• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

Minati Mishra

Freelancer

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by Minati Mishra

Capture
ଆଉ ଏକ ନିର୍ଭୟା; ଯୁବତୀଙ୍କୁ ଅଚେତ କରି ଦୁଷ୍କର୍ମ ଓ ନିର୍ଯାତନା

ନାଗପୁର: ନିର୍ଭୟା ଦୋଷୀଙ୍କୁ ଦଣ୍ଡ ମିଳିନି। ଫାଶୀ ଦିଆଯିବ ବୋଲି ଦିନ ଗଡ଼ି ଚାଲଛି। ପୁଣି ଏକ ନିଭୟା କାଣ୍ଡ ଘଟିଛି ମହାରାଷ୍ଟ୍ରର ନାଗପୁରରେ।   ଦିଲ୍ଲୀରେ ଯେଉଁଭଳି ନିର୍ଭୟାଙ୍କ ସହ ଗଣଦୁଷ୍କର୍ମ କରିବା ପରେ ତାଙ୍କ ଗୁପ୍ତାଙ୍ଗରେ ଦୁର୍ବୃତ୍ତମାନେ ଲୁହା ରଡ ପୂରାଇ ନିର୍ଯାତନା ଦେଇଥିଲେ ଏବେ ମହାରାଷ୍ଟ୍ରରେ...

ship
ଭାରତ ମହାସାଗରରେ ଚାଇନା ଜାହାଜ

ନୂଆଦିଲ୍ଲୀ: ଚାଇନା ନୌସେନାର ଜାହାଜ ସହାୟତାରେ ଭାରତ ମହାସାଗରରେ ଚାଇନାର ମାଛ ଧରା ବୋଟ୍‌ ବୁଲୁଥିବା ଭାରତୀୟ ନୌସେନାର ଯୁଦ୍ଧ ବିମାନ ଠାବ କରିଛି। ଚାଇନା ଜାହାଜଗୁଡ଼ିକ ମୋରୋକୋ ଯାଉଥିବା ବେଳେ ଭାରତ ମହାସାଗର ଅଞ୍ଚଳର ୱେଷ୍ଟର୍ଣ୍ଣ ଭାଗରେ ଏହାକୁ ଠାବ କରାଯାଇଥିଲା। ସୂତ୍ର ଅନୁସାରେ, ଚାଇନାର ମାଛ...

3232461
ଏଥର ବିଗ ବିସ୍ ଫିନାଲେରେ ରହିବେ ଟପ୍‌ ୫

ମୁମ୍ବାଇ: ‘ବିଗ୍‌ ବସ୍‌ ୧୩’ର ଗ୍ରାଣ୍ଡ ଫିନାଲେ ଧୀରେ ଧୀରେ ପାଖେଇ ଆସୁଛି। ସୂଚନା ଅନୁଯାୟୀ, ଫେବୃଆରୀ ୧୫ରେ ଏହାର ଗ୍ରାଣ୍ଡ ଫିନାଲେ କରିବାକୁ  ନିଷ୍ପତ୍ତି ହୋଇଛି। ବର୍ତ୍ତମାନ ବିବି ହାଉସ୍‌ରେ ୮ ଜଣ ମେମ୍ବର ଅଛନ୍ତି। କୁହାଯାଉଛି, ଏଥର ଫିନାଲେ ରେସ୍‌ରେ ଟପ୍‌ ୩ ବଦଳରେ ଟପ୍‌...

132526
ପାକିସ୍ତାନକୁ ହରାଇବା ପାଇଁ ୧୦ ଦିନରୁ ଅଧିକ ଲାଗିବ ନାହିଁ-ମୋଦି

ନୂଆଦିଲ୍ଲୀ:ପିଏମ ମୋଦି ଏନସିସି କ୍ୟାଡେଟଙ୍କୁ ସମ୍ବୋଧନ କରି ବିପକ୍ଷଙ୍କ ଉପରେ ବର୍ଷିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ସମ୍ବିଧାନ ବିଷୟରେ କହୁଥିବା ଲୋକ ସଂସଦରେ ପାସ୍‌ ହୋଇଥିବା ବିଲ୍‌କୁ ଗ୍ରହଣ କରୁନାହାନ୍ତି। ସେମାନଙ୍କୁ ପଡୋଶୀ ଦେଶମାନଙ୍କରେ ଅଳ୍ପ ସଂଖ୍ୟକଙ୍କ ଉପରେ ହେଉଥିବା ଅତ୍ୟାଚାର ଦେଖା ଯାଉନି। ଛାତ୍ରମାନଙ୍କୁ ସମ୍ବୋଧନ କରି...

hati-1-3-750x421
ଦନ୍ତାକୁ ଧରି ବୁଲୁଛି ବନ ବିଭାଗ, କେଉଁଠି ମିଳୁନି ଜାଗା

ଯାଜପୁର:ଗତ ୧୦ ଦିନ ଧରି ଯାଜପୁର ଜିଲ୍ଲାରେ ଆତଙ୍କ ସୃଷ୍ଟି କରିବା ସହିତ ୪ ଜଣଙ୍କୁ ମାରି ଥିବା ଦନ୍ତାହାତୀକୁ ନେଇ ଚିନ୍ତାରେ ପଡ଼ିଛି ବନ ବିଭାଗ। ହାତୀକୁ ରଖିବା ପାଇଁ ବିଭାଗକୁ ଜାଗା ମିଳୁନି। ଯେଉଁଠିକୁ ନେଉଛି, ସେଠି ବିରୋଧ କରାଯାଉଛି। ଗତକାଲି ଦାନଗଦି ବ୍ଲକ୍‌ କଣ୍ଟିପୁର...

23223
ତିନି ଦିନ ବନ୍ଦ ରହିବ ବ୍ୟାଙ୍କ, ୨ ଦିନ ଭିତରେ ସାରି ନିଅନ୍ତୁ କାମ

ନୂଆଦିଲ୍ଲୀ: ଚଳିତ ସପ୍ତାହର ଶେଷ ଦିନରେ ବ୍ୟାଙ୍କ କାମ କରିବେ ବୋଲି ଭାବିଛନ୍ତି କି ? ଯଦି ସେପରି ଭାବିଛନ୍ତି ତେବେ ପ୍ଲାନ ବଦଳାଇ ଦିଅନ୍ତୁ। କାରଣ ଶୁକ୍ରବାର ଏବଂ ଶନିବାର ବ୍ୟାଙ୍କ ବନ୍ଦ ଡାକରା ଦିଆଯାଇଛି। ଏହି  ଦୁଇଦିନ ବ୍ୟାଙ୍କର ସମସ୍ତ କାମ ବନ୍ଦ ରହିବ। ଚଳିତ...

korona
ଦିଲ୍ଲୀରେ ପହଞ୍ଚିଲା କରୋନା ଭାଇରସ୍‌; ଡାକ୍ତରଖାନାରେ ଭର୍ତ୍ତି ହେଲେ ୩ ସନ୍ଦିଗ୍ଧ

ନୂଆଦିଲ୍ଲୀ: ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲରେ ସନ୍ଦିଗ୍ଧ ୩ ଜଣଙ୍କୁ ଭର୍ତ୍ତି କରାଯାଇଛି। ସେମାନେ କୋରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ଅନୁମାନ କରାଯାଉଛି। ତିନଜଣଙ୍କୁ ବିଶେଷ ୱାର୍ଡରେ ରଖାଯାଇଛି। ଏଏନଆଇ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ,  ହସ୍‌ପିଟାଲର ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ୍‌ ମୀନାକ୍ଷି ଭରଦ୍ୱାଜ ଏହି ସୂଚନା ଦେଇଛ୍ତି।...

11
ରାସ୍ତାର ଗର୍ତ୍ତ ପାଇଁ ଦିନେ ପୁଅକୁ ହରାଇଥିଲେ, ଆଜି ସେଇ ରାସ୍ତାରେ ବାପା କରୁଛନ୍ତି ଏମିତି କାମ

ନୂଆଦିଲ୍ଲୀ: ପ୍ରକୃତ ମଣିଷ ସିଏ, ଯିଏ ନିଜ ପାଇଥିବା ଦୁଃଖକଷ୍ଟ ଅନ୍ୟ କାହାକୁ ଦେବାକୁ ଚାହିଁବନି। ଏମିତି ଜଣେ ମଣିଷଙ୍କୁ ଦେଖିବାକୁ ମିଳେ ଫରିଦାବାଦରେ। ନାଁ ତାଙ୍କର ମନୋଜ ବାଘବା। ସଡ଼କ ଦୁର୍ଘଟଣାରେ ସିଏ ତାଙ୍କର ତିନି ବର୍ଷର ସନ୍ତାନକୁ ସବୁଦିନ ପାଇଁ ହରାଇଥିଲେ। ସନ୍ତାନର ବିଚ୍ଛେଦ ତାଙ୍କୁ...

plane
ତାଲିବାନ ଇଲାକାରେ ଖସିପଡ଼ିଲା ଯାତ୍ରୀବାହୀ ବିମାନ

କାବୁଲ୍‌: ଆଫଗାନସ୍ଥାନର ପୂର୍ବପ୍ରାନ୍ତ ଗଜନୀରେ ସୋମବାର ମଧ୍ୟାହ୍ନରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆଫଗାନ ଏୟାର ଲାଇନ୍ସର ଏହି ବିମାନଟି ତାଲିବାନ ଇଲାକାରେ ଖସି ପଡ଼ିଛି। ସ୍ଥାନୀୟ ମିଡିଆ ସୂତ୍ରରୁ ଜଣାଯାଇଛି, ଏଫ୍‌ଜି ୫୦୭ ବିମାନ ସେଠିକାର ସମୟ ମଧ୍ୟାହ୍ନ ୧.୧୦ରେ ଖସି ପଡ଼ିଥିଲା।ଏହି ବିମାନରେ ୮୩ ଜଣ...

mamata
ପଶ୍ଚିମବଙ୍ଗ ବିଧାନସଭାରେ ଗୃହୀତ ହେଲା CAA ବିରୋଧୀ ପ୍ରସ୍ତାବ

କୋଲକାତା: ସଂଶୋଧିତ ନାଗରିକତା ଆଇନ (ସିଏଏ) ବିରୋଧୀରେ ପ୍ରସ୍ତାବ ପଶ୍ଚିମବଙ୍ଗ  ବିଧାନସଭାରେ ଗୃହୀତ ହୋଇଯାଇଛି।  ଏବେ ପଶ୍ଚିମବଙ୍ଗ ୪ର୍ଥ ରାଜ୍ୟ ଯେଉଁଠି ନାଗରିକତା ସଂଶୋଧନ ଆଇନ ବିରୋଧରେ ପ୍ରସ୍ତାବ ଗୃହୀତ ହୋଇଛି। ପୂର୍ବରୁ ରାଜସ୍ଥାନ  ପଞ୍ଜାବ ଏବଂ କେରଳ ବିଧାନସଭାରେ ଏହି ପ୍ରସ୍ତାବ ଗୃହୀତ ହୋଇଥିଲା। ଏହି ପ୍ରସ୍ତାବ...

cuttack
କରୋନା ଭାଇରସ୍‌ ଆତଙ୍କ; ଏସ୍‌ସିବିରେ ଖୋଲିଲା ସ୍ୱତନ୍ତ୍ର ୱାର୍ଡ

ଭୁବନେଶ୍ୱର: ସାରା ବିଶ୍ୱରେ କରୋନା ଭାଇରସକୁ ନେଇ ଆତଙ୍କ ଖେଳି ଯାଇଛି। ରାଜ୍ୟରେ ଏନେଇ ସତର୍କତା ଅବଲମ୍ବନ କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଡାକ୍ତରୀ ଦଳ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଯାଞ୍ଚ କରାଯାଉଛି । ବାହାରୁ ଆସୁଥିବା ଯାତ୍ରୀଙ୍କୁ ଏହି ଡାକ୍ତରୀ ଦଳ...

tiger
ମଝିବିଲରେ ଯୁବକଙ୍କୁ ମାଡ଼ି ବସିଥିଲା ବାଘ, ଆଉ ତା’ପରେ...

ଯୁବକ ଜଣକ ତଳେ ଆଉ ବାଘ ତାଙ୍କ ଉପରେ। ଝାମ୍ପ ମାରି ବସିଥିଲା। ପିଠି ଉପରେ ପଡ଼ିଥିଲା ଦୁଇଗୋଡ।  ଖାଇବାକୁ ଆଉ କେତୋଟି ମୁହୂର୍ତ୍ତ ବାକିମାତ୍ର। ନିସ୍ତେଜ ହୋଇ ପଡିଥାନ୍ତି ଯୁବକଜଣକ । ବିଲ ଆଉ ତା’ପରେ ଯାହା ହେଲା ଆପଣି ଶୁଣିଲେ ବିଶ୍ୱାସ କରିବେ ନାହିଁ। ଗପ...

marriage.1.345544
ଲଭ୍‌ଷ୍ଟୋରୀ ଶୁଣି ତରଳିଗଲା ପୋଲିସ୍‌ ବାବୁଙ୍କ ମନ, ଥାନା ପରିସରରେ କଲେ ବାହାଘର

କାନପୁର;ଅଭିଯୋଗ ପାଇବା ପରେ ପୋଲିସ ଦୁହିଁଙ୍କୁ ଗିରଫ କଲା। ହେଲେ ସେମାନଙ୍କ ପ୍ରେମ କାହାଣୀ ଶୁଣିବା ପରେ ପୋଲିସବାବୁଙ୍କ ମନ ବି ତରଳିଗଲା। ଗିରଫ କରିବେ କ’ଣ ଦୁଇ ଯୁବକ-ଯୁବତୀଙ୍କ ବିବାହ ସେହିଠାରେ କରିଦେବା ପାଇଁ ନିଷ୍ପତ୍ତି ନେଲେ। ଘଟଣା ଘଟିଛି ଉତ୍ତରପ୍ରଦେଶର କାନପୁରର ଜୁହି ପୋଲିସ ଷ୍ଟେଶନରେ।...

6564747
୪୦ ଦିନ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ସେନା !

ନୂଆଦିଲ୍ଲୀ:ସୀମାନ୍ତରେ ଠୁଳ ହୋଇଛନ୍ତି ୧୩ ଲକ୍ଷ ଯବାନ। ସେନା ରକେଟ୍‌, ମିସାଇଲ୍‌, ଉଚ୍ଚକ୍ଷମତା ସମ୍ପନ୍ନ ଟ୍ୟାଙ୍କ ମଧ୍ୟ ରଖାଯାଇଛି। ଯେମିତି ୧୦ ଦିନ ଯୁଦ୍ଧ କରିବା ପାଇଁ ଏମାନେ ପ୍ରସ୍ତୁତ। ଆଗକୁ ଏମାନଙ୍କ ଶକ୍ତି ଆହୁରି ବୃଦ୍ଧି କରାଯିବ। ଯେମିତି ଏମାନେ ୪୦ ଦିନ ପର୍ଯ୍ୟନ୍ତ ଯୁଦ୍ଧ କରିପାରିବେ।...

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।