ପୁରୀ ( ମିହିର ପଟ୍ଟନାୟକ): ପଦ୍ମଫୁଲ ଆଉ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସମ୍ପର୍କ ଖୁବ ନିବିଡ। ଖାସ ସେଇଥି ପାଇଁ ମହାପ୍ରଭୁଙ୍କ ବିଭିନ୍ନ ଅଙ୍ଗକୁ ପଦ୍ମ ସହ ତୁଳନା କରାଯାଏ । ଫୁଲମାନଙ୍କ ଭିତରେ କମଳ ବା ପଦ୍ମ ଶ୍ରେଷ୍ଠ ହୋଇଥିବାରୁ ମହାପ୍ରଭୁଙ୍କ ବର୍ଷକୁ ଗୋଟିଏ ଥର ପଦ୍ମ...
ନୂଆଦିଲ୍ଲୀ: ଦିଲ୍ଲୀର ଜାମିଆ ବିଶ୍ୱବିଦ୍ୟାଳୟ ନିକଟରେ ଗୁଳିକାଣ୍ଡ। ଜଣେ ଦୁର୍ବୃତ୍ତ ସ୍ପଷ୍ଟ ଦିବାଲୋକରେ ଆସି ଗୁଳି ମାଡ଼ କରିଥିବା ସୂଚନା ମିଳିଛି। ଗୁଳିମାଡ଼ରେ ଜଣେ ଯୁବକ ଆହତ ହୋଇଛନ୍ତି। ପୋଲିସ ଦୁର୍ବୃତ୍ତକୁ ଅଟକ ରଖିଛି। ଗୁଳି ଚଳାଇଥିବା ଦୁର୍ବୃତ୍ତ ନିଜକୁ ଗୋପାଳ ବୋଲି କହୁଛି । ତେବେ ପୋଲିସ...
ନୂଆଦିଲ୍ଲୀ:ସଂଶୋଧିତ ନାଗରିକତା ଆଇନ (CAA) ଏବଂ ନାଶନାଲ ରେଜିଷ୍ଟାର ଅଫ ସିଟିଜେନ(NRC) ବିରୋଧୀ ପ୍ରଦର୍ଶନ ବେଳେ ଉତ୍ତେଜକ ଭାଷଣ ଦେଇ ଗିରଫ ହୋଇଥିବା ଜେଏନୟୁ ଛାତ୍ର ଶରଜୀଲ ଇମାମ ଭାରତକୁ ଇସ୍ଲାମିକ୍ ଦେଶ କରିବାକୁ ଚାହୁଁଛି। ଜେରା ବେଳେ ଦିଲ୍ଲୀ ପୋଲିସକୁ ଏମିତି ତଥ୍ୟ ମିଳିଛି। ଦିଲ୍ଲୀ ପୋଲିସର...
ନୂଆଦିଲ୍ଲୀ: ନିର୍ଭୟା ଦୋଷୀ ଅକ୍ଷୟ ସିଂହ ଠାକୁରର କ୍ୟୁରେଟିଭ ପିଟିସନ ସୁପ୍ରିମକୋର୍ଟରେ ଖାରଜ । ଏହାପରେ ଆଇନଗତ ଭାବେ ସବୁ ବିକଳ୍ପ ଶେଷ ହୋଇଛି । କେବଳ ରାଜକ୍ଷମା ହିଁ ଅକ୍ଷୟ ସିଂହଙ୍କୁ ବଞ୍ଚାଇପାରେ। ଫାଶୀ ଦଣ୍ଡକୁ ଟାଳିବାକୁ ସେ ରାଷ୍ଟ୍ରପତିଙ୍କ ପାଖରେ ରାଜକ୍ଷମା ଆବେଦନ କରିପାରେ। ସୂଚନାଥାଉ...
ନୂଆଦିଲ୍ଲୀ:ନିର୍ଭୟା ଦୋଷୀ ବିନୟ ଶର୍ମା ବୁଧବାର ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ପାଇଁ ଆବେଦନ କରିଛି। ଏହି ମାମଲାରେ ୪ ଜଣ ଦୋଷୀଙ୍କ ମଧ୍ୟରୁ ମୁକେଶ ପ୍ରଥମେ ରାଜକ୍ଷମା ପାଇଁ ଆବେଦନ କରିଥିଲା। ହେଲେ ରାଷ୍ଟ୍ରପତି ଏହାକୁ ନାମଞ୍ଜୁର କରି ଦେଇଥିଲେ। ଏବେ ବିନୟ ରାଜକ୍ଷମା ଆବେଦନ କରିବା ପରେ...
ନୂଆଦିଲ୍ଲୀ:ୟୁରୋପୀୟ ସଂସଦରେ ସିଏଏ ବିରୋଧୀ ପ୍ରସ୍ତାବ ଉପରେ ଆଜି ହେବାକୁ ଥିବା ଭୋଟିଂ ସ୍ଥଗିତ ହୋଇଯାଇଛି। ଏହି ଭୋଟିଂ ମାର୍ଚ୍ଚ ମାସରେ କରାଯିବ। ତେବେ ଆଜି ନାଗରିକତା ଆଇନ ବିରୋଧରେ ଆଲୋଚନା ସଂସଦରେ ହେବ କିନ୍ତୁ ଏହା ଉପରେ ଭୋଟିଂ ମାର୍ଚ୍ଚରେ ହେବ ବୋଲି କୁହାଯାଇଛି। ୫ଟି ପ୍ରଭାବଶାଳୀ...
ନୂଆଦିଲ୍ଲୀ: ପୁରୁଷଙ୍କ ଭଳି ମହିଳାମାନେ ମଧ୍ୟ ମସଜିଦ ଯାଇ ନମାଜ ପଢ଼ିପାରିବେ। ଇସଲାମରେ ଏଥିପାଇଁ ଅନୁମତି ରହିଛି। ଆଜି ଏପରି ତଥ୍ୟ ସର୍ବଭାରତୀୟ ମୁସଲିମ ପର୍ସନେଲ ଲ’ ବୋର୍ଡ ପକ୍ଷରୁ ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇଛି। ମହିଳାମାନଙ୍କୁ ପ୍ରାର୍ଥନା ପାଇଁ ସବୁ ମସଜିଦକୁ ଛଡ଼ା ଯିବା ଦରକାର ବୋଲି ଆବେଦନ...
ନୂଆଦିଲ୍ଲୀ:ଭୋଡାଫୋନ ଆଇଡିଆ ତାର ଗ୍ରାହକଙ୍କ ପାଇଁ ଆଣୁଛି ଅଲଗା ଦାମ୍ ଓ ଅଲଗା ଭାଲିଡିଟିର ଶସ୍ତା ପ୍ରି-ପେଡ୍ ଅଫର। ଉପଭୋକ୍ତା ନିଜର ବଜେଟ ଅନୁସାରେ ନିଜ ପସନ୍ଦର ପ୍ଲାନ୍ ବାଛି ପାରିବେ। ଏତେ ପ୍ରକାରର ଅଫର ରହିଛି ଯେ ଉପଭୋକ୍ତା ଦ୍ୱନ୍ଦ୍ୱରେ ପଡ଼ିଯିବେ କେଉଁଟା ନେବେ। ତେବେ ଆମେ...
ନୂଆଦିଲ୍ଲୀ:ଦିଲ୍ଲୀ ନିର୍ବାଚନ ପ୍ରଚାର ବେଳେ ଉତ୍ତେଜକ ଭାଷଣ ଦେଇ ସମାଲୋଚିତ ହୋଇଥିବା ବିଜେପି ନେତା ଅନୁରାଗ ଠାକୁର ଏବଂ ପ୍ରବେଶ ସିଂହ ବର୍ମାଙ୍କ ବିରୋଧରେ ନିର୍ବାଚନ କମିଶନ କଡା ପଦକ୍ଷେପ ନେଇଛନ୍ତି। ଉଭୟଙ୍କୁ ନିର୍ବାଚନ ଷ୍ଟାର କ୍ୟାମ୍ପେନର ତାଲିକାରୁ ହଟାଇବାକୁ ଇସି ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଆପତ୍ତିଜନକ ଭାଷାରେ...
କୋଲକାତା:ନାଗରିକତା ସଂଶୋଧନ ଆଇନ (CAA) ବିରୋଧରେ ଦେଶରେ ଅନେକ ସ୍ଥାନରେ ବିରୋଧ ପ୍ରଦର୍ଶନ ଏବେ ବି ଜାରି ରହିଛି। ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏହି ପ୍ରଦର୍ଶନ ହିଂସା ରୂପ ନେଇଛି। ଏଠାରେ ସିଏଏ ବିରୋଧୀ ପ୍ରଦର୍ଶନ ଚାଲୁ ରହିଥିବାବେଳେ ଦେଶୀ ବୋମା ପକାଯାଇଥିବାବେଳେ ଗୁଳି ମଧ୍ୟ ଚଲା ଯାଇଥିଲା। ଫଳରେ...
ନୂଆଦିଲ୍ଲୀ:କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳ ଚିକିତ୍ସା ଗର୍ଭପାତ ସଂଶୋଧନ ବିଧେୟକ-୨୦୨୦କୁ ବୁଧବାର ମଞ୍ଜୁରୀ ଦେଇଛନ୍ତି। ଏହି ନିୟମ ଅନୁସାରେ ଗର୍ଭପାତ କରାଇବାର ସୀମା ୨୦ ସପ୍ତାହରୁ ବୃଦ୍ଧି କରି ୨୪ ସପ୍ତାହ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ହୋଇଥିବା ମନ୍ତ୍ରୀମଣ୍ଡଳ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରୀ...
ନୂଆଦିଲ୍ଲୀ: ଏକ ଭିଡିଓକୁ ନେଇ ବଲିଉଡ଼୍ ଷ୍ଟାର ସଲମାନ ଖାନ୍ ଏବେ ଖୁବ୍ ଚର୍ଚ୍ଚାରେ। ଗୋଆ ଏୟାର ପୋର୍ଟରେ ସଲମାନ୍ଙ୍କ ସହ ସେଲ୍ଫି ଉଠାଇବା ପାଇଁ ଜଣେ ଫ୍ୟାନ୍ ଆଗେ ଆଗେ ଯାଉଥିଲେ। ହଠାତ୍ ଭାଇଜାନ୍ ଫ୍ୟାନ୍ଙ୍କ ହାତରୁ ଫୋନ ଛଡ଼ାଇ ନେଲେ ଏବଂ ତାଙ୍କଠାରୁ ଆଗେ ଆଗେ...
ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ ଚାଲିଛି ଅଣ୍ଡର-୧୯ ୱାର୍ଲଡ କପ୍ ମ୍ୟାଚ୍। ଟିମ୍ ଇଣ୍ଡିଆ ଚମତ୍କାର ଖେଳ ପ୍ରଦର୍ଶନ କରିବା ସହ ସେମି ଫାଇନାଲରେ ପ୍ରବେଶ କରିଛି। କ୍ୱାର୍ଟର ଫାଇନାଲରେ ଭାରତ ୩ଥର ଚାମ୍ପିୟନ ହୋଇଥିବା ଅଷ୍ଟ୍ରେଲିଆକୁ ୭୪ ରନ୍ରେ ହରାଇ ସେମିକୁ ଯିବାର ଗୌରବ ହାସଲ କରିଥିଲା। ତେବେ...
ଭୁବନେଶ୍ୱର: ଦେଶର ବ୍ୟାଡମିଣ୍ଟନ ତାରକା ସାଇନା ନେହୱାଲ ରାଜନୀତି କରିବେ। ସାଇନା ବିଜେପିରେ ଯୋଗ ଦେଇଛନ୍ତି। ସେ ନୂଆଦିଲ୍ଲୀ ସ୍ଥିତ ବିଜେପି କାର୍ଯ୍ୟାଳୟରେ ଏକ ସ୍ୱତନ୍ତ୍ର ସମାରୋହରେ ବିଜେପିରେ ସାମିଲ ହୋଇଛନ୍ତି। ଏଥିସହିତ ତାଙ୍କ ଭଉଣୀ ଚନ୍ଦ୍ରାଂଶୁ ନେହୱାଲ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ...
ମୁମ୍ବାଇ: ମହାରାଷ୍ଟ୍ରର ନାସିକ୍ଠାରେ ଘଟିଛି ବଡ଼ ଦୁର୍ଘଟଣା। ଏକ ବସ୍ ଓ ଅଟୋ ମୁହାଁମୁହିଁ ହେବାରୁ ଉଭୟ ଗାଡ଼ିର ଚାଳକ ନିୟନ୍ତ୍ରଣ ହରାଇଥିଲେ। ଫଳରେ କୂଅ ଭିତରକୁ ଖସି ପଡ଼ିଥିଲା ଉଭୟ ଅଟୋ ଓ ବସ୍। ଏହି ଦୁର୍ଘଟଣାରେ ପ୍ରାୟ ୨୬ ଜଣଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। ମିଳିଥିବା...
ନୂଆଦିଲ୍ଲୀ:ରାଷ୍ଟ୍ରପତିଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଥିବା ନିର୍ଭୟା ଦୋଷୀ ମୁକେଶ ସିଂହକୁ ସୁପ୍ରିମ୍କୋର୍ଟଙ୍କ ଝଟ୍କା। ସୁପ୍ରିମକୋର୍ଟ ଆଜି ମୁକେଶର ଆବେଦନକୁ ଖାରଜ କରି ଦେଇଛନ୍ତି। ରାଷ୍ଟ୍ରପତି ମୁକେଶର ରାଜକ୍ଷମା ଆବେଦନକୁ ଖାରଜ କରି ଦେଇଥିଲେ। ଏହାକୁ ଚ୍ୟାଲେଞ୍ଜ କରି ମୁକେଶ ସୁପ୍ରିମ୍କୋର୍ଟ ଯାଇଥିଲା। ସୁପ୍ରିମକୋଟ ଏହି ଆବେଦନ ଖାରଜ...
ମାଘମାସ ଶୁକ୍ଳ ପଞ୍ଚମୀ ତିଥିକୁ ଅତ୍ୟନ୍ତ ପବିତ୍ର ଏବଂ ଶୁଭ ତିଥି ବୋଲି ବିଶ୍ୱାସ କରାଯାଏ। ଏହି ଦିନ ପ୍ରଭୁ ରାମଚନ୍ଦ୍ର ତାଙ୍କର ବିଦ୍ୟାରମ୍ଭ କରିଥିଲେ। କୌଣସି ଶୁଭ କାମ କରିବା ପାଇଁ ଏହି ତିଥି ଅତ୍ୟନ୍ତ ମଙ୍ଗଳକାରୀ। ଏମିତି ବିଶ୍ୱାସ କାହିଁ କେତେ କାଳରୁ ରହି ଆସିଛି। ...
ବଲାଙ୍ଗିର: ଆମ୍ୱ ଗଛରେ ସଙ୍କଟମୋଚନ ହନୁମାନ। ବିଶ୍ୱାସ ହେଉନଥିଲେ ବି ସତ ! ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ରୁଗୁଡିଖାଲ ଛକ ଠାରେ ଏକ ଆମ୍ୱ ଗଛର ତଳ ଭାଗରେ ହନୁମାନଙ୍କ ମୁହଁ ଆକୃତି ଦେଖିବାକୁ ମିଲିଛି। ଏହା ଦେଖିବା ପରେ ସେଠାରେ ଲୋକେ ପୂଜାର୍ଚ୍ଚନା ଆରମ୍ଭ କରି...