ନୂଆଦିଲ୍ଲୀ: ୟେସ୍ ବ୍ୟାଙ୍କରେ ଜମାକାରୀଙ୍କ ଟଙ୍କା ସୁରକ୍ଷିତ ରହିଛି। ବ୍ୟାଙ୍କର ଆର୍ଥିକ ସ୍ଥିତିକୁ ସୁଧାରିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରାଯାଉଛି ବୋଲି ଏସବିଆଇର ଚେୟାରମ୍ୟାନ୍ ରଜନୀଶ କୁମାର ଆଜି ଏହା କହିଛନ୍ତି। ଏସବିଆଇ ଆରବିଆଇ ସହ ଯୋଗାଯୋଗ କରି ୟେସ୍ ବ୍ୟାଙ୍କକୁ ଦେବାଳିଆ ସ୍ଥିତିରୁ ଉଦ୍ଧାର କରିବାକୁ...
ଭୁବନେଶ୍ୱର: ୟେସ ବ୍ୟାଙ୍କରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଟଙ୍କା ରଖାଯିବାକୁ ନେଇ ମୁହଁ ଖୋଲିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ୟେସ ବ୍ୟାଙ୍କ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଜାଣି ମଧ୍ୟ ରାଜ୍ୟ ସରକାର ଆଜିଯାଏ କାହିଁକି ଟଙ୍କା ଉଠାଇ ନାହାନ୍ତି ବୋଲି ସେ ପ୍ରଶ୍ନ...
ବେଜିଂ: ନୂଆ ଟ୍ରାଫିକ ନିୟମ ଅନୁଯାୟୀ, ଗାଡ଼ି ଚଳାଇବା ବେଳେ ମୋବାଇଲରେ ଗପିବା ମନା। କାରଣ ଏଥିରେ ବିପଦର ଆଶଙ୍କା ରହିଛି। ହେଲେ ଲୋକେ ଫାଇନ୍ ଦେବାକୁ ପସନ୍ଦ କରୁଛନ୍ତି ପଛେ ଏହି ନିୟମକୁ ମାନିବାକୁ ପ୍ରସ୍ତୁତ ନୁହଁନ୍ତି। କିନ୍ତୁ ଏହାର ପରିଣତି କେତେ ଭୟଙ୍କର ହୋଇପାରେ ତାହାର ...
ନୂଆଦିଲ୍ଲୀ:ନିର୍ଭୟା ଦୋଷୀଙ୍କୁ ଫାଶି ଦଣ୍ଡ ମିଳିବ। ହେଲେ କେବେ ? ତାରିଖ ପରେ ତାରିଖ ଟାଳି ଚାଲିଛନ୍ତି ଦୋଷୀ। କୋର୍ଟ ମାର୍ଚ୍ଚ୨୦ ତାରିଖ ସାନି ଡେଥ୍ ୱାରେଣ୍ଟ ଜାରି କରିଥିଲେ ହେଁ ସେଦିନ ବି ଦୋଷୀଙ୍କୁ ଫାଶି ମିଳିବ କି ନାହିଁ ସନ୍ଦେହ ଦେଖା ଦେଇଛି। ଏମିତ ସମୟରେ...
ମୁମ୍ବଇ:ଦିନ ଥିଲା ତାଙ୍କ ଆଖି ସାମ୍ନାରେ ଥିଲା ଖାଲି ଅନ୍ଧାର ଆଉ ଅନ୍ଧାର। ଜୀବନ ହୋଇ ପଡ଼ିଥିଲା ଦୁର୍ବିସହ। ଜୀବନ ଯୁଦ୍ଧରେ ସତରେ କ’ଣ ମୁଁ ଲଢି ପାରିବି – ଏମିତି ଏକ ପ୍ରଶ୍ନ ତାଙ୍କ ମନକୁ ବାରମ୍ବାର ଆନ୍ଦୋଳିତ କରୁଥିଲା। କାରଣ ଏକ ଦୁର୍ଘଟଣାରେ ସେ ତାଙ୍କର...
କୋଲକାତା: ସାରା ବିଶ୍ୱରେ କାୟା ମେଲାଇ ସାରିଥିବା ‘କରୋନା’ ଭାଇରସ୍ ଏବେ ଭାରତ ମୁହାଁ ହୋଇଛି। ଭାରତରେ ଏବେ କରୋନା ଭାଇରସକୁ ନେଇ ନାହିଁ ନଥିବା ଭୟ ମଧ୍ୟ ଦେଖିବାକୁ ମିଳିଛି। ଏହା ମଧ୍ୟରେ ଚଳିତ ମାସ ଶେଷଭାଗରେ ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି-୨୦ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ୍ ପ୍ରିମିୟର୍...
କାବୁଲ:ଆଜି ଆଫଗାନିସ୍ତାନର ରାଜଧାନୀ କାବୁଲରେ ଆୟୋଜିତ ଏକ ରାଜନୀତିକ ଶୋଭାଯାତ୍ରା ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଏଥିରେ ୨୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଲୋକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ମହିଳା ଓ ଶିଶୁ ମଧ୍ୟ ରହିଛନ୍ତି। ତେବେ ଏହି ଆକ୍ରମଣ ସମ୍ପର୍କରେ ବିସ୍ତୃତ ତଥ୍ୟ...
ନୂଆଦିଲ୍ଲୀ:ମନପସନ୍ଦର ଜୀବନ ସାଥୀଟିଏ କିଏ ବା ନ ଚାହେଁ ? ମନର ମଣିଷକୁ ପାଇବା ପାଇଁ ମଣିଷ ତ କଷ୍ଟରୁ କଷ୍ଟ ପରୀକ୍ଷା ଦେଇପାରେ। ଜୀବନକୁ ବାଜି ବି ଲଗାଇପାରେ। ହେଲେ ବାଘଟିଏ ଯେ ତା’ର ପ୍ରେମିକା ପାଇଁ ଏତେ କଷ୍ଟ କରିପାରେ ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ପ୍ରେମିକକୁ...
ନୂଆଦିଲ୍ଲୀ: ପୁଣି ଆଇନର ଗଳାବାଟ ଖୋଜୁଛନ୍ତି ନିର୍ଭୟା ଦୋଷୀ। ୪ ଦୋଷୀଙ୍କୁ ଆସନ୍ତା ମାର୍ଚ୍ଚ ୨୦ରେ ଫାଶୀ ଦେବା ପାଇଁ ସମୟ ଧାର୍ଯ୍ୟ କରାଯାଇଥିବାବେଳେ ପୁଣି ତାରିଖକୁ ଟାଳିବା ପାଇଁ ନୂଆ ଭେଳିକି ଆରମ୍ଭ କରିଛନ୍ତି। ୪ ଜଣଙ୍କ ମଧ୍ୟରୁ ଦୋଷୀ ମୁକେଶ ପୁଣିଥରେ କ୍ୟୁରେଟିଭ ଓ ରାଜକ୍ଷମା...
ନୂଆଦିଲ୍ଳୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି। ଆଜି ସୁଦ୍ଧା ୩୧ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଚୀନରେ ମହାମାରୀ ରୂପ ନେଇଥିବା କରୋନାକୁ ନେଇ ସାରା ବିଶ୍ୱ ଆତଙ୍କିତ। କରୋନାକୁ ନେଇ କିପରି ସତର୍କ ରହିବ ସେ ନେଇ ସରକାରଙ୍କ ପକ୍ଷରୁ ଆଡଭାଇଜରି ଜାରି କରାଯାଇଛି। ଥଣ୍ଡା,...
ପୁରୀ: ଗୁରୁତର ଆର୍ଥିକ ସଂକଟ ଦେଇ ଗତି କରୁଛି ୟେସ୍ ବ୍ୟାଙ୍କ। ସ୍ଥିତି ଏପରି ହୋଇଛି ଯେ, ରିଜର୍ଭ ବ୍ୟାଙ୍କ ପକ୍ଷରୁ ୟେସ ବ୍ୟାଙ୍କର ବୋର୍ଡ ଅଫ୍ ଡିରେକ୍ଟରମାନଙ୍କ କ୍ଷମତା ସଙ୍କୁଚିତ କରାଯାଇ ନିଜ ହାତକୁ କ୍ଷମତା ନେଇଛି। ସେତିକି ନୁହେଁ, ଆରବିଆଇ ଏବେ ୟେସ ବ୍ୟାଙ୍କରୁ ଟଙ୍କା...
ନୂଆଦିଲ୍ଲୀ: ପୁଣି ଜଣେ କରୋନା ଆକ୍ରାନ୍ତ ଠାବ ହେଲେ ଦିଲ୍ଲୀରୁ। ଦିଲ୍ଲୀ ଉତ୍ତମ ନଗର ଅଞ୍ଚଳରୁ ଆଉ ଜଣେ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବ୍ୟକ୍ତି ଜଣକ ଥାଇଲାଣ୍ଡ ଓ ମାଲେସିଆରୁ ଫେରିଛନ୍ତି। ଏହାକୁ ମିଶାଇ ଦେଶରେ ୩୧ କରୋନା ଆକ୍ରାନ୍ତଙ୍କୁ ଠାବ କରାଯାଇଛି। ଏହା...
ବେଙ୍ଗାଲୁରୁ:କର୍ଣ୍ଣାଟକର ମାଙ୍ଗାଲୁରୁ-ବେଙ୍ଗାଲୁରୁ ଜାତୀୟ ରାଜପଥ (ଏନଏଚ-୭୫)ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଗୁରୁବାର ବିଳମ୍ୱିତ ରାତ୍ରିରେ ଦୁଇଟି ଏସୟୁଭି କାର ମୁହାଁମୁହିଁ ଧକ୍କା ହୋଇଥିଲେ। ଫଳରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି। ତିନି ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଚାରିଜଣ ମହିଳା ଏବଂ ଦୁଇ ଛୋଟ...
ନୂଆଦିଲ୍ଲୀ: ଗୁରୁତର ଆର୍ଥିକ ସଂକଟ ଦେଇ ଗତି କରୁଛି ୟେସ୍ ବ୍ୟାଙ୍କ। ସ୍ଥିତି ଏପରି ହୋଇଛି ଯେ, ରିଜର୍ଭ ବ୍ୟାଙ୍କ ପକ୍ଷରୁ ୟେସ ବ୍ୟାଙ୍କର ବୋର୍ଡ ଅଫ୍ ଡିରେକ୍ଟରମାନଙ୍କ କ୍ଷମତା ସଙ୍କୁଚିତ କରାଯାଇ ନିଜ ହାତକୁ କ୍ଷମତା ନେଇଛି। ସେତିକି ନୁହେଁ, ଆରବିଆଇ ଏବେ ୟେସ ବ୍ୟାଙ୍କରୁ ଟଙ୍କା...
ନୂଆଦିଲ୍ଲୀ: ପୃଥିବୀ ଆଡ଼କୁ ମାଡ଼ିଆସୁଛି ଭୟଙ୍କର ବିପଦ। ନାସା ପକ୍ଷରୁ ଏପରି ସତର୍କ ସୂଚନା ଦିଆଯାଇଛି। ବିରାଟ ‘ଆଷ୍ଟ୍ରଏଡ୍’ ବା ‘ଗ୍ରହାଣୁ’ ବା ଉଲ୍କା ପିଣ୍ଡ ପୃଥିବୀର ନିକଟତର ହେଉଛି, ଯାହାର ଓସାର ୧.୧ରୁ ୨.୫ ମାଇଲ୍ ବୋଲି ଅନୁମାନ କରାଯାଉଛି । ଅଫିସିଆଲି ଏହାକୁ ୫୨୭୬୮ (1998...