• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

Minati Mishra

Freelancer

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by Minati Mishra

111122233344
୧୯୪୭ ଭାରତ-ପାକ୍‌ ଯୁଦ୍ଧ-ଜାଣନ୍ତୁ ଶତ୍ରୁପକ୍ଷକୁ କେମିତି ଚକ୍‌ମା ଦେଇଥିଲେ ଏହି ବୀର ଯୋଦ୍ଧା

ନୂଆଦିଲ୍ଲୀ: ୧୯୪୭ ମସିହା,  ଦେଶ ସ୍ୱାଧୀନ ହେବାର ପରବର୍ତ୍ତୀ ସମୟ। ଦେଶ ପାଇଁ ସବୁଠାରୁ ସଙ୍କଟର ମୁହୂର୍ତ୍ତ। ଦେଶ ବିଭାଜନ..ଦଙ୍ଗା…ଆଉ ତା ପରେ କାଶ୍ମୀର ଉପରେ ପାକିସ୍ତାନ ଆକ୍ରମଣ।  ପାକ୍‌ ସେନାର ସମର୍ଥନରେ ପାକ୍‌ ଜନଜାତି ଭାରତ ଉପରେ କରିଥିଲା ଆକ୍ରମଣ। ପରିସ୍ଥିତିକୁ ଦେଖି କାଶ୍ମୀରର ତତ୍କାଳୀନ ରାଜା...

Untitled-2
ଜେଜେପିରୁ ଇସ୍ତଫା ଦେଲେ ସ୍ୱାଭିମାନୀ ତେଜ୍ ବାହାଦୁର୍‌

ଚଣ୍ଡିଗଡ଼: ସ୍ୱାଭିମାନକୁ ବାଧିବାରୁ ଜନନାୟକ ଜନତା ପାର୍ଟିରୁ ଇସ୍ତଫା ଦେଲେ ତେଜ୍ ବାହାଦୁର। କରନାଲ ବିଧାନସଭା ଆସନରୁ ସେ ଜେଜେପିରୁ ବିଧାୟକ ପ୍ରାର୍ଥୀ ହୋଇଥିଲେ। ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ବିରୋଧରେ ପ୍ରାର୍ଥୀ ହୋଇ ବାହାଦୁର ଶୋଚନୀୟ ପରାଜୟ ହୋଇଥିଲେ। ନିର୍ବାଚନ ବେଳେ ସେ ଜେଜେପିରେ ଯୋଗ ଦେଇଥିଲେ।...

Untitled-1
ହରିଆଣାରେ ବାଜି ମାରିନେଲା ବିଜେପି

ନୂଆଦିଲ୍ଲୀ: ଗତବର୍ଷ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଫଳାଫଳ ପରେ ବିଜେପି ମେଣ୍ଟ ପାଇଁ ଆବଶ୍ୟକ ବିଧାୟକଙ୍କ ସମର୍ଥନ ଯୋଗାଡ଼ କରିବାରେ ବିଳମ୍ୱ କରି ଯେଉଁ ଭୁଲ୍ କରିଥିଲା ତାହା କିନ୍ତୁ ହରିଆଣା ବିଧାନସଭା ନିର୍ବାଚନ ଫଳାଫଳ ବେଳେ ସଜାଡି ଦେଇଛି। ଆଉ ଏହାର ଶ୍ରେୟ ଏବେ ବିଜେପି ଅଧ୍ୟକ୍ଷ...

4343434
ଡେ-ନାଇଟ୍ ହେବ ଟେଷ୍ଟ ମ୍ୟାଚ୍‌ !

ମୁମ୍ୱାଇ: ବିସିସିଆଇ ଅଧ୍ୟକ୍ଷ ଭାବରେ ଦାୟିତ୍ୱ ନେବା ପରେ ସୌରଭ ଗାଙ୍ଗୁଲି ଗତକାଲି ମୁମ୍ୱାଇରେ କ୍ୟାପଟେନ୍‌ ବିରାଟ କୋହଲିଙ୍କ ସହ ସେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଦିନିକିଆ ଡେ’ ନାଇଟ୍ ମ୍ୟାଚ୍ ଭଳି ଟେଷ୍ଟ ମ୍ୟାଚ୍‌କୁ ଡେ ନାଇଟ୍ କରିବା ପାଇଁ ସେ କୋହଲିଙ୍କ ପରାମର୍ଶ ଲୋଡ଼ିଥିଲେ।...

434343
ଜାଲ୍‌ ଆକାଉଣ୍ଟ ଖୋଲି ୧୩୮ କୋଟିର ଜିଏସ୍‌ଟି ଠକେଇ

ରାଉରକେଲା: ରାଜ୍ୟରେ ବଡ ଧରଣର ଜିଏସ୍‌ଟି ଘୋଟାଲାର ପର୍ଦ୍ଦାଫାସ୍ ହୋଇଛି। ୧୩୮ କୋଟି ଜିଏସଟି ଠକେଇ ଅଭିଯୋଗରେ ୪ ଜଣ ବ୍ୟବସାୟୀଙ୍କୁ ଗିରଫ କରିଛି ଓଡ଼ିଶା ବାଣିଜ୍ୟକର ଓ ଦ୍ରବ୍ୟ ଏବଂ ସେବା କର କମିଶନରେଟ୍ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ।ଏମାନେ ହେଲେ ମାଷ୍ଟର ମାଇଣ୍ଡ ରାଉରକେଲାର ଅତୁଲ ବଂଶଲ,...

12112
ଏଣିକି ବ୍ୟାଙ୍କରେ ରହିବନି ସରକାରୀ ଟଙ୍କା

ଭବନେଶ୍ୱର:ଏଣିକି ବ୍ୟାଙ୍କରେ ରହିବନି ସରକାରୀ ଟଙ୍କା।  ଏ ନେଇ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଅର୍ଥ ସଚିବ।  ରାଜ୍ୟ ସରକାରଙ୍କ ସମସ୍ତ ବିଭାଗକୁ ଚିଠି ଲେଖି ଏ ବିଷୟରେ ଅବଗତ କରାଇଛନ୍ତି। ଅର୍ଥ ସଚିବ ତାଙ୍କ ନିର୍ଦ୍ଦେଶରେ ଉଲ୍ଲେଖ କରିଛନ୍ତି, ଯେତେବେଳେ ଲୋକଙ୍କ ପାଇଁ ଖର୍ଚ୍ଚ...

1111
ରାତିଅଧରେ ଡାକ୍ତରଙ୍କ ଉନ୍ମତ୍ତ କାଣ୍ଡ

ଭୁବନେଶ୍ୱର:ମାତାଲ ଡାକ୍ତରଙ୍କ ଉନ୍ମତ୍ତ କାଣ୍ଡ ! ନିଶାଗ୍ରସ୍ତ ହୋଇ ଡାକ୍ତର ଜଣେ ବ୍ୟକ୍ତିଙ୍କ ଘରକୁ ପଶି ତାଙ୍କୁ ହଇରାଣ କରିଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ବଲାଙ୍ଗିର ସହରରେ। ସ୍ଥାନୀୟ ଟାଉନ ଥାନା ପୁଲିସ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି। ଅଭିଯୁକ୍ତ ଡାକ୍ତରଙ୍କ ନଁ ଅବିନାଶ ମିଶ୍ର...

konark
ବର୍ଷାପାଣିରେ ଭାସିଲା ମନ୍ଦିର

ପୁରୀ: ଦୁଇ ଦିନ ଧରି ଲାଗି ରହିଥିବା ବର୍ଷା ବିତ୍ପାତରୁ ବର୍ତ୍ତି ପାରିନି ମନ୍ଦିର। କୋଣାର୍କ ସୂର୍ଯ୍ୟମନ୍ଦିର ପାଣି ଘେରରେ ଥିବାବେଳେ  ବ୍ରହ୍ମଗିରିସ୍ଥିତ ଅଲାରନାଥ ମନ୍ଦିର ମଧ୍ୟ ଜଳମଗ୍ନ ହୋଇ ଯାଇଛି। ଗତକାଲି ରାତିରୁ ଲଗାଣ ବର୍ଷା ଯୋଗୁଁ ପାଣିରେ ବୁଡ଼ି ରହିଛି ସୂର୍ଯ୍ୟ ମନ୍ଦିର। ମନ୍ଦିରର ମୁଖ୍ୟ...

rayagada
ଧସିଲା ପାହାଡ଼, ମାଟିରେ ମିଶିଗଲା ୨୦ ଘର

ଭୁବନେଶ୍ୱର: ଲଘୁଚାପ ଜନିତ ବର୍ଷା ସାରା ରାଜ୍ୟରେ ବିପର୍ଯ୍ୟୟ ସୃଷ୍ଟି କରିଛି। ଗତକାଲି ରାତିରୁ ବର୍ଷା ଲାଗି ରହିଛି। ଫଳରେ ଜନଜୀବନ ପ୍ରଭାବିତ ହୋଇଛି। ରାୟଗଡ଼ା ଓ ଗଜପତି ଜିଲ୍ଲାରେ ପାହାଡ ଧସି ଘର ଭୁଶୁଡ଼ି ଯାଇଥିବାବେଳେ କେନ୍ଦ୍ରାପଡ଼ାରେ ଅଞ୍ଚଳରେ କାନ୍ଥ ପଡ଼ି ଜଣଙ୍କର ମୃତ୍ୟୁ ଘଟିଛି। ରାୟଗଡ଼ା...

4344353211
କର୍ତ୍ତାରପୁର ଅପରେସନ: ଭାରତ-ପାକିସ୍ତାନ କଲେ ଚୁକ୍ତି ସ୍ୱାକ୍ଷର

ନୂଆଦିଲ୍ଲୀ: ଶେଷରେ ଭାରତ ଓ ପାକିସ୍ତାନ ମିଳିତ ଭାବେ କର୍ତ୍ତାରପୁର ଅପରେସନ ପାଇଁ ଆଜି ଚୁକ୍ତି ସ୍ୱାକ୍ଷରିତ କରିଛନ୍ତି। ଜିରୋ ଲାଇନ୍‌ ଅଞ୍ଚଳରେ ଉଭୟ ଦେଶର ବୈଦେଶିକ ମନ୍ତ୍ରଣାଳୟର ଅଧିକାରୀଙ୍କ ଉପସ୍ଥିତିରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଏହି ଚୁକ୍ତିର ଅର୍ଥ ଶିଖ ଶ୍ରଦ୍ଧାଳୁମାନେ ପାକିସ୍ତାନରେ ଥିବା ଦରବାର...

1211211
ହରିଆଣା: ହାରିଗଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ହରିଆଣାରେ ବିଜେପିକୁ ଶକ୍ତ ଝଟକା ଲାଗିଛି। ୨୦୧୪ରୁ କ୍ଷମତାସୀନ ବିଜେପି ସରକାରରେ ଅର୍ଥମନ୍ତ୍ରୀ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ଦାୟିତ୍ୱରେ ଥିବା କ୍ୟାପ୍ଟେନ ଅଭିମନ୍ୟୁ ଚଳିତ ନିର୍ବାଚନରେ ପରାସ୍ତ ହୋଇଛନ୍ତି। ତାଙ୍କୁ ଦଳ ନାରନାଉଣ୍ଡ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ କରିଥିଲା। ହେଲେ ସେ ଏଠାରେ ପରାସ୍ତ ହୋଇଛନ୍ତି। କ୍ୟାପ୍ଟେନ...

1231332
ବିଜେପୁରରେ ରୀତାଙ୍କ ବିଜୟ; ଭାଙ୍ଗିଲେ ରେକର୍ଡ

ବରଗଡ଼: ବହୁ ପ୍ରତୀକ୍ଷିତ ବିଜେପୁର ଉପନିର୍ବାଚନ ଭୋଟ ଗଣତି ଶେଷ ହୋଇଛି । ରେକର୍ଡ ସହ ପୁଣି ଥରେ ବାଜି ମାରିଛି ବିଜେଡି। ସାଧାରଣ ନିର୍ବାଚନର ରେକର୍ଡକୁ ଭାଙ୍ଗି ଦଳୀୟ ପ୍ରାର୍ଥୀ ରୀତା ସାହୁ ବିଜୟୀ ହୋଇଛନ୍ତି। ରୀତା ମୋଟ ୧, ୩୫, ୯୫୭ ଭୋଟ ପାଇଥିବା ବେଳେ...

3243214355543
ମହାରାଷ୍ଟ୍ରରେ ପୁଣିଥରେ ବିଜେପି-ଶିବସେନା ମେଣ୍ଟ !

ମୁମ୍ବାଇ: ମହାରାଷ୍ଟ୍ରରେ ବିଜେପି-ଶିବସେନା ମେଣ୍ଟ ପୁଣିଥରେ ସରକାର ଗଠନ କରିବାକୁ ଜନମତ ହାସଲ କରିବା ଏକ ପ୍ରକାରର ସ୍ପଷ୍ଟ ହୋଇଯାଇଛି। ପୂର୍ବରୁ ବିଭିନ୍ନ ଏକଜିଟ୍‌ ପୋଲ ଯେଉଁ ଆକଳନ କରିଥିଲେ, ମହାରାଷ୍ଟ୍ରରେ ସେଇଆ ଘଟିବାକୁ ଯାଉଛି। ଅର୍ଥାତ ବିଜେପି ମହାରାଷ୍ଟ୍ରରେ ବଡ଼ ଭାଇ ଓ ଶିବସେନା ତା’ର ସାନ...

1211
୮୦ ହଜାର ଭୋଟରେ ଆଗେଇଲେ ରୀତା

ବରଗଡ଼: ବିଜେପୁର ବିଧାନସଭା ଫଳାଫଳ ସ୍ପଷ୍ଟ ହୋଇ ଆସୁଛି। ଭୋଟ ଗଣତି ଆରମ୍ଭରୁ ବିଜେଡି ପ୍ରାର୍ଥୀ ରୀତା ସାହୁ ଆଗରେ ଅଛନ୍ତି। ଆଜି ସକାଳ ୮ଟାରୁ ଆରମ୍ଭ ହୋଇଥିଲା ଭୋଟ୍ ଗଣତି । ବର୍ତ୍ତମାନ ସୁଦ୍ଧା ୧୭ ରାଉଣ୍ଡ ଗଣତି ଶେଷ ହୋଇ ଯାଇଛି।  ପ୍ରଥମ ରାଉଣ୍ଡରୁ ବିଜେଡି...

123
ପଛରେ ପଡ଼ିଲେ ବିଜେପିର ଏହି ସବୁ ମନ୍ତ୍ରୀ

ମୁମ୍ବାଇ: ମହାରାଷ୍ଟ୍ରରେ ବିଜେପି ସରକାର ଗଠନ କରିବାକୁ ଯାଉଛି। ହେଲେ ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ଥିବା ବିଜେପିର ୫ ଜଣ ସଦସ୍ୟ ଏବେ ପଛରେ ପଡ଼ିଯାଇଛନ୍ତି। ଯାହା ଦଳକୁ ଏକ ଶକ୍ତ ଝଟକା ସଦୃଶ ହୋଇଛି। ପଛରେ ପଡ଼ିଥିବା ବିଜେପି ମନ୍ତ୍ରୀମାନେ ହେଲେ ପଙ୍କଜା ମୁଣ୍ଡେ(ପର୍ଲି), ରାମ ସିନ୍ଧେ(କରଜାତ...

8767579642
ଆଗରେ ଅଛନ୍ତି ଆଦିତ୍ୟ ଠାକ୍‌ରେ

ମୁମ୍ବାଇ: ଠାକରେ ପରିବାରର ପ୍ରଥମ ସଦସ୍ୟ ଭାବେ ଚଳିତ ଥର ନିର୍ବାଚନ ଲଢ଼ୁଥିବା ଆଦିତ୍ୟ ଠାକରେଙ୍କ ବିଜୟ ଏକ ପ୍ରକାରର ସୁନିଶ୍ଚିତ ହୋଇଯାଇଛି। ମହାରାଷ୍ଟ୍ରର ୱର୍ଲି ଆସନରୁ ପ୍ରାର୍ଥୀ ହୋଇଥିବା ଆଦିତ୍ୟ ବର୍ତ୍ତମାନର ଟ୍ରେଣ୍ଡ ଅନୁଯାୟୀ ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ଯଥେଷ୍ଟ ଆଗରେ ରହିଛନ୍ତି। ଶିବସେନା ଓ ବିଜେପି...

435633736
ମୋର ପ୍ରତିଦ୍ୱନ୍ଦ୍ୱୀ କେହି ନାହିଁ-ରୀତା

ଭୁବନେଶ୍ୱର:‘ମୋର ପ୍ରତିଦ୍ୱନ୍ଦ୍ୱୀ କେହି ନାହାନ୍ତି। ବିଜେଡି ଏଠି ସର୍ବାଧିକ ଭୋଟରେ ଜିତିବ।’ ବିଜେପୁର ଉପନିର୍ବାଚନ ଭୋଟ ଗଣତି ପୂର୍ବରୁ ବିଜେଡି ପ୍ରାର୍ଥୀ ରୀତା ସାହୁ ଆତ୍ମବିଶ୍ୱାସର ସହ ଏହା କହିଛନ୍ତି। ବିଜେପୁର ବ୍ୟାଟଲ୍‌ ଆଜି ଶେଷ ପର୍ଯ୍ୟାୟରେ। ଆଜି ସକାଳୁ ଆରମ୍ଭ ହୋଇ ଯାଇଛି ଭୋଟ ଗଣତି। ଭୋଟ...

112113123
ବିଜେପୁର ଭୋଟ; ୬ଷ୍ଠ ରାଉଣ୍ଡ ସୁଦ୍ଧା ରୀତା ସାହୁ ଆଗରେ

ବରଗଡ଼: ବିଜେପୁର ବିଧାନସଭା ଆସନ ପାଇଁ ହୋଇଥିବା ଉପ ନିର୍ବଚନର ଫଳାଫଳ ଆଜି ଜଣାପଡ଼ିବ।  ଆଜି ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟ୍ ଗଣତି । ବର୍ତ୍ତମାନ ସୁଦ୍ଧା ୬ଷ୍ଠ ରାଉଣ୍ଡ ଭୋଟ ଗଣତି ସରିଲାଣି।  ପ୍ରଥମ ୫ଟି ରାଉଣ୍ଡ  ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ରୀତା ସାହୁ...

1211
ବିଜେପୁର ଭୋଟ: ଆଗରେ ବିଜେଡି

ବରଗଡ଼: ବିଜେପୁର ବିଧାନସଭା ଆସନ ପାଇଁ ଆଜି ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି। ପ୍ରଥମ ରାଉଣ୍ଡ ଓ  ଦ୍ୱିତୀୟ ରାଉଣ୍ଡ ପରେ ତୃତୀୟ ରାଉଣ୍ଡ ଗଣତି ଶେଷ ହୋଇଛି । ପ୍ରଥମ ଦୁଇ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ରୀତା ସାହୁ ଆଗରେ ଥିବାବେଳେ ତୃତୀୟ ରାଉଣ୍ଡ...

12222
ବର୍ଷା ଯୋଗୁ ବାତିଲ ହେଲା ଏହିସବୁ ଟ୍ରେନ

ଭୁବନେଶ୍ୱର: ଗତକାଲିଠାରୁ ସାରା ରାଜ୍ୟରେ ଲାଗି ରହିଛି ବର୍ଷା । ବର୍ଷା ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଲଗାଣ ବର୍ଷାକୁ ଦେଖି ଇଷ୍ଟ କୋଷ୍ଟ ରେଲୱେର ଟ୍ରେନ୍ ସେବା ମଧ୍ୟ ପ୍ରଭାବିତ ହୋଇଛି । ଆଜି ବିଶାଖାପାଟଣା-ବ୍ରହ୍ମପୁର ପାସେଞ୍ଜର ଟ୍ରେନ ଉଭୟ ପଟୁ ବାତିଲ ହୋଇଛି । ଆସନ୍ତାକାଲି...

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।