• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

Minati Mishra

Freelancer

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by Minati Mishra

32526
ଇମ୍ରାନ୍‌ଙ୍କୁ ସମାଲୋଚନା କରୁଥିଲେ, ଚେୟାରରୁ ଗଡ଼ିପଡ଼ିଲେ...ଏପଟେ ଚାଲିଥିଲା ସିଧା ପ୍ରସାରଣ

ଇସ୍‌ଲାମ୍‌ବାଦ:ଚାଲିଥିଲା ଆଲୋଚନା। ଏକଦମ୍‌ ସରଗରମ ଆଲୋଚନା ତାହା ପୁଣି ପାକିସ୍ତାନ ରାଷ୍ଟ୍ରପତି ଇମ୍ରାନ୍‌ ଖାନଙ୍କୁ ନେଇ । ଟିଭି ସ୍କ୍ରିନ୍‌ରେ ସିଧା ପ୍ରସାରଣ ହେଉଥିଲା। ହଠାତ୍‌ ଇମ୍ରାନ୍‌ଙ୍କ ସମାଲୋଚନା କରୁ କରୁ ଚେୟାର ଉପରୁ ଗଡ଼ିପଡିଲେ ପାନେଲିଷ୍ଟ। ଯାହାର ଭିଡିଓ ଭାଇରାଲ ହୋଇଛି। ପାକିସ୍ତାନର ଏକ ନ୍ୟୁଜ୍ ଚ୍ୟାନେଲ...

Untitled-1
ପାରାସିଟାମଲ ସହ ୨୬ ଔଷଧର ରପ୍ତାନି ଉପରେ ଲାଗିଲା ରୋକ୍‌

ନୂଆଦିଲ୍ଲୀ:କରୋନା ଭାଇରସ ପ୍ରକୋପ ଦିନକୁ ଦିନ ବଢିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି କେତେକ ଔଷଧ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ଭାରତ ସରକାର। କେତେକ ଅତ୍ୟାବଶ୍ୟକୀୟ ଔଷଧ ଶେଷ ହୋଇଯିବାକୁ ବସିଛି। ଏମିତି ସମୟରେ ଔଷଧ ପ୍ରସ୍ତୁତି ପାଇଁ ଚୀନରୁ ଆସୁଥିବା କଞ୍ଚାମାଲ ପହଞ୍ଚିବାରେ ସମସ୍ୟା ଦେଖାଦେଇଛି।...

delhi
ଶାହରୁଖଙ୍କୁ ଗିର‍ଫ କଲା ପୋଲିସ, ଆଣିଲା ଏମିତି ଅଭିଯୋଗ..

ନୂଆଦିଲ୍ଲୀ:ଦିଲ୍ଲୀର ଉତ୍ତରପୂର୍ବ ଇଲାକାରେ ହିଂସା ବ୍ୟାପୁଛି। ଏହି ହିଂସାରେ ସ୍ଥାନୀୟ ଅପରାଧୀଙ୍କ ଭୂମିକା ବେଶି ରହୁଛି। ଏମାନଙ୍କ ମଧ୍ୟରୁ ଅନେକଙ୍କୁ ପୋଲିସ ଚିହ୍ନଟ କରିସାରିଲାଣି। ଅନେକଙ୍କୁ ଗିରଫ ମଧ୍ୟ କରିଛି। ଏହି ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି ଶାହରୁଖ। ମହମ୍ମଦ ଶାହରୁଖ। ଗତ ସପ୍ତାହର ହିଂସାକାଣ୍ଡ ସମୟରେ ସେ...

Untitled-1
ନଏଡାରେ କରୋନା ଭୟ: ୨ ଦିନ ବନ୍ଦ ହେଲା ସ୍କୁଲ

ନୂଆଦିଲ୍ଲୀ: ଚାଇନାରେ ମହାମାରୀରେ ରୂପ ନେଇଥିବା କରୋନା ଭାଇରସ୍ ଏବେ ନଏଡାରେ ପହଞ୍ଚିଲାଣି।  ଭୟରେ ମଙ୍ଗଳବାର ସହରର ଦୁଇଟି ଘରୋଇ ବିଦ୍ୟାଳୟ ବନ୍ଦ ହେବା ସହ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା। କାରଣ ବିଦ୍ୟାଳୟରେ ପଢୁଥିବା ଜଣେ ଛାତ୍ରଙ୍କ ପିତା କରୋନା ଜୀବାଣୁ ସଂକ୍ରମିତ ହୋଇଥିବା ଜଣାପଡିବା ପରେ ଏପରି...

parliament
ସଂସଦରେ ସୁରକ୍ଷା ଭୟ ! ସୁରକ୍ଷା ସ୍ପାଇକ୍‌ରେ ବାଜିଲା ସାଂସଦଙ୍କ ଗାଡ଼ି

ନୂଆଦିଲ୍ଲୀ: ସଂସଦରେ ସୁରକ୍ଷା ଆଲର୍ଟ । ଗେଟ ନମ୍ବର-୧ରେ ଏକ କାର ସିକ୍ୟୁରିଟି ବାରିୟରକୁ ଛୁଇଁବାରୁ ଗେଟ୍ ତଳ ରାସ୍ତାରେ ଥିବା ସୁରକ୍ଷା ସ୍ପାଇକ ସଚଳ ହୋଇଯାଇଥିଲା। ଫଳରେ ସଂସଦ ଭିତରକୁ ପଶିବାକୁ ଉଦ୍ୟମ କରୁଥିବା କାର ଟି ଅଟକିଯିବା ସହ ଗାଡ଼ିର ଟାୟାର ପଂକ୍‌ଚର ହୋଇଯାଇଛି ।...

gandhi
ଓଡ଼ିଶାରେ ବାପୁ ! କୋଣାର୍କ ବେଳାଭୂମିରେ ବାଣ୍ଟିଲେ ଅହିଂସାର ବାର୍ତ୍ତା

କୋଣାର୍କ: କୋଣାର୍କରେ ବୁଲୁଛନ୍ତି ବିଦେଶୀ ଗାନ୍ଧି। ତାଙ୍କୁ ଦେଖିବା କ୍ଷଣି ଆଖି ମୁହୂର୍ତ୍ତଟିଏ ଅଟକି ଯିବ। ଗାନ୍ଧି କ’ଣ ପୁଣି ଧରାପୃଷ୍ଟରେ ଅବତରଣ କଲେ କି ? ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟା ସତ। ସେ ଦେଖିବାକୁ ଅବିକଳ ମହାତ୍ମା ଗାନ୍ଧୀଙ୍କ ପରି। ଚେହେରା, ବେଶଭୂଷା,ପରିପାଟି କେଉଁଥିରେ ବି...

rahul
ମୋଦିଙ୍କୁ ଘୃଣା ଛାଡ଼ିବାକୁ ପରାମର୍ଶ ଦେଲେ ରାହୁଲ, ପାଇଲେ ଏମିତି ଉତ୍ତର

ନୂଆଦିଲ୍ଲୀ: ସୋଶାଲ ମିଡିଆରେ ସବୁଠାରୁ ଆକ୍ଟିଭ୍‌ ନେତାଙ୍କ କଥା କହିଲେ ମନକୁ ଆସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରେ ପ୍ରଧାନମନ୍ତ୍ରୀ ମୋଦି ହେଉଛନ୍ତି ଦ୍ୱିତୀୟ ରାଜନେତା ଯାହାଙ୍କର ଅଛନ୍ତି ସର୍ବାଧିକ ଫଲୋଅର। ସବୁବେଳେ ଡିଜିଟାଲ୍‌ ଇଣ୍ଡିଆର ନାରା ଦେଉଥିବା ପ୍ରଧାନମନ୍ତ୍ରୀ ମୋଦି...

patanagada
ରିଲିଜ ପୂର୍ବରୁ କାହିଁକି ‘ପାଟଣାଗଡ’ରେ ଲାଗିଲା ଅଙ୍କୁଶ

କଟକ: ପାଟଣାଗଡ଼ ବୋମା ବିସ୍ଫୋରଣ ଉପରେ ଆଧାରିତ ଫିଲ୍ମ ‘ପାଟଣାଗଡ଼’ ରିଲିଜ ପୂର୍ବରୁ ଲାଗିଲା ଅଙ୍କୁଶ। ଫିଲ୍ମ ଉପରେ ଅଙ୍କୁଶ ଲଗାଇଛନ୍ତି ମୁମ୍ବାଇ ହାଇକୋର୍ଟ। ପୁଞ୍ଜିଲାଲଙ୍କ ପତ୍ନୀ ଦାୟର କରିଥିବା ମାମଲା ଉପରେ ଶୁଣାଣି କରି ବମ୍ବେ ହାଇକୋର୍ଟ ଏହି ରାୟ ଦେଇଛନ୍ତି। ସିନେମା ପ୍ରଯୋଜକ, ନିର୍ଦ୍ଦେଶକ ଓ...

0987367890-
ହମିରପୁର ଡବଲ ମର୍ଡର ମାମଲା: ମୃତ କଳ୍ପନାଙ୍କ ଭାଇଭଉଣୀଙ୍କୁ ଜେରା

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଛତିଶଗଡ଼ ହମିରପୁର ଡବଲ ମର୍ଡରରେ ତନାଘନା ଚଳାଇଛି ରାୟଗଡ଼ ପୋଲିସ। ଘଟଣା ନେଇ ଗତକାଲି ପୋଲିସ ମୃତ କଳ୍ପନାଙ୍କ ଭାଇ ବରୁଣ ଦାସ ଓ ଭଉଣୀ ରିନା ଦାସଙ୍କୁ ଡାକି ପଚରାଉଚୁରା କରିଛି ପ୍ରାୟ ଏକ ଘଣ୍ଟାଧରି ବିଭିନ୍ନ ବିଷୟରେ ପଚାରିଥିଲା। ବିଶେଷକରି ଅନୁପ...

caa
CAA ବିରୋଧୀ ହିଂସା: ପୋଲିସ କର୍ମୀ ମୃତ

ନୂଆଦିଲ୍ଲୀ: ଦିଲ୍ଲୀ ଜାଫରାବାଦରେ ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ବିରୋଧ କରି ଆନ୍ଦୋଳନ ବେଳେ ହିଂସା।   ଗୋକୁଲପୁରୀରେ ଆନ୍ଦୋଳନକୁ ପ୍ରଶମିତ କରିବାକୁ ଯାଇ ଜଣେ ପୁଲିସ କର୍ମୀଙ୍କ ମୃତ୍ୟୁ ଘଟିଛି। ମୃତ ପୋଲିସ ଅଧିକାରୀଙ୍କ ନାମ ରତନ ଲାଲ ବୋଲି ଜଣାପଡ଼ିଛି। ଏଥି ସହତ ଜଣେ ଡିସିପି ଅମିତ...

namaste
‘ନମସ୍ତେ’ରୁ ଆରମ୍ଭ, ‘ଓ୍ୱି ଲଭ୍ ଇଣ୍ଡିଆ’ରେ ଅଭିଭାଷଣ ଶେଷ କଲେ ଟ୍ରମ୍ପ

ଅହମ୍ମଦାବାଦ୍‌: ବିଶ୍ୱର ସବୁଠୁ ବଡ଼ କ୍ରିକେଟ୍ ଷ୍ଟାଡିୟମ୍‌ରେ ଏକାଠି ହେଲେ ବିଶ୍ୱର ଦୁଇ ପ୍ରମୁଖ ରାଷ୍ଟ୍ର ମୁଖ୍ୟ ଡୋନାଲ୍ଡ ଟ୍ରମ୍ପ ଏବଂ ନରେନ୍ଦ୍ର ମୋଦି।  ଅହମଦାବାଦ୍ ମୋଟେରା ଷ୍ଟାଡିୟମ୍‌ରେ ଆଜି ଆୟୋଜିତ ହୋଇଥିଲା ଐତିହାସିକ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ପତ୍ନୀ ମେଲାନିଆ...

335378
ବିଧାନସଭାରେ ଧାନ ତାତି; ବିରୋଧୀଙ୍କ ହଙ୍ଗାମା

ଭୁବନେଶ୍ୱର: ବିଧାନସଭାରେ ଧାନ ତାତି । ମଣ୍ଡିରୁ ଧାନ ନ ଉଠିବା ପ୍ରତିବାଦରେ ଗୃହରେ କଂଗ୍ରେସ ସଭ୍ୟ ହଙ୍ଗାମା କରିଛନ୍ତି। ଏତେ ଦିନ ହେଲାଣି ରାଜ୍ୟର ବିଭିନ୍ନ ମଣ୍ଡିରେ ହଜାର ହଜାର ଚାଷୀଙ୍କ ଧାନ ପଡ଼ି ରହିଛି॥ ହଜାର ହଜାର ବସ୍ତା ଧାନ ଉଠିପାରୁନାହିଁ ।କେଉଁଠି ଟୋକନ ସମସ୍ୟା...

minaxi-1
ବିଜେଡି ନେତ୍ରୀଙ୍କ ମୃତ୍ୟୁ ମାମଲାର ଉଚ୍ଚସ୍ତରୀୟ ତଦନ୍ତ ହେବ

ଭୁବନେଶ୍ୱର: ବିଜେଡି ନେତ୍ରୀ ମୀନାକ୍ଷୀ ମିଶ୍ର ମୃତ୍ୟୁ ମାମଲାର ଉଚ୍ଚସ୍ତରୀୟ ତଦନ୍ତ ହେବ। ଏନେଇ ଆଜି ନିର୍ଦ୍ଦେଶ ଦେଇଛନ୍ତି ପୋଲିସ୍ ଡିଜି ଅଭୟ। ଆଇଜି ରେଖା ଲୋହାନୀ ଏହି ମାମଲାର ତଦନ୍ତ କରିବେ। ତେବେ ବିଜେଡି ନେତ୍ରୀଙ୍କ ଆତ୍ମହତ୍ୟା  ୧୨ ଦିନ ପରେ ଏପରି ରାଜ୍ୟ ପୁଲିସର ଏପରି...

sri
ତୁମେ ବହୁତ୍‌ ମନେ ପଡ଼ୁଛ.. ମା’ଙ୍କ ପୁଣ୍ୟତିଥିରେ ଏମିତି ଭାବପ୍ରବଣ ହେଲେ ଜାହ୍ନବୀ

ନୂଆଦିଲ୍ଲୀ: ବଲିଉଡ ଆକ୍ଟ୍ରିସ୍‌ ଶ୍ରୀଦେବୀଙ୍କ ମୃତ୍ୟୁକୁ ୨ ବର୍ଷ ବିତି ଗଲାଣି। ୨୦୧୮ରେ ଦୁବାଇର ଏକ ହୋଟେଲରେ ଶ୍ରୀଦେବୀଙ୍କର ଅକସ୍ମାତ ମୃତ୍ୟୁ ହୋଇଥିଲା। ଶ୍ରୀଦେବୀଙ୍କର ଦ୍ୱିତୀୟ ପୁଣ୍ୟତିଥିରେ ଝିଅ ଜାହ୍ନବୀ କପୁର ତାଙ୍କର ଏକ ପୁରୁଣା ଫଟୋ ଇନ୍‌ଷ୍ଟା ଆକାଉଣ୍ଟରେ ଶେୟାର କରିଛନ୍ତି। ମା’ଙ୍କ ସହ ପିଲାଦିନର ଏକ...

reeata
ସାବରମତୀ ଆଶ୍ରମରେ ଚରଖା ଚଲେଇଲେ ଟ୍ରମ୍ପ

ଅହମଦାବାଦ: ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ବିମାନ ବନ୍ଦରରୁ ବାହାରି ଟ୍ରମ୍ପ ସାବରମତୀ ଆଶ୍ରମରେ ପହଞ୍ଚି ଯାଇଛନ୍ତି। ସେଠାରେ ପହଞ୍ଚିବା ପରେ ଭିଜିଟର ବୁକ୍‌ରେ ନିଜର ବାର୍ତ୍ତା ଲେଖିଥିଲେ ଡୋନାଲ୍ଡ ଟ୍ରମ୍ପ। ପରେ ଟ୍ରମ୍ପ ପତ୍ନୀ ମେଲାନିଆଙ୍କ ସହ ଗାନ୍ଧିଜୀଙ୍କ ଚରଖା ଚଲେଇଥିଲେ। ଚରଖା ଚଲାଇବା ସମୟରେ ଟ୍ରମ୍ପ...

ERhaQOgVAAAiDAB
ବିମାନ ବନ୍ଦରରେ ଟ୍ରମ୍ପଙ୍କୁ ଆଲିଙ୍ଗନ କଲେ, ପାଛୋଟି ନେଲେ ମୋଦି

ନୂଆଦିଲ୍ଲୀ: ଆମରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ପତ୍ନୀ ମେଲାନିଆ ଟ୍ରମ୍ପଙ୍କୁ ସ୍ୱାଗତ କରିବା ପାଇଁ ଅହମ୍ମଦାବାଦ୍‌ରେ ଏବେ ଉତ୍ସବର ମାହୋଲ। ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ବିମାନ ବନ୍ଦରରୁ ମୋଟେରା ଷ୍ଟାଡିୟମ ପର୍ଯ୍ୟନ୍ତ ସହର ଯେମିତି ନବବଧୂ ପରି ସଜେଇ ହୋଇଛି। ମଝିରେ ମଝିରେ ଟ୍ରମ୍ପଙ୍କୁ ସ୍ୱାଗତ...

Untitled
ଭାରତରେ ପହଞ୍ଚିଲେ ଟ୍ରମ୍ପ, ବିମାନବନ୍ଦରରେ ବିପୁଳ ସ୍ୱାଗତ

ନୂଆଦିଲ୍ଲୀ: ବିଶ୍ୱର ସର୍ବ ପୁରାତନ ଗଣତାନ୍ତ୍ରିକ ରାଷ୍ଟ୍ର ଆମେରିକାର ଡୋନାଲ୍ଡ ଟ୍ରମ୍ପ ଭାରତରେ ପହଞ୍ଚିଛନ୍ତି । ଏୟାରଫୋର୍ସ ୱାନ୍‌ ଯୋଗେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ବିମାନବନ୍ଦରରେ ପହଞ୍ଚିଛନ୍ତି ।  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମରେ...

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।