ନୂଆଦିଲ୍ଲୀ: ଫାଶୀ ଦଣ୍ଡରୁ ବର୍ତ୍ତିବା ପାଇଁ ଜଣଙ୍କ ପରେ ଜଣେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀ ନୂଆ ନୂଆ ବାହାନା ଦେଖାଇବା ଆରମ୍ଭ କରିଛନ୍ତି। ଫାଶୀ ଦଣ୍ଡରେ ଦଣ୍ଡିତ ହୋଇଥିବା ପବନ ଗୁପ୍ତା ନାମକ ଯୁବକ ନିଜକୁ ନାବଳକ ଦର୍ଶାଇ ସୁପ୍ରିମକୋର୍ଟରେ ଆଜି ଆବେଦନ କରିଛି।...
ନୂଆଦିଲ୍ଲୀ: ନିର୍ଭୟା ଦୋଷୀ ମୁକେଶ ସିଂହର ରାଜକ୍ଷମା ଆବଦନ ରାଷ୍ଟ୍ରପତି ଖାରଜ କରିଦେବା ପରେ ପୁଣି ଥରେ ଫାଶୀ ତାରିଖ ଧାର୍ଯ୍ୟ କରିଛନ୍ତି ପଟିଆଲା ହାଉସ୍ କୋର୍ଟ। ଫେବୃୟାରୀ ୧ ତାରିଖ ସକାଳ ୬ଟାରେ ୪ ଦୋଷୀଙ୍କୁ ଫାଶୀ ଦିଆଯିବ ବୋଲି କହିଛନ୍ତି କୋର୍ଟ। ନିର୍ଭୟା ମାମଲାର ୪...
ସୋଶାଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓ ଦେଖିବାକୁ ତ ବେଶ୍ ମଜାଦାର । ଛୋଟମାନେ ବି ବଡମାନଙ୍କୁ କେମିତି ଅକଲ ଶିଖାଇ ପାରନ୍ତି ତାହା ବି ଅନୁଭବ କରିପାରିବେ ଏହି ଭିଡିଓକୁ ଦେଖିଲେ। ଛୋଟ ଜଳଚର ଜୀବଟିଏ ବତକ। ହେଲେ କେମିତି ଅକଲ ଖଟାଇ...
ଭଦ୍ରକ: ଦାବି ପୂରଣ ନେଇ ଅଭିନବ ପ୍ରତିବାଦ। ମେଡିକାଲ୍ରେ ସ୍ଥାୟୀ ଡାକ୍ତର ନିଯୁକ୍ତି ଦାବିରେ ୪୦ କିଲୋମିଟର୍ ଚାଲିଛନ୍ତି ଲୋକେ। ଏପରି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ଘଣ୍ଟେଶ୍ୱର ଅଞ୍ଚଳରେ। ସ୍ଥାନୀୟ ଘଣ୍ଟେଶ୍ୱର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ଥାୟୀ ଡାକ୍ତର ପଦବୀ ପୂରଣ କରିବା ପାଇଁ ଦୀର୍ଘ...
ଭୁବନେଶ୍ୱର: ରାଜ୍ୟ ବିଜେପିର ନୂଆ ସଭାପତି ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ସମୀର ମହାନ୍ତି । ଆଜି ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଦାୟିତ୍ୱ ଗ୍ରହଣ କରିଛନ୍ତି ସମୀର। ଏହି ଅବସରରେ ରାଜ୍ୟ ପ୍ରଭାରୀ ଅରୁଣ ସିଂହଙ୍କ ସହ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ...
ଭୁବନେଶ୍ୱର:ଲୋକଙ୍କୁ ସର୍ବଶ୍ରଷ୍ଠ ସେବା ଯୋଗାଇ ଦିଅ। ଲୋକମାନେ ହିଁ ଆମର ପ୍ରଭୁ। ସେମାନେ ହିଁ ଶାସନର ବିନ୍ଦୁ। ତେଣୁ ତାଙ୍କୁ ଅବହେଳା କରନି। ବରିଷ୍ଠ ଅଧିକାରୀମାନଙ୍କୁ ଏମିତି ଦାୟିତ୍ୱ ବିଷୟରେ ବୁଝାଇଥିଲେ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଭୁବନେଶ୍ୱରର ଲୋକସେବା ଭବନ ପରିସରରେ ଆୟୋଜିତ ହୋଇଥିଲା ବରିଷ୍ଠ...
ମନାଲି:ବାହାଘରରେ ଆମେ ଆପଣାର ମଣିଷମାନଙ୍କୁ ଆମନ୍ତ୍ରଣ କରିଥାଉ। କାରଣ ନିଜଲୋକଙ୍କ ଗହଣରେ ଖୁସିର ମୁହୂର୍ତ୍ତସବୁ ଆହୁରି ଜୀବନ୍ତ ହୋଇଉଠନ୍ତି। ସେମାନଙ୍କ ମଧ୍ୟରୁ କେହି ଯଦି ପହଞ୍ଚି ନ ପାରନ୍ତି ଆମ ମନ ଦୁଃଖ ହୁଏ। ହେଲେ ବାହାଘରରେ ଯଦି ନିଜେ ବର ବା କନ୍ୟା ପହଞ୍ଚି ନ ପାରେ...
ନୂଆଦିଲ୍ଲୀ:ନିର୍ଭୟା ଦୋଷୀ ମୁକେଶର ରାଜକ୍ଷମା ଆବେଦନ ଖାରଜ ହୋଇଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଜକ୍ଷମା ଆବେଦନ ଖାରଜ କରିଦେଇ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ଜଣାଇ ଦେଇଛନ୍ତି। ୭ ତାରିଖରେ ଡେଥ୍ ୱାରେଣ୍ଟ ଜାରି ହେବା ଓ ପରେ କ୍ୟୁରେଟିଭ ପିଟିସନ ଖାରଜ ହୋଇଯିବା ପରେ ୪ ଦୋଷୀଙ୍କ ମଧ୍ୟରୁ...
ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର(ଇସ୍ରୋ) ଆଜି ଦେଶର ସବୁଠୁ ଶକ୍ତିଶାଳୀ ସଞ୍ଚାର ଉପଗ୍ରହ ଜିସାଟ୍-୩୦କୁ ୟୁରୋପିଆନ୍ ହେଭି ରକେଟ୍ ଏରିୟନ୍-୫ଇସିଏ ଦ୍ୱାରା ଉତକ୍ଷେପଣ କରିଛି। ଜିସାଟ୍-୩୦ର ଓଜନ ପ୍ରାୟ ୩୫୭ କିଲୋଗ୍ରାମ୍ ରହିଛି। ଏହି ଜିସାଟ-୩୦କୁ ମିଶାଇ ମହାକାଶରେ ଜିସାଟ୍ ସିରିଜର ୧୪ ନମ୍ୱର ଉପଗ୍ରହ ରହିଛି।...
ମା’ କୋଳରେ ନବଜାତ ଶିଶୁଟିଏ ଦେଖିଲେ ପ୍ରଥମ ପ୍ରଶ୍ନ ଆସିଥାଏ ସିଜରିଆନ ନା ନର୍ମାଲ ? କାରଣ ସିଜରିଆନ ଡେଲିଭରି ପାଇଁ ସମସ୍ତଙ୍କ ମନରେ ଥାଏ ଭୟ। ନର୍ମାଲ ଡେଲିଭରି ଯଦିଓ ମହିଳାଙ୍କ ସ୍ୱାସ୍ଥ୍ୟ ପାଇଁ ଭଲ ତେବେ ଅନେକ ସମୟରେ ପରିସ୍ଥିତିରେ ପଡି ସିଜରିଆନ କରିବାକୁ ବାଧ୍ୟ...
ଖୋର୍ଦ୍ଧା: ବକେୟା ବିଦ୍ୟୁତ୍ ବିଲ୍ ପୈଠ କରି ପାରି ନ ଥିବା ଉପଭୋକ୍ତାଙ୍କ ଭାଗ୍ୟରେ ଆଜିଠୁ ଅନ୍ଧାର ଲେଖି ଦେଇଛି ସେସୁ। ବିଭିନ୍ନ ସ୍ଥାନରେ ଆଜିଠୁ କଟା ଯାଉଛି ବଦ୍ୟୁତ୍ ସଂଯୋଗ। ସେସୁର ଏପରି କାର୍ଯ୍ୟକଳାପକୁ ନେଇ ସାଧାରଣରେ ତୀବ୍ର ଉତ୍ତେଜନା ଦେଖାଦେଇଛି। କେତେକ ସ୍ଥାନରେ ଲାଇନ କାଟିବାକୁ...
ଖୋର୍ଦ୍ଧା:ବକେୟା ବିଲ୍ ପୈଠ କରି ନ ଥିବା ଉପଭୋକ୍ତାଙ୍କ ଘରୁ ବିଦ୍ୟୁତ୍ ସଂଯୋଗ ଛିନ୍ନ କଲା ସେସୁ। ଏହି କାର୍ଯ୍ୟ ପ୍ରଥମେ ଖୋର୍ଦ୍ଧା ଅଞ୍ଚଳରୁ ଆରମ୍ଭ ହୋଇଛି। ପ୍ରଥମେ ୫୩ଟି କମର୍ସିଆଲ୍ ସଂସ୍ଥାରୁ ବିଦ୍ୟୁତ୍ ବିଚ୍ଛିନ୍ନ କରାଯାଇଛି । ଏହି ସଂସ୍ଥା ଗୁଡ଼ିକ ବିଲ୍ ବକେୟା ରଖିଥିବାରୁ ଏପରି...
ଭୁବନେଶ୍ୱର: ରାଜ୍ୟରେ ନିଯୁକ୍ତି ଓ ଶିକ୍ଷାକ୍ଷେତ୍ରରେ OBC ଓ SEBCଙ୍କ ଲାଗି ସଂରକ୍ଷଣ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍ବେଗ ପ୍ରକାଶ କରିଛନ୍ତି। ଏ ଦିଗରେ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେବାପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିଠି ଲେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜଣାଇଛନ୍ତି...
ନୂଆଦିଲ୍ଲୀ: ଆସନ୍ତା ଏପ୍ରିଲ ୧ରୁ ଆରମ୍ଭ ହେଉଛି ଜାତୀୟ ଜନସଂଖ୍ୟା ପଞ୍ଜିକରଣ(ଏନପିଆର) । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକ୍ରମେ ସମଗ୍ର ଦେଶରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ଏହି ସମୟରେ ଜଣେ ବ୍ୟକ୍ତିଙ୍କୁ ଆଧାର, ଭୋଟର ପରିଚୟ ପତ୍ର, ପାସପୋର୍ଟ ନମ୍ବର ଓ ଡ୍ରାଇଭିଂ ଲାଇସେନ୍ସ ନମ୍ବର ଦେବା...
ନୂଆଦିଲ୍ଲୀ: ବିବାହ ପୂର୍ବରୁ ଏବଂ ପରେ ଯଦି କିଏ ସୋଶାଲ ମିଡିରେ ଚର୍ଚ୍ଚାରେ ଥାଏ, ତେବେ ସେ ହେଉଛନ୍ତି ପ୍ରିୟଙ୍କା ଚୋପ୍ରା ଏବଂ ନିକ୍ ଜୋନ୍ସ । ସୋଶାଲ ମିଡିଆରେ ଏହି ଯୋଡ଼ିଙ୍କ ଫଟୋର ବି ବେଶ ଡିମାଣ୍ଡ ରହିଛି। ଗତ ମାସରେ ଏହି ଯୋଡ଼ି ସେମାନଙ୍କର ପ୍ରଥମ...
କମ୍ପାଲା: ଅନେକ ସ୍ୱପ୍ନ ନେଇ ବାହା ହୋଇଥିବେ। ହେଲେ ବିବାହର ଅଳ୍ପକିଛି ଦିନ ପରେ ଜାଣିବାକୁ ପାଇବେ-ଯାହାକୁ ବାହା ହୋଇଛନ୍ତି ସେ ମହଳା ନୁହେଁ, ପୁରୁଷ । କ’ଣ ହେବ ଜଣଙ୍କର ମାନସିକ ସ୍ଥିତି ? ଠିକ୍ ଏମିତି ଏକ ପରିସ୍ଥିତିକୁ ସାମ୍ନା କରିଛନ୍ତି ଉଗାଣ୍ଡାର ଜଣେ ଇମାମ୍।...
ନୂଆଦିଲ୍ଲୀ: ହିଜ୍ବୁଲ୍ ମୁଜାହିଦ୍ଦିନର ଦୁଇ ଆତଙ୍କୀଙ୍କୁ ନିଜ ଗାଡ଼ିରେ ବସାଇ ଗିରଫ ହୋଇଥିବା ଡିଏସପି ଦବିନ୍ଦର ସିଂହଙ୍କୁ ପୁଲିସ ଜେରା କରୁଛି। ଜେରାବେଳେ ଦବିନ୍ଦର ଏପରି କଥା କହିଛନ୍ତି ଯାହା ଶୁଣିବା ପରେ ବରିଷ୍ଠ ଅଧିକାରୀଙ୍କ ହୋସ୍ ଉଡି ଯାଇଛି। ଦବିନ୍ଦର ଅଭିଯୋଗ କରିଛନ୍ତି ଯେ, ପୁଲିସରେ ଥିବା...