• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

Minati Mishra

Freelancer

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by Minati Mishra

12112
ଏହି ୬ ଜିଲ୍ଲାରେ ସ୍କୁଲ ଛୁଟି

ଭୁବନେଶ୍ୱର: ଗତକାଲିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। କେଉଁଠି ମୂଷଳଧାରା ତ କେଉଁଠି ତୁହାକୁ ତୁହା ବର୍ଷା ହେଉଛି। ଲଗାଣ ବର୍ଷା ଯୋଗୁ ରାସ୍ତା ଘାଟରେ ପାଣିର ସୁଅ ଛୁଟୁଛି। ତଳିଆ ଅଞ୍ଚଳ ଜଳମଗ୍ନ ହୋଇଗଲାଣି। ଫଳରେ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି। ଏହାକୁ ଦୃଷ୍ଟିରେ...

Untitled-2 copy
ନଭେମ୍ବରରେ ଆସୁଛି ’ମାଲ ମହୁ ଜୀବନ ମାଟି’

ଭୁବନେଶ୍ୱର:ନଭେମ୍ବର ୮ ତାରିଖ ସାରା ଓଡ଼ିଶାରେ ମୁକ୍ତିଲାଭ କରିବ ଓଡ଼ିଆ କମେଡି ଫିଲ୍ମ  ’ମାଲ ମହୁ ଜୀବନ ମାଟି’ । ଆମର ମ୍ୟୁଜିକ ନିବେଦିତ ଏବଂ ନବୀନ ଭଣ୍ଡାରି ପ୍ରଯୋଜିତ ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି ରମେଶ ରାଉତ। ନିର୍ମଳ ନାୟକ ଏଥିରେ ସଂଳାପ ରଚନା କରିଥିବାବେଳେ ସଙ୍ଗୀତ...

11222
ଜମ୍ମୁ କାଶ୍ମୀରରେ ହିଂସା; ସ୍କୁଲ ଘରେ ନିଆଁ ଲଗାଇଲେ ଆତଙ୍କବାଦୀ

ଶ୍ରୀନଗର: ରାତି ପାହିଲେ ଜମ୍ମୁ କଶ୍ମୀରରେ ବ୍ଲକ ଅଧ୍ୟକ୍ଷ ନିର୍ବାଚନ। ଏହା ପୂର୍ବରୁ ବିଭିନ୍ନ ସ୍ଥାନରେ ବୋମା ଫିଙ୍ଗି ଆତଙ୍କବାଦୀ ଏହି ନିର୍ବାଚନ ପ୍ରକ୍ରିୟାକୁ ବିରୋଧ କରୁଛନ୍ତି ବୋଲି ବାର୍ତ୍ତା ଦେଇଛନ୍ତି। ମଙ୍ଗଳବାର ବିଳମ୍ୱିତ ରାତିରେ ଆତଙ୍କବାଦୀ ମାନେ ଏକ ସ୍କୁଲରେ ନିଆଁ ଲଗାଇବା ସହିତ ପରିବା ମଣ୍ଡି...

11111
‘ନୱାଜ ସରିଫଙ୍କୁ ଖାଇବାରେ ବିଷ ଦିଆଯାଇଛି!’

ଲାହୋର: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ୱାଜ ସରିଫଙ୍କୁ ଜେଲରେ ଖାଇବା ବେଳେ ବିଷ ଦିଆଯାଇଛି। ପାକିସ୍ତାନ ସେନା ବିରୋଧରେ ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ନବାଜ ସରିଫଙ୍କ ପୁଅ ହୁସେନ ନଓ୍ୱାଜ। ଜେଲ ଖାଇବାରେ ବିଷ ଦିଆଯାଇଥିବାରୁ ଏବେ ତାଙ୍କ ବାପାଙ୍କ ଦେହ ଅସୁସ୍ଥ ରହୁଛି ବୋଲି ଆଶଙ୍କା...

34343434
ଡ୍ରେସ୍‌ରୁ ପ୍ରାଇସ୍‌ ଟ୍ୟାଗ୍‌ କାଢିବାକୁ ଭୁଲିଗଲେ ଜାହ୍ନବୀ

ମୁମ୍ବଇ:ବଲିଉଡ ଷ୍ଟାରଙ୍କ ଷ୍ଟାଇଲ୍‌, ଫ୍ୟାସନ ତାଙ୍କର ଫ୍ୟାନ୍ସଙ୍କୁ ବେଶ ପ୍ରଭାବିତ କରିଥାଏ। ଫ୍ୟାନ୍ସମାନେ ବିଶେଷକରି ଅଭିନେତ୍ରୀଙ୍କ ପରିଧାନ ଉପରେ ସେମାନେ ସବୁବେଳେ ନଜର ରଖିଥାନ୍ତି । ଆଉ ଏହି କାରଣରୁ ସୋଶାଲ ମିଡିଆରେ ଆଜି ଶ୍ରୀଦେବୀ ତନୟା ଜାହ୍ନବୀ କପୁରଙ୍କ ମଜାକ୍‌ ଉଡାଇଛନ୍ତି ଫ୍ୟାନ୍ସ।  ଜାହ୍ନବୀ ଭୁଲ୍‌ରେ ତାଙ୍କ...

234
ଲାଜକୁଳା ପ୍ରଭାସଙ୍କ ପାଇଁ କେତେ ବାହାଘର ପ୍ରସ୍ତାବ ଆସିଲାଣି ଜାଣନ୍ତି ?

ମୁମ୍ବାଇ: ସାଉଥ୍ ସୁପରଷ୍ଟାର୍ ପ୍ରଭାସଙ୍କ ଲୋକପ୍ରିୟତା ଏବେ ଆକାଶ ଛୁଇଁବାକୁ ଲାଗିଲାଣି। ଏବେ ସେ ଆଉ କେବଳ ସାଉଥ୍‌ ସୁପରଷ୍ଟାର୍ ହୋଇ ରହିନାହାନ୍ତି। ଏବେ ସେ ବଲିଉଡ୍‌ ପ୍ରେମୀଙ୍କର ବି ସୁପରଷ୍ଟାର୍‌ ହୋଇଯାଇଛନ୍ତି। କେବଳ ଏତିକି ନୁହେଁ ଫିଲ୍ମ ‘ବାହୁବଳୀ’ରେ ତାଙ୍କର ଦମଦାର ଅଭିନୟ ଦେଖି ସାରା ଦୁନିଆରେ...

1314151
ବିଦେଶରେ ପାକିସ୍ତାନ ବିରୋଧରେ ଏମିତି ବର୍ଷିଲେ ଭାରତର ମହିଳା ସାମ୍ୱାଦିକ

ନୂଆଦିଲ୍ଲୀ: ଆମେରିକା ବୈଦେଶିକ ମନ୍ତ୍ରଣାଳୟର କମିଟି ଆଗରେ ବର୍ଷିଛନ୍ତି ଭାରତର ମହିଳା ସାମ୍ୱାଦିକ ଆରତୀ ଟିକୋ ସିଂହ। ଆମେରିକା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ‘ଦକ୍ଷିଣ ଏସିଆରେ ମାନବ ଅଧିକାର’ ଶୀର୍ଷକ ଆଲୋଚନାରେ ଭାଗ ନେଇ ପାକିସ୍ତାନର ବ୍ୟାଣ୍ଡ ବଜାଇଛନ୍ତି ଆରତୀ ଟିକୋ। କଶ୍ମୀରରେ ହେଉଥିବା ଆତଙ୍କବାଦ କାର୍ଯ୍ୟକଳାପ...

122333
୩ ଆତଙ୍କୀଙ୍କ ସହ ନିପାତ ହେଲା ଜାକିର ମୂଷାର ଉତ୍ତରାଧିକାରୀ

ଜମ୍ମୁ କାଶ୍ମୀର ପୁଲିସ ଓ ଯବାନଙ୍କ ବଡ଼ ସଫଳତା ଏନକାଉଣ୍ଟରରେ ତିନି ସ୍ଥାନୀୟ ଆତଙ୍କବାଦୀ ନିପାତ ଜାକିର ମୂଷାର ଉତ୍ତରାଧିକାରୀ ମଧ୍ୟ ନିହତ ଶ୍ରୀନଗର: ଜମ୍ମୁ କଶ୍ମୀରରେ ସେନା ଏବଂ ପୁଲିସକୁ ବଡ଼ ସଫଳତା ମିଳିଛି। କାରଣ ଗତକାଲି ଯବାନଙ୍କ ଗୁଳିରେ ନିପାତ ହୋଇଥିବା ତିନି ଆତଙ୍କବାଦୀଙ୍କ ମଧ୍ୟରୁ...

khatia
ଆମ୍ବୁଲାନ୍ସ ଆସିଲାନି, ୫ କିମି ଖଟିଆରେ ବୁହା ହେଲେ ରୋଗୀ

ଫୁଲବାଣୀ:ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟସେବା କେତେ ବିପର୍ଯ୍ୟସ୍ତ ହୋଇପଡ଼ିଛି ତାହାର ପୁଣି ଏକ ନମୁନା ।  ରାସ୍ତା ଖରାପ ଯୋଗୁ ଗାଁକୁ ଗାଡ଼ି ଆସିପାରିଲାନି। ତେଣୁ ଖଟିଆରେ ବୁହା ହେଲେ ରୋଗୀ। ଏଥର ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଫିରିଙ୍ଗିଆ ବ୍ଲକ ମୁଣ୍ଡିମାସକା ଗାଁରେ। ମୁଣ୍ଡିମାସକା ଗାଁର...

1111111
ଦାଦା ହେଲେ ବିସିସିଆଇ ବସ୍

ମୁମ୍ୱାଇ: ଆଜିଠୁ ବିସିସିଆଇରେ ଆରମ୍ଭ ହେଲା ସୌରଭ ଯୁଗ। ବୋର୍ଡ ଅଫ୍ କଣ୍ଟ୍ରୋଲ ଫର୍ କ୍ରିକେଟର (ବିସିସିଆଇ) ସଭାପତି ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ସୌରଭ ଗାଙ୍ଗୁଲି। ୩୯ତମ ଅଧ୍ୟକ୍ଷ ଭାବେ ସୌରଭ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି। ଫଳରେ ସୁପ୍ରିମ୍ କୋର୍ଟଙ୍କ ଦ୍ୱାରା ନିଯୁକ୍ତ ପ୍ରଶାସନିକ କମିଟି...

224345566
ନେତାଙ୍କୁ ଜୋତାମାଳ ପିନ୍ଧାଇ, ଗଧ ପିଠିରେ ବସାଇ ବୁଲାଇଲେ

ଜୟପୁର: ମଙ୍ଗଳବାର ୨ ଜଣ ବିଏସ୍‌ପି ନେତାଙ୍କୁ ଜୋତାମାଳ ପିନ୍ଧାଇବା ସହ ମୁହଁ କଳା କରି କାର୍ଯ୍ୟାଳୟ ବାହାରେ ବୁଲାଇଛନ୍ତି ଦଳର କର୍ମୀ। ଏହି ଦୁଇ ନେତା ଟିକେଟ୍‌ ବଣ୍ଟନରେ ଦୁର୍ନୀତି କରିଥିବା ଦର୍ଶାଇ କର୍ମୀମାନେ ଏପରି କରିଥିବା କୁହାଯାଉଛି। ଜାତୀୟ ସଂଯୋଜକ ରାମଜୀ ଗୌତମ ଏବଂ ଦଳର...

1233
ଡାକ୍ତରଖାନାରେ ଭର୍ତ୍ତି ହେଲେ ରବର୍ଟ ଭଦ୍ରା

ନୋଏଡ଼ା: ଗାନ୍ଧି ପରିବାରର ଜ୍ୱାଇଁ ତଥା ବ୍ୟବସାୟୀ ରବର୍ଟ ଭଦ୍ରା ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି। ସେ ଭୀଷଣ ପିଠି ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ନୋଏଡ଼ା ସ୍ଥିତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ସ୍ୱାମୀ ରବର୍ଟ ଭଦ୍ରା ଏବେ ନୋଏଡ଼ାରେ ଥିବା ମେଟ୍ରୋ ମଲଟିସ୍ପେଶାଲିଟି ହସ୍ପିଟାଲର...

222222
ହେଲ୍‌ମେଟ୍‌ ପିନ୍ଧି ଟ୍ରାଫିକ୍‌ ନିୟମ ବୁଝାଇଲା କୁକୁର

ନୂଆଦିଲ୍ଲୀ: ଦେଶରେ ନୂଆ ମୋଟର ଭେଇକ୍ଲି ଆକ୍ଟ ଆସିବା ପରେ ସୋଶାଲ ମିଡିଆରେ ଏହାକୁ ନେଇ ବେଶ ଚର୍ଚ୍ଚା। ଏ ସଂକ୍ରାନ୍ତ ଅନେକ ରୋଚକ ଖବର ଓ ଫଟୋ ଆମେ ସୋଶାଲ ମିଡିଆରେ ଦେଖିବାକୁ ମିଳେ। ନିକଟରେ ଏମିତି ଏକ ଫଟୋ ଭାଇରାଲ ହୋଇଛି ଯାହାକୁ ଦେଖିଲେ ଆପଣ...

11111
କଙ୍ଗାରୁକୁ ପାଣିରୁ ଉଦ୍ଧାର କଲା ପୁଲିସ, ଆଉ ତା ପରେ ....

ଅଷ୍ଟ୍ରେଲିଆ: ଅଷ୍ଟ୍ରେଲିଆର କାନବେରାରେ ଏମିତି ଏକ ଦୃଶ୍ୟ ସାମ୍ନାକୁ ଆସିଛି, ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ନଦୀରେ ଏକ କଙ୍ଗାରୁ ବୁଡ଼ି ଯାଉଥିବା ଦେଖି ଦୁଇ ଜଣ ପୁଲିସ କର୍ମଚାରୀ ବହୁ କଷ୍ଟରେ ତାକୁ ଉଦ୍ଧାର କଲେ। ହେଲେ ତା’ପରେ କଙ୍ଗାରୁ ଏମିତି କାମ କଲା…  ପାଣିରୁ...

0000000000001
ମୁଖ୍ୟମନ୍ତ୍ରୀଙ୍କଠାରୁ ଅଧିକ ଭୋଟ ପାଇବେ ରୀତା !

ଭୁବନେଶ୍ୱର: ବିଜେପୁର ଉପନିର୍ବାଚନରେ ଭୋଟ ପାଇବାରେ ମୁଖ୍ୟମନ୍ତ୍ରୀଙ୍କୁ ଟପିଯିବେ ରୀତା ସାହୁ । ଏଭଳି ଆକଳନ କରିଛନ୍ତି ମନ୍ତ୍ରୀ ସୁଶାନ୍ତ ସିଂହ।  ସୁଶାନ୍ତ କହିଛନ୍ତି, ଗତ ନିର୍ବାଚନରେ ନବୀନ ଯେତିକି ଭୋଟ ପାଇଥିଲେ, ରୀତା ତାକୁ ଟପିଯିବେ । ସେ ଏକଥା ସିଧାସଳଖ ନ କହିଲେ ମଧ୍ୟ ପରୋକ୍ଷରେ...

12111
ମ୍ୟାଚ୍‌ବେଳେ ଘୁମେଇ ପଡ଼ିଲେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍

ନୂଆଦିଲ୍ଲୀ: ଘୁମେଇ ପଡ଼ିଲେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ।  ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ୍ ଚାଲୁଥିବା ବେଳେ ପାଭିଲିୟନ୍‌ରେ କୋଚ୍ ରବି ଶାସ୍ତ୍ରୀ ଶୋଇପଡ଼ିଥିଲେ। ଏହି ସମୟର ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ୍ ହାଇଛି। ବିଭିନ୍ନ ମହଲରୁ ରବି ଶାସ୍ତ୍ରୀଙ୍କୁ ଏନେଇ ପ୍ରବଳ ସମାଲୋଚନା...

44444444444444
ମାଓବାଦୀ ନାଁରେ ଟଙ୍କା ମାଗୁଥିଲେ, ଧରାପଡ଼ିଲେ

କୋରାପୁଟ: କୋରାପୁଟ ଜିଲ୍ଲା ନାରାୟଣପାଟଣା ପୁଲିସ ଆଜି ଆଉ ତିନିଜଣ  ନକଲି ମାଓବାଦୀକୁ  ଗିରଫ କରିଛି।  ମାଓବାଦୀ ନାମରେ ଏମାନେ  ନାରାୟଣପାଟଣାର ଦୀପକ ବୁଧୱାର ନାମକ ଜଣେ  ସୁପର କ୍ଲାସ କଣ୍ଟ୍ରାକ୍ଟରଙ୍କ ଠାରୁ  ୨୫ ଲକ୍ଷ ଟଙ୍କା ଦାବି କରି ଆସୁଥିଲେ। ଏ ନେଇ କଣ୍ଟ୍ରାକ୍ଟରଜଣକ ପୁଲିସର ଦ୍ୱାରସ୍ଥ...

gaga
ସଂସ୍କୃତ ଶ୍ଲୋକ ଟ୍ୱିଟ୍‌ କଲେ ହଲିଉଡ୍‌ ଷ୍ଟାର୍; ଏବେ ଭାଇରାଲ୍

ନୂଆଦିଲ୍ଲୀ: ହଲିଉଡ୍‌ରେ ଲୋକପ୍ରିୟ ଅଭିନେତ୍ରୀ ତଥା ପପ୍‌ ସିଙ୍ଗର୍‌ ଲେଡି ଗାଗା ସୋଶାଲ୍ ମିଡିଆରେ ଖୁବ୍‌ ସକ୍ରିୟ ରୁହନ୍ତି। ଅନେକ ସମୟରେ ସେ ଫଟୋ ଓ ଭିଡିଓ ଶେୟାର କରି ଶୋସାଲ୍‌ ମିଡିଆରେ ମାଧ୍ୟମରେ ସେ ସବୁବେଳେ ଫ୍ୟାନ୍‌ଙ୍କ ଗହଣରେ ରୁହନ୍ତି। କିନ୍ତୁ ନିକଟରେ ସେ ଏକ ଟ୍ୱିଟ୍‌...

22222222222222222222
ଗାଡ଼ି କିଣିବା ପାଇଁ ସରକାରୀ ଚାକିରିଆଙ୍କୁ ବିନା ସୁଧରେ ମିଳିବ ଋଣ !

ଭୁବନେଶ୍ୱର: ରାଜ୍ୟରେ ଇଲେକ୍ଟ୍ରି ଗାଡ଼ିର ନିର୍ମାତା ଓ ଗ୍ରାହକଙ୍କୁ ମିଳିବ ପ୍ରୋତ୍ସାହନ।  ଏ ନେଇ ଆସନ୍ତା ମାସକ ମଧ୍ୟରେ ସ୍ୱତନ୍ତ୍ର ନୀତି ଆଣିବେ ରାଜ୍ୟ ସରକାର। ରାଜ୍ୟରେ ଇ-ଯାନ ଚଳାଚଳ ତ୍ୱରାନ୍ୱିତ କରିବାକୁ ବିପୁଳ ରିହାତି ଓ ପ୍ରୋତ୍ସାହନ ଦିଆଯିବ। ଇ-ଯାନ ନିମନ୍ତେ ପବ୍ଲିକ୍ ଚାର୍ଜିଂ ଷ୍ଟେସନ ସ୍ଥାପନ...

jeanbs
ଜିନ୍ସ ବା କେପ୍ରି ପିନ୍ଧା ମହିଳାଙ୍କୁ ଡ୍ରାଇଭିଂ ଲାଇସେନ୍ସ ମନା

ଚେନ୍ନାଇ: ଜିନ୍ସ ବା କେପ୍ରି ପିନ୍ଧା ମହିଳାଙ୍କୁ ମିଳୁନି ଡ୍ରାଇଭିଂ ଲାଇସେନ୍ସ। ଦେଶର ନୂଆ ଟ୍ରାଫିକ୍‌ ନିୟମ ଲାଗୁହେବା ପରେ ଡ୍ରାଇଭିଂ ଲାଇସେନ୍ସ ନେବା ପାଇଁ ଆର୍‌ଟିଓ ଅଫିସ୍‌ଗୁଡ଼ିକରେ ଲୋକଙ୍କର ଭିଡ଼ ଲାଗୁଛି। ମହିଳାଙ୍କଠାରୁ ଆରମ୍ଭ କରି ଯୁବତୀ ଏବଂ ବୟସ୍କ ବ୍ୟକ୍ତିମାନେ ସମସ୍ତ ଦସ୍ତାବିଜ୍‌ ସହ ଲାଇସେନ୍ସ...

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।