ନୈନିତାଲ୍:‘ଚୀନ୍ ଉପରେ କେବେ ବି ବିଶ୍ୱାସ କରାଯାଇ ନ ପାରେ। ବିଶ୍ୱାସଘାତକତା କରିବା ଚୀନର ପୁରୁଣା ଅଭ୍ୟାସ। ବନ୍ଧୁତା ପାଇଁ ଆଗକୁ ହାତ ବଢାଇବା ଆଉ ପଛପଟୁ ଛୁରା ବି ଭୂଷିବ। ଏମିତି ପୂର୍ବରୁ ବି ହୋଇସାରିଛି। ଏବେ ମାମଲା ଆଲୋଚନା ମାଧ୍ୟମରେ ଯଦି ତୁଟୁନି ତେବେ ଭାରତକୁ...
ନୂଆଦିଲ୍ଲୀ: ୪୧ କୋଇଲା ଖଣିର ବ୍ୟାବସାୟିକ ନିଲାମୀ ଅବସରରେ ଦେଶବାସୀଙ୍କୁ ଉଦ୍ବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ କହିଛନ୍ତି, କରୋନା ସଙ୍କଟ ଆମକୁ ଆତ୍ମନିର୍ଭରଶୀଳ ହେବାକୁ ଶିକ୍ଷା ଦେଇଛି। ଅସୁବିଧାକୁ ସୁଯୋଗରେ ପରିବର୍ତ୍ତନ କରିବାକୁ ହେବ । ସେ କହିଛନ୍ତି, ଶକ୍ତି କ୍ଷେତ୍ରରେ ସ୍ୱାବଲମ୍ବୀ ହେବାକୁ ଆଜି...
ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢ଼ି ଚାଲିଛି କରୋନା। ଆଜି ୨୪ ଘଣ୍ଟାରେ ଦେଶରେ ୩୩୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ହଜାର ୮୮୧ ଆକ୍ରାନ୍ତ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ୧୨ ହଜାର ୨୩୭ରେ ପହଞ୍ଚିଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ...
ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ପ୍ରଶ୍ନ ଉଠିଛି । ଏଥି ସହିତ, ଅନେକ ଲୋକ ନିଜର ଖୋଲାମତ ଦେବାକୁ ଆଗେଇ ଆସିଛନ୍ତି । କିଛି ଲୋକ ସେମାନଙ୍କ ଉଦାସୀନତାକୁ ସମସ୍ତଙ୍କ ସାମ୍ନାରେ ସ୍ୱୀକାର କରିଛନ୍ତି। ଏପରି ସମୟରେ ସ୍ୱର୍ଗତ ଅଭିନେତ୍ରୀ ଜିଆ ଖାନଙ୍କ...
ଲଣ୍ଡନ: ଲାଗୁଛି ଯେମିତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ଙ୍କ ବେଳା ଖରାପ ପଡ଼ିଛି ! କିଛି ଦିନ ତଳେ କରୋନାରେ ପୀଡିତ ହୋଇ ମୃତ୍ୟୁ ସହ ସଂଘର୍ଷ କରୁଥିଲେ। ସେଥିରୁ ସୁସ୍ଥ ହୋଇ ନିଜ କାର୍ଯ୍ୟାଳୟକୁ ଫେରିଥିଲେ। ଏବେ ଏକ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ବୋରିସଙ୍କ କାର...
ମିଳିତ ଜାତିସଂଘ: ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟଭାବେ ନିର୍ବାଚିତ ହୋଇଛି ଭାରତ । ଭୋଟିଂ ପ୍ରକ୍ରିୟାରେ ଜାତିସଂଘର ୧୯୩ ଜଣ ସଦସ୍ୟଙ୍କ ମଧ୍ୟରୁ ଭାରତକୁ ୧୮୪ଜଣଙ୍କ ସମର୍ଥନ ମିଳିଥିଲା । ୨୦୨୧ ଜାନୁଆରୀ ପହିଲାରୁ ଭାରତ ଦୁଇ ବର୍ଷ ପାଇଁ ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ...
ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତ୍ଙ୍କ ଅକଳା ବିୟୋଗରେ ବଲିଉଡ୍ରେ ପରିବାରବାଦକୁ ନେଇ ଏବେ ନିଆଁ ଜଳୁଛି। ସୁଶାନ୍ତଙ୍କ ମୃତ୍ୟୁ ପାଇଁ ଲୋକେ କରଣ ଜୋହର ଏବଂ ସଲମାନଙ୍କ ପରି ଅନେକ କଳାକାରଙ୍କୁ ଦାୟୀ କରୁଛନ୍ତି। ହେଲେ କରଣ ଜୋହରଙ୍କ ପାଇଁ ସଫେଇ ଦେବାକୁ ସାମ୍ନାକୁ ଆସି ବଲିଉଡ୍ର ଜଣାଶୁଣା...
ନୂଆଦିଲ୍ଲୀ: ଗଲୱାନ ଭ୍ୟାଲିରେ ଚାଇନା ସହ ସଂଘର୍ଷରେ ୨୦ ଭାରତୀୟ ଯବାନ ସହିଦ ହୋଇଛନ୍ତି। ଭାରତର ଜବାବୀ ଆକ୍ରମଣରେ ୪୫ ଚୀନ ସେନା ନିହତ ହୋଇଛନ୍ତି। ତେବେ ଏକାଧିକ ଭାରତୀୟ ସେନା ନିଖୋଜ ଥିବା ଜଣାପଡ଼ିଛି। ଏଥିସହିତ ୪ ଜଣ ଭାରତୀୟ ଯବାନ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା...
ନୂଆଦିଲ୍ଲୀ: ସୁଚିନ୍ତିତ ଯୋଜନା କରି ନିରସ୍ତ୍ର ଭାରତୀୟ ସେନାଙ୍କୁ ଆକ୍ରମଣ କରିଥିବା ଚୀନ ବିରୋଧରେ ସାରା ଦେଶରେ ଜଳୁଛି ନିଆଁ। ସୀମାନ୍ତରେ ଚୀନର ଦାଦାଗିରିକୁ ସବୁ ମହଲରେ ବିରୋଧ କରାଯାଇଛି। ଆଜି ଉତ୍ତରପ୍ରଦେଶର ବାରଣାସୀରେ ଏହାକୁ ନେଇ ବିରୋଧ କରିବା ସହ ଜଳାପୋଡା କରିଛନ୍ତି। ଚୀନର ବିଭିନ୍ନ ସାମଗ୍ରୀକୁ...
ନୂଆଦିଲ୍ଲୀ: ଗଲଓ୍ୱାନ ଉପତ୍ୟକାରେ ସହିଦ ହୋଇଛନ୍ତି ୨୦ ଭାରତୀୟ ଯବାନ। ଭାରତୀୟ ସେନାଙ୍କ ଜବାବି ଆକ୍ରମଣରେ ଚୀନର ୪୫ ସୈନିକ ନିହତ ହୋଇଛନ୍ତି । ସୀମାନ୍ତରେ ସହିଦ ୨୦ ଭାରତୀୟ ଯବାନଙ୍କ ନାଁ ସରକାର ପକ୍ଷରୁ ପ୍ରକାଶ କରାଯାଇଛି । ଏହି ସହିଦଙ୍କ ମଧ୍ୟରେ ଓଡ଼ିଶାର ଦୁଇଜଣ ଯବାନ...
ନୂଆଦିଲ୍ଲୀ: ଗଲଓ୍ୱନ ଉପତ୍ୟକାରେ ଭାରତ ଚୀନ ସେନାର ସଂଘର୍ଷ ପରେ ଏହି ଅଂଚଳରେ ପ୍ରଥମଥର ଲାଗି ସାର୍ବଭୌମତ୍ୱ ଜାହିର କରିଛି ଚୀନ। ପୂର୍ବରୁ ଏହି ଅଞ୍ଚଳକୁ ନିଜର ବୋଲି କେବେ ବି କହିନଥିଲା ଚୀନ। ସେପଟେ ଲଦାଖ ଗାଲଓ୍ୱାନ ଭ୍ୟାଲିରେ ଭାରତ-ଚୀନ ସେନା ରକ୍ତାକ୍ତ ସଂଘର୍ଷ ପରେ ପରିସ୍ଥିତି...
ନୂଆଦିଲ୍ଲୀ: ଗଲୱାନ ଭ୍ୟାଲିରେ ଭାରତ-ଚୀନ ଯବାନ ସଂଘର୍ଷ ଘଟଣା ପରେ ପ୍ରେସମିଟରେ ମୁହଁଟାଣ ଦେଖାଇଲେ ଚୀନ । ପ୍ରେସ୍ମିଟ୍ରେ ବୈଦେଶିକ ବ୍ୟାପାର ମୁଖପାତ୍ର ଗାଲୱାନ ଭ୍ୟାଲିକୁ ଚୀନ୍ର ବୋଲି କହିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ଝାଓ ଲିଜିଆନ କହିଛନ୍ତି, ଭାରତ ଯବାନ ବଦମାସୀ କରିଛନ୍ତି । ଅଯଥା...
ସାହିବଗଞ୍ଜ: ଭାରତ-ଚୀନ ବର୍ଡର ଲଦାଖର ଗଲୱାନୀ ଭାରତ-ଚୀନ ସେନାର ରକ୍ତାକ୍ତ ସଂଘର୍ଷରେ ୨୦ ଭାରତୀୟ ଯବାନ ସହିଦ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ଝାରଖଣ୍ଡ ସାହିବଜଞ୍ଜ ଜିଲ୍ଲା ସଦର ଡାହିବ ଗାଁର କୁନ୍ଦନ କୁମାର ଓଝା। ୨୬ ବର୍ଷ ବୟସ୍କ କୁନ୍ଦନଙ୍କ ମୃତ୍ୟୁରେ ତାଙ୍କ ପରିବାରରେ ଶୋକର ଛାୟା...
ନୂଆଦିଲ୍ଲୀ: ଗଲଓ୍ୱନ ଉପତ୍ୟକାରେ ଭାରତ ଚୀନ ସେନାର ସଂଘର୍ଷ ପରେ ଏହି ଅଂଚଳରେ ପ୍ରଥମଥର ଲାଗି ସାର୍ବଭୌମତ୍ୱ ଜାହିର କରିଛି ଚୀନ। ପୂର୍ବରୁ ଏହି ଅଞ୍ଚଳକୁ ନିଜର ବୋଲି କେବେ ବି କହିନଥିଲା ଚୀନ। ସେପଟେ ଲଦାଖ ଗାଲଓ୍ୱାନ ଭ୍ୟାଲିରେ ଭାରତ-ଚୀନ ସେନା ରକ୍ତାକ୍ତ ସଂଘର୍ଷ ପରେ ପରିସ୍ଥିତି...
ନୂଆଦିଲ୍ଲୀ: ଧୋକାବାଜ ଚୀନ ସୋମବାର ରାତିରେ ନିରସ୍ତ୍ର ଭାରତୀୟ ସୈନ୍ୟଙ୍କ ଉପରକୁ ଗଲୱାନ ଘାଟିରେ ଆକ୍ରମଣ କରବା ପାଇଁ ପୂରା ଯୋଜନା ପ୍ରସ୍ତୁତ କରି ଆସିଥିଲା। ଲୁହା ରଡ୍ ଏବଂ ଲାଠି ଧରି ରକ୍ତମୁଖା ଚୀନସେନା ୧୬ ବିହାର ରେଜିମେଣ୍ଟର ଜବାନଙ୍କୁ ପ୍ରହାର କରିବା ଆରମ୍ଭ କରି ଦେଇଥିଲେ।...
ଛପରା:ଗତକାଲି ଖବର ମିଳିଥିଲା ପୁଅ ସହିଦ ହୋଇଯାଇଛି। ଖେଳି ଯାଇଥିଲା ଶୋକର ଲହରି । ପରିବାର ଲୋକଙ୍କ କାନ୍ଦରେ ଭିଜୁଥିଲା ଘର ଅଗଣା। ହେଲେ ଆଜି ସେଇ ଘରେ ଖୁସିର ଜୁଆର। କାରଣ ଆଜି ସକାଳୁ ଖବର ଆସିଛି ଛପରାର ଲାଲ୍ ସୁନିଲ ରାୟ ସୀମାରେ ସହିଦ୍ ହୋଇନାହାନ୍ତି।...
ନୂଆଦିଲ୍ଲୀ: ଦେଶରେ ଭୟଙ୍କର ରୂପ ନେଇଛି କରୋନା । ଆଜି କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୧, ୯୦୩କୁ ବୃଦ୍ଧି ପାଇଛି। ଦେଶରେ ୨୪ ଘଣ୍ଟା ମଧ୍ୟରେ ସର୍ବାଧତ୍କ ୧୦ ହଜାର ୯୭୪ ଆକ୍ରାନ୍ତ ହୋଇଥିବାବେଳେ ୨୦୦୩ ଜୀବନ ଯାଇଛି। ଏଥିସହିତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ...
ଭୁବନେଶ୍ୱର: ରାଜ୍ୟରେ ଆଜି ଆଉ ୧୭୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରେ ୨୧ ଅଗ୍ନିଶମ କର୍ମଚାରୀ ଅଛନ୍ତି। ଏଥିମଧ୍ୟରୁ କ୍ୱାରେଣ୍ଟିନ କେନ୍ଦ୍ରର ୧୪୫ ହୋଇଥିବାବେଳେ ୩୦ଟି ଲୋକାଲ୍ କେସ୍ ରହିଥିବା ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି...