• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

Minati Mishra

Freelancer

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by Minati Mishra

Capture-11
ଏଇ ଦୁଷ୍ଟ ପିଲାକୁ ଚିହ୍ନି ପାରୁଛନ୍ତି ଆପଣ ? କୁହନ୍ତୁ ତ କିଏ !

ମୁମ୍ବାଇ: ସଲମାନ ଖାନ୍ ଓ ଗୋବିନ୍ଦା-ଦୁଇ ସୁପରଷ୍ଟାରଙ୍କ ସୁପରିହଟ୍‌ ଫିଲ୍ମ ‘ପାର୍ନଟର’ ରେ ଦୁଷ୍ଟାମି କରୁଥିବା ସେଇ କୁନି ପିଲା କଥା ଆପଣଙ୍କର ମନେ ଅଛି ? ତା ହେଲେ ଚିହ୍ନନ୍ତୁ ତ ଏବେ ସେଇ ସୈତାନକୁ। ଚିହ୍ନି ପାରିବେନି ନିଶ୍ଚୟ । କାରଣ ଏହା ମଧ୍ୟରେ ସେ...

11111111111111111111
ବିଶ୍ୱର ଶ୍ରେଷ୍ଠ ଚର୍ଚ୍ଚିତ ବ୍ୟକ୍ତିତ୍ୱ ନରେନ୍ଦ୍ର ମୋଦି, ପଛରେ ପଡ଼ିଲେ ଅମିତାଭ ଓ ଶାହରୁଖ

ନୂଆଦିଲ୍ଲୀ:ବଲିଉଡ୍‌ ଅଭିନେତା ଅମିତାଭ ବଚ୍ଚନ, ଶାହରୁଖ ଏବଂ ସଲମାନ ଖାନ୍‌ଙ୍କୁ ପଛରେ ପକାଇ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହୋଇଛନ୍ତି ଦୁନିଆର ସବୁଠୁ ଅଧିକ ଚର୍ଚ୍ଚିତ ଭାରତୀୟ । ବ୍ରିଟେନ ସ୍ଥିତ ୟୁଗଭ(YouGov) ଇଣ୍ଟରନେଟରେ ସର୍ବେକ୍ଷଣ କରି ଅନଲାଇନ ଭୋଟିଂ ମାଧ୍ୟମରେ ଏହି ରିପୋର୍ଟ ପ୍ରକାଶ କରିଛି। ବିଶ୍ୱର ଚର୍ଚ୍ଚତ...

kumarswami
କର୍ଣ୍ଣାଟକ ରାଜନୀତି: ରାଜ୍ୟପାଳଙ୍କ ନିର୍ଦ୍ଦେଶ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ କଂଗ୍ରେସ-ଜେଡିୟୁ

ନୂଆଦିଲ୍ଲୀ: କର୍ଣ୍ଣାଟକ ରାଜ୍ୟପାଳ ବଜୁଭାଇ ବାଲା ଆଜି ଅପରାହ୍ନ ୧ଟା ୩୦ ସୁଦ୍ଧା ଗୃହରେ ବହୁମତ ସାବ୍ୟସ୍ତ କରିବାକୁ ମେଣ୍ଟ ସରକାରର ନେତା ତଥା ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କୁ କହିଥିଲେ। ତେବେ ରାଜ୍ୟପାଳଙ୍କ ନିର୍ଦ୍ଦେଶ ବିରୋଧରେ ତାଙ୍କ ସରକାର ଆଜି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। କର୍ଣ୍ଣାଟକ କଂଗ୍ରେସ ସାଂସଦ ନାସିର...

shivlekh
‘ଶଶୁରାଲ ସିମର କା’ର ଶିଶୁ କଳାକାର ଶିବଲେଖ ଆଉ ନାହାନ୍ତି

ମୁମ୍ବାଇ: ଏକ ସଡ଼କ ଦୁର୍ଘଟଣାରେ  ଛୋଟ ପରଦାର ଶିଶୁ କଳାକାର ଶିବଲେଖ ସିଂହଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୧୪ ବର୍ଷ ହୋଇଥିଲା। ଗୁରୁବାର ଅପରାହ୍ଣରେ ଏହି ଦୁର୍ଘଟଣା ଘଟିଥିଲା। ଛତିଶଗଡ଼ର ରାୟପୁରର ବାହାରି ଅଞ୍ଚଳରେ ଶିବଲେଖଙ୍କ କାର୍‌ ଓ ଏକ ଟ୍ରକ୍‌ ସହ ମୁହାଁମୁହିଁ...

15
ଅବ୍ୟବସ୍ଥା ଘେରରେ ମହୁପାଳ ଓ ଡୁମାଡାହି ଗାଁ

ଦେଓଗଡ଼/ମୟୂରଭଞ୍ଜ: ଭୂୟାଁ ଓ କନ୍ଧ ସଂପ୍ରଦାୟର ଆଦିବାସୀଙ୍କର ୨୫ଟି ପରିବାରକୁ ନେଇ ରହିଛି ମହୁପାଳ ଗାଁ। ଦେଓଗଡ଼ ଜିଲ୍ଲା ବାରକୋଟ ବ୍ଲକରେ ମହୁପାଳ ଗ୍ରାମ ରହିଛି। ଏହି ଗାଁକୁ ଯିବାକୁ ହେଲେ ୩ଟି ନାଳ ଓ ୨ଟି ଉଚ୍ଚ ପାହାଡ଼ ଡେଇଁ ଯିବାକୁ ପଡ଼ିଥାଏ। ଏ ପର୍ଯ୍ୟନ୍ତ ଗାଁକୁ...

14
ଅବକାରୀ ମନ୍ତ୍ରୀଙ୍କ ବାସଭବନ ଘେରିଲା ଓଡ଼ିଶା ନିବାରଣ ଅଭିଯାନ

ଭୁବନେଶ୍ୱର: ରାଜ୍ୟରେ ଅତ୍ୟଧିକ ମଦ ବିକ୍ରି କରୁଥିବା ବ୍ୟବସାୟୀଙ୍କୁ ପୁରସ୍କାର ଘୋଷଣାକୁ ବିରୋଧ କରି ବିକ୍ଷୋଭ ଦେଖାଦେଇଛି। ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନର ସଦସ୍ୟମାନେ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନକୁ ଘେରାଉ କରିବା ସହ ବାସଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ରାଜ୍ୟରେ...

13
ଏସ୍‌ବିଆଇ ଅଧିକାରୀଙ୍କୁ ଲୁଟିଲେ ଦୁବୃର୍ତ୍ତ

ଢେଙ୍କାନାଳ: ଏସ୍‌ବିଆଇ ଗ୍ରାହକ ସେବା କେନ୍ଦ୍ର ଅଧିକାରୀଙ୍କଠାରୁ ଲୁଟ୍ ଅଭିଯୋଗ ହୋଇଛି। ଢେଙ୍କାନାଳ କଙ୍କଡ଼ାହାଡ଼ ଛକରେ ଏପରି ଘଟଣା ଘଟିଛି। ଗୋଟିଏ ବାଇକ୍‌ରେ ତିନି ଜଣ ଦୁବୃର୍ତ୍ତ ମାରଣାସ୍ତ୍ର ଦେଖାଇ ସୁନୀଲ ମିଶ୍ରଙ୍କଠାରୁ ୧ ଲକ୍ଷ ୭୬ ହଜାର ଟଙ୍କା ଲୁଟି ନେଇ ଥିବା ସେ ଅଭିଯୋଗ କରିଛନ୍ତି।...

11
୩ ହଜାର ୩୨୩ ଗାଁରେ ରାସ୍ତା ନାହିଁ

ଭୁବନେଶ୍ୱର: ରାଜ୍ୟରେ ରାସ୍ତା ସମସ୍ୟାକୁ ନେଇ ବିଧାନଭାରେ ଉଦ୍‌ବେଗ ଦେଖାଦେଇଛି। ୩ ହଜାର ୩୨୩ ଗାଁକୁ ରାସ୍ତା ନ ଥିବା ନେଇ ଆଜି ଗୃହରେ ଖୋଦ୍ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଜେନା ସ୍ୱୀକାର କରିଛନ୍ତି। ପ୍ରଶ୍ନକାଳରେ ବିଧାୟକ ମୋହନ ମାଝୀଙ୍କ ଏକ ପ୍ରଶ୍ନର ଉତ୍ତରରେ...

karnataka-assembly-session_d8ee8444-a6c4-11e9-a026-e5ea8cdc4f4a
ସୁପ୍ରିମକୋର୍ଟରେ କର୍ଣ୍ଣାଟକ ମାମଲାର ଶୁଣାଣି ଆରମ୍ଭ

ବେଙ୍ଗାଲୁରୁ: ସୁପ୍ରିମକୋର୍ଟରେ କର୍ଣ୍ଣାଟକ ରାଜନୈତିକ ସଙ୍କଟ ମାମଲା ଏବଂ କର୍ଣ୍ଣାଟକ କଂଗ୍ରେସର ବିଦ୍ରୋହୀ ବିଧାୟକଙ୍କ ଆବେଦନ ଉପରେ ଶୁଣାଣି ଆରମ୍ଭ ହୋଇଛି। ବାଚସ୍ପତି ତୁରନ୍ତ ଇସ୍ତଫା ମଂଜୁର କରନ୍ତୁ ବୋଲି ଦାବି କରି ବିଦ୍ରୋହୀ ବିଧାୟକମାନେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଅନ୍ୟପଟେ ଗୁରୁବାର କର୍ଣ୍ଣାଟକ ସରକାରଙ୍କ ଭାଗ୍ୟ ପରୀକ୍ଷା...

R.-Roshan-Baig-PTI
କଂଗ୍ରେସର ସସ୍‌ପେଣ୍ଡ ବିଧାୟକ ରୋଶନ ବିମାନବନ୍ଦରରେ ଅଟକ

ବେଙ୍ଗାଲୁରୁ: ଦେଶ ଛାଡି ଫେରାର ହେବାକୁ ପ୍ରସ୍ତୁତ ହେଉଥିବା ସସପେଣ୍ଡ କଂଗ୍ରେସ ବିଧାୟକ ରୋଶନ ବେଗଙ୍କୁ କର୍ଣ୍ଣାଟକ ଏସଆଇଟି ଅଟକ ରଖିଛି। ବେଙ୍ଗାଲୁରୁର ଆନ୍ତର୍ଜାତିକ ବିମାନ ବନ୍ଦରରୁ ପଳାୟନ କରିବାକୁ ଉଦ୍ୟମ କରୁଥିବା ବେଳେ ଏସଆଇଟି ପକ୍ଷରୁ ରୋଶନଙ୍କୁ ଅଟକ ରଖାଯାଇଛି ବୋଲି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ.ଡି. କୁମାରସ୍ୱାମୀ...

eng-vs-nz
ଆଇସିସିକୁ ନ୍ୟୁଜିଲ୍ୟାଣ୍ଡ୍ ଗଣମାଧ୍ୟମ ଓ କ୍ରିକେଟରଙ୍କ ସମାଲୋଚନା

ଲଣ୍ଡନ: ପ୍ରଥମଥର ବିଶ୍ୱ ଚାମ୍ପିଅନ୍ ଆଖ୍ୟା ଅର୍ଜନ କରିଥିବା ଇଂଲଣ୍ଡ ଟିମର ମନୋବଳ ଏବେ ବେଶ ଉପରେ ଅଛି, କିନ୍ତୁ ଫାଇନାଲ୍ ରେଜଲ୍ଟ ପରେ ନ୍ୟୁଜିଲ୍ୟାଣ୍ଡ୍ ଗଣମାଧ୍ୟମ ସମେତ କିଛି କ୍ରିକେଟ୍ ବିଶେଷଜ୍ଞ ଚୌକା ଓ ଛକା ଆଧାରରେ ଆୟୋଜକ ଟିମର ବିଜୟର କଡ଼ା ସମାଲୋଚନା କରିଛନ୍ତି। ନ୍ୟୁଜିଲ୍ୟାଣ୍ଡର...

5
ଓଲଟିଲା ଗୋରୁ ବୋଝେଇ ଟ୍ରକ୍‌

ବାଲେଶ୍ୱର: ବାଲେଶ୍ୱରର ଜଳେଶ୍ୱର ନିକଟରେ ଏକ ଗୋରୁ ବୋଝେଇ ଟ୍ରକ ଓଲଟି ପଡ଼ିଛି। ଜଳେଶ୍ୱର ଥାନା ଅଲାଲପୁର ରାସ୍ତାରେ ଟ୍ରକ୍ ଓଲଟି ପଡ଼ିବା ଯୋଗୁ ୨୫ରୁ ଅଧିକ ଗୋରୁଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆହୁରି ୩୫ରୁ ଅଧିକ ଗୋରୁଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ୬୦ ନମ୍ବର ଜାତୀୟ...

4
ଶାବର ଶ୍ରୀକ୍ଷେତ୍ରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଶ୍ରୀମନ୍ଦିର ପ୍ରବେଶ

କୋରାପୁଟ: ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ଚତୁର୍ଦ୍ଦାମୂର୍ତ୍ତିଙ୍କ ଶ୍ରୀମନ୍ଦିର ପ୍ରବେଶ ସହ ଶ୍ରୀଗୁଣ୍ଡିଚା ଯାତ୍ରାର ସମାପନ ଘଟିଛି। ତିନିରଥ ଉପରେ ସଂଧ୍ୟା ଆଳତି ପରେ ପହଣ୍ଡି ବିଜେ କରି ଶ୍ରୀମନ୍ଦିରକୁ ଫେରି ଆସିଛନ୍ତି ୩ ଠାକୁର। ପରମ୍ପରା ଅନୁଯାୟୀ ପ୍ରଭୁ ସୁଦର୍ଶନ, ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରା ସିଧାସଳଖ...

12071_pti7_12_2019_000174b
ବନ୍ୟାରେ ଉବୁଟୁବୁ ଆସାମ, ୧୧ ମୃତ

ଗୁଆହାଟୀ: ଅବିଶ୍ରାନ୍ତ ବର୍ଷା କାରଣରୁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ଯୋଗୁ ଆସାମରେ ବନ୍ୟା ସ୍ଥିତି ଉତ୍କଟ ରୂପ ଧାରଣ କରିଛି। ଆସାମରେ ଚଳିତ ବର୍ଷର ପ୍ରଥମ ବନ୍ୟାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ବନ୍ୟାରେ ଆଉ ୪ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି...

rice
ପ୍ରଧାନଶିକ୍ଷକଙ୍କ ନାମରେ ମଧ୍ୟାହ୍ନ ଭୋଜନ ଚାଉଳ ହେରଫେର୍‌ ଅଭିଯୋଗ

ଗଜପତି: ଗଜପତି ଜିଲ୍ଲା ମୋହନା ପାଣିଗାଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଚାଉଳ ହେରଫେର ଅଭିଯୋଗ ହୋଇଛି। ଏହି ଘଟଣାରେ ଗ୍ରାମବାସୀ ୪୨ ବସ୍ତା ଚାଉଳ ଜବତ କରିଛନ୍ତି। ସ୍କୁଲର ପ୍ରଧାନ ଶିକ୍ଷକ ମାର୍କ ଦଳବେହେରା ଗତ ୧୧ ତାରିଖରେ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ଏହି...

patamundai.jpg111-750x420
ପ୍ରେମିକାର ଭିଡିଓ ଭାଇରାଲ୍‌ କରି ବନ୍ଧା ହେଲେ ପ୍ରେମିକ

ପଟ୍ଟାମୁଣ୍ଡାଇ (ପ୍ରଵୀର କୁମାର ନାୟକ): ନିଜ ପ୍ରେମିକାର ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓ ଭାଇରାଲ୍‌ କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ପ୍ରେମିକ ପ୍ରବର ଶେଷରେ ବନ୍ଧା ହୋଇଛନ୍ତି। ଆଜି ଏପରି ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳରେ ଘଟିଛି। ପ୍ରେମିକାଙ୍କ ବାପାଙ୍କ ଅଭିଯୋଗ କ୍ରମେ...

Manchester: Cricket icon Sachin Tendulkar ahead of the 22nd match of 2019 World Cup between India and Pakistan at Old Trafford in Manchester, England on June 16, 2019. (Photo: Surjeet Yadav/IANS)
ସଚିନ୍‌ଙ୍କ ରେକର୍ଡ ରହିଲା ଅତୁଟ

ନୂଆଦିଲ୍ଲୀ: ଚଳିତ ବିଶ୍ୱକପ୍‌ରେ ସଚିନ୍ ତେନ୍ଦୁଲକରଙ୍କ ୧୬ ବର୍ଷର ରେକର୍ଡ ଭାଙ୍ଗିବାରେ ବିଫଳ ହୋଇଛନ୍ତି ରୋହିତ ଶର୍ମା,ଡେଭିଡ୍ ୱାର୍ଣ୍ଣର, ଜୋ ରୁଟ୍ ଓ କେନ୍ ୱିଲିୟମ୍‌ସନ୍‌। ରୋହିତ ଓ ଡେଭିଡ୍‌ ମାଷ୍ଟର ବ୍ଲାଷ୍ଟରଙ୍କ ରେକର୍ଡର ପାଖାପାଖି ପହଞ୍ଚିଥିଲେ ବି ଏହାକୁ ଭାଙ୍ଗିବାରେ ସଫଳ ହୋଇ ନାହାନ୍ତି। ସେହିପରି ରୁଟ୍...

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।