• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

Minati Mishra

Freelancer

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by Minati Mishra

_ ଭାତରେ ବିଷ ଦେଲେ ବାପା
ପତ୍ନୀ ଓ ପିଲାଙ୍କୁ ବିଷ ଖୁଆଇଦେଲା ବାପା

ମାଲକାନଗିରି: ଜିଲ୍ଲା ମାଥିଲି କାଳିଆ ନାଏକଗୁଡ଼ାରେ ବିଷ ଖାଇ ପରିବାରର ୫ ଜଣ ଅସୁସ୍ଥ ହୋଇଛନ୍ତି। ଗାଁ ଲୋକଙ୍କ ସହାୟତାରେ ସେମାନଙ୍କୁ ମାଥିଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରୁତରଙ୍କ ମଧ୍ୟରେ ଅଭିଯୁକ୍ତଙ୍କ ୨ ଝିଅ, ଗୋଟିଏ ପୁଅ, ସ୍ତ୍ରୀ ଓ ଭାଇ ଅଛନ୍ତି। ଗତକାଲି ରାତିରେ ପରିବାରର ସମସ୍ତେ...

123456789
ସୁଶାନ୍ତଙ୍କ ପରି ଏମାନେ ଅଦିନରେ ମଉଳି ଯାଇଛନ୍ତି

ମୁମ୍ବଇ: ବଲିଉଡ୍‌ର ଅନେକ ଫିଲ୍ମରେ କାମ କରି ଦର୍ଶକଙ୍କ ମନକୁ ଜିତିଥିବା ଅଭିନେତା ସୁଶାନ୍ତି ସିଂହ ରାଜପୁତଙ୍କ ଅକାଳ ବିୟୋଗରେ କେବଳ ବଲିଉଡ କାନ୍ଦୁନି । ସାରା ଦେଶରେ ଥିବା ତାଙ୍କ ପ୍ରଶଂସକ ସ୍ତବ୍ଧ ହୋଇଯାଇଛନ୍ତି । ଏମିତି ଏକ ଘଟଣାକୁ କେହି ବିଶ୍ୱାସ କରିପାରୁ ନାହାନ୍ତି ।...

bank
ବ୍ୟାଙ୍କର କାଚ ଡୋରରେ ପିଟି ହୋଇ ଚାଲିଗଲା ମହିଳାଙ୍କ ଜୀବନ

ଥିରୁଅନନ୍ତପୁରମ୍‌: କେରଳର ଏର୍ଣ୍ଣାକୁଲମରେ ଘଟିଛି ଏକ ଦୁଃଖଦ ଘଟଣା।  ବ୍ୟାଙ୍କର ପ୍ରବେଶ ପଥରେ ଲାଗିଥିବା କାଚ କବାଟରେ ପିଟି ହୋଇ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ମହିଳା ଜଣଙ୍କ ଟଙ୍କା ଜମା କରିବା ଲାଗି ବ୍ୟାଙ୍କକୁ ଯାଇଥିଲେ।  ହେଲେ ତରବରରେ ସ୍କୁଟିର ଚାବି ନେବାକୁ ଭୁଲି ଯାଇଥିଲେ। ଡିପୋଜିଟ୍...

LAC
LACରେ ଭାରତ-ଚୀନ ସେନା ମୁହାଁମୁହିଁ, ୩ ଯବାନ ସହିଦ

ନୂଆଦିଲ୍ଲୀ:ଭାରତ-ଚୀନ୍ ସୀମାନ୍ତ LAC ନିକଟରେ ମୁହାଁମୁହିଁ ହୋଇଛନ୍ତି ଦୁଇଦେଶର ସେନା।  ଚୀନ ସେନା ପୁଣି ଦାଦାଗିରି ଦେଖାଇଛି। ଚୀନ ସେନାର ଆକ୍ରମଣରେ  ୩ ଭାରତୀୟ ଯବାନ ସହିଦ ହୋଇଛନ୍ତି। ସୂଚନାଥାଉ କି, ଗତକାଲି ରାତିରେ ହଠାତ୍‌ ଗାଲବାନ ଘାଟିରେ ଚୀନ-ଭାରତ ସେନା ମୁହାଁମୁହିଁ ହୋଇଥିଲେ। ଚୀନ ସେନା ପକ୍ଷରୁ...

pak-india
ଭାରତୀୟ ଦୂତାବାସ କର୍ମଚାରୀଙ୍କୁ ଅପହରଣ ପରେ ଦିଆଯାଇଥିଲା ଅକଥନୀୟ ନିର୍ଯାତନା

ନୂଆଦିଲ୍ଲୀ: ଭାରତୀୟ ଦୂତାବାସର ୨ ଜଣ କର୍ମଚାରୀ ଡ୍ୟୁଟିରେ ଥିବାବେଳେ ଗତକାଲି ପାକିସ୍ତାନରୁ ନିଖୋଜ ହୋଇଯାଇଥିଲେ। ପରେ ଇସ୍‌ଲାମବାଦ ପୋଲିସ ପକ୍ଷରୁ କୁହାଯାଇଥିଲା, ଏକ ରାସ୍ତା ଦୁର୍ଘଟଣା ମାମଲାରେ ପାକିସ୍ତାନ ପୋଲିସ ୨ ଭାରତୀୟ ଦୂତାବାସ କର୍ମଚାରୀଙ୍କୁ ଅଟକ ରଖିଥିଲା। କିନ୍ତୁ ଏ ନେଇ ଭାରତୀୟ ଦୂତାବାସକୁ କୌଣସି...

corona ward
କରୋନା ଓ୍ୱାର୍ଡରେ ସିସିଟିଭି ଲଗାଇବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦିଲ୍ଲୀର ହସ୍ପିଟାଲଗୁଡ଼ିକରେ ଥିବା କରୋନା ଓ୍ୱାର୍ଡରେ ସିସିଟିଭି ଲଗାଇବାକୁ ଦିଲ୍ଲୀ ସରକାର ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନିର୍ଦ୍ଦେଶ ପରେ ମୁଖ୍ୟ ଶାସନ ସଚିବଙ୍କ ପକ୍ଷରୁ ଏନେଇ ସଂପୃକ୍ତ ହସ୍ପିଟାଲକୁ ଜଣାଇ ଦିଆଯାଇଛି । ଆକ୍ରାନ୍ତଙ୍କ ଚିକିତ୍ସା ଅନୁଧ୍ୟାନ ଲାଗି ସିସିଟିଭି ଲଗାଇବାକୁ ଶାହ...

odishatv
ରାଜ୍ୟରେ ପୁଣି ୧୦୮ କରୋନା ରୋଗୀ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଜି ଆଉ ୧୦୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।  ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୧୬୩କୁ ବୃଦ୍ଧି ପାଇଛି। ଆଜି ଚିହ୍ନଟ ହୋଇଥିବା ୧୦୮ ଜଣଙ୍କ ମଧ୍ୟରୁ ୯୫...

sushant singh rajput suicide
ସୁଶାନ୍ତଙ୍କ ବିୟୋଗ ସହି ନ ପାରି ପ୍ରାଣ ହାରିଲେ ଭାଉଜ

ନୂଆଦିଲ୍ଲୀ:ବଲିଉଡ ଆକ୍ଟର ସୁଶାନ୍ତ ସିଂ ରାଜପୁତ୍‌ଙ୍କ ଅକସ୍ମାତ ବିୟୋଗରେ ଯେମିତି ଭାଙ୍ଗିପଡ଼ିଛି ସାରା ଦେଶ। ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖୁନି।  ତେବେ ଏପରି ସମୟରେ ତାଙ୍କ ପରିବାରକୁ ଆଉ ଏକ ଦୁଃଖ। ସୁଶାନ୍ତଙ୍କ ଏପରି ଅକାଳ ବିୟୋଗକୁ ସହି ନ ପାରି ଆଖିବୁଜିଛନ୍ତି ତାଙ୍କ ପରିବାରର ଆଉ...

encounter
ସୋପିଆନରେ ଏନ୍‌କାଉଣ୍ଟର: ୩ ଆତଙ୍କୀ ସଫା

ଶ୍ରୀନଗର:ଜମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ସଫଳତା । ଆଜି ଜମ୍ମୁ କାଶ୍ମୀର ସୋପିଆନ୍ ଅଞ୍ଚଳର ତୁକର୍ଓାଙ୍ଗମରେ ଏହି ଏନ୍‌କାଉଣ୍ଟର ହୋଇଛି । ଏଥିରେ ୩ ଆତଙ୍କୀଙ୍କ ନିପାତ କରିଛନ୍ତି ଭାରତୀୟ ସୁରକ୍ଷାବଳ।  ଘଟଣାସ୍ଥଳରୁ AK-47 ଏବଂ ଏକ ଇନସାସ୍ ରାଇଫଲ ଜବତ ହୋଇଛି। ତୁକର୍ଓାଙ୍ଗମ୍ ଅଞ୍ଚଳରେ ଆତଙ୍କବାଦୀ ଲୁଚିଥିବା ଖବରପାଇ...

car
କାର ଭିତରେ ଖେଳୁଥିଲେ କୁନି କୁନି ଶିଶୁ, ଡୋର ଲକ୍‌ ପଡ଼ିଗଲା

ଲକ୍ଷ୍ନୌ: ଏମିତି ବି ଆସେ ମୃତ୍ୟୁ। କୁନି କୁନି ପିଲା କାର୍‌ ଭିତରେ ଖେଳୁଥିଲେ। ହେଲେ ସେମାନେ ଜାଣି  ନ ଥିଲେ କାର ଭିତରେ ତାଙ୍କପାଇଁ ଏମିତି ମୃତ୍ୟୁ ଜଗି ବସିଛି ବୋଲି। ହଠାତ୍‌ କାର୍‌ ଲକ୍‌ ପଡ଼ିଗଲା। ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଶିଶୁଙ୍କ ଜୀବନ। ଘଟଣା...

ଶ୍ରୀଜିଉଙ୍କ ଚକାବିଜେ ନୀତି
ଆଜି ଅଣସରଘରେ ଉଠି ବସିବେ ଶ୍ରୀଜିଉ

ପୁରୀ: ଆଜି ଶ୍ରୀଜିଉଙ୍କ ଚକାବିଜେ ନୀତି। ମହାସ୍ନାନ ସାରି ଅସୁସ୍ଥ ହୋଇ ପଡ଼ିଥିଲେ ବ୍ରହ୍ମାଣ୍ଡ ଠାକୁର।  ଅଣସରରେ ଶୋଇ ରହିଥିଲେ ଶ୍ରୀଜିଉ ।  ଫୁଲୁରି ତେଲ ଓ ଓଷୁଅ ଲାଗି ପରେ ଆଜି  ସାମାନ୍ୟ ସୁସ୍ଥ ହୋଇଛନ୍ତି ଠାକୁର। ଆଜି ପରେ ଉଠି ବସିବେ। ଅଣସର ଘରର ପୂର୍ବ...

susanta
କାହିଁକି ଆତ୍ମହତ୍ୟା କଲେ ସୁଶାନ୍ତ ? ମାନସିକ ଅବସାଦ ନା ଆଉ କିଛି ?

ମୁମ୍ବଇ: କାହିିଁକି ଏମିତି ଅବେଳରେ ଝଡ଼ିଗଲେ ବଲିଉଡର ଏଇ ଉଜ୍ଜ୍ୱଳ ତାରକା ? ଅବସାଦରୁ ଆତ୍ମହତ୍ୟା ନା ଆଉ କିଛି ? ଯଦି ଅବସାଦ ତାହେଲେ କାରଣ କଣ? ମୁମ୍ବାଇ କ୍ରାଇମ୍‌ ବ୍ରାଞ୍ଚ  ଏ ଦିଗରେ ତଦନ୍ତକୁ ଆଗକୁ ବଢ଼ାଇ ସୁଶାନ୍ତଙ୍କ ସାଥି ରିଆ ଚକ୍ରବର୍ତ୍ତୀ, ମହେଶ ସେଟ୍ଟୀଙ୍କ...

corona-test
୧୫ ମିନିଟ୍‌ରେ ହେବ କରୋନା ଟେଷ୍ଟ

ନୂଆଦିଲ୍ଲୀ: କଣ୍ଟେନମେଣ୍ଟ ଜୋନରେ କୋଭିଡ ପରୀକ୍ଷଣ ପାଇଁ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ୍ କିଟ୍ ବ୍ୟବହାର କରିବାକୁ ସୁପାରିଶ କରିଛି ICMR । ରାପିଡ ଆଣ୍ଟିଜେନ ଟେଷ୍ଟରେ ନେଗେଟିଭ ଆସିଥିଲେ, ଏହା ପଛକୁ RT-PCR ଟେଷ୍ଟ କରିବା ଉଚିତ । ଏହା ପରେ ଯଦି କୌଣସି ବ୍ୟକ୍ତି ପଜିଟିଭ ଚିହ୍ନଟ...

ସକାଳର ମୁଖ୍ୟ ଖବର
ଆଜି ସକାଳର ମୁଖ୍ୟଖବର

୧) ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ନେଇ ଚିନ୍ତା: ଆଜିଠୁ କରୋନା ଲକ୍ଷଣ ପାଇଁ ଘର ଘର ବୁଲି ସର୍ଭେ କରିବେ ଆଶା ଦିଦି ଓ ANM କର୍ମୀ।  କରୋନା ଲକ୍ଷଣର ହେବ ଯାଞ୍ଚ, ଜୁଲାଇ ୩୧ ପର୍ଯ୍ୟନ୍ତ ଚାଲିବ କାର୍ଯ୍ୟକ୍ରମ।.. ୨) ଦେଶରେ ବୃଦ୍ଧି ପାଉଛି କରୋନାର...

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।