ପୁରୀ: ବର୍ଷକରେ ଏଇ କିଛିଦିନ କୋଳାହଳମୟ ହୋଇଉଠେ ପ୍ରଭୁ ଅଲାରନାଥଙ୍କ ପୀଠ। ହେଲେ ଏଥର ଖାଁ ଖାଁ ପୁରୀ ଜିଲ୍ଲା ବ୍ରହ୍ମଗିରି ସ୍ଥିତ ଶ୍ରୀ ଅଲାରନାଥଙ୍କ ମନ୍ଦିର। ଭକ୍ତଙ୍କ ଗହଳ ନାହିଁ। କେବଳ ଯାହା ଅଳ୍ପକିଛି ସେବକଙ୍କ ଗହଣରେ ଠାକୁରଙ୍କ ନୀତିକାନ୍ତି ଚାଲିଛି। ଶ୍ରୀଜୀଉ ଦେବସ୍ନାନ ପୂର୍ଣ୍ଣିମାରେ ମହାସ୍ନାନ...
ପୁରୀ: ସ୍ନାନଯାତ୍ରା ସାରି ଭକ୍ତଙ୍କୁ ଗଜାନନ ବେଶରେ ଦର୍ଶନ ଦେବା ପରେ ଅଣସର ପିଣ୍ଡିକୁ ବାହୁଡ଼ି ଯାଇଛନ୍ତି ଶ୍ରୀଜୀଉ। ଖାଁ ଖାଁ ବଡଦାଣ୍ଡ। ଭକ୍ତଙ୍କ ଭିଡ଼ ନଥିଲା କି ସେବାୟତଙ୍କ କୋଳାହଳ ନ ଥିଲା। ଖାଁ ଖାଁ ପରିବେଶରେ ମହାସ୍ନାନ କରିଥିଲେ କାଳିଆ ଠାକୁର। ୧୦୮ ଗରା ସୁବାସିତ...
ନୂଆଦିଲ୍ଲୀ: ଭାରତରେ ଅଣାୟତ୍ତ ହେଉଛି କରେନା । ଇତିମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୩୬ ହଜାର ୬୫୭କୁ ବୃଦ୍ଧି ପାଇଲାଣି। ଗତକାଲି ଗୋଟିଏ ଦିନରେ ୯୮୮୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୯୪ଜଣଙ୍କ ମୃତ୍ୟୁ ଘଟିଛି। ବିଶେଷ କରି ଦିଲ୍ଲୀରେ ପରିସ୍ଥିତି ସାଂଘାତିକ ହୋଇଛି। ଏଠାରେ ଉହାନ...
ପୁରୀ: ମହାପ୍ରଭୁଙ୍କର ଆଜି ସ୍ନାନଯାତ୍ରା ଚାଲିଥିବା ବେଳେ ଛେରା ପହରା ପାଇଁ ଆସିନଥିଲେ ଗଜପତି ମହାରାଜ । ତାଙ୍କ ବଦଳରେ ମୁଦିରଥଙ୍କ ହାତରେ ଏହି ନୀତି ସମ୍ପନ୍ନ ହୋଇଥିଲା । ମଇଲମ, ମକାପ ସର୍ବାଙ୍ଗ ଏବଂ ନୂଆଲଗା ବେଶ ପରେ ସମ୍ପନ୍ନ ହୋଇଥିଲା ଛେରା ପହଁରା। ତେବେ ଗଜପତି...
ଥିରୁଅନନ୍ତପୁମ୍: କେରଳ ପଲକ୍କଡ ଜିଲ୍ଲାରେ ଗର୍ଭବତୀ ହାତୀ ହତ୍ୟା ଘଟଣାରେ ଜଣେ ଗିରଫ ହୋଇଛନ୍ତି। କେରଳ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କେ.ରାଜୁ ଏହି ସୂଚନା ଦେଇଛନ୍ତି । ଗତକାଲି ଏ ସଂକ୍ରାନ୍ତରେ ରାଜ୍ୟ ସରକାରକୁ ରିପୋର୍ଟ ମାଗିଥିଲେ କେନ୍ଦ୍ର ସରକାର । ଏପରିକି ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼...
ନ୍ୟୁୟର୍କ: ପୋଲିସ ହେପାଜତ୍ରେ ଥିବା କୃଷ୍ଣକାୟ ବ୍ୟକ୍ତି ଜର୍ଜ ଫ୍ଲୟଡଙ୍କର ମୃତ୍ୟୁକୁ ନେଇ ସାରା ଆମେରିକା ଜଳୁଛି। ଏହି ସମୟରେ ଜମେଲ ଫ୍ଲୟଡ ନାମକ ଆଉ ଜଣେ କୃଷ୍ଣକାୟ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ନ୍ୟୁୟର୍କ ସହରରେ ଏକ ଫେଡେରାଲ ଜେଲ୍ରେ ଅଧିକାରୀମାନେ ଜଣେ କଏଦୀଙ୍କ ଉପରକୁ ନିର୍ଦ୍ଦୟ ଭାବେ...
ନୂଆଦିଲ୍ଲୀ:କରୋନା ମୁକାବିଲା ପାଇଁ ମାସ୍କ ପିନ୍ଧିବା କରାଯାଇଛି ବାଧ୍ୟତାମୂଳକ। ମାସ୍କ ନ ପିନ୍ଧିଲେ ଫାଇନ। ଏହି ନିୟମରୁ ବାଦ ପଡ଼ି ନାହାନ୍ତି ପୋଲିସ ଅଫିସର । ମାସ୍କ ପିନ୍ଧି ନ ଥିବାରୁ ଦିଲ୍ଲୀର ଜଣେ ଏଏସଆଇଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି ଡିସିପି। ଡିସିପିଙ୍କର ଏପରି କଡା କାର୍ଯ୍ୟାନୁଷ୍ଠାନକୁ ନେଇ...
ନୂଆଦିଲ୍ଲୀ: ରୂପେଲି ପରଦାରେ ହିରୋଙ୍କ ଗ୍ଲାମର ପିଲାକୁ କେମିତି ବାଟବଣା କରେ ତାହାର ଏକ ଉଦାହରଣ। ଫିଲ୍ମରେ ହରୋଙ୍କ କାର୍ଯ୍ୟକଳାପକୁ ଦେଖି ଦେଖି ବିଭୋର ହୋଇଯାଇଥିଲା କୋମଳମତି ପିଲାଟି। ପ୍ରତି ହିରୋଙ୍କ ଭିତରେ ସେ ନିଜକୁ ହିଁ ଦେଖୁଥିଲା । ହିରୋଙ୍କ ଗ୍ଲାମର, ଷ୍ଟଣ୍ଟ ଦେଖି ଧିରେ ଧିରେ...
ଆଜି ପବିତ୍ର ସ୍ନାନଯାତ୍ରା । ୧୦୮ ସୁନା କଳସରେ ପାଣି ଆସିବ। ସ୍ନାନବେଦି ଉପରେ ବସି ମହାପ୍ରଭୁ କରିବେ ମହାସ୍ନାନ। ଏହି ଦିବ୍ୟ ଦୃଶ୍ୟ ଦେଖି ଭକ୍ତ ହେବେ ବିଭୋର। ମହାପ୍ରଭୁଙ୍କର ଏଇ ନୀତିକାନ୍ତି ଯେତେ ବୁଝିଲେ ବି ଅବୁଝା ଲାଗେ। ଯେତେ ଶୁଣିଲେ ବି ନୂଆ ଲାଗେ।...
ଆଜି ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣମୀ ବା ସ୍ନାନ ପୂର୍ଣ୍ଣମୀ । ଦାରୁ ବିଗ୍ରହମାନଙ୍କ ଜନ୍ମ ତିଥି ଭାବେ ବିବେଚିତ ଏହି ତିଥି । ସ୍ନାନବେଦି ଉପରେ ୧୦୮ ଗରା ସୁବାସିତ ଜଳରେ ଦିବ୍ୟ ସ୍ନାନ କରିବେ ଚତୁର୍ଦ୍ଧା ମୂରତି। କରୋନା କଟକଣା ଯୋଗୁ ଦୀର୍ଘଦିନ ଧରି ଭକ୍ତ ମହାପ୍ରଭୁଙ୍କ...
ପୁରୀ: ଆଜି ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣମୀ ବା ସ୍ନାନ ପୂର୍ଣ୍ଣମୀ । ଦାରୁ ବିଗ୍ରହମାନଙ୍କ ଜନ୍ମ ତିଥି ଭାବେ ବିବେଚିତ । ସେଥିପାଇଁ ଆଧାତ୍ମିକମୟ ହୋଇଛି ଶ୍ରୀକ୍ଷେତ୍ର। ଚଳଚଞ୍ଚଳ ହୋଇଉଠିଛି ଶ୍ରୀମନ୍ଦିର। ଆଜି ମହାପ୍ରଭୁଙ୍କ ସ୍ନାନ ନୀତି । ୧୦୮ ଗରା ସୁବାସିତ ଜଳରେ ଦିବ୍ୟ ସ୍ନାନ କରିବେ...
ସ୍ନାନଯାତ୍ରା-ରଥଯାତ୍ରାର ଆଦ୍ୟ ପର୍ବ। ଏହି ଦିନରୁ ହିଁ ଆରମ୍ଭ ହୋଇଥାଏ ଶ୍ରୀଜିଉଙ୍କ ରଥଯାତ୍ରା ପର୍ବ। ଆଜି ସ୍ନାନମଣ୍ଡପରେ ସ୍ନାନ କରିବେ ତିନି ଠାକୁର। ସଜେଇ ହେଇଛି ସ୍ନାନ ବେଦି। ସେ ବି ମହାପ୍ରଭୁଙ୍କ ସ୍ପର୍ଶ ପାଇବା ପାଇଁ ଆତୁର। ମହାପ୍ରଭୁ ସ୍ନାନବେଦିରେ ବିଜେ କଲା ପରେ ସୁନା କୂଅରୁ...
ଘୋଷଯାତ୍ରାର ପ୍ରଥମ ପର୍ବ ସ୍ନାନଯାତ୍ରା । ସ୍ନାନମଣ୍ଡପରେ ମହାପ୍ରଭୁଙ୍କ ମହାସ୍ନାନ ଦେଇ ପବିତ୍ର ହେବ ଭକ୍ତଙ୍କ ଚର୍ମଚକ୍ଷୁ । ବଡ ଭାଇ ଓ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ଝୁଲି ଝୁଲି କାଳିଆ ଠାକୁର ଆସିଗଲେଣି ସ୍ନାନ ମଣ୍ଡପକୁ । ରାଘବଦାସ ମଠରୁ ପ୍ରସ୍ତୁତ ହୋଇଥିବା ଗଜାନନ ବେଶର...
ନୂଆଦଲ୍ଲୀ:ଆଗାମୀ କିଛି ଦିନ ଭିତରେ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ପ୍ରତ୍ୟର୍ପଣ କରିପାରେ ଲଣ୍ଡନ। ଅନ୍ତର୍ଜାତିକ ଗଣମାଧ୍ୟମ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ପ୍ରତ୍ୟର୍ପଣ ସମ୍ପର୍କିତ ସମସ୍ତ ଔପଚାରିକତା ଶେଷ ହୋଇଛି। ଭାରତ ସରକାର ତାଙ୍କୁ ଯେ କୌଣସି ମୁହୂର୍ତ୍ତରେ ଲଣ୍ଡନରୁ ଆଣିପାରନ୍ତି। ସୂଚନାଥାଉ କି, ମେ’୧୪ରେ ମାଲ୍ୟା ଭାରତ...
ନୟାଗଡ଼: ଡାକ୍ତରଖାନାରେ ଥିଲା ଚକାଚକ୍। ବହୁ କୋଟି ଟଙ୍କା ବ୍ୟୟରେ ଅଳ୍ପଦିନ ତଳା ନିର୍ମାଣ କରାଯାଇଛି। ହେଲେ ଭିତରେ ଅନେକ ଅବ୍ୟବସ୍ଥା। ଏହି ନବନିର୍ମିତ ଡାକ୍ତରଖାନାରେ ବିଦ୍ୟୁତ୍ ସୁବିଧା ଉପଲବ୍ଧ ନାହିଁ। ଏପଟେ ଗୁରୁତର ଅବସ୍ଥାରେ ଆସିଥିବା ଜଣେ ରୋଗୀ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ଶେଷରେ ବାଧ୍ୟ...
ଭୁବନେଶ୍ୱର: ଇସ୍ତଫାପତ୍ର ପ୍ରତ୍ୟାହାର କରିନେଲେ ଜଗନ୍ନାଥ ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ପରେ ସେ ତାଙ୍କ ନିଷ୍ପତ୍ତି ବଦଳାଇଛନ୍ତି । ଭୁବନେଶ୍ୱର ବିଜେପି ସଭାପତି ଚୟନରେ ଅସନ୍ତୁଷ୍ଟ ହୋଇ ଗତକାଲି ଦଳରୁ ଇସ୍ତଫା ଦେଇଥିଲେ ଜଗନ୍ନାଥ। ତେବେ ଗତକାଲି ବିଜେପି ରାଜ୍ୟ ନେତୃବୃନ୍ଦଙ୍କ ସହ ଆଲୋଚନା...