• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

Minati Mishra

Freelancer

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by Minati Mishra

lockdown-1
ଆଜିଠାରୁ କୋହଳ ହେବ କଟକଣା; ଜାଣନ୍ତୁ, କେଉଁ କେଉଁ କାମ ହେବ ସ୍ୱାଭାବିକ

ଭୁବନେଶ୍ୱର: ଦ୍ୱିତୀୟ ପର୍ଯ୍ୟାୟ  ଲକ୍‌ଡାଉନ କଟକଣା ଆଜିଠାରୁ କୋହଳ ହେବ । ଅଣସମ୍ବେଦନଶୀଳ କ୍ଷେତ୍ରକୁ ଗୁରୁତ୍ୱ ଦେଇ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । କୃଷି କାର୍ଯ୍ୟକ୍ରମ ସହ ଖୋଲିବ ସରକାରୀ ଅଫିସ। ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ ହେବ ।କୃଷିକାର୍ଯ୍ୟରେ ବିହନ, ସାର, କୀଟନାଶକ ଓ ଆବଶ୍ୟକ...

chin
କରୋନା ଅପଡେଟ୍‌: ଭଦ୍ରକରୁ ୫, ବାଲେଶ୍ୱରରୁ ୨

ଭୁବନେଶ୍ୱର: କରୋନାକୁ ନେଇ ଆଜି ମିଳିଛି ଏକ ଚିନ୍ତାଜନକ ଖବର। ଆଜି ରାଜ୍ୟରୁ ପୁଣି ୭ ପଜିଟିଭ ଚିହ୍ନଟ ହୋଇଛନ୍ତି।   ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ ସାଇଟ୍‌ରେ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୮ରେ ପହଞ୍ଚିଲା।...

goa
ଦେଶର ପ୍ରଥମ କରୋନା ମୁକ୍ତ ରାଜ୍ୟ ହେଲା ଗୋଆ

ଗୋଆ: କରୋନା ଭୟ ଦେଶବାସୀଙ୍କ ଚିନ୍ତା ବଢାଇ ଦେଇଥିବାବେଳେ ଆସିଛି ଏକ ଖୁସି ଖବର। ଭାରତରେ କରୋନାକୁ ସମ୍ପୂର୍ଣ୍ଣ ମାତ୍‌ ଦେବାରେ ସଫଳ ହୋଇଛି ଗୋଆ ।  ବର୍ତ୍ତମାନ ପାଇଁ କରୋନା ମୁକ୍ତ ହୋଇଛି ଗୋଆ। ଏଠାରେ ସମସ୍ତ ଆକ୍ରାନ୍ତ ସୁସ୍ଥ ହୋଇଥିବା ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ...

delhi
ନୂଆଦିଲ୍ଲୀ: ୨୪ ଘଣ୍ଟାରେ ଆସିଲା ୧୧୦ ନୂଆ ମାମଲା

ନୂଆଦିଲ୍ଲୀ:ଦେଶରେ କରୋନା ଭାଇରସର ପ୍ରଭାବ ଦିନକୁ ଦିନ ଭୟଙ୍କର ରୂପ ନେଉଛି । ଭାରତରେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୫୧୯ ଛୁଇଁଲାଣି । ୧୦ ହଜାରରୁ ଅଧିକ ଲୋକ ସଂକ୍ରମିତ ହେଲେଣି । ଇତିମଧ୍ୟରେ ରାଜଧାନୀ ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା୨୦୦୩ରେ ପହଞ୍ଚିଲାଣି । ଦିଲ୍ଲୀରେ ଗତ ୨୪...

oitv
ପାଣିରୁ ମିଳିଲା କରୋନା ଭୂତାଣୁ !

ପ୍ୟାରିସ୍‌‌: ପାଣିରେ କରୋନା ଭୂତାଣୁ ! ତାହା ପୁଣି ପିଇବା ପାଣିରୁ । ପ୍ୟାରିସ୍‌‌ରୁ ଆସିଛି ଚିନ୍ତାଜନକ ଖବର। ଯଦିଓ ପାନୀୟ ଜଳରେ କରୋନା ଭାଇରସ ସଂକ୍ରମଣର କୌଣସି ଭୟ ନାହିଁ ବୋଲି ସ୍ଥାନୀୟ ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି ଯେ, ତଥାପି ପାଣରେ କରୋନା ଭାଇରସ ଠାବ ହେବା...

taronto
ପୋଲିସ୍ ପୋଷାକଧାରୀ ଆତତାୟୀଙ୍କ ଗୁଳିମାଡ, ୧୬ ମୃତ

ଟୋରୋଣ୍ଟୋ: କାନାଡାର ଉତ୍ତରପୂର୍ବ ଅଞ୍ଚଳ ନୋଭା ସ୍କୋଟିଆରେ ଆଜି ପୁଲିସ୍ ପୋଷାକ ପିନ୍ଧି ଜଣେ ଆତତାୟୀ ଲୋକଙ୍କ ଉପରକୁ ଆଖିବୁଜା ଗୁଳି ମାଡ଼ କରିଛି। ଏଥିରେ ୧୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ମହିଳା ପୁଲିସ୍‌...

jaganatha mandir
କରୋନା କଟକଣା ଭାଙ୍ଗି ସସ୍‌ପେଣ୍ଡ ହେଲେ ଆଇଆଇସି

ପୁରୀ: ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ କଟକଣା ଲାଗିଥିବାବେଳେ, ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅଧିକାରୀ ଓ ତାଙ୍କ ପରିବାର ଲୋକେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରି ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ଏ ନେଇ ଖବର ପ୍ରକାଶ ପାଇବା ପରେ ଘଟଣାର ତୀବ୍ର ସମାଲୋଚନା କରାଯାଇଥିଲା। ଏହି ଘଟଣା...

corona-virus-w
ବଢିଲା କରୋନା ଚିନ୍ତା; ରାଜ୍ୟରେ ପୁଣି ୭ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: କରୋନାକୁ ନେଇ  ଓଡ଼ିଶାରେ ଏକ ପ୍ରକାର ଆଶ୍ୱସ୍ତିକର ସ୍ଥିତି ସୃଷ୍ଟି ହେବାକୁ ଯାଉଥିବାବେଳେ ଆଜି ସକାଳୁ ମିଳିଛି ଏକ ଚିନ୍ତାଜନକ ଖବର। ଆଜି ରାଜ୍ୟରୁ ଆଉ ୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ ସାଇଟ୍‌ରେ...

mihir-t
ଅରାଗଡ଼ରେ ବୌଦ୍ଧ ବିହାର

ଆଜି ବିଶ୍ୱ ଐତିହ୍ୟ ଦିବସ। ପ୍ରତି ବର୍ଷ ଏପ୍ରିଲ୍‌ ୧୮ ତାରିଖରେ ଏହି ଦିବସ ପାଳନ କରାଯାଉଛି। ବିଶ୍ୱ ଐତିହ୍ୟ ସ୍ଥାନର ସଂରକ୍ଷଣ ଓ ଏହାର ପ୍ରଚାର ପ୍ରସାର ଲାଗି ଏହି ଦିବସ ପାଳନ କରାଯାଏ। ଏବର୍ଷ ବିଶ୍ୱ ଐତିହ୍ୟ ଦିବସର ଥିମ୍‌ ରହିଛି- ଶେୟାର୍‌ କଲ୍‌ଚର, ଶେୟାର୍‌...

Untitled-4
ଦଶମ ଶ୍ରେଣୀ ପିଲାଙ୍କ ପାଇଁ ଦୂରଦର୍ଶନରେ ପାଠପଢା

ଭୁବନେଶ୍ୱର: କରୋନା ପାଇଁ ଲକ୍ ଡାଉନ୍ ଜାରି ରହିଥିବାରୁ ପିଲାଙ୍କ ପାଠପଢାରେ ବ୍ୟାଘାତ ସୃଷ୍ଟି ହେଉଛି । ଫଳରେ ଦୂରଦର୍ଶନ ଜରିଆରେ ଦଶମ ଶ୍ରଣୀ ପିଲାଙ୍କୁ ପାଠ ପଢାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୨୦ ତାରିଖରୁ ଏଡୁସାଟ୍ ପକ୍ଷରୁ ପ୍ରସ୍ତୁତ ଭିଡିଓର ପୁନଃ ପ୍ରସାରଣ ପାଇଁ ନିଷ୍ପତ୍ତି...

pratap
ରଥଯାତ୍ରା ପରିଚାଳନା ନେଇ ମୁଖ୍ୟମନ୍ତ୍ରୀକୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର:ଆସନ୍ତା ଜୁନ୍ ୨୩ ତାରିଖରେ ପଡ଼ୁଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ରଥଯାତ୍ରା କୋଟି କୋଟି ଓଡ଼ିଆଙ୍କ ଭାବାବେଗ ସହିତ ଜଡ଼ିତ। କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଲକଡାଉନ୍ ଜାରି ରହିଛି । ଏଭଳି ସ୍ଥିତିରେ ଶହ ଶହ ବର୍ଷର ପରମ୍ପରା ରଥଯାତ୍ରା ଅନୁଷ୍ଠିତ ହେବାର ଆବଶ୍ୟକତା...

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।