• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

Minati Mishra

Freelancer

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by Minati Mishra

aap-leader-1
ଦିଲ୍ଲୀ ହିଂସା: ଆପ୍‌ ନେତା ତାହିର ହୁସେନ ଗିରଫ

ନୂଆଦିଲ୍ଲୀ:  ଦିଲ୍ଲୀ ହିଂସା ମାମଲାରେ ୱାଣ୍ଟେଣ୍ଡ ଥିବା ଆପ୍‌ ନେତା ତାହିର୍ ହୁସେନ୍ କୋର୍ଟରେ ଆତ୍ମ ସମର୍ପଣ କରିବା ପାଇଁ ଆସିଥିଲେ । ତାହିର୍  ନିଜ ଓକିଲଙ୍କ ସହ ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟରେ ସରେଣ୍ଡର ପାଇଁ  ଆସୁଥିଲେ। କୋର୍ଟରେ ପାର୍କିଂ କରୁଥିବା ବେଳେ ଦିଲ୍ଲୀ ପୁଲିସ ତାଙ୍କୁ...

dc8f7be4-ae61-495c-9251-8923b596cb13
ଶ୍ରେଷ୍ଠ ସାମ୍ବାଦିକଙ୍କୁ ସମ୍ମାନିତ କରିବ ‘ଆମ ଟିଭି ଓ ମୋ ଖବର’

କେନ୍ଦ୍ରାପଡ଼ା : ସାମ୍ବାଦିକତା କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିପାରିଥିବା ସାମ୍ବାଦିକମାନଙ୍କୁ ଭୁବନେଶ୍ୱରରେ ସମ୍ବାଦ ପରିବେଷଣ କରୁଥିବା ‘ଆମ ଟିଭି ଓ ମୋ ଖବର’ ପକ୍ଷରୁ ସମ୍ମାନିତ କରାଯିବ।  ଅଭିନବ ଉପାୟରେ ଶ୍ରେଷ୍ଠ ସାମ୍ବାଦିକମାନଙ୍କୁ ଅନଷ୍ଠାନ ପକ୍ଷରୁ ପ୍ରୟସ କରାଯାଇଛି। କେନ୍ଦ୍ରାପଡାଠାରେ ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀ...

muslim-3
ମନ୍ଦିର ନିର୍ମାଣ ପାଇଁ ଏମିତି ସାହାଯ୍ୟ କଲେ ମୁସଲ୍‌ମାନ ବନ୍ଧୁ

ନୂଆଦିଲ୍ଲୀ:ଉତ୍ତରପୂର୍ବ ଦିଲ୍ଲୀରେ ହିଂସାରେ ପ୍ରାୟ ୪୮ ଲୋକଙ୍କର ମୃତ୍ୟୁ ଘଟିଲାଣି। ଦିନକୁ ଦିନ ସାଂପ୍ରଦାୟିକ ସଦ୍‌ଭାବ  କ୍ଷୂର୍ଣ୍ଣ ହେବାରେ ଲାଗିଛି । ଏଭଳି ପରିସ୍ଥିତିରେ ହିନ୍ଦୁ-ମୁସଲ୍‌ମାନ ପରସ୍ପରକୁ ସହୃଦୟତାର ହାତ ବଢାଇବା ଉଚିତ୍‌ । କାରଣ ଆମ ଦେଶରେ ଏକତା ରହିଛି, ଭାଇଚାରା ରହିଛି।  ଆଉ ଏଇ ଏକତା,...

corona
କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦ ଛୁଇଁଲା, ମାର୍ଚ୍ଚ ୩୧ ଯାଏ ସ୍କୁଲ ଛୁଟି

ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଚାଲିଛି। ଗୁରୁଗ୍ରାମ ଡାକ୍ତରଖାନାରେ ୧୪ ସନ୍ଦିଗ୍ଧ ଭର୍ତ୍ତି ହୋଇଥିବା ଖବର ମିଳିଛି। ଏବେ ଗାଜିଆବାଦରେ ପୁଣି ଜଣେ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହାଦ୍ୱାରା ଦେଶରେ କରୋନ ଆକ୍ରାନ୍ତଙ୍କ ସଂଖ୍ୟା ୩୦ରେ ପହଞ୍ଚିଛି। ବୁଧବାର ୨୩ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ...

bank
ଏପ୍ରିଲ ପହିଲା ସୁଦ୍ଧା ବଦଳିଯିବ ଏସବୁ ବ୍ୟାଙ୍କର ନାଁ

ନୂଆଦିଲ୍ଲୀ: ଦେଶରେ ବ୍ୟାଙ୍କ ସଂଖ୍ୟା କମିବ। ସାର୍ବଜନିକ କ୍ଷେତ୍ରରେ ୧୦ଟି ବ୍ୟାଙ୍କକୁ ବନ୍ଦ କରି ଦିଆଯିବ। ଏପରି ସୂଚନା ଦେଇଛନ୍ତି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ। ବୁଧବାର ଏ ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି, ୧୦ଟି ବ୍ୟାଙ୍କକୁ ବନ୍ଦ କରି  ୪ଟି ବଡ ବ୍ୟାଙ୍କ ସହ ମିଶାଇ...

parlimaent
ଇରାନରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ ଚାଲିଛି ପ୍ରୟାସ

ନୂଆଦିଲ୍ଲୀ: କରୋନା ଭାଇସରକୁ ନେଇ କୋକୁଆ ଭୟ ସୃଷ୍ଟି ହୋଇଛି। ଏଯାଏ କରୋନାରେ ୨୯ ଜଣ ଲୋକ ଆକ୍ରାନ୍ତ ହେବା ଖବର ମିଳିବା ପରେ ଲୋକଙ୍କ ମନରେ ଭୟର ବାତାବରଣ ଖେଳି ଯାଇଛି। ଏସବୁ ଭିତରେ ଲୋକଙ୍କୁ କୌଣସି ପ୍ରକାରର ଆତଙ୍କିତ ନ ହେବାକୁ କେନ୍ଦ୍ର ସରକାର ପରାମର୍ଶ...

Nirbhaya-convicts1_570_8502_570_850_571_855
ମାର୍ଚ୍ଚ ୨୦ରେ ଫାଶି ପାଇବେ ନିର୍ଭୟା ଦୋଷୀ

ନୂଆଦିଲ୍ଲୀ: ୪ର୍ଥ ଥର ପାଇଁ ନିର୍ଭୟା ଦୋଷୀଙ୍କ ଫାଶି ପାଇଁ ସାନି ଡେଥ୍‌ ୱାରେଣ୍ଟ ଜାରି କଲେ ପଟିଆଲା ହାଉସ କୋର୍ଟ।  ମାର୍ଚ୍ଚ ୨୦ ସକାଳ ୫ଟା ୩୦ରେ ଫାଶି ଦେବାକୁ ସମୟ ଧାର୍ଯ୍ୟ କରିଛନ୍ତି କୋର୍ଟ। ଏହା ପୂର୍ବରୁ  ମାର୍ଚ୍ଚ ୩ ତାରିଖ  ଫାଶି ପାଇଁ ଡେଥ...

kartik
ପହଞ୍ଚିବାରେ ଡେରି କଲେ ବୋଲି ବସ୍‌ଉଠ୍‌ ହେଲେ ଏଇ ବଲିଉଡ ଅଭିନେତା

ନୂଆଦିଲ୍ଲୀ: ବଲିଉଡ ଆକ୍ଟ୍ରିସ୍‌ କାଟ୍ରିନା କୈଫ ଲେଟ କମର୍‌ଙ୍କୁ ବିଲ୍‌କୁଲ୍‌ ପସନ୍ଦ କରନ୍ତି ନାହିଁ। ସମୟ ଜ୍ଞାନକୁ ନେଇ ସେ ଏତେ ସତର୍କ ଯେ, କେହି ବିଳମ୍ବ କଲେ ସେ ସଜା ଦେବାକୁ ବି ଭୁଲନ୍ତି ନାହିଁ। ଏକଥା ଆମେ କହୁନୁ, ଭାଇରାଲ ଏକ ଭିଡିଓରେ ନିଜେ କାଟ୍ରିନା...

op3m3f5k_nirbhaya-accused_640x480_02_March_20
ନିର୍ଭୟା ଦୋଷୀଙ୍କୁ ଫାଶି; ଆଜି ଜାରି ହୋଇପାରେ ନୂଆ ଡେଥ ୱାରେଣ୍ଟ

ନୂଆଦିଲ୍ଲୀ:ମାର୍ଚ୍ଚ ୩ ତାରିଖ ନିର୍ଭୟା ଦୋଷୀଙ୍କୁ ଫାଶି ଦିଆଯାଇଥାନ୍ତା। ହେଲେ ଶେଷ ମୁହୂର୍ତ୍ତରେ ଏହାକୁ ରଦ୍ଦ କରିଥିଲେ  ପଟିଆଲା ହାଉସ୍‌କୋର୍ଟ। କାରଣ ୪ ଜଣ ଦୋଷୀଙ୍କ ମଧ୍ୟରୁ ଜଣେ ଦୋଷୀ ପବନର ରାଜକ୍ଷମା ଆବେଦନ ରାଷ୍ଟ୍ରପତିଙ୍କ ପାଖରେ ଥିଲା। ହେଲେ ରାଷ୍ଟପ୍ରତି ଏହି ରାଜକ୍ଷମା ଆବେଦନକୁ ବୁଧବାର ଖାରଜ୍‌...

modi_ji_
ଏଥର ହୋଲି ମିଳନ କାର୍ଯ୍ୟକ୍ରମରେ ସାମିଲ ହେବେନି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ଭାଇରସକୁ ନେଇ ଆତଙ୍କ ଦେଖାଦେଇଛି। ଏହି ସଂକ୍ରମିତ ରୋଗରୁ ମୁକୁଳିବା ପାଇଁ ଲୋକମାନଙ୍କୁ ଏକାଠି ନହେବାକୁ ପରାମର୍ଶ ଦେଉଛନ୍ତି ବିଶେଷଜ୍ଞ। ତେଣୁ ଏହାକୁ ନଜରରେ ରଖି ଆଗାମୀ ହୋଲି ମିଳନ କାର୍ଯ୍ୟକ୍ରମରେ ସାମିଲ୍ ହେବେନି ପ୍ରଧାନମନ୍ତ୍ରୀ ମୋଦୀ। ଟୁଇଟ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

corona
ରାଜ୍ୟରେ ଆଉ ୨ କରୋନା ସନ୍ଦିଗ୍ଧ ଚିହ୍ନଟ, ଡାକ୍ତରଖାନାରେ ଭର୍ତ୍ତି

ସମ୍ବଲପୁର/କେନ୍ଦୁଝର :କରୋନା ମୁକାବିଲା ନେଇ ରାଜ୍ୟ ସରକାରଙ୍କ ସ୍ଥିତିର ସମୀକ୍ଷା କରିଛନ୍ତି ।ଏନେଇ ଆଜି ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଡିଏମଇଟି ସିବିକେ ମହାନ୍ତିଙ୍କ ସହ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। କରୋନା ନେଇ ଲୋକମାନଙ୍କୁ ସଚେତନ କରିବା ଉପରେ ବୈଠକରେ ଆଲୋଚନା...

kangaroo-1
ସର୍ବସ୍ୱାନ୍ତ କରିଦେଲା କଙ୍ଗାରୁ କୋର୍ଟ

ନୟାଗଡ଼: କେତେ ଭୟଙ୍କର ହୋଇପାରେ କଙ୍ଗାରୁ କୋର୍ଟ ତାହାର ପୁଣି ଏକ ଉଦାହରଣ ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ରଣପୁର ଥାନା ଗୌରାଙ୍ଗପୁର ପଞ୍ଚାୟତର ଗୌରାଙ୍ଗପୁର ଗାଁରେ ।  ଗାଁ ଲୋକଙ୍କ ସହ  ମତ ପାର୍ଥକ୍ୟ ଯୋଗୁ ସର୍ବସ୍ୱାନ୍ତ ହୋଇ ଯାଇଛନ୍ତି ଏହି ଗାଁର  ରବୀନ୍ଦ୍ର ବେହେରା ନାମକ...

coronavirus_i
କରୋନାଠୁ ଦୂରରେ ରହିବା ପାଇଁ ଟିପ୍‌ସ୍‌; ଆଡ୍‌ଭାଇଜରୀ ଜାରି କଲେ ସରକାର

ଭୁବନେଶ୍ୱର:ବଢୁଛି କରୋନା ଭୟ। ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବାରୁ ସବୁଠି ଖେଳି ଯାଇଛି ଆତଙ୍କ। ପାରାଦୀପରେ ଜଣେ ଇଞ୍ଜିନିୟରଙ୍କୁ କରୋନା ଆକ୍ରାନ୍ତ ହୋଇଥିବା ସନ୍ଦେହରେ ଏସ୍‌ସିବିରେ ଭର୍ତ୍ତି କରାଯାଇଛି। ଏଥିସହିତ ତାଙ୍କ ପତ୍ନୀଙ୍କୁ ମଧ୍ୟ ସ୍ୱତନ୍ତ୍ର ୱାର୍ଡରେ ରଖି ଚିକିତ୍ସା କରାଯାଉଛି। ଉଭୟଙ୍କର ସ୍ୱାବ ଟେଷ୍ଟ...

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।