ନୂଆଦିଲ୍ଲୀ: କରୋନା ଭାଇରସକୁ ନେଇ ସବୁଠି ଆତଙ୍କ । ଏହାକୁ ନେଇ କିପରି ସତର୍କତା ଅବଲମ୍ବନ କରାଯିବ ସେ ନେଇ ବ୍ୟବସ୍ଥା କରିବାକୁ ତତ୍ପରତା ପ୍ରକାଶ କରିଛନ୍ତି କେନ୍ଦ୍ର ସରକାର। ଏନେଇ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ସହ ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା...
ଭୁବନେଶ୍ୱର: ଡିଗ୍ରୀ କଲେଜ ପରିଚାଳନା କମିଟିରେ ଏଣିକି ଆଉ ରାଜନେତା କିମ୍ବା ସ୍ଥାନୀୟ ବିଧାୟକ ରହିବେ ନାହିଁ। କେବଳ ଶିକ୍ଷାବିତ୍ ହିଁ ସଦସ୍ୟ ରହିବେ । ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ଏହିି ସୂଚନା ପରେ କିନ୍ତୁ ସରକାର ଭିତରେ ହିଁ କେଁ ଦେଖାଦେଲାଣି। ଅରୁଣ ସାହୁଙ୍କୁ ଜବାବ୍...
ଲକ୍ଷ୍ନୌ:ମଧ୍ୟପ୍ରଦେଶରେ ନିକଟରେ ହୋଇଥିବା ଏକ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି। ନିଆରା ଷ୍ଟାଇଲ୍ରେ ହୋଇଥିବା ଏହି ବାହାଘର ଦେଖି ଲୋକେ ତାଜୁବ ହୋଇ ଯାଇଛନ୍ତି। ମଧ୍ୟପ୍ରଦେଶର ଖଣ୍ଡବା ଜିଲ୍ଲାରେ ହେଉଥିଲା ଏହି ବାହାଘର। ଏଠାରେ ଦୁଇ ଭଉଣୀ ସାକ୍ଷୀ ପାଟିଦାର ଏବଂ ସୃଷ୍ଟି ପାଟିଦାର ବାହା ହେଉଥିଲେ।...
ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀମାନେ ଫେବ୍ରୁଆରୀ ୧ରେ ଫାଶୀ ପାଇବାକୁ ଦିନ ଧାର୍ଯ୍ୟ ହୋଇଛି। ହେଲେ ଫାଶୀ ଦିନ ଗଡ଼ାଇବା ପାଇଁ ଏମାନେ ଗୋଟିଏ ପରେ ଗୋଟିଏ ବାହନା କରୁଛନ୍ତି। ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀମାନେ ପୁଣିଥରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।...
ଭୁବନେଶ୍ୱର: ଖୁବ ଶୀଘ୍ର ଆସିବ ଜାତୀୟ ପର୍ଯ୍ୟଟନ ନୀତି । ଏହି ନୀତି ଅନୁସାରେ କୋଣାର୍କ ଉପରେ ଗୁରୁତ୍ୱ ଦିଆଯିବ। ଏକଥା କହିଛନ୍ତି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ। କୋଣାର୍କରେ ଚାଲିଛି ଜାତୀୟ ପର୍ଯ୍ୟଟନ ସମ୍ମିଳନୀ। ଏହି ସମ୍ମିଳନୀରେ ଯୋଗ ଦେବାପାଇଁ ଓଡ଼ିଶା ଗସ୍ତରେ ଆସିଛନ୍ତି...
ବିପଦକୁ ସାହସର ସହ ସାମ୍ନା କରିପାରିଲେ ବିପଦ ଅଧା ଟଳିଯାଏ। ଏକଥାର ସତ୍ୟତା ରହିଛି। ଯାହାକୁ କରି ଦେଖାଇ ପାରିଛନ୍ତି କୁନି ବାହାଦୁର ଶିବାଙ୍ଗିନୀ । ଦୁଇ ସପ୍ତାହ ତଳର ଘଟଣା। ଆସାମ୍ ଡିବ୍ରୁଗଡ଼ ଅଞ୍ଚଳରେ ୧୨ବର୍ଷ ତୀରନ୍ଦାଜ ଶିବାଙ୍ଗିନୀର ଗଳାରେ ଏକ ତୀର ପଶି ଯାଇଥିଲା। ଗୁରୁତର...
ଉଦ୍ଧମ ସିଂ ନଗର:ଉତ୍ତରାଖଣ୍ଡର ଉଦ୍ଧମ ସିଂ ନଗର ସ୍ଥିତ କାଶୀପୁରରେ ଏକ ଅଜୀବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ଫୋନ କରି ଜଣେ କଲଗାର୍ଲକୁ ଡାକିଲେ। ହେଲେ ଯେତେବେଳେ କଲଗର୍ଲ ଆସି ପହଞ୍ଚିଲେ,ତାଙ୍କ ହୋସ ଉଡ଼ିଗଲା। ଏହି କଲଗର୍ଲ ଜଣକ ଆଉ କେହି ନୁହଁନ୍ତି, ତାଙ୍କର...
ଭୁବନେଶ୍ୱର: ଭୁବନେଶ୍ୱର ମାର୍କେଟ୍ ବିଲଡିଂରେ ଆତଙ୍କରାଜ ଖେଳାଇଥିବା ଦୁର୍ବୃତ୍ତଙ୍କ ନାଁରେ ଲାଗିଲା ଜାତୀୟ ନିରାପତ୍ତା ଆଇନ୍-NSA। ୩ ଜଣ ଅଭିଯୁକ୍ତଙ୍କ ନାଁରେ NSA ଲଗାଇଛି କମିଶନରେଟ୍ ପୋଲିସ । ଏହି ୩ ଅଭିଯୁକ୍ତ ହେଲେ ଚନ୍ଦନ ଦାଶ, ବିଶ୍ୱନାଥ ପ୍ରଧାନ ଓ ପ୍ରତ୍ୟୁଷ କହଁର । ଜନଗହଳିପୂର୍ଣ୍ଣ ମାର୍କେଟ...
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଗରଦପୁର ବ୍ଲକ୍ ଅଞ୍ଚଳରେ ମଇଁଷି ମଡ଼କ। ସପ୍ତାହକ ମଧ୍ୟରେ ପ୍ରାୟ ୨୫ରୁ ଅଧିକ ମଇଁଷି ମଲେଣି। ସ୍ଥାନୀୟ ଲୋକେ ଏହାକୁ ଅଜଣା ରୋଗ କହୁଥିବାବେଳେ ନିମୋନିଆରେ ଆକ୍ରାନ୍ତ ହୋଇ ମଇଁଷୀଙ୍କ ମୃତ୍ୟୁ ଘଟିଥିବା କହିଛି ପ୍ରାଣୀଧନ ବିଭାଗ । ମଇଁଷୀଙ୍କ ଟୀକାକରଣ କରାଯାଇନଥିବାରୁ ଏଭଳି ସ୍ଥିତି...
କଟକ: କଟକ ସହରର ହୃତ ଗୌରବ ଫେରିବ। ରାସ୍ତାଘାଟ ଚମକିବ। କଟକର ପରିଚୟ ବଡ଼ ଡାକ୍ତରଖାନାର ନବକଳେବର ହେବ। ଏଥିପାଇଁ ନିଜେ ଆଗେଇ ଆସିଛନ୍ତି ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ। ଆଜି କଟକ ଗସ୍ତ ଅବସରରେ ଏମିତି କିଛି ପ୍ରତିଶ୍ରୁତି ଦେଇଛନ୍ତି କଟକ ସହରବାସୀଙ୍କୁ। ଆଜି ମୁଖ୍ୟମନ୍ତ୍ରୀ କଟକ ଗସ୍ତରେ...
ଯାଜପୁର: ଯାଜପୁର ଧର୍ମଶାଳା ଥାନା ଅଞ୍ଚଳରୁ ନାବାଳିକା ଅପହରଣ ଘଟଣାକୁ ନେଇ ତାତିଛି ବିଜେପି। ଏହି ଘଟଣାରେ ଦଳ ଯାଜପୁର ଏସ୍ପିଙ୍କୁ ଟାର୍ଗେଟ କରିବା ସହ ଏହାକୁ ସ୍ମିତାରାଣୀ ପାର୍ଟ-ଟୁ ବୋଲି ଅଭିହିତ କରିଛି। ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର...
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଗୌରହରି ନାଏକଙ୍କର ଆଜି ପରଲୋକ ହୋଇଯାଇଛି। ହଳଦୀବଟା ସ୍ଥିତ ବାସ ଭବନରେ ଦେହାନ୍ତ ହୋଇଛି। ଶ୍ରୀ ନାଏକ ସ୍ନାୟୁ ରୋଗରେ ପୀଡିତ ହୋଇ ଗତ ଡିସେମ୍ବର ୧୭ ତାରିଖରୁ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।...