• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

Minati Mishra

Freelancer

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by Minati Mishra

hamid
‘ମୋ ମା’କୁ ବହୁତ ଭଲ ପାଏ...’ ସୁଷମାଙ୍କ ବିୟୋଗରେ ଏମିତି କହିଲେ ମର୍ମାହତ ହମିଦ୍‌

ନୂଆଦିଲ୍ଲୀ: ଫେସ୍‌ବୁକ୍‌ ମାଧ୍ୟମରେ ପାକିସ୍ତାନର ଜଣେ ଯୁବତୀଙ୍କ ବନ୍ଧୁ ପାଲଟି ଯାଇଥିଲେ ରାଜସ୍ଥାନର ଯୁବକ ହମିଦ୍ ଅନ୍‌ସାରୀ। ଆଉ ତାଙ୍କୁ ଦେଖା କରିବାକୁ ପାକିସ୍ତାନ ଯାଇଥିବା ବେଳେ ଗିରଫ ହୋଇଥିଲେ। ମାସେ ନୁହେଁ କି ବର୍ଷେ ନୁହେଁ, ପୂରା ୬ ବର୍ଷ ସେ ପାକିସ୍ତାନର ଜେଲ୍‌ରେ ରହିଥିଲେ। ତେବେ...

sushma
ସୁଷମାଙ୍କ ବିୟୋଗରେ କାନ୍ଦିଲେ ଗୀତା, କହିଲେ ‘ମା’କୁ ହରାଇଲି’

ନୂଆଦିଲ୍ଲୀ:ସୁଷମାଙ୍କ ବିୟୋଗରେ କାନ୍ଦୁଛନ୍ତି ଗୀତା। ସତେ ଯେମିତି ମା’ଙ୍କୁ ହରାଇଛନ୍ତି। ବାପା-ମା’ଙ୍କୁ ଦେଖି ନ ଥବା ଗୀତାଙ୍କ  ପାଇଁ ସୁଷମା ହିଁ ଥିଲେ ସବୁକିଛି। ଆଜି ସୁଷମାଙ୍କ ବିୟୋଗରେ ଯେମିତି ଅନାଥ ହୋଇଗଲେ ଗୀତା। ଆଜକୁ ଠିକ ୪ ବର୍ଷ ତଳର କଥା । ଏକ ମୁକ ବଧିର...

sushma
ସୁଷମାଙ୍କ ପାଇଁ ଟ୍ୱିଟର୍‌ ପାଲଟିଗଲା ହେଲ୍ପ ଲାଇନ

ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତ୍ରୀ ତଥା ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କର ଗତକାଲି ବିୟୋଗ ହୋଇଛି। ସେ ଘରେ ଥିବା ବେଳେ ହୃଦଘାତର ଶିକାର ହୋଇଥିଲେ। ଏହାପରେ ଚିକିତ୍ସା ପାଇଁ ଦିଲ୍ଲୀ ସ୍ଥିତ ଏମ୍ସରେ ଭର୍ତ୍ତି ହୋଇଥିଲେ। ସୁଷମା ସ୍ୱରାଜ ଗତ ସରକାରରେ ବୈଦେଶିକ ମନ୍ତ୍ରୀ ଭାବରେ...

wed-1
ଶେଷ ଯାଏ ଅତୁଟ ଥିଲା ସୁଷମା-ସ୍ୱରାଜଙ୍କ ପ୍ରେମ

ନୂଆଦିଲ୍ଲୀ: ସୁଷମା ସ୍ୱରାଜ ଏଥର ସାଧାରଣ ନିର୍ବାଚନ ଲଢ଼ି ନଥିଲେ। ନିର୍ବାଚନ ପୂର୍ବରୁ ଏହା ଜଣାପଡ଼ିବା ପରେ ଏହାକୁ ନେଇ ଆଲୋଚନା ଜୋର ଧରିଥିଲା। ତାଙ୍କ ଦଳର କିଛି ନେତାଙ୍କ ସହିତ ତାଙ୍କର ପ୍ରଶଂସକମାନେ ଚାହୁଁଥିଲେ ସେ ନିର୍ବାଚନ ଲଢ଼ନ୍ତୁ। ତେଣୁ ସେ ନିର୍ବାଚନ ନ ଲଢ଼ିବା କଥା...

sushma-2
ପ୍ରେମକୁ ସଫଳ କରିବା ପାଇଁ ଖୁବ୍‌ ସଂଘର୍ଷ କରିଥିଲେ ସୁଷମା

ନୂଆଦିଲ୍ଲୀ: ଆମ ଗହଣରେ ଆଉ ନାହାନ୍ତି ସୁଷମା ସ୍ୱରାଜ। ମଙ୍ଗଳବାର ରାତିରେ କାର୍ଡିଆକ୍ ଆରେଷ୍ଟରେ ତାଙ୍କର ପରଲୋକ ହୋଇଯାଇଛି। ବୈଦେଶିକ ମନ୍ତ୍ରୀ ଭାବେ ତାଙ୍କ କାର୍ଯ୍ୟକୁ ଦେଶ ସବୁ ଦିନେ ମନେ ରଖିବ। ଜଣେ ନେତ୍ରୀ ଭାବେ ତାଙ୍କ ଦକ୍ଷତା ଉପରେ କେହି କେବେ ପ୍ରଶ୍ନ ଉଠାଇ ନାହାନ୍ତି।...

୧୨୩
ମୃତ୍ୟୁ ଘଣ୍ଟାଏ ପୂର୍ବରୁ କୁଳଭୂଷଣଙ୍କ ଓକିଲଙ୍କୁ ଫୋନ୍‌ କରି ଥିଲେ ସୁଷମା, ୧ ଟଙ୍କା ଫି’ ନେଇ ଯିବାକୁ କହିଥିଲେ

ନୂଆଦିଲ୍ଲୀ: କୁଳଭୂଷଣ ଯାଦବଙ୍କ ମାମଲା ଲଢ଼ୁଥିବା ଦେଶର ଜଣାଶୁଣା ଓକିଲ ହରିଶ୍‌ ସାଲ୍‌ଭେଙ୍କୁ ମଙ୍ଗଳବାର ରାତିରେ ଫୋନ୍‌ କରିଥିଲେ ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ୍‌ ଏବଂ ବୁଧବାର ତାଙ୍କ ଘରକୁ ଆସି ତାଙ୍କର ଏକ ଟଙ୍କା ନେଇଯିବାକୁ କହିଥିଲେ। ହେଲେ ଫୋନ୍‌ କରିବାର ପ୍ରାୟ ଘଣ୍ଟାଏ ପରେ ସେ...

b-96-1-750x430
୩୭୦ ପାଇଁ ବଳିପଡ଼ିଥିଲେ ଶ୍ୟାମା ପ୍ରସାଦ ମୁଖାର୍ଜୀ, ତାଙ୍କ ସ୍ଵପ୍ନ ସାକାର କଲା ବିଜେପି

ଭୁବନେଶ୍ୱର:”ଏକ ହି ଦେଶ ମେଁ ଦୋ ବିଧାନ, ଦୋ ପ୍ରଧାନ ଔର୍ ଦୋ ନିଶାନ୍‌ ନହିଁ ଚଲେଗା”। ଏହି ନାରା ଦେଇ ୧୯୫୩ ମେ’ ୧୧ରେ ଜମ୍ମୁ କଶ୍ମୀରରେ ପ୍ରବେଶ କରିଥିଲେ ଜନସଂଘର ସଂସ୍ଥାପକ ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀ। ଧାରା ୩୭୦କୁ ବିରୋଧ କରି ଜମ୍ମୁ କଶ୍ମୀରରେ...

k1
କଶ୍ମୀରରେ ବିକ୍ରି ହେଉଛି ଜମି! ମୂଲ୍ୟକୁ ନେଇ ଚାଲିଛି ଚର୍ଚ୍ଚା

ନୂଆଦିଲ୍ଲୀ: ଗତକାଲି ଧାରା ୩୭୦ ଉଚ୍ଛେଦ ହେବା ପରେ ଜମ୍ମୁ-କଶ୍ମୀର ବର୍ତ୍ତମାନ ଚର୍ଚ୍ଚାରେ ରହିଛି। ପୂର୍ବରୁ ୩୭୦ ଧାରାରେ ଅନ୍ୟ ରାଜ୍ୟର ଲୋକଙ୍କୁ କଶ୍ମୀରରେ ସମ୍ପତ୍ତି କିଣିବା ପାଇଁ ଅନୁମତି ନଥିଲା। ଠିକ୍‌ ସେହିପରି କଶ୍ମୀରର ଝିଅମାନେ ଅନ୍ୟ ରାଜ୍ୟରେ ବିବାହ କଲେ, ସେମାନଙ୍କ ନାଗରିକତ୍ୱ ହରାଇବାକୁ ପଡୁଥିଲା। କିନ୍ତୁ...

foni
‘ଫୋନି’ କ୍ଷୟକ୍ଷତିର ଚୂଡ଼ାନ୍ତ ରିପୋର୍ଟ ପ୍ରକାଶ

ଭୁବନେଶ୍ୱର: ୨୦୧୯ ମେ ୩ ତାରିଖରେ ଆସିଥିଲା ପ୍ରଳୟଙ୍କରୀ ବାତ୍ୟା ‘ଫୋନି’। ଏଥିରେ ପୁରୀ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟିଥିଲା। ଏପରିକି ବାତ୍ୟା ମାଡ଼ରୁ ବର୍ତ୍ତିନଥିଲା ରାଜଧାନୀ ଭୁବନେଶ୍ୱର। ବାତ୍ୟା ‘ଫୋନି’ ଉଜାଡ଼ି ଦେଇଥିଲା ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର ସବୁଜିମା। ଆଜି ବାତ୍ୟା ‘ଫୋନି’ର କ୍ଷୟକ୍ଷତି ସଂପର୍କରେ...

highcourt
ସ୍ୟାଟ୍‌ ଉଚ୍ଛେଦ ବିଜ୍ଞପ୍ତିକୁ ହାଇକୋର୍ଟରେ ଚ୍ୟାଲେଞ୍ଜ, ଆସନ୍ତାକାଲି ଶୁଣାଣି

ଭୁବନେଶ୍ୱର: ରାଜ୍ୟ ପ୍ରଶାସନିକ ଟ୍ରିବ୍ୟୁନାଲ (ସ୍ୟାଟ)କୁ ଉଚ୍ଛେଦ ପାଇଁ କେନ୍ଦ୍ର ସରକାର ଗେଜେଟ ବିଜ୍ଞପ୍ତି ପ୍ରକାଶ କରିବା ପରେ ଓଡ଼ିଶା ହାଇକୋର୍ଟରେ ଏହାକୁ ଚ୍ୟାଲେଞ୍ଜ କରାଯାଇଛି। ସ୍ୟାଟ୍‌ ବାର ଆସୋସିଏସନ ପକ୍ଷରୁ ଏହି ମାମଲା କରାଯାଇଛି। ଆସନ୍ତାକାଲି ଏହାର ଶୁଣାଣି ପାଇଁ କୋର୍ଟ ଧାର୍ଯ୍ୟ କରିଛନ୍ତି। ରାଜ୍ୟ ସରକାରଙ୍କ...

thana
ଅପହୃତା ମହିଳାଙ୍କୁ ଛାଡ଼ିବା ପାଇଁ ୨ ଲକ୍ଷ ଦାବି କଲେ

ନବରଙ୍ଗପୁର: ଜଣେ ବିବାହିତା ମହିଳାଙ୍କୁ ଅପହରଣ କରି ୨ ଲକ୍ଷ ଟଙ୍କା ଦାବି କରିଛନ୍ତି ଅପହର୍ତ୍ତା। ଏପରି ଅଭିଯୋଗ ଆସିଛି କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ନାରଙ୍ଗପୁର ଗାଁରୁ। ନାରଙ୍ଗପୁର ଗାଁର ପ୍ରତିମା ନାଇକ ନାମ୍ନୀ ମହିଳା ୪ ବର୍ଷ ତଳେ ବିବାହ କରିଥିଲେ। ହେଲେ ସେ ଦୀର୍ଘ...

jami
ଗାଁ ମଶାଣିରେ ଜାଗା ଦେବାକୁ ମନାକଲେ ମୁଖିଆ

ବାଲେଶ୍ୱର: ପୂର୍ବ ଶତ୍ରୁତାକୁ ନେଇ ଗାଁ ମଶାଣିରେ ଶବ ଦାହ କରିବାକୁ ମନାକଲେ ଗାଁ ମୁଖିଆ। ଉପାୟ ନ ପାଇ ଗାଁ ଠାରୁ ୧୦ କିଲୋମିଟର ଦୂର ନଦୀ ପଠାରେ ପରିବାର ଲୋକେ କଲେ ଶବ ଦାହ । ଏଭଳି ଅଭିଯୋଗ ଅସିଛି ବାଲେଶ୍ୱର ଜଳେଶ୍ୱର ବ୍ଲକ ଆମ୍ବଳିଅଠା...

aug-15
ଗାନ୍ଧୀ ମାର୍ଗ ନୁହେଁ, ପ୍ରଦର୍ଶନୀ ପଡ଼ିଆରେ ହେବ ସ୍ୱାଧୀନତା ଦିବସ ଉତ୍ସବ

ଭୁବନେଶ୍ୱର: ଏଥର ଗାନ୍ଧୀ ମାର୍ଗ ନୁହେଁ, ପ୍ରଦର୍ଶନୀ ପଡ଼ିଆରେ ହେବ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବ। ଏହି ସୂଚନା ଦେଇଛନ୍ତି ଟ୍ୱିନ୍ ସିଟି ପୋଲିସ କମିଶନର ସତ୍ୟଜିତ ମହାନ୍ତି । ଗାନ୍ଧି ମାର୍ଗ ବଦଳରେ ଏଥର ପ୍ରଦର୍ଶନୀ ପଡ଼ିଆରେ ପରେଡ଼ ହେବ । ରାଜ୍ୟସ୍ତରୀୟ ପରେଡ଼ରେ ଭାଗନେବେ ମୋଟ...

adhir
ଧାରା ୩୭୦ ଆଭ୍ୟନ୍ତରୀଣ ବ୍ୟାପାର ନୁହେଁ-କହିଲେ କଂଗ୍ରେସ ସାଂସଦ ଅଧୀର ରଞ୍ଜନ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଧାରା ୩୭୦କୁ ଉଚ୍ଛେଦ କରିଥିବା ବେଳେ ଏହାକୁ କଂଗ୍ରେସ ଉଭୟ ଲୋକସଭା ଓ ରାଜ୍ୟସଭାରେ ବିରୋଧ କରିଛି। ତେବେ ଆଜି ଲୋକସଭାରେ ଧାରା ୩୭୦କୁ କେନ୍ଦ୍ର ସରକାର ଉଚ୍ଛେଦ କରିପାରିବେ ନାହିଁ ଏବଂ ଏହା ଦେଶର ଆଭ୍ୟନ୍ତରୀଣ ବ୍ୟାପାର ନୁହେଁ ବୋଲି କହିଛନ୍ତି କଂଗ୍ରେସ...

kalia
କାଳିଆ ଯୋଜନାରୁ ବାଦ୍‌ ପଡ଼ିବେ ଅଯୋଗ୍ୟ ହିତାଧିକାରୀ

ଭୁବନେଶ୍ୱର: ବାଦ୍‌ ପଡ଼ିବେ କାଳିଆ ଅଯୋଗ୍ୟ ହିତାଧିକାରୀ। କାଳିଆ ଯୋଜନାରେ ଚାଷୀଙ୍କ ତାଲିକାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କୃଷି ସଚିବ ସୌରଭ ଗର୍ଗ। ରାଜ୍ୟରେ ଏହି ଯୋଜନାରେ ସାମିଲ ହୋଇଥିବା ୫୧ ଲକ୍ଷ ହିତାଧିକାରୀଙ୍କ ନାଁ ୱେବ୍‌ସାଇଟରେ ଅଛି। ଏଥିରେ ୩୭ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର...

snake
କୁକୁଡ଼ା ଘରେ ୧୦ ଫୁଟର ଅଜଗର

ମାଲକାନଗିରି: ମାଲକାନଗିରି ଜିଲ୍ଲା ସେରପାଲୀ ଗାଁରେ ଅଜୟ ବୁରୁଦାଙ୍କ ଘର।  ଅଜୟ ତାଙ୍କ ଘରେ ଏକ କୁକୁଡ଼ା ଫାର୍ମ କରିଥିଲେ।  ଆଜି ସକାଳେ ହଠାତ୍‌ କୁକୁଡାମାନେ ଜୋରରେ ରାବି ଉଠିଥିଲେ। କ’ଣ ହେଲା ବୋଲି ପରିବାର ଲୋକେ କୁକୁଡ଼ା ଘରକୁ ଦୌଡ଼ି ଯାଇଥିଲେ। ହେଲେ ସେଠାରେ ଯାହା ଦେଖିଲେ...

Capture
ହୀରାକୁଦ ଜଳଭଣ୍ଡାର ପରିଚାଳନା ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରେ ବନ୍ୟାଜଳ ପରିଚାଳନା ନେଇ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। ଛତିଶଗଡ଼ର ନିୟୁ ରାୟପୁରରେ ଉଭୟ ରାଜ୍ୟର ଅଧିକାରୀଙ୍କ ମଧ୍ୟରେ ଏହି ବୈଠକ ହେଉଛି । ଏହି ଅନ୍ତଃରାଜ୍ୟ ବୈଠକରେ ହୀରାକୁଦ ଜଳ ଭଣ୍ଡାରରେ ବନ୍ୟା ଜଳ ପରିଚାଳନା ଓ ନିୟନ୍ତ୍ରଣ ନେଇ ଆଲୋଚନା...

ekta
ଦିନେ ଜନ୍ମମାଟିରୁ ଅଧିକାର ହରାଇଥିଲେ, ଏବେ ଜମି କିଣିବାର ସ୍ୱପ୍ନ ପୂରଣ କରିବେ ଏଇ ଟେଲି ଅଭିନେତ୍ରୀ

ନୂଆଦିଲ୍ଲୀ: ଗତକାଲି ସଂସଦରେ ଧାରା ୩୭୦କୁ କେନ୍ଦ୍ର ସରକାର ଉଚ୍ଛେଦ କରିଛନ୍ତି। ଏହି ଧାରା ଅନୁସାରେ କଶ୍ମୀରର ଝିଅ ଅନ୍ୟ ରାଜ୍ୟର ପୁଅକୁ ବିବାହ କଲେ ନିଜର କଶ୍ମୀରର ନାଗରିକତା ହରାଉଥିଲେ। ଏହି ଧାରା ଉଚ୍ଛେଦ ହେବା ପରେ କେବଳ ବଲିଉଡ୍‌ ସେଲେବ୍ରିଟି ନୁହଁନ୍ତି, ଟେଲିଭିଜନ ଅଭିନେତ୍ରୀମାନେ ମଧ୍ୟ...

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।