• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

Minati Mishra

Freelancer

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by Minati Mishra

32323
ଆଇପିଏଲ୍‌ ମ୍ୟାଚ ଆୟୋଜନ ନେଇ ଏମିତି ସୂଚନା ଦେଲେ ସୌରଭ

ନୂଆଦିଲ୍ଲୀ: କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର। ଚଳିତ ବର୍ଷ ଆୟୋଜନ ହୋଇପାରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ । ଆଇପିଏଲ୍ ଆୟୋଜନ ନେଇ ଏବେ ସମସ୍ତ ପ୍ରକାର ଉଦ୍ୟମ ଚାଲିଥିବା କହିଛନ୍ତି BCCI ସଭାପତି ସୌରଭ ଗାଙ୍ଗୁଲି । କିନ୍ତୁ ଷ୍ଟାଡିୟମରେ ବସି ଦର୍ଶକ ମ୍ୟାଚର ମଜା ଉଠାଇ...

434343
ଅଣସରରେ ଚାଲିଛି ମହାପ୍ରଭୁଙ୍କ ଔଷଧୀୟ ଉପଚାର

ପୁରୀ: ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଏବେ ଅଣସର ଘରେ ଜ୍ୱରରେ ପୀଡିତ ଜଗତରନାଥ ପ୍ରଭୁ ଜଗନ୍ନାଥ ।ଶ୍ରୀଜୀଉଙ୍କ ଜ୍ୱର ଉପଶମ ପାଇଁ ଚାଲିଛି ଗୁପ୍ତ ସେବା । ଅଣସର ଘରେ ଅବସ୍ଥାନ କରିଥିବା ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଗତକାଲି ଫୁଲୁରୀ ତେଲ ଲାଗି ହୋଇଥିଲା।...

nit
ଦେଶର ଶ୍ରେଷ୍ଠ ୪୦ ଶିକ୍ଷାନୁଷ୍ଠାନ ତାଲିକାରେ ସ୍ଥାନ ପାଇଲା ରାଉରକେଲା NIT

ନୂଆଦିଲ୍ଲୀ:ଦେଶର ଶ୍ରେଷ୍ଠ ୫୦ ଶିକ୍ଷାନୁଷ୍ଠାନ ତାଲିକାରେ ଓଡିଶାରୁ ତିନିଟି ପ୍ରତିଷ୍ଠିତ ପ୍ରତିଷ୍ଠାନ ନିଜ ସ୍ଥାନ ସୁରକ୍ଷିତ କରି ପାରିଛନ୍ତି ।  ତା ମଧ୍ୟରୁ ଏନଆଇଟି ରାଉରକେଲା ୩୨ତମ ସ୍ଥାନରେ ରହିଛି।  ଏ ନେଇ କେନ୍ଦ୍ର ସରକାରଙ୍କ National Institutional Ranking Framework(NIRF) ଏକ ରିପୋର୍ଟ ଗୁରୁବାର ପ୍ରକାଶ କରିଛି।...

border
ଏନକାଉଣ୍ଟର ବେଳେ ଖସି ପଳାଇଲେ ୨ ଆତଙ୍କୀ

ଶ୍ରୀନଗର: କାଶ୍ମୀରରେ ଏନକାଉଣ୍ଟର ବେଳେ ଖସି ପଳାଇଲେ ୨ ଆତଙ୍କବାଦୀ।  ଜମ୍ମୁ ଓ କାଶ୍ମୀର ବଡଗାମ ଜିଲ୍ଲା ପଠାନପୋରା ଅଞ୍ଚଳରେ ଗୁଳି ବିନିମୟ ବେଳେ ସୁରକ୍ଷାକର୍ମୀଙ୍କ ଉପରକୁ ଗ୍ରେନେଡ ଫିଙ୍ଗି ଖସି ପଳାଇବାରେ ସକ୍ଷମ ହୋଇଛନ୍ତି ୨ ଆତଙ୍କୀ। ଘଟଣାସ୍ଥଳରେ ଗୋଟିଏ ପିସ୍ତଲ, ସିକ୍ସ ମାଗାଜିନ୍ ଏକେ ରାଇଫଲ...

bhubaneswar corona update
ଭୁବନେଶ୍ୱରରୁ ପୁଣି ଚିହ୍ନଟ ହେଲେ ୨ କରୋନା ରୋଗୀ

ଭୁବନେଶ୍ୱର: ଭୁବନେଶ୍ୱରରେ ଆଜି ପୁଣି ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଜଣେ ଡାକ୍ତରଖାନାରେ ଥିବାବେଳେ ଜଣେ ହୋମ କ୍ୱାରେଣ୍ଟିନ୍‌ରେ ଥିଲେ।  ୨ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଆପୋଲୋ ହସ୍ପିଟାଲ କର୍ମଚାରୀ ଥିବା ବେଳେ ଅନ୍ୟ ଜଣେ ନୟାପଲ୍ଲୀ ଶ୍ରୀରାମ ବିହାର ଆପର୍ଟମେଣ୍ଟର ବୋଲି...

high-court
ହାଇକୋର୍ଟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ସାବିତ୍ରୀ ରଥ

କଟକ: ହାଇକୋର୍ଟର ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ସାବିତ୍ରୀ ରଥ। ଆଜି ନିରାଡମ୍ବର ଭାବେ  କନଫରେନ୍ସ ହଲରେ ସାବିତ୍ରୀ ରଥଙ୍କୁ ଶପଥ  ପାଠ କରାଇଲେ ମୁଖ୍ୟ ବିଚାରପତି। ଏହା ପରେ ମୁଖ୍ୟ ବିଚାରପତିଙ୍କୁ ମିଶାଇ ହାଇକୋର୍ଟରେ ବିଚାରପତିଙ୍କ ସଖ୍ୟା ୧୬ ହେଲା। କରୋନା ପାଇଁ ନିରାଡମ୍ବର ଭାବେ...

dog-1
ପୁଣି ବର୍ବରତା ! କୁକୁର ମୁହଁରେ ୭ ଦିନ ଧରି ବନ୍ଧା ହୋଇଥିଲା ପଟି, ଆଉ ତା’ ପରେ..

ଥିରୁଅନନ୍ତପୁରମ୍‌:  କେରଳରେ ପୁଣି ଅମାନବୀୟ ଘଟଣା ! ଗର୍ଭଣୀ ହାତୀକୁ ବାଣଭର୍ତ୍ତି ସପୁରୀ ଖୁଆଇ ମାରିଥିବା ଘଟଣାକୁ ନେଇ ଚର୍ଚ୍ଚା ଥମିନି, ପୁଣି ନିରୀହ ଜୀବଙ୍କ ପ୍ରତି ମଣିଷର ବର୍ବର ଆଚରଣ ସାମ୍ନାକୁ ଆସିଛି। ଦେଖିବାକୁ ମିଳିଛି, ଗୋଟିଏ କୁକୁର ମୁହଁକୁ ଖୁବ୍‌ ଟାଇଟ୍ କରି ବନ୍ଧା ଯାଇଛି...

corona
ଦେଶରେ ଆଜି ସର୍ବାଧିକ କରୋନା ରୋଗୀଙ୍କ ମୃତ୍ୟୁ; ୨୪ ଘଣ୍ଟାରେ ୩୫୭

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଥମିବାର ନାଁ ନେଉନି । ଆଜି ମୃତ ଓ ଆକ୍ରାନ୍ତଙ୍କ ସଂଖ୍ୟା ରେକର୍ଡ ସୃଷ୍ଟି କରଛି।  ଗତ ୨୪ ଘଣ୍ଟାରେ ମଧ୍ୟରେ ପ୍ରାୟ ୧୦ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨...

pak
ବାଲାକୋଟ ଏୟାର ଷ୍ଟ୍ରାଇକର ପ୍ରତିଶୋଧ ନେବାକୁ ସଜ ହେଉଛି ପାକିସ୍ତାନ

ନୂଆଦିଲ୍ଲୀ: ବାଲାକୋଟ ଏୟାର ଷ୍ଟ୍ରାଇକ୍ କଥା‌ ଭୁଲି ପାରୁନି ପାକିସ୍ତାନ । ପରାଜୟର ନିଆଁରେ ଏବେ ବି କୁହୁଳୁଛି। ପ୍ରତିଶୋଧ ପାଇଁ ଏବେ ବି ମଉକା ଖୋଜୁଛି। ସେଥିପାଇଁ ଯୋଜନା ବି ଆରମ୍ଭ କରି ଦେଇଛି। ଜୋରଦାର ଚଲାଇଛି ଯୁଦ୍ଧାଭ୍ୟାସ। ହାଇ ମାର୍କ ଛଦ୍ମନାମରେ ଚାଲିଥିବା ଏହି ଯୁଦ୍ଧ...

11111
ଜଳୁଛି ଅଏଲ ଇଣ୍ଡିଆର ଗ୍ୟାସ କୂଅ; ୨ ଫାୟାର ଫାଇଟରଙ୍କ ମୃତ୍ୟୁ

ଗୌହାଟୀ: ଆସାମ ଅଏଲ ଇଣ୍ଡିଆର ନିଖୋଜ ଥିବା ଦୁଇଜଣ ଫାୟାର ଫାଇଟରଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଆଜି ସେମାନଙ୍କ ମୃତଦେହ ଏନଡିଆରଏଫ ଟିମ୍‌ ନିକଟସ୍ଥ ପୋଖରୀରୁ ଉଦ୍ଧାର କରିଥିବା ଅଏଲ ଇଣ୍ଡିଆ ଆସାମର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଏହି ଘଟଣା ପରେ ଏଠାରେ ଭୟର ବାତାବରଣ ସୃଷ୍ଟି...

siachin
ଚୀନ ମିଡିଆର ପ୍ରଶଂସା-’ଭାରତୀୟ ସେନା ପୃଥିବୀର ସବୁଠାରୁ ଦକ୍ଷ ସେନା’

ନୂଆଦିଲ୍ଲୀ: ଲଦାଖ ସୀମାରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତଜେନା ଲାଗି ରହିଛି । ଏମିତି ଏକ ସମୟରେ ଚୀନ ଭାରତୀୟ ସେନାର ଯେପରି ତାରିଫ କରିଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କ’ଣ ଅଛି ଏହା ପଛର ଉଦ୍ଦେଶ୍ୟ ? ଏବେ ସମସ୍ତଙ୍କ ମନରେ ସେଇ ଗୋଟିଏ ପ୍ରଶ୍ନ...

sports
କୋଭିଡ୍-୧୯ ପାଇଁ କ୍ରିକେଟରେ ବଦଳିଲା ଏସବୁ ନିୟମ

ନୂଆଦିଲ୍ଲୀ:କୋଭିଡ୍-୧୯ ପାଇଁ ବଦଳିଲା କ୍ରିକେଟ ନିୟମ । କରୋନା ସଂକ୍ରମଣକୁ ନଜରରେ ରଖି ଆଇସିସି କିଛି ନିୟମରେ ସଂଶୋଧନ କରିଛି । ଗୋଟିଏ ପାର୍ଶ୍ୱକୁ ସୁୁଇଙ୍ଗ୍ କରିବା ପାଇଁ ବଲରେ ଲାଳ ବା ଛେପ ଲଗାଇବା ବାରଣ କରାଯାଇଛି । ଏହି ନିୟମ ଉଲଂଘନ କଲେ ସମ୍ପୂର୍ଣ୍ଣ ଦଳକୁ...

ladakh
ଲଦାଖରୁ ସେନା ଅପସାରଣ କଲେ ଚୀନ-ଭାରତ

ନୂଆଦିଲ୍ଲୀ:ପୂର୍ବ ଲଦାଖ ବର୍ଡର ପାଖରେ ତିନୋଟି ସ୍ଥାନରେ ଚୀନ-ଭାରତ ନିଜ ନିଜ ସେନାକୁ ପଛକୁ ହଟାଇଛନ୍ତି। ତେବେ ଭାରତ ଏକଥା ସ୍ପଷ୍ଟ କରଛି ଯେ, ଆଇନ ଅଫ ଆକ୍ଚୁଆଲ କଣ୍ଟ୍ରୋଲ (LAC) ରେ ଉତ୍ତେଜନା ସେତିକିବେଳେ ହ୍ରାସ ପାଇବ ଯେତେବେଳେ ଚୀନ ତା’ର ସବୁ ସେନା ଅପସାରଣ କରିବ।...

raurkela
ବିଜୁଳି କାଟରୁ ଗଣ୍ଡଗୋଳ; ୩ RPF  ଯବାନଙ୍କ ସହ ୪ ଗିରଫ

ରାଉରକେଲା: ରାଉରକେଲା ବନ୍ଧମୁଣ୍ଡା ଅଞ୍ଚଳରେ ଏକ ସାଧାରଣ ଘଟଣାକୁ ନେଇ ଗଣ୍ଡଗୋଳ ଘଟଣାରେ ୩ ଜଣ  RPF  ଯବାନ ଗିରଫ ହୋଇଛନ୍ତି। ଏଥିସହିତ ଜଣେଜଣେ ରେଲୱେ କର୍ମଚାରୀଙ୍କୁ ଗିରଫ କରିଛି ବନ୍ଧମୁଣ୍ଡା ପୋଲିସ । ସୂଚନାଥାଉ କି, ଗତ ମେ’ ୨୯ ତାରିଖରେ ରାଉରକେଲା ବନ୍ଧମୁଣ୍ଡା ଅଞ୍ଚଳରେ ଦୀର୍ଘ...

online education
ଅନଲାଇନ୍ ଯୋଗେ ଦେଶର ସବୁକୋଣରେ ପହଞ୍ଚିବ ଶିକ୍ଷା ସୁବିଧା

ନୂଆଦିଲ୍ଲୀ:  କରୋନା ମହାମାରୀ ବେଳେ ଅନଲାଇନ୍ ଶିକ୍ଷା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ଅନ୍‌ଲାଇନ୍ ମାଧ୍ୟମରେ ଦେଶର କୋଣ ଅନୁକୋଣରେ ପହଞ୍ଚିବ ଶିକ୍ଷାର ସୁବିଧା । ଏନ୍‌ସିଇଆରଟିର ସମସ୍ତ ଟିଭି ଚ୍ୟାନେଲରେ ଉପଲବ୍ଧ ହେବ ଡିଜିଟାଲ୍ ପାଠ୍ୟକ୍ରମ। ଏ ନେଇ ରୋଟାରୀ ଇଣ୍ଡିଆ ହ୍ୟୁମାନିଟି ଫାଉଣ୍ଡେସନ ଓ ନାସନାଲ୍...

ଶ୍ରୀଅଙ୍ଗରେ ଲାଗିବ ଫୁଲୁରି ତେଲ
ଆଜି ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗିବ ଫୁଲୁରି ତେଲ

ପୁରୀ: ଆଜି ହେବ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରି ତେଲ । ସ୍ନାନ ପୂର୍ଣ୍ଣମୀରେ ୧୦୮ ଗରା ଜଳ ସ୍ନାନ ପରେ ଏବେ ଜ୍ୱରରେ ପୀଡ଼ିତ ଚତୁର୍ଦ୍ଧାମୂରତି । ଆଉ ଏଇ ପୀଡ଼ା ଲାଘବ ପାଇଁ ଅଣସରର ପଞ୍ଚମୀ ଦିନ ପ୍ରଭୁଙ୍କ ଦେହରେ ହୁଏ ଫୁଲୁରି ତେଲ ଲାଗି...

crocodile
ସାଙ୍ଗର ଜୀବନ ପାଇଁ ମୃତ୍ୟୁ ମୁହଁକୁ ଡେଇଁ ପଡ଼ିଲେ, ଆଉ ତା’ ପରେ...

ଭୋପାଲ: ଭଲ ସାଙ୍ଗଟିଏ ପ୍ରକୃତରେ ଭାଗ୍ୟରେ ଥିଲେ ମିଳିଥାଏ। ଏମିତି ଜଣେ ସାଙ୍ଗକୁ ସେ ହରାଇବାକୁ ଚାହୁଁ ନ ଥିଲେ। ଦେଖିଲେ, ଆଖି ଆଗରେ ମୃତ୍ୟୁ ଆଡକୁ ଟାଣି ହୋଇ ଯାଉଛି ସାଙ୍ଗ। ଏହା ଦେଖି ନିଜ ଜୀବନକୁ ବାଜି ଲଗାଇ ସାଙ୍ଗକୁ ଉଦ୍ଧାର କରି  ଅନାବିଳ ବନ୍ଧୁତ୍ୱର...

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।