ସମ୍ବଲପର: ପ୍ରେମିକ ସହ ଭୁଲ୍ ବୁଝାମଣା ନ ହେଉ। ବାହାଘର ସୁରୁଖୁରୁରେ ହୋଇଯାଉ। ମା’ ସମଲେଇଙ୍କ ପାଖକୁ ଆସିଛି ଏମିତି ବିନତିପୂର୍ଣ୍ଣ ଚିଠି। ଚିଠିବାକ୍ସରେ କିନ୍ତୁ ପଡ଼ିନି ଏ ଚିଠି। ପଡ଼ିଛି ମା’ଙ୍କ ହୁଣ୍ଡି ବାକ୍ସରେ। ହୁଣ୍ଡି ବାକ୍ସରୁ ବାହାରିଥିବା ଏପରି ଚିଠିକୁ ନେଇ ଏବେ ଚାଲିଛି ଚର୍ଚ୍ଚା।...
ଭୁବନେଶ୍ୱର: ପୂର୍ଣ୍ଣିମା ଗିରି ଓ ସବିତା ଗିରି ରାଷ୍ଟ୍ରପତିଙ୍କଠାରୁ ସାହସିକତା ପୁରସ୍କାର ପାଇଲା ପରେ କେନ୍ଦ୍ରାପଡ଼ା ଜିଲ୍ଲାର ନିପାଣିଆ ଗାଁ ଲୋକଙ୍କ ଖୁସି କହିଲେ ନ ସରେ। ଏହି କୁନି କୁନି ଝିଅ ଦୁଇଟି ଦିନେ ୧୨ଜଣଙ୍କ ଜୀବନ ବଞ୍ଚାଇ ସମସ୍ତଙ୍କ ଆଦରର ପାତ୍ର ହୋଇଥିଲେ। ଆଜି ଏମାନଙ୍କ...
କଟକ: କଟକ ବାଦାମବାଡ଼ି ଅଞ୍ଚଳରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି। ଆଜି ଭୋର ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଏକ ଇଲେକ୍ଟ୍ରୋନିକ୍ସ ଗୋଦମରେ ନିଆଁଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ଯାଇଛି। ଏହି ଇଲେକ୍ଟ୍ରୋନିକ୍ସ ଗୋଦାମରେ ସକାଳୁ ସକାଳୁ ନିଆଁ ଲାଗି ଯାଇଥିଲା। ଉପର ମହଲାର ଜଣେ ବ୍ୟକ୍ତି...
ଭୁବନେଶ୍ୱର: ଭୁବନେଶ୍ୱରରୁ ସିଧାସଳଖ ସୁରତକୁ ଉଡ଼ିବ ବିମାନ। ୨୦ ତାରିଖରୁ ଏହି ବିମାନ ସେବା ଉପଲବ୍ଧ ହୋଇଛି। ଏୟାର ଇଣ୍ଡିଆ ପକ୍ଷରୁ ଏହି ବିମାନ ସେବା ଆରମ୍ଭ ହୋଇଛି। ଦୁଇ ସହର ମଧ୍ୟରେ ସପ୍ତାହକୁ ୨ଥର ବିମାନ ଚଳାଚଳ କରିବ। ହେଲେ ଯାତ୍ରୀମାନଙ୍କୁ ଏପରି ସୁବିଧା ଯୋଗାଇ ଦେବା...
ପୁରୀ: ଆଜି ନେତାଜୀ ଜୟନ୍ତୀ । ସାରା ଦେଶରେ ପାଳନ ହେଉଛି ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ଜନ୍ମଦିନ । ଏଥିପାଇଁ ନେତାଜୀଙ୍କ ଜନ୍ମ ସ୍ଥାନ କଟକ ସହରରେ ବ୍ୟାପକ ପ୍ରସ୍ତୁତି ହୋଇଛି। ଓଡ଼ିଆ ବଜାରରେ ଥିବା ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟରେ ଜୟନ୍ତୀ ପାଳନ ଲାଗି ଜିଲ୍ଲା ପ୍ରଶାସନ...
ରାୟଗଡ଼ା: ଗୁଣୁପୁର ଷ୍ଟେସନ ନିକଟରେ ଟ୍ରେନ ଦୁର୍ଘଟଣା। ଗତକାଲି ରାତି ୯ଟାରେ ଘଟିଛି ଏହି ଦୁର୍ଘଟଣ। ଇଞ୍ଜିନ୍ ବଦଳାଇବାକୁ ଯାଉଥିବାବେଳେ ପୁରୀ-ଗୁଣପୁର ପାସେଞ୍ଜର ଟ୍ରେନର ଇଞ୍ଜିନ ଡେଡ୍ ଲାଇନକୁ ଧକ୍କା ଦେଇଥିଲା। ପୁରୀ-ଗୁଣପୁର ପାସେଞ୍ଜର ଟ୍ରେନ ଗତକାଲି ପୁରୀରୁ ଗୁଣପୁର ଆସୁଥିଲାବେଳେ ଗୁଣପୁର ଷ୍ଟେସନରେ ଏହି ଦୁର୍ଘଟଣା ଘଟିଛି।...
ଭୁବନେଶ୍ୱର: ଭୁବନେଶ୍ୱରର ୟଶ ମିଶ୍ରଙ୍କୁ ମିଳିଛି ଚଳିତ ବର୍ଷର ବାଲ ଶକ୍ତି ପୁରସ୍କାର। ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ ସମାରୋହରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ୟଶ ନାସାରେ ଭାରତର ପ୍ରତିନିଧିତ୍ୱ କରିଥିଲେ। ଏହାସହ ମାଥମେଟିକ୍ସ ଜିନିୟସ୍ ଆୱାର୍ଡରେ ପୂର୍ବରୁ ସମ୍ମାନିତ ହୋଇଛନ୍ତି। ଶିକ୍ଷା...
ଭୁବେନଶ୍ୱର: ଦିଲ୍ଲୀ ଗଣତନ୍ତ୍ର ଦିବସ ଉତ୍ସବ ସମାରୋହରେ ଏଥର ପୁଣି ଦେଖିବାକୁ ମିଳିବ ଓଡ଼ିଶାର ପ୍ରଜ୍ଞାପନ ମେଢ଼ । ମୋଟ୍ ୨୨ ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ ପାଇଁ ଅନୁମତି ମିଳିଥିବାବେଳେ ୧୧ ନମ୍ବର ସ୍ଥାନରେ ରହିଛି ଓଡ଼ିଶା। ଏଥର ପ୍ରଜ୍ଞାପନ ମେଢରେ ଦେଖିବାକୁ ମିଳିବ ଓଡ଼ିଆ ସ୍ଥାପତ୍ୟର ଅନ୍ୟତମ...
ଜବଲପୁର: ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଦେଶର ସବୁଠାରୁ ବଡ ତୋପ କୁହାଯାଉଥିବା ‘ସାରଙ୍ଗ’ର ସଫଳ ପରୀକ୍ଷଣ ହୋଇଯାଇଛି। ପାକିସ୍ତାନକୁ ମୁକାବିଲା କରିବାପାଇଁ ଏହା ଭାରତୀୟ ସେନାକୁ ଏହା ବେଶ ସାହାଯ୍ୟ କରିବ। ଏହି ତୋପ ପାକ୍ ଅଧିକୃତ କାଶ୍ମୀରର ୪୦ରୁ ୫୦ କିମି ଭିତରକୁ ଲକ୍ଷ୍ୟଭେଦ କରିପାରିବ।...
ନୂଆଦିଲ୍ଲୀ: କଂଗ୍ରେସ ନେତା ଅଶୋକ ଚୌହ୍ୱାନଙ୍କ ବୟାନର କଡା ଜବାବ ଦେଇଛି ବିଜେପି । କଂଗ୍ରେସକୁ ମୁସ୍ଲିମ୍ ଲିଗ୍ କଂଗ୍ରେସ ନାମ ଦେଇ ବିଜେପି କହିଛି, ଅଶୋକ ଚୌହ୍ୱାନଙ୍କ ବୟାନରୁ କଂଗ୍ରେସର ପୋଲ୍ ଖୋଲି ଯାଇଛି। ସେମାନେ ହିନ୍ଦୁଙ୍କୁ ଅପମାନିତ କରିଛନ୍ତି। AIMIM ମୁଖ୍ୟ ଅସଦୁଦ୍ଦିନ ଓବେସୀଙ୍କୁ କଟାକ୍ଷ...
ନୂଆଦିଲ୍ଲୀ:ଆମାଜନ୍ର ସିଇଓ ଜେଫ ବୋଜୋସ୍ (Jeff Bezos) ଙ୍କ ମୋବାଇଲ ଫୋନ ହ୍ୟାକ୍ ହୋଇଥିଲା ୨୦୧୮ରେ। ତାଙ୍କ ମୋବାଇଲକୁ ହ୍ୱାଟ୍ସଅପରେ ଏକ ମେସେଜ ଆସିଥିଲା। ଏହି ମ୍ୟାସେଜ ଆସିବା ପରେ ମୋବାଇଲ ହ୍ୟାକ୍ ହୋଇଯାଇଥିଲା। ଆଉ ସବୁଠାରୁ ଗୁରୁତ୍ୱପୂର୍ଣ କଥା ହେଲା, ଏହି ହ୍ୱାଟ୍ସ ଅପ୍ ମେସେଜ ଆସିଥିଲା...
ନୂଆଦିଲ୍ଲ:ଦୁବାଇରେ ରହୁଥିବା ଜଣେ ଭାରତୀୟ ରାତାରାତି ପାଲଟି ଯାଇଛନ୍ତି ଲକ୍ଷପତି। ବେପାର କି ବଣିଜ କରି ନୁହେଁ, ଗୋଟିଏ ଲଟେରୀ ଟିକଟ ତାଙ୍କ ଭାଗ୍ୟକୁ ଚମକାଇ ଦେଇଛି। ଭାରତୀୟ ଜଣକ ଦୁବାଇରେ ଦୋକାନ କରିଥିଲେ। ଲଟେରୀରେ ଜିତିଛନ୍ତି ଦୁଇ ଲକ୍ଷ (୫୪, ୪୫୨ ଡଲାର)। ସେ ଗତ ୧୦...
ଭୁବନେଶ୍ୱର: କଂଗ୍ରେସ ଭବନକୁ ବାଉନସର ପଠାଇବା ବୟାନରୁ ନିଜ ସ୍ୱର ବଦଳାଇଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ସୁର ରାଉତରାୟ। କଂଗ୍ରେସକୁ ବଦନାମ୍ କରିବାକୁ ଏପରି କରାଯାଇଛି । ବିଜେପି, ବିଜେଡି କେହି ବି ଏହା କରିଥାଇପାରନ୍ତି। ଏପରି କିଛି ଢଙ୍ଗରେ ବିରୋଧୀ ଦଳକୁ ଟାଗେର୍ଟ କରିଛନ୍ତି ସୁର ରାଉତରାୟ।...
ସୁରତ: ଗୁଜରାଟର ସୁରଟରେ ଘଟିଛି ଏକ ଅଜବ ଘଟଣା । ଦୁଇ ପରିବାର ମଧ୍ୟରେ ପୁଅ-ଝିଅଙ୍କ ବାହାଘରକୁ ନେଇ ଚାଲିଥିଲା ଆଲୋଚନା । ଦୀର୍ଘଦିନ ଆଲୋଚନା ହେବା ପରେ ଶେଷରେ ନିର୍ବନ୍ଧ ଓ ବାହାଘର ତାରିଖ ସ୍ଥିର ହେଲା। ହେଲେ ପୁଅ ଝିଅଙ୍କ ବାହାଘର ପୂର୍ବରୁ ଯାହା ଘଟିଲା...
ବରେଲି: ଉତ୍ତରପ୍ରଦେଶ ଶାହଜହାଁପୁର ବେଲା ଗ୍ରାମର ପବନ କୁମାର ତାଙ୍କର ଦୁଇ ଭଣଜା ଶୁଭ (୪ବର୍ଷ) ଓ ସଙ୍କେତ (୨ବର୍ଷ)ଙ୍କର ଜନ୍ମପ୍ରମାଣ ପତ୍ର ପ୍ରସ୍ତୁତ କରିବା ପାଇଁ ଅନ୍ଲାଇନ୍ରେ ଆବଦନ କରିଥିଲେ। ହେଲେ ଜନ୍ମପ୍ରମାଣ ପତ୍ର ଯେତେବେଳେ ଆସିଲା, ତାକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲେ। କାରଣ ଏଥିରେ...