ୍ତଫାପତ୍ର ଗ୍ରହଣ କରିଛନ୍ତି। ଏହା ସହିତ ସେ ଇସ୍ତଫାପତ୍ରଟିକୁ ରାଜ୍ୟପାଳ ବିଜୟେନ୍ଦର ପଲ ସିଂହଙ୍କ ନିକଟକୁ ପଠାଇ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଫିସର ଜଣେ ଅଧିକାରୀ...
ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ସୋନଭଦ୍ରା ଜମିଜମା ଗଣ୍ଡଗୋଳରେ ହତ୍ୟାର ଶିକାର ହୋଇଥିବା ଲୋକଙ୍କ ପରିବାରକୁ ଶେଷରେ ଭେଟିଲେ ପ୍ରିୟଙ୍କା ଗାନ୍ଧି। ମିର୍ଜାପୁର ପୁଲିସ ମୃତକଙ୍କ ପରିବାର ଲୋକଙ୍କୁ ଚୁନାର ଅତିଥି ଭବନକୁ ଆଣିଥିଲା। ସଠାରେ ସେମାନେ ପ୍ରିୟଙ୍କାଙ୍କୁ ଭେଟିଥିଲେ। ଉଭୟଙ୍କ ମଧ୍ୟରେ ଗୁଳିକାଣ୍ଡ ସଂପର୍କରେ ଆଲୋଚନା ହୋଇଥିଲା। ଏହି...
ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳରେ ଗତ ୪ ଦିନ ତଳେ ମାଟିରେ ପୋତାଯାଇଥିବା ଏକ ଶବକୁ ଖୋଳି ପୋଲିସ ବ୍ୟବଚ୍ଛେଦ କରିଛି। ମୃତ ଶବ ଉମରକୋଟ୍ ବ୍ଲକ ପତିଆଗୂୁଡ଼ା ଗ୍ରାମର କିଶୋର ମାଝୀଙ୍କର ବୋଲି ଜଣାପଡ଼ିଛି। ଗତ ୪ ଦିନ ତଳେ ୧୮ ବର୍ଷୀୟ କିଶୋର ମାଝୀଙ୍କର...
ରାଉରକେଲା: ରାଉରକେଲାରେ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ପାଇଁ ଜମି ଅଧିଗ୍ରହଣକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଅଧିକ କ୍ଷତିପୂରଣ ଦାବି କରି ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି। ରାଉରକେଲାରେ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ କରାଯିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ। ୨୦୧୭ରେ...
ମାଲକାନଗିରି: ଗ୍ରାମବାସୀଙ୍କ ପ୍ରୟାସରେ ଯୋଡି ହେଲା ରାଞ୍ଚି-ବିଜୟଓ୍ବାଡା କରିଡର । ମାସ ମାସ ଧରି ଦାବି କରିବା ସତ୍ତ୍ୱେ ଯେଉଁ କାମ ପ୍ରଶାସନ କରିପାରିଲା ନାହିଁ, ସେହି ରାସ୍ତାକୁ ମୋଟୁ ଗ୍ରାମବାସୀ ଗୋଟିଏ ଦିନରେ କରି ଦେଖାଇଛନ୍ତି। ଗତ ଡିସେମ୍ବରରେ ସିଲେରୁ ନଦୀରେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ବ୍ରିଜ...
ଚେନ୍ନାଇ:ଚେନ୍ନାଇର ଏଇ ଯୁବକଙ୍କୁ ନେଇ ଆଜି ସବୁ ଆଡେ ଚର୍ଚ୍ଚା। ସେମିତି କିଛି କାମ ବି ସେ କରିଛନ୍ତି। ନିକଟରେ ସୋସାଲ ମିଡିଆ ଇନ୍ଷ୍ଟାଗ୍ରାମରେ ଥିବା ବଡ ଧରଣର ତ୍ରୁଟିକୁ ସେ ଖୋଜି ବାହାର କରିଛନ୍ତି। ଏହି କାମ ପାଇଁ ତାଙ୍କୁ ପୁରସ୍କାର ସ୍ୱରୂପ ୩୦ ହଜାର ଡଲାର...
ମୁମ୍ବାଇ: ସୋଶାଲ୍ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ ପୋଷ୍ଟ କରି ଗିରଫ ହୋଇଛନ୍ତି ଅଭିନେତା ଏଜାଜ ଖାନ୍। ସୋଶାଲ ମିଡିଆରେ ଏଜାଜ ଦେଇଥିବା ବୟାନ ଓ ଭିଡିଓ ଯୋଗୁ ସାଂପ୍ରଦାୟିକ ଦଙ୍ଗା ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଥିଲା। ଏଥିପାଇଁ ମୁମ୍ବାଇ ପୁଲିସ୍ର ସାଇବର ୱିଙ୍ଗ ତାଙ୍କୁ ଗିରଫ କରିଛି।...
କଟକ: ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍ ଚାମ୍ପିଅନଶିପ୍ ଫାଇନାଲରେ ପହଞ୍ଚିଛି ଭାରତୀୟ ମହିଳା ଟିମ୍। ସିଙ୍ଗାପୁରକୁ ୩-୦ ରେ ପରାସ୍ତ କରି ଭାରତୀୟ ମହିଳା ଟିମ୍ ଏହି ସଫଳତା ପାଇଛି। ମହିଳା ଟିମ୍ ୱେଲସ୍,ମାଲେସିଆ ଓ ନାଇଜେରିଆକୁ ପରାସ୍ତ କରି ଗ୍ରୁପ୍ ଟପ୍ପର ହୋଇଥିଲା। ଅନ୍ୟ ଏକ ସେମିଫାଇନାଲରେ ମୁହାଁମୁହିଁ...
ନୂଆଦିଲ୍ଲୀ: ଆସନ୍ତା ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେଉଁ ସବୁ ପ୍ରସଙ୍ଗରେ ଦେଶବାସୀଙ୍କୁ ଉଦ୍ବୋଧନ ଦେବେ, ସେ ବିଷୟରେ ଆଜି ସେ ଲୋକଙ୍କ ମତାମତ ଲୋଡ଼ିଛନ୍ତି। ଗତ ୪ ବର୍ଷ ହେଲା ପ୍ରତି ସ୍ୱାଧୀନତା ଦିବସ ପାଇଁ ମୋଦି ଏଭଳି ମତାମତ ଆହ୍ୱାନ କରି ଆସୁଛନ୍ତି। ସ୍ୱାଧୀନତା...
ମୁମ୍ବାଇ: ମହାରାଷ୍ଟ୍ରର ଜଣେ ମୋଟରମ୍ୟାନ୍ଙ୍କର ଏଭଳି ଏକ ଭିଡିଓ ଭାଇରାଲ୍ ହେଉଛି ଯେଉଁଥିରେ ସେ ଟ୍ରେନ୍ ଅଟକାଇ ଟ୍ରାକ୍ ଉପରେ ପରିସ୍ରା କରୁଛନ୍ତି। ଏହା ପରେ ଟ୍ରେନ୍ର ମୋଟରମ୍ୟାନ୍ ଏବଂ ଗାର୍ଡଙ୍କ କ୍ୟାବିନ୍ରେ ପରିସ୍ରାଗାର ନିର୍ମାଣର ଆବଶ୍ୟକତା ଅଛି ବୋଲି ସୋଶାଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଛି। ବୁଧବାର...
ନୂଆଦିଲ୍ଲୀ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଆଉ ଏକ ସମ୍ମାନରେ ଅଧିକାରୀ ହୋଇଛନ୍ତି। ‘କ୍ରିକେଟର ଭଗବାନ’ କୁହାଯାଉଥିବା ଏହି ପୂର୍ବତନ କ୍ରିକେଟ ଖେଳାଳି ଏବଂ ଦକ୍ଷିଣ ଆଫ୍ରିକାର ପୂର୍ବତନ ବୋଲର ଆଲନ ଡୋନାଲ୍ଡ ଆଇସିସିର ‘ହଲ୍ ଅଫ୍ ଫେମ୍’ରେ ସ୍ଥାନ ପାଇଛନ୍ତି। ଗତକାଲି ଲଣ୍ଡନରେ ଆଇସିସି ପକ୍ଷରୁ ଆୟୋଜିତ...