ଭବନେଶ୍ୱର: କେନ୍ଦ୍ର ସରକାର ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍ ଅବଧି ବଢ଼ାଇବା ପରେ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି ରାଜ୍ୟ ସରକାର । ହାଇ ରିସ୍କ ଥିବା ୯ଟି ଜିଲ୍ଲାର ସହରାଞ୍ଚଳରେ କୌଣସି ମତେ ଘରୋଇ ଗାଡ଼ି ଚଳାଚଳ କରିପାରିବ ନାହିଁ। କେବଳ ଜରୁରୀକାଳୀନ ଓ ଅତ୍ୟାବଶ୍ୟକ ସେବା ପାଇଁ...
ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଠାରେ ଥିବା କୁକୁରିକାନି ସରକାରୀ ମେଡିକାଲ ନିକଟରେ ଏକ କାର ଧକ୍କାରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ମହିଳାଙ୍କ ନାଁ ଲତା ବେହେରା। ତାଙ୍କ ଘର କୁତାବଗା ଗାଁରେ। ଏହି ଦୁର୍ଘଟଣାରେ ଲତାଙ୍କ ଝିଅ(ରେଣୁ) ଗୁରୁତର ଆହାତ ହୋଇଛନ୍ତି। ଖବର ଅନୁଯାୟୀ, ଲତା...
ଭୁବନେଶ୍ୱର: ସହରାଞ୍ଚଳର ଗରିବ ଲୋକଙ୍କ ପାଇଁ ବଡ଼ ଘୋଷଣା। ସହରାଞ୍ଚଳର ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ ଘୋଷଣା ହେଲା ୧୦୦ କୋଟି ଟଙ୍କାର ପ୍ୟାକେଜ୍। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଜି ଏନେଇ ଘୋଷଣା ହୋଇଛି। URBAN WAGE EMPLOYMENT INITIATIVE ନାମକ ଶ୍ରମ ଭିିତ୍ତିକ...
ଉହାନ: କରୋନା ଅଧିକରୁ ଅଧିକ ରାଜ୍ୟରେ ନିଜର କାୟା ବିସ୍ତାର କରିସାରିଲାଣି। ୟୁରୋପ ଓ ଆମେରିକାରେ ଏହି ଭାଇରସ ଆତଙ୍କ ଖେଳାଇ ଦେଇଛି। ଏହି ଭାଇରସର ଉତ୍ପତିସ୍ଥଳ ଚୀନର ଉହାନ ସହର ସ୍ଥିତ ଭେଟ ମାର୍କେଟ ବୋଲି କୁହାଯାଉଛି। ତେବେ ଆମେରିକା ସମେତ ଅନେକ ରାଷ୍ଟ୍ର ଉହାନର ଏକ...
ଭୁବନେଶ୍ୱର: ରାଜ୍ୟରେ କରୋନା ହଟସ୍ପଟ ପାଲଟିଛି ରାଜଧାନୀ ଭୁବନେଶ୍ୱର। ଅନ୍ୟାନ୍ୟ ଜିଲ୍ଲା ତୁଳନାରେ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ। ତେଣୁ ରାଜଧାନ ଭୁବନେଶ୍ୱରକୁ କରୋନା କବଳରୁ ସମ୍ପୂର୍ଣ୍ଣ ମୁକ୍ତ କରିବା ପାଇଁ ଅଣ୍ଟା ଭିଡିଛି ପ୍ରଶାସନ। ଭୁବନେଶ୍ୱରରେ ନମୂନା ପରୀକ୍ଷା ଜୋରଦାର କରାଯିବା ସହ ସପ୍ତାହକ ମଧ୍ୟରେ...
କେନ୍ଦ୍ରାପଡ଼ା: ଦିବ୍ୟାଙ୍ଗର ଦୁର୍ବଳ ନୁହଁନ୍ତି, ଅକ୍ଷମ ନୁହଁନ୍ତ। ସାଧାରଣ ଲୋକ ଯାହା କରିପାରିବେନି ସେମାନେ ତାହା କରି ଦେଖାଇ ପାରିବେ। ଏହାର ଆଉ ଏକ ପ୍ରମାଣ ହେଉଛନ୍ତି ମିନତି ବାରିକ୍। କେନ୍ଦ୍ରାପଡା ରାଜକନିକା ବାଜପୁର ଗାଁର ଓ୍ୱାଡ଼ ସଭ୍ୟା ମିନତି ବାରିକ। ଦୁଇ ଗୋଡରେ ଠିଆ ହୋଇ ଚାଲିବାକୁ...
ଭୁବନେଶ୍ୱର: ସାରା ବିଶ୍ୱରେ ଏପରିକି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାବେଳେ ଓଡ଼ିଶା ପାଇଁ ଆଶ୍ୱସ୍ତିକର ଖବର। ଗତ ତିନି ଦିନ ଭିତରେ ରାଜ୍ୟରେ ଜଣେ ହେଲେ ବି ଚିହ୍ନଟ ହୋଇ ନାହାନ୍ତି କରୋନା ପଜିଟିଭ୍ । ଗତ ୧୫ ତାରିଖରେ ରାଜ୍ୟର ମୋଟ ୧୧ ଶହ ୯୭...
ପୁରୀ: ଯେଉଁ ଶ୍ରୀମନ୍ଦିର ଦିନେ ଗହଳଚହଳରେ ଫାଟି ଫଡୁଥିଲା ଆଜି ସେଠି ନିରବତାର ରାଜୁତି। କାଳିଆକୁ ଦର୍ଶନ ନ କରି ଭକ୍ତ ବି ହତାଶ । କରୋନା କଟକଣା ଭକ୍ତ-ଭଗବାନଙ୍କ ମଧ୍ୟରେ ଯେମିତି ବାଡ ପକେଇ ଦେଇଛି। ଭକ୍ତଙ୍କ ପାଇଁ ସିନା ମନ୍ଦିର ମନା। ହେଲେ କାଳିଆର ରୀତିନୀତି...
ଭୁବନେଶ୍ୱର: ଲକଡାଉନ୍ ନିୟମ ଜାରି ରହିଥିବା ବେଳେ କେଉଁ ସରକାରୀ କର୍ମଚାରୀ ଅଫିସ ଆସିବେ, କିଏ ଘରେ ରହି କାମ କରିବେ ସେ ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏହି ନୂଆ ନିୟମ ଏପ୍ରିଲ ୨୦ରୁ ମେ‘ ୩ ତାରିଖ ପର୍ଯ୍ୟନ୍ତ ଲାଗୁ ହେବ ବୋଲି ସାଧାରଣ...
ପୁରୀ: ପୁରୀ ଶ୍ରୀମନ୍ଦିରର ପ୍ରତି ସେବାୟତ ପରିବାରକୁ ମିଳିବ ୫ ହଜାର ଟଙ୍କାର ସହାୟତା। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସେବାୟତଙ୍କ ପରିବାରକୁ ସହାୟତା ନେଇ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ ସୂଚନା ଦେଇଛନ୍ତି। ସେବାୟତଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଏହି ଟଙ୍କା ଟ୍ରାନ୍ସଫର କରାଯିବ। ଏନେଇ ଶ୍ରୀମନ୍ଦିର...
ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରରେ ସେନାକୁ ମିଳିଛି ସଫଳତା। ଯବାନଙ୍କ ଗୁଳିରେ ୨ ଆତଙ୍କୀ ନିପାତ ହୋଇଛନ୍ତି। ଗତକାଲି ରାତିରୁ ସୋପିଆନ୍ ଜିଲ୍ଲା ଡାଇରୋ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା। ଡାଇରୋ ଗାଁରେ ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିବା ପରେ ସିଆରପିଏଫ୍, ୪୪ ରାଷ୍ଟ୍ରୀୟ ରାଇଫଲ୍...