ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ବିଚଳିତ ପାକିସ୍ତାନ ସମରସଜ୍ଜା ଆରମ୍ଭ କରୁଥିବା ଖବର ସାମ୍ନାକୁ ଆସିଛି। ସୀମା ସେପଟେ ପାକିସ୍ତାନ ସେନା ଯୁଦ୍ଧାସ୍ତ୍ର ଓ ଯୁଦ୍ଧ ବିମାନ ଖଞ୍ଜୁ ଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ତେବେ ପାକିସ୍ତାନର ଯଦି ଭାରତ ବିରୋଧରେ...
ଶ୍ରୀନଗର: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ଦିନ ଠାରୁ ଉପତ୍ୟକାରେ ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରିବାରେ ଲାଗିଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ। ଜମ୍ମୁ-କଶ୍ମୀରର ବିଭିନ୍ନ ପ୍ରାନ୍ତକୁ ଯାଇ ଡୋଭାଲ ସ୍ଥିତି ସମୀକ୍ଷା କରିବା ସହ ଏହାର ରିପୋର୍ଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପଠାଉଛନ୍ତି। ନୂଆ...
ଇସ୍ଲାମାବାଦ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଏବେ ପାକିସ୍ତାନ ବିଚଳିତ ହୋଇପଡ଼ିଛି। ଭାରତ ବିରୋଧରେ ଅନ୍ତର୍ଜାତୀୟ ସମୂହ ନିକଟରେ ପାକିସ୍ତାନ ଫେରାଦ ହୋଇଥିଲେ ହେଁ ତା’କୁ ନିରାଶ ହେବାକୁ ପଡ଼ିଛି। ଏବେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମ୍ମୁଦ କୁରେଶୀ ପାକିସ୍ତାନୀ ଓ କାଶ୍ମୀରବାସୀଙ୍କୁ ଉସ୍କାଇବା...
ନୂଆଦିଲ୍ଲୀ: ଗୁଜବ ଓ ଫେକ୍ ନ୍ୟୁଜ ପୋଷ୍ଟ କରୁଥିବା ୮ଟି ଆକାଉଣ୍ଟକୁ ହଟାଇ ଦେବା ପାଇଁ ଟୁଇଟରକୁ ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି। ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ପ୍ରରୋଚନାରେ ଏହି ଆକାଉଣ୍ଟଗୁଡିକୁ ପରିଚାଳିତ କରାଯାଉଥିବା ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଜାମ୍ମୁ ଓ କାଶ୍ମୀରରେ ବିଶୃଙ୍ଖଳା ସୃଷ୍ଟି...
ଶ୍ରୀନଗର: କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ କେନ୍ଦ୍ର ପକ୍ଷରୁ ଜାରି କରାଯାଇଥିବା ବିଭିନ୍ନ କଟକଣା ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ। ଉପତ୍ୟକାରେ ମୋବାଇଲ ଓ ଇଣ୍ଟରନେଟ୍ ସେବା ବନ୍ଦ କରିବା, ନ୍ୟୁଜ ଚ୍ୟାନେଲ ଉପରେ ଅଙ୍କୁଶ ଲଗାଇବା ଆଦି ପଦକ୍ଷେପକୁ ନେଇ ସୁପ୍ରିମକୋଟରେ ଚ୍ୟାଲେଞ୍ଜ ହୋଇଥିଲା...
ଭୁବନେଶ୍ୱର: ଦିନକ ପରେ ୭୩ତମ ସ୍ୱାଧୀନତା ଦିବସ। ଏଥର ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ପ୍ରଥମଥର ପାଇଁ ହେଉଛି ରାଜ୍ୟସ୍ତରୀୟ ପରେଡ୍ । ଜୋରସୋରରେ ଚାଲିଛି ପ୍ରସ୍ତୁତି। ପରେଡ ପାଇଁ ବିଭିନ୍ନ ଟ୍ରୁପ୍ ଫୁଲଡ୍ରେସ ରିହରସାଲ ଲାଗି ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଖୋଦ ପୋଲିସ ଡ଼ିଜିଙ୍କ ଉପସ୍ଥିତିରେ ଆଜି...
ଭୁବନେଶ୍ୱର: କେତେକ କ୍ଷେତ୍ରରେ ଦେଖାଯାଏ, ରିଲେସନ୍ସିପ୍ରେ ଥିବାବେଳେ ପୁରୁଷ ହୁଅନ୍ତୁ ବା ମହିଳା ତାଙ୍କ ପାର୍ଟନରଙ୍କୁ ଚାହିଁଲେ ବି ଅନେକ ସମୟରେ ଖୁସି ରଖି ପାରନ୍ତି ନାହିଁ। ଏପରି ହେବା ପଛରେ ଅନ୍ୟ କୌଣସି କାରଣ ନାହିଁ। କାରଣ କେବଳ ମାନସିକତା। ବେଳେ ବେଳେ ପାର୍ଟନରଙ୍କ ସଙ୍କୁଚିତ ମାନସିକତା...
ୱେଲିଂଟନ୍: କ୍ରିକେଟକୁ ଅଧିକ ସ୍ୱଚ୍ଛ କରିବା ପାଇଁ ନିୟମିତ କିଛି ନା କିଛି ନୂଆ ଟେକନିକର ବ୍ୟବହାର କରାଯାଉଛି। ବ୍ୟାଟରେ ସେନସର୍ ଲଗାଯିବା ପରେ ଏବେ କ୍ରିକେଟରେ ‘ସ୍ମାର୍ଟବଲ୍’ ଦେଖିବାକୁ ମିଳିବ, ଯେଉଁଥିରେ ମାଇକ୍ରୋଚିପ୍ ଲାଗିଥିବ। ମାଇକ୍ରୋଚିପ୍ କ୍ରିକେଟ୍ ବଲର ଉନ୍ମୋଚନ ଅଷ୍ଟ୍ରେଲିଆର ଘରୋଇ ଟି-୨୦ ଟୁର୍ଣ୍ଣାମେଣ୍ଟ୍ ବିଗ୍...
ଶ୍ରୀନଗର: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି, ଓମାର ଅବଦୁଲ୍ଲା ଓ ତାଙ୍କ ବାପା ଫାରୁକ ଅବଦୁଲ୍ଲା ଚଳିତ ବର୍ଷ ବକ୍ରି ଇଦ୍ କେମିତି ପାଳନ କଲେ? ସେକଥା ଜାଣିବା ପାଇଁ ସମସ୍ତଙ୍କ ଇଚ୍ଛା ଥିବ। କାରଣ ଅଗଷ୍ଟ ୫ ତାରିଖରୁ ହିଁ ଏହି ୩ ଜଣଙ୍କ ସମେତ...
ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ଦିନଠାରୁ ପାକିସ୍ତାନ ଏହାର ପ୍ରତିଶୋଧ ନେବାକୁ ଉଦ୍ୟମ କରୁଛି। ଆସନ୍ତା ଅଗଷ୍ଟ ୧୫ ସ୍ୱାଧୀନତା ଦିବସ ପୂର୍ବରୁ କିମ୍ବା ସେହି ଦିନ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀମାନେ ଆକ୍ରମଣ କରିବାର ଆଶଙ୍କା ସୃଷ୍ଟି ହୋଇଛି। ଏହି କାରଣରୁ ଆଜି ଜମ୍ମୁ-କଶ୍ମୀରର ସାଧାରଣ...
ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ଏବଂ ଲଦାଖରେ ପୁଞ୍ଜି ନିବେଶ କରିବ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍ ଲିମିଟେଡ୍। ଆଗାମୀ ଦିନରେ ଏନେଇ ଏକ ବଡ଼ ଘୋଷଣା କରାଯିବ ବୋଲି ସୂଚନା ଦେଇଛନ୍ତି ଏହି କମ୍ପାନୀର ଅଧ୍ୟକ୍ଷ ମୁକେଶ ଅମ୍ବାନୀ। ସେ କହିଛନ୍ତି ଏହି ନିବେଶର ପରିଚାଳନା ପାଇଁ ଏକ ସ୍ୱତନ୍ତ୍ର ଟାସ୍କ ଫୋର୍ସ...
ନୂଆଦିଲ୍ଲୀ: ଆଜି ଜମ୍ମୁ-କଶ୍ମୀରରେ ବକ୍ରି ଇଦ୍ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କୋହଳ କରାଯାଇଛି। ଲୋକମାନେ ଏହି ଅବସରରେ ସମୂହ ନମାଜ ପାଠ କରିବା ସହ ପରସ୍ପରକୁ ଇଦ୍ ଶୁଭେଚ୍ଛା ଜଣାଇଛନ୍ତି। ସୁରକ୍ଷା ବ୍ୟବସ୍ଥା କୋହଳ ହୋଇଥିଲେ ହେଁ ପୂରା ଜମ୍ମୁ-କଶ୍ମୀର ଉପରେ ସୁରକ୍ଷାକର୍ମୀଙ୍କ ଛଞ୍ଚାଣ ଆଖି ରହିଛି। ଏହିକ୍ରମରେ...
ଶ୍ରୀନଗର: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ଦିନଠାରୁ ପାକିସ୍ତାନର ଇମ୍ରାନ୍ ସରକାର ଭାରତ ବିରୋଧରେ ଗୋଟିଏ ପରେ ଗୋଟିଏ ନକାରାତ୍ମକ ପଦକ୍ଷେପ ଗ୍ରହଣ କରିଚାଲିଛନ୍ତି। ଏବେ ପାକିସ୍ତାନ ସରକାର ଲଦାଖ ସୀମାନ୍ତରେ ଯୁଦ୍ଧ ବିମାନ ନିୟୋଜିତ କରିବା ଆରମ୍ଭ କରିଛନ୍ତି। ଖାଲି ଯୁଦ୍ଧ ବିମାନ ନୁହେଁ, ବିପୁଳ...
ଆଉ ଆଳ୍ପ କିଛି ଦିନର ଅପେକ୍ଷା। ଭାରତ ତାର ୭୩ତମ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଛି। ସେଥିପାଇଁ ସବୁଠି ଖୁସି ଆଉ ଆନନ୍ଦର ପରିବେଶ। ଆଜି ଆମେ ଯେଉଁ ସ୍ୱାଧୀନତାର ସ୍ୱାଦ ଚାଖୁଛୁ, ତା’ ପଛରେ ଆମ ପୂର୍ବଜ ମାନଙ୍କର ବଳିଦାନ ରହିଛି। ଏହି ମୁକ୍ତି ସଂଗ୍ରାମରେ...
ବେଞ୍ଜିଂ:ପ୍ରେମକୁ ନେଇ ଅନେକ କାହାଣୀ ଶୁଣିଛେ। ଅନେକ ଫିଲ୍ମ ଦେଖିଛେ। ହେଲେ ଏ କାହାଣୀ ହେଉଛି ଜଣେ ନିଚ୍ଛକ ପ୍ରେମିକଙ୍କର। ଅନ୍ୟମାନଙ୍କ ପରି ଏହି ପ୍ରେମିକ ଜଣକ ବି ନିଜ ପ୍ରେମକୁ ନେଇ ସ୍ୱପ୍ନ ଦେଖନ୍ତି। ତେବେ ତଫାତ୍ ଏତିକି ଯେ, ସେ ସ୍ୱପ୍ନକୁ ଏମିତି ଭାବେ ବାସ୍ତବରେ...
ମୁମ୍ବାଇ: ବଲିଉଡ୍ର ଦୁଇ ଭଲ ବନ୍ଧୁ ଆକ୍ସନ୍ ହିରୋ ଅକ୍ଷୟ କୁମାର ଓ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା । ତା’ହେଲେ ଏମିତି କ’ଣ ହେଲା ଯେ, ଅକ୍ଷୟଙ୍କୁ ଠେଲି ଦେଲେ ସୋନାକ୍ଷୀ। ସେ ଠେଲି ଦେବାରୁ ଚୌକିରେ ବସି ଗପୁଥିବା ଅକ୍ଷୟ ତଳେ ପଡ଼ି ପୁରା ଚିତ୍ ପଟ୍ଟାଙ୍ଗ...
ନୂଆଦିଲ୍ଲୀ: ଗତ ଶନିବାର ରାତିରେ ଦେଶର ୧୩୪ ବର୍ଷ ପୁରୁଣା କଂଗ୍ରେସ ଦଳର ସଭାପତି ହୋଇଛନ୍ତି ୭୨ ବର୍ଷୀୟ ସୋନିଆ ଗାନ୍ଧି। ୨୦ ମାସ ପୂର୍ବରୁ ସୋନିଆ ଗାନ୍ଧି ଦଳର ଦାୟିତ୍ୱ ରାହୁଲଙ୍କୁ ଦେଇ ସକ୍ରିୟ ରାଜନୀତିରୁ ଦୂରେଇ ରହିବାକୁ ଚାହୁଁଥିବା ବେଳେ ଦଳ ପୁଣି ତାଙ୍କୁ ଅଧ୍ୟକ୍ଷ...
ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଆଜି କଡ଼ା ସୁରକ୍ଷା ଭିତରେ ନିରାଡମ୍ୱର ଭାବରେ ଇଦ୍-ଉଲ୍-ଜୁହା ବା ବକ୍ରୀ ଇଦ ପାଳିତ ହେଉଛି। ମୁଖ୍ୟତଃ ଶ୍ରୀନଗରରେ ଅଧିକ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆଜି ଇଦ୍ ଅବସରରେ ୬ ଘଣ୍ଟା ପାଇଁ ଢ଼ିଲା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି...
ଜମ୍ମୁ-କାଶ୍ମୀର: ଜାମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ଦିନରୁ ଅର୍ଥାତ ଗତ ସପ୍ତାହରୁ ହରି ନିବାସ ମହଲରେ ବନ୍ଦୀ ଜୀବନ ବିତାଉଛନ୍ତି ପିଡିପି ନେତା ମେହବୁବା ମୁଫ୍ତି ଓ ଓ ନାଶନାଲ୍ କନ୍ଫ୍ରେନ୍ସ ନେତା ଉମର ଅବଦୁଲ୍ଲା। ଉମର-ମୁଫ୍ତିଙ୍କ ମଧ୍ୟରେ ଅହି ନକୁଳ ସମ୍ପର୍କ ଏକଥା ସମସ୍ତେ ଜାଣନ୍ତି।...
ଥିରୁଅନନ୍ତପୁରମ୍: ବର୍ଷେ ଯାଇନି ପୁଣି କେରଳର ହୋଇଛି ବନ୍ୟା। ବନ୍ୟା ଯୋଗୁ ଅନେକ ଅଞ୍ଚଳ ପାଣିରେ ବୁଡ଼ି ରହିଛି ଓ ଯୋଗାଯୋଗ ବିଚ୍ଛିନ୍ନ ରହିଛି। ୩୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଲକ୍ଷାଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ବର୍ଷା କମି ଥିବା ଯୋଗୁ ଆଜି...