ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଷ୍ଟେସନରେ ଏକ ଅଭାବନୀୟ ଘଟଣା ଘଟିଛି। ଚୋର ଭାବି ଜଣେ ଯୁବକଙ୍କୁ ନିର୍ଧୁମ ପିଟିଛନ୍ତି ଯାତ୍ରୀ। ରେଳବାଇ ପୁଲିସ୍ ଉକ୍ତ ସମୟରେ ଉପସ୍ଥିତ ଥିଲେ ମଧ୍ୟ ନୀରବଦ୍ରଷ୍ଟା ସାଜିଛି। ସୂଚନା ଅନୁସାରେ, ଆଜି ଜଳେଶ୍ୱର ରେଳ ଷ୍ଟେସନରେ କେତେକ ଯାତ୍ରୀ ଖଡ଼ଗପୁର-ଭଦ୍ରକ ଟ୍ରେନରେ...
କୋରାପୁଟ: କେରଳର ପାନିମାଟମରେ ଓଡ଼ିଆ ଶ୍ରମିକ ମଧୁ କ୍ରିର୍ସାନୀଙ୍କ ମୃତ୍ୟୁ ଘଟିଛି । ଇତି ମଧ୍ୟରେ ଦୁଇ ଦିନ ବିତି ଯାଇଥିଲେ ମଧ୍ୟ ତାଙ୍କର ମରଶରୀର ଗାଁକୁ ଆସି ପାରୁନାହିଁ। ଗୋଟିଏ ପଟେ ଘରର ରୋଜଗାରକ୍ଷମ ବ୍ୟକ୍ତିଙ୍କ ମୃତ୍ୟୁ, ଅନ୍ୟ ପଟେ ଶବ ଆସିପାରୁ ନ ଥିବାର ଦୁଃଖରେ...
ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଭାରତ ଉପରେ ପ୍ରତିଶୋଧ ନେବାକୁ ପାକିସ୍ତାନ ପଣ କରିଥିଲା। ଏଥିପାଇଁ ଚାଇନା ସରକାର ତାଙ୍କର ବନ୍ଧୁ ପାକିସ୍ତାନକୁ ସହଯୋଗ କରିବେ ବୋଲି ଇମ୍ରାନ୍ ଖାନ୍ ସରକାର ଶେଷ ଏବଂ ବଡ ଆଶା ରଖିଥିଲେ। ହେଲେ ଚାଇନା ପରମ ବନ୍ଧୁ ପାକିସ୍ତାନକୁ...
ଶ୍ରୀନଗର: ଭାରତ ସରକାର ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ କରିବା ପରେ ଆଜି ପ୍ରଥମ ଶୁକ୍ରବାରରେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଦେଖିବାକୁ ମିଳିଛି। ଆଜି ମୁସଲିମ ଧର୍ମାବଲମ୍ବୀଙ୍କ ଶୁକ୍ରବାର ପ୍ରାର୍ଥନା ପାଇଁ ପ୍ରଶାସନ ପକ୍ଷରୁ ଅଘୋଷିତ କର୍ଫ୍ୟୁ ଓ ୧୪୪ ଧାରା କଟକଣା କୋହଳ କରାଯାଇଥିଲା। ଶ୍ରୀନଗର, ଜମ୍ମୁ,...
ନୂଆଦିଲ୍ଲୀ: ଭାରତ ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ପରେ ପାକିସ୍ତାନ ଏବେ ନୂଆଦିଲ୍ଲୀ ଉପରେ ପ୍ରତିଶୋଧ ନେବାକୁ ଅଣ୍ଟା ଭିଡ଼ିଛି। ପାକିସ୍ତାନ ଏକାକୀ ଭାରତର କିଛି କ୍ଷତି କରିପାରିବ ନାହିଁ ବୋଲି ଇମ୍ରାନ୍ ଖାନ୍ ସରକାର ଭଲ ଭାବେ ଜାଣିଛନ୍ତି। ତେଣୁ ଚାଇନା କାନ୍ଧରେ ବନ୍ଧୁକ...
ନୂଆଦିଲ୍ଲୀ: ଲାଜବାବ୍ ସୁଷମାଙ୍କ ଭାଷଣ। ଅକାଟ୍ୟ ତାଙ୍କର ଯୁକ୍ତି। ତାଙ୍କ ବକ୍ତବ୍ୟର ପ୍ରତ୍ୟେକଟି ଶବ୍ଦ କହେ ଗୋଟିଏ ଗୋଟିଏ କଥା। ସେ ଶବ୍ଦର ଯେମିତି ବିକଳ୍ପ ନାହିଁ। କୋମଳ, ଲାଳିତ୍ୟପୂର୍ଣ୍ଣ ଢଙ୍ଗରେ ସେ ଏମିତି ତାଙ୍କର ଯୁକ୍ତି ଉପସ୍ଥାପନ କରନ୍ତି, ପ୍ରତିପକ୍ଷ ଚୁପ୍ ହେବାକୁ ବାଧ୍ୟ ହୋଇଥାଏ। ତାଙ୍କର...
ମୁମ୍ବାଇ: ଜମ୍ମୁକଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ସେଠାରେ ଲଗାଯାଇଥିବା କର୍ଫ୍ୟୁକୁ ନେଇ ଚିନ୍ତା ପ୍ରକଟ କରି ‘ରେସ୍ ୩’ ଫିଲ୍ମର ଅଭିନେତା ସାକିବ୍ ସଲୀମ୍ ଏକ ଟ୍ୱିଟ୍ କରିଥିଲେ। ତାଙ୍କର ଏହି ଟ୍ୱିଟ୍କୁ ନେଇ ଝଡ଼ ସୃଷ୍ଟି ହୋଇଥିଲା। ଏପରିକି ଟ୍ୱିଟର୍ ୟୁଜରମାନେ ତାଙ୍କୁ ପାକିସ୍ତାନ...
ନୂଆଦିଲ୍ଲୀ: ବିଜେପି ନେତୃତ୍ୱାଧୀନ ଏନଡିଏର ସହଯୋଗୀ ଜେଡିୟୁ ଧାରା ୩୭୦କୁ ସଂସଦରେ କାହିଁକି ବିରୋଧ କରିଥିଲା ସେ ନେଇ ସଫେଇ ଦେଇଛି। ଏଥିସହ ଧାରା ୩୭୦ ହଟି ସାରିଛି, ନୂଆ ଆଇନ ଲାଗୁ ହୋଇସାରିଛି, ତେଣୁ ଏବେ ସମସ୍ତ ବିବାଦକୁ ଭୁଲି ଏହି ନିଷ୍ପତ୍ତିକୁ ମାନିବାକୁ ପଡ଼ିବ ବୋଲି...
ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରେ ଧାରା ୩୭୦ ହଟିବା ପରେ ଆଜି ପ୍ରଥମ ଥର ପାଇଁ କଶ୍ମୀର ଯାଇଥିଲେ କଂଗ୍ରେସ ନେତା ତଥା ରାଜ୍ୟସଭା ସାଂସଦ ଗୁଲାମ୍ ନବୀ ଆଜାଦ୍। ଆଜି ଶ୍ରୀନଗର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସୁରକ୍ଷା କର୍ମୀ ବାହାରକୁ ଯିବା ପାଇଁ ଅନୁମତି ଦେଇନଥିଲେ। ଏହାପରେ...
ଅମରାବତୀ: ସରକାରଙ୍କ ବିଭିନ୍ନ ପଦକ୍ଷେପ ସତ୍ତ୍ୱେ ସରକାରୀ ସ୍କୁଲରେ ଉପସ୍ଥାନ ଆଶାଜନକ ହୋଇପାରୁନି। ବହୁ ସ୍କୁଲରେ ଶିକ୍ଷକଙ୍କ ସଂଖ୍ୟା ତୁଳନାରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମ୍ ରହୁଛି। । ହେଲେ ଆନ୍ଧ୍ରପ୍ରଦେଶର ଏକ ସରକାରୀ ସ୍କୁଲ୍ରେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳୁଛି। ସ୍କୁଲର ଉପସ୍ଥାନ କିଛି ଦିନ ହେବ ଶତ ପ୍ରତିଶତରେ...
ଲକ୍ଷ୍ନୌ: ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କର ଆଜି ଅସ୍ଥି ବିସର୍ଜନ ହୋଇଛି। ତାଙ୍କ ଝିଅ ବାଂଶୁରୀ ଉତ୍ତର ପ୍ରଦେଶ ହାପୁର ଦେଇ ଯାଇଥିବା ଗଙ୍ଗାନଦୀରେ ତାଙ୍କ ମା’ଙ୍କ ଅସ୍ଥିକୁ ବିସର୍ଜନ କରିଛନ୍ତି। ଅସ୍ଥି ବିସର୍ଜନ ବେଳେ ବାଂଶୁରୀଙ୍କ ସହ ତାଙ୍କ ବାପା ସ୍ୱରାଜ କୌଶଲ ମଧ୍ୟ ଥିଲେ।...
ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ତଥା ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବାରୁ ବୀରଭଦ୍ରଙ୍କୁ ଶିମଲା ସ୍ଥିତ ଇନ୍ଦିରା ଗାନ୍ଧି ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ବୀରଭଦ୍ରଙ୍କ ସ୍ୱାସ୍ଥ୍ୟ ଅବସ୍ଥା...
ନୂଆଦିଲ୍ଲୀ:ଜମ୍ମୁ କଶ୍ମୀରରୁ ହଟିଲା ଧାରା-୩୭୦। ଭାରତ ମାନଚିତ୍ରରେ ବଦଳି ଗଲା ରାଜ୍ୟ ଆଉ କେନ୍ଦ୍ର ଶାସିତ ଅଞ୍ଚଳର ସଂଖ୍ୟା। ମୋଦି ସରକାରଙ୍କ ଏପରି ଐତିହାସିକ ପଦକ୍ଷେପକୁ ନେଇ ସଂସଦଠୁ ସପିଂ ମଲ ସବୁଆଡେ ଚର୍ଚ୍ଚା। କେଉଁଠି ଖୁସିର ଲହରୀ ତ କେଉଁଠି ଦେଖିବାକୁ ମିଳୁଛି ବିରୋଧର ଆଭାସ। ମଙ୍ଗଳବାର...
ନୂଆଦିଲ୍ଲୀ:ବିଜେପିର ବରିଷ୍ଠ ନେତ୍ରୀ, ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ, ପୂର୍ବତନ ବିଦେଶ ମନ୍ତ୍ରୀ ସ୍ୱଷମା ସ୍ୱରାଜ ଆଉ ନାହାନ୍ତି। ହେଲେ ପ୍ରତ୍ୟେକ ଭାରତୀୟଙ୍କ ମନରେ ଜୀବନ୍ତ ରହିଛି ତାଙ୍କର ଶାନ୍ତ , ଗମ୍ଭୀର ଚେହେରା, ବାକ୍ପଟୁତା, ବିଚକ୍ଷଣ ବୁଦ୍ଧିମତ୍ତା ଆଉ ଉଦାରତା। ଗମ୍ଭୀର ଅଥଚ ମଧୁର ଏବଂ ସ୍ପଷ୍ଟ ସ୍ୱରରେ...
ନୂଆଦିଲ୍ଲୀ:ପୂର୍ବତନ ବିଦେଶ ମନ୍ତ୍ରୀ ସ୍ୱଷମା ସ୍ୱରାଜଙ୍କ ପାର୍ଥୀବ ଶରୀର ଆଉ କିଛି ସମୟ ପରେ ପଞ୍ଚ ଭୂତରେ ବିଲୀନ ହେବ। ଶେଷ ଦର୍ଶନ ପାଇଁ ବିଜେପି ମୁଖ୍ୟାଳୟରେ ରଖାଯାଇଥିବା ତାଙ୍କ ମରଶରୀରକୁ ଶେଷ ବିଦାୟ ଦେବେ ଦେଶବାସୀ। ଲୋଦି ରୋଡସ୍ଥିତ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ। ...