ମୁମ୍ବାଇ: ମୁମ୍ବାଇରେ ହୋଇପାରେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଶେଷକୃତ୍ୟ। କପୁର ହସ୍ପିଟାଲ୍ରେ ମୃତଦେହ ବ୍ୟବଚ୍ଛେଦ ପରେ ଆଜି ପରିବାର ଲୋକଙ୍କୁ ତାଙ୍କର ମୃତଦେହ ହସ୍ତାନ୍ତର କରାଯିବ । ସୁଶାନ୍ତଙ୍କ ବାପା ଓ ସମ୍ପର୍କୀୟମାନେ ମୁମ୍ବାଇରେ ପହଞ୍ଚି ଯାଇଛନ୍ତି। ପୋଲିସ୍ର ପ୍ରାଥମିକ ତଦନ୍ତରେ ସୁଶାନ୍ତଙ୍କ ଆତ୍ମହତ୍ୟା ଥିଓରୀ ସାମ୍ନାକୁ...
ନୂଆଦିଲ୍ଲୀ: ଲଗାତାର ନବମ ଦିନରେ ବଢ଼ିଛି ତୈଳ ଦର। ପେଟ୍ରୋଲ ଲିଟର ପିଛା ୪୮ ପଇସା ବଢିଛି। ସେହିପରି ଡିଜେଲ୍ ଲିଟର ପିଛା ୫୯ ପଇସା ବୃଦ୍ଧି ପାଇଛି। ଏହାପରେ ଏବେ ରାଜଧାନୀ ଦିଲ୍ଲୀରେ ରବିବାର ପେଟ୍ରୋଲ ଲିଟର ପିଛା ଦର ପହଞ୍ଚିଛି ୭୬ ଟଙ୍କା ୨୬ ପଇସାରେ...
ମୁମ୍ବଇ: ଜୁନର ୨ୟ ରବିବାର ସିନେ ପ୍ରେମୀଙ୍କ ପାଇଁ ଆଣିଥିଲା ଏକ ଦୁଃଖଦ ଖବର । ଅଳ୍ପ ଦିନ ଭିତରେ ଅନେକ ଦର୍ଶକଙ୍କ ମନକୁ ଜିତି ପାରିଥିବା ସୁଶାନ୍ତ ସିଂ ରାଜପୁତ୍ ଆତ୍ମହତ୍ୟା କରିଥିଲେ । ମୁମ୍ବଇ ସ୍ଥିତ ନିଜ ଘରେ ଫାଶି ଲଗାଇ ଦେଇଥିଲେ । ଏହି...
ପାରଳାଖେମୁଣ୍ଡି: ପୁଣି ଚର୍ଚ୍ଚାରେ ଗଜପତି ଜିଲ୍ଲାର ଏସ୍ପି ସାରା ଶର୍ମା । କେତେବେଳେ ଗୀତ ଗାଇ ତ କେତେବେଳେ ବ୍ୟାୟାମ ଶିଖାଇ ଚର୍ଚ୍ଚାକୁ ଆସିଥିବା ଏସ୍ପି ସାରା ଶର୍ମା ଏବେ ଏକ ଅବେହଳିତ ଗାଁକୁ ପୋଷ୍ୟ ଭାବେ ଗ୍ରହଣ କରି ଚର୍ଚ୍ଚାକୁ ଆସିଛନ୍ତି। ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ...
ପୁରୀ: ଜଗନ୍ନାଥଙ୍କ ସେବାରେ ନିଜକୁ ସାମିଲ କରିଛି ବୟନିକା। କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ଶ୍ରୀମନ୍ଦିର ସେବାୟତଙ୍କୁ ମାସ୍କ ବଣ୍ଟନ କରିବ ବୟନିକା । ସେବାୟତଙ୍କ ସୁରକ୍ଷା ପାଇଁ ଶ୍ରୀମନ୍ଦିର ପ୍ରଶାସନ ସମସ୍ତ ସେବାୟତଙ୍କୁ ମାସ୍କ ଯୋଗାଇ ଦେବାପାଇଁ ସ୍ଥିର କରିଛନ୍ତି । ଏଥିପାଇଁ ବୟନିକାକୁ ୫ହଜାର ମାସ୍କ...
କରୋନା ଭୟ ସମସ୍ତଙ୍କୁ ଘାରିଛି। ଆବଶ୍ୟକ ନ ପଡିଲେ ଲୋକେ ଘରୁ ବାହାରୁ ନାହାନ୍ତି। ତେବେ କରୋନା ଲକ୍ଡାଉନ ସମୟରେ ଯଦି କିଏ ସବୁଠାରୁ ବେଶି କଷ୍ଟ ପାଉଥାନ୍ତି, ସେମାନେ ହେଉଛନ୍ତି ଛୋଟ ପିଲା। କାରଣ ବାପା-ମା’ କେବେ ବି ସେମାନଙ୍କୁ ବାହାରକୁ ଯିବାକୁ ଅନୁମତି ଦେବେନି। କେତେ...
ନୂଆଦିଲ୍ଲୀ: କରୋନା ସଙ୍କଟ ସମୟରେ କାରବାର ବନ୍ଦ। ବେପାର ବଣିଜ ମାନ୍ଦା। ଦେଶ ଅର୍ଥନୀତିରେ ଏକପ୍ରକାର ମାନ୍ଦାବସ୍ତା ଆସି ଯାଇଛି। ଭାରତୀୟ ଅର୍ଥନୀତି ପାଇଁ ଖୁସି ଖବର ରହିଛି । ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ୫ ଜୁନ୍ ସୁଦ୍ଧା ପାଞ୍ଚ ଶହ ବିଲିଅନ ବା ଅଧ ଟ୍ରିଲିଅନ...
ଅହମ୍ମଦାବାଦ: ବର୍ଷକର ଛୁଆଟିଏ। ଘର ଅଗଣାରେ ଖେଳୁଥିଲା। ହେଲେ ଖେଳରୁ ଖେଳରୁ ଘଟିଲା ଅଜବ କାଣ୍ଡ। ଛୋଟ ପିଲାଟିର ମୁଣ୍ଡରେ ପଶିଗଲା ପ୍ରେସରକୁକର। ଗୁଜରାଟର ଭାବନଗରରେ ଘଟିଛି ଏପରି ଅଭାବନୀୟ ଘଟଣା। ପିଲାଟିର ମୁଣ୍ଡକୁ କାଢିବା ପାଇଁ ପରିବାର ଲୋକେ ବହୁ ଚେଷ୍ଟା କରିଥିଲେ। ହେଲେ କାଢି ପାରିନ...
ନୂଆଦିଲ୍ଲୀ: ଶନିବାର ଦିନ ସପ୍ତମ ଦିନ ପାଇଁ ପେଟ୍ରୋଲ, ଡିଜେଲ ଦର ପୁଣି ବୃଦ୍ଧି ପାଇଛି। ଆଜି ମୂଲ୍ୟ ସଂଶୋଧନ ପରେ ପେଟ୍ରୋଲ ୫୯ରୁ ୬୧ ପଇସା ବଢିଥିବାବେଳେ ହୋଇଥିବାବେଳେ ଦେଶର ପ୍ରମୁଖ ସହରଗୁଡ଼ିକରେ ଡିଜେଲ ମୂଲ୍ୟ ୫୦ରୁ ୬୦ ବୃଦ୍ଧି ପାଇଛି। ଗତ ୬ ଦିନ ମଧ୍ୟରେ...
ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ ସଂଘାତିକ ରୂପ ନେଉଛି କରୋନା ସଂକ୍ରମଣ। ଗୋଟିଏ ଦିନରେ ସର୍ବାଧିକ ୧୧ ହଜାର ୪୫୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ସଂକ୍ରମିତ ସଂଖ୍ୟା ୩ ଲକ୍ଷ ଟପିଛି । ଏବେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୮ ହଜାର...
ନୂଆଦିଲ୍ଲୀ: ବେସରକାରୀ ନିଯୁକ୍ତିଦାତାଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ। ଲକଡାଉନ ସମୟରେ ଶ୍ରମିକମାନଙ୍କୁ ପାଉଣା ଦେଇପାରିନଥିବା ଘରୋଇ ନିଯୁକ୍ତିଦାତାଙ୍କ ବିରୋଧରେ ଜୁଲାଇ ଶେଷ ପର୍ଯ୍ୟନ୍ତ କୌଣସି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ନାହିଁ । ଏ ସମ୍ପର୍କିତ ଏକାଧିକ ମାମଲାରେ ଶୁଣାଣି କରି ଆଜି ସୁପ୍ରିମକୋର୍ଟ ଏହି ରାୟ...
ନବରଙ୍ଗପୁର:ନବରଙ୍ଗପୁରରେ ଜନନୀ ଯନ୍ତ୍ରଣାର ଶେଷ ନାହିଁ। ନକଲି ଡାକ୍ତରଙ୍କ ଦ୍ୱାରା ଚିକିତ୍ସିତ ହୋଇ ଜଣେ ଗର୍ଭବତୀଙ୍କ ମୃତ୍ୟୁ ଘଟିଛି। ଏପରି ଅଭାବନୀୟ ଘଟଣା ଘଟିଛି ନବରଂଗପୁର ରାଇଘର ବ୍ଲକର ହାତୀଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କମକାଢଡ଼ଗି ଗ୍ରାମରେ । ଅଭିଯୋଗ ଅନୁସାରେ, ଗର୍ଭବତୀ ଜଣକ ୩ ମାସର ଗର୍ଭବତୀ...
ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ଡାକ୍ତରଙ୍କ ବଡ଼ ସଫଳତା । ଆମେରିକାରେ ପ୍ରଥମ ଥର ଫୁସଫୁସ୍ ପ୍ରତିରୋପଣ କରି ବିଦେଶରେ ଭାରତର ଗୌରବ ବଢାଇଛନ୍ତି ଡା. ଅଙ୍କିତ ଭାରତ। ଆମେରିକାରେ କରୋନା ସଂକ୍ରମଣରେ ଜଣେ ୨୦ ବର୍ଷିୟ ଯୁବତୀଙ୍କ ଫୁସଫୁସ୍ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିଲା । ତାଙ୍କର ଜୀବନ...
ନୂଆଦିଲ୍ଲୀ: ଇବ୍ ନଦୀ ଉପରେ ଛତିଶଗଡ଼ର ଦାଦାଗିରି । ପ୍ରଥମେ ଇବ ନଦୀର ଉପର ମୁଣ୍ଡରେ ଏକ ହାଇଡ୍ରୋ ପାଓ୍ୱାର ପ୍ରୋଜେକ୍ଟ ଏବଂ ତା ତଳକୁ ଏକ ଜଳସେଚନ ପ୍ରକଳ୍ପ କରି ପାଣିକୁ ଅଟକାଇଥିଲା ଛତିଶଗଡ । ଆଉ ଏବେ ପୁଣିଥରେ ସୁନ୍ଦରଗଡ଼ ସୀମାନ୍ତ ସମଡମାଠାରେ ୧୭ କୋଟି...
ବେଜିଂ: ଲଦାଖରେ ଉତ୍ତେଜନା ଦୂର କରିବା ପାଇଁ ଚକ୍କରରେ ଚୀନର ସରକାରୀ ମିଡିଆ ପୁଣି ଥରେ ଭାରତକୁ ଧମକ ଦେଇଛି। ଭାରତ ନିରପେକ୍ଷତା ପାଳନ କରିବା ସହ ଆମରିକାଠାରୁ ଦୂରେଇ ରହିବା ପାଇଁ ଚେତାବନୀ ଦେଇଛି। ଚୀନର ସରକାରୀ ଖବରକାଗଜ ଗ୍ଲାବାଲ ଟାଇମ୍ସ କହିଛି, ଭାରତ ଚୀନକୁ ବିରୋଧ...
ବେଜିଂ: ଚାଇନାରେ ଅବିବାହିତ ପୁରୁଷଙ୍କ ସଂଖ୍ୟା ବୃଦ୍ଧି ସଙ୍କଟର କାରଣ ପାଲଟିଛି। ଲିଙ୍ଗଗତ ଅସମାନତା ହେତୁ ଚୀନ୍ର ଅବସ୍ଥା ଏତେ ଖରାପ ହୋଇଛି ଯେ ୨୦୫୦ ସୁଦ୍ଧା ୩୦ ନିୟୁତ ପୁରୁଷ ଅବିବାହିତ ରହିବେ। ଏହି ସଙ୍କଟର ସମାଧାନ ପାଇଁ ଜଣେ ଚାଇନାର ଜଣେ ପ୍ରଫେସର କ୍ରାନ୍ତିକାରୀ ପରିବର୍ତ୍ତନ...
ନୁଆଦିଲ୍ଲୀ: ଜୁନ୍ ୨୧ ତାରିଖରେ ପଡିବ ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ। ସୂର୍ଯ୍ୟପରାଗ ରିଙ୍ଗ ଅଫ ଫାୟର ପରି ଦୃଶ୍ୟ ହେବ। ଏହି ସୂର୍ଯ୍ୟପରାଗ ଯୋଗୁଁ ଦିନ ବି ରାତି ପରି ଲାଗିବ। ସୂର୍ଯ୍ୟପରାଗ ୨୧ ତାରିଖ ସକାଳ ୯ଟାରୁ ଆରମ୍ଭ ହୋଇ ଅପରାହ୍ନ ୩ଟା ପଯ୍ୟନ୍ତ ରହିବ।...