ନୂଆଦିଲ୍ଲୀ: ବିଶ୍ୱରେ କରୋନା ସ୍ଥିତି ଚିନ୍ତାଜନକ ହୋଇପଡ଼ିଛି। ଦିନକୁ ଦିନ ମୃତ, ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଅନ୍ୟପକ୍ଷେ ମେଡିସିନ ବା ଭାକ୍ସିନ ବାହାରି ପାରି ନ ଥିବାରୁ ଏହାକୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇ ପଡୁଛି। ଗତ ୨୪ ଘଣ୍ଟାରେ ବିଶ୍ୱରେ କରୋନାରେ ୫ ହଜାରରୁ ଅଧିକ...
କଟକ: ଆତଙ୍କବାଦୀ ସନ୍ଦହେରେ ଗିରଫ ହୋଇଥିବା କଟକ ଜିଲ୍ଲା ଜଗତପୁର ଅଞ୍ଚଳର ଅବଦୁର ରେହମାନ ପାରୋଲରେ ଜେଲ୍ରୁ ବାହାରିଛନ୍ତି। ଚାରି ଘଣ୍ଟା ପାଇଁ ଅବଦୁରକୁ ଜେଲ ବାହାରକୁ ଛଡ଼ା ଯାଇଛି। ମା’ଙ୍କ ଶ୍ରାଦ୍ଧକର୍ମରେ ଯୋଗଦେବାକୁ ସେ ପାରୋଲରେ ଆସିଥିବା ଜଣାଯାଇଛି । ଦିଲ୍ଲୀ କୋର୍ଟଙ୍କ ଆଦେଶ ବଳରେ ତାଙ୍କୁ...
ନୂଆଦିଲ୍ଲୀ: କଂଗ୍ରେସ ସରକାର ଅମଳରେ ଭାରତ ହରାଇଛି ୭୮ ହଜାର ବର୍ଗ କିଲୋମିଟର ଜମି । ଚୀନ୍ ଏବଂ ପାକିସ୍ତାନକୁ ତତ୍କାଳୀନ ସରକାର ଏହି ଜମି ଦେଇ ଦେଇଥିବା ଭଳି ଗୁରୁତର ଅଭିଯୋଗ ଆଣିଛି ବିଜେପି । ଭାରତ-ଚୀନ୍ ସୀମା ବିବାଦ ଲାଗି ରହିଥିବା ବେଳେ ବିଜେପି ଏହି...
ଆଜିକାଲି ପିଲାଙ୍କ ପାଠପଢା ପାଇଁ ସବୁ ବାପା-ମା’ ବ୍ୟସ୍ତ। ପିଲା ଯେପରି ୧୦୦ ପ୍ରତିଶତ ନମ୍ବର ରଖିବ ସେଥିପାଇଁ ଅଭିଭାବକଙ୍କ ମଧ୍ୟରେ ଚାଲିଛି ପ୍ରତିଯୋଗିତା । ଏଥିପାଇଁ ପିଲାକୁ ଶାରୀରିକ ଏବଂ ମାନସିକ ଭାବେ ସୁସ୍ଥ ରଖିବାକୁ ପଡ଼ିବ। ତେଣୁ କେମିତି ସନ୍ତାନର ବ୍ରେନ୍ ସାର୍ପ ଏବଂ ମେମୋରି...
ମେକ୍ସିକୋ ସିଟି: ଦକ୍ଷିଣ ମେକ୍ସିକୋର ସମୁଦ୍ର ନିକଟବର୍ତ୍ତୀ ଅଞ୍ଚଳରେ ମଙ୍ଗଳବାର ଏକ ବଡ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି। ଏହାର ପ୍ରଭାବ ଶହଶହ ମାଇଲ ଦୂରରେ ଥିବା ମେକ୍ସିକୋ ସିଟିରେ ଏହାର ପ୍ରଭାବ ଅନୁଭତ ହୋଇଛି। ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୭.୫ ବୋଲି ଜଣାଯାଇଛି। ଏହାର ଝଟକା...
ନୂଆଦିଲ୍ଲୀ: ଦେଶରେ ଚିନ୍ତା ବଢାଇ ଚାଲିଛି କୋଭିଡ ମାମଲା । ଗତ ୨୪ ଘଣ୍ଟାରେ ଦେଶରେ ୪୬୫ କରୋନା ରୋଗୀଙ୍କ ମୃତ୍ୟୁ ଘଟିଥିବାବେଳେ ୧୬ ହଜାର ନୂଆ ପଜିଟିଭ କେସ୍ ସାମ୍ନାକୁ ଆସିଛି। ଆଜି ସର୍ବାଧିକ ସଂଖ୍ୟକ ପଜିଟିଭ ବାହାରିଥିବାରୁ କରୋନା ସଂକ୍ରମଣ ନେଇ ଚିନ୍ତାରେ ପଡ଼ିଛନ୍ତି ସରକାର। ...
କୋଲକାତା: ପଶ୍ଚିମବଙ୍ଗ ତୃଣମୂଳ କଂଗ୍ରେସ ପାର୍ଟି ବିଧାୟକ ତମୋନାଶ ଘୋଷଙ୍କର ବୁଧବାର ପରଲୋକ ହୋଇଯାଇଛି। ମେ’ ଶେଷ ସପ୍ତାହରେ ସେ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ୬୦ ବର୍ଷ ବୟସ୍କ ତମୋନାଶଙ୍କର କରୋନା ଚିକିତ୍ସା ଚାଲିଥିବାବେଳେ ଆଜି ଡାକ୍ତରଖାନାରେ ପରଲୋକ ହୋଇଯାଇଛି। ସେ ଦଳ ପାଇଁ ଗତ ୩୫...
କାଠମାଣ୍ଡୁ: ଭାରତ ସୀମା ଉପରେ ନଜର ପକାଇଥିବା ଚୀନ ଏବେ ପୁଣି ନେପାଳ ସୀମା ଉପରେ ନଜର ପକାଇଛି। ନେପାଳ କୃଷି ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା କ୍ରମେ ଦେଶର ପ୍ରାୟ ୧୦ଟି ସ୍ଥାନ ଚୀନ ନିଜ କବ୍ଜାକୁ ନେଇ ଯାଇଛି। ସେତିକି ନୁହେଁ, ପେଇଚିଂ ୩୩ ହେକ୍ଟର...
ନୂଆଦିଲ୍ଲୀ: ଗତକିଛି ଦିନ ଧରି ଲଗାତାର ତେଲ ଦର ବଢି ଚାଲିଥିବା ଆଜି ଏଥିରେ ବ୍ରେକ୍ ଲାଗିଛି। ଆଜି ପେଟ୍ରୋଲ ଦର ନ ବଢି କେବଳ ଡିଜେଲ ଦର ବଢିଛି। ଫଳରେ ଦିଲ୍ଲୀରେ ପ୍ରଥମ ଥର ପାଇଁ ଡିଜେଲ ଦର ପେଟ୍ରୋଲ ଦରଠାରୁ ଅଧିକ ରହିଛି । ଦିଲ୍ଲୀରେ...
ମସ୍କୋ: ରୁଷିଆର ମସ୍କୋରେ ୭୫ ତମ ବିଶ୍ୱଯୁଦ୍ଧ ବିଜୟ ଉତ୍ସବ ସମାରୋହରେ ଯୋଗ ଦେବାକୁ ଯାଇଥିବା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଚୀନ୍ ପ୍ରତିରକ୍ଷା ମନ୍ତ୍ରୀ ୱେ ଫେଞ୍ଜଙ୍କ ସହ ବୈଠକ କରିବେ ନାହିଁ। ଆଜି ମସ୍କୋରେ ହେଉଥିବା ବିଜୟ ଦିବସ ପରେଡ କାର୍ଯ୍ୟକ୍ରମରେ ରାଜନାଥ ଓ ୱେ...
ନୂଆଦିଲ୍ଲୀ: ଭାରତ-ପାକିସ୍ତାନ କୂଟନୈତିକ ଯୁଦ୍ଧ ଜୋର ଧରିଛି । ନୂଆଦିଲ୍ଲୀ ସ୍ଥିତ ପାକିସ୍ତାନ ହାଇକମିଶନ କାର୍ଯ୍ୟାଳୟର ଦୁଇ କର୍ମଚାରୀଙ୍କ ଗୁପ୍ତଚର କାର୍ଯ୍ୟକୁ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ଭାରତ । ହାଇ କମିଶନ କାର୍ଯ୍ୟାଳୟର କର୍ମଚାରୀ ସଂଖ୍ୟା ୭ ଦିନ ମଧ୍ୟରେ ଅଧା କରିଦେବାକୁ ପାକିସ୍ତାନକୁ କୁହାଯାଇଛି...
ପରିପୂର୍ଣ୍ଣ ବଡ଼ଦାଣ୍ଡରେ ପତିତପାବନ ଗୁମୁଟକୁ ଚାହିଁ ରହିଥାନ୍ତି ସେ। ଅପୂର୍ବ ଆବେଗ ଓ ପୂର୍ଣ୍ଣ ସମର୍ପଣରେ ୪ଚକ୍ଷୁର ମିଳନ ହୋଇଥାଏ ସେଇଠି। ଦେଶୀ ପୁରୁଷର ପ୍ରେମରେ ହୁଏତେ କ୍ଷଣକେ ବନ୍ଧା ପଡି ଯାଇଥାନ୍ତି ଶ୍ୱେତାଙ୍ଗୀ ସୁନ୍ଦରୀ ଚାର୍ଲଟ। ୭ ଦରିଆ ସେପାରି ତାଙ୍କ ଭିଟାମାଟି । ଆଉ ଏଠି...
ଅଧିକ ଦିନ ଶାସନ କ୍ଷମତାରେ ରହିଲେ କ୍ଷମତା ନିଶା ଘାରିଥାଏ। ଶାସକ ଜନସ୍ୱାର୍ଥ/ଜନକଲ୍ୟାଣ ଛାଡି ଏକଛତ୍ରବାଦୀ ହୁଏ। ସ୍ୱେଚ୍ଛାଚାରିତା ବି ବଢିଯାଏ। Leader ବନିଯାଏ Boss । ଦିନର ଘଟଣା କ୍ରମକୁ ଦେଖିଲେ ଯେ କେହି ଏହାକୁ ଅନୁଭବ କରିପାରିବ। ଓଡ଼ିଆ ମାନେ ସାଧାରଣତଃ ପ୍ରତିକ୍ରିୟାଶୀଳ ନୁହଁନ୍ତି। “ଜଗନ୍ନାଥ”...
ନୂଆଦିଲ୍ଲୀ: ଲଦାଖରେ ଭାରତ-ଚୀନ ମଧ୍ୟରେ ଦେଖା ଦେଇଥିବା ଉତ୍ତେଜନା ସାମାନ୍ୟ କମିଥିବା ଦେଖିବାକୁ ମିଳିଛି। ଗତକାଲି ଦୁଇ ଦେଶର ଜେନେରାଲ ସ୍ତରୀୟ ଆଲୋଚନା ପରେ ଚୀନ ପୂର୍ବ ଲଦାଖର ଉତ୍ତେଜନାପୂର୍ଣ୍ଣ ସ୍ଥାନରୁ ସେନା ପ୍ରତ୍ୟାହାର କରିବା ପାଇଁ ରାଜି ହୋଇଛି। ସୂଚନାଥାଉ କି, ଏହି ଜାଗାରେ ଚୀନ-ଭାରତୀୟ ସେନା...
ୱାଶିଂଟନ: ଆମେରିକା ଗୁଇନ୍ଦା ସଂସ୍ଥା ଗଲୱାନ ଘାଟି ଆକ୍ରମଣ ନେଇ ବଡ ଧରଣର ଖୁଲାସା କରିଛି। ରିପୋର୍ଟ ଅନୁସାରେ, ଭାରତୀୟ ସେନା ଉପରକୁ ଆକ୍ରମଣ କରିବା ପାଇଁ ଚୀନର ବରିଷ୍ଠ ଜନରାଲ ନିଜ ସୈନିକମାନଙ୍କୁ ଆଦେଶ ଦେଇଥିଲେ। ଏହି ଘଟଣାରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ।...
ପୁରୀ; ଶ୍ରଦ୍ଧାଳୁ ନାହାନ୍ତି। କୋଳାହଳ ନାହିଁ। ତଥାପି ନୀତିକାନ୍ତି ଭିତରେ ଆରମ୍ଭ ହୋଇଛ ଶ୍ରୀଜିଉଙ୍କ ନବଦିନ ବ୍ୟାପି ଯାତ୍ରା। ବଡଦାଣ୍ଡରେ ତିନିରଥ ଉପରେ ବିଜେ ଚତୁର୍ଦ୍ଧାମୂର୍ତ୍ତି। ଠାକୁରରାଜା ଛେରା ପହରା କରିବା ପରେ ବଡଦାଣ୍ଡରେ ଗଡିବା ଆରମ୍ଭ କରିଛି ରଥ। ପ୍ରଥମେ ବଡଭାଇ ଭଳଭଦ୍ରଙ୍କ ତଳଧ୍ୱଜ ରଥ ଟଣା...
କୋଲକାତା: ପାରିବାରିକ ଅଶାନ୍ତିର ପରିଣତି କେତେ ଭୟଙ୍କର ହୋଇପାରେ ତାହାର ଏକ ନଗ୍ନରୂପ ଦେଖିବାକୁ ମିଳିଛି ବାଙ୍ଗାଲୁରରେ। ଚାପଗ୍ରସସ୍ତ ଜଣେ ବ୍ୟକ୍ତି ବେଙ୍ଗଲୁରରେ ନିଜ ପତ୍ନୀଙ୍କୁ ହତ୍ୟା କରିବା ପରେ କୋଲକାତା ଯାଇଥିଲେ। ତଥାପି ତାଙ୍କ କ୍ରୋଧ ଶାନ୍ତ ହୋଇ ନ ଥିଲା। ସେଠାରେ ତାଙ୍କ ଶାଶୁଙ୍କୁ ଗୁଳି...
ପୁରୀ: ନିର୍ଦ୍ଧାରିତ ସମୟରେ ଶେଷ ହୋଇଯାଇଛି ଶ୍ରୀବିଗ୍ରହମାନଙ୍କ ପହଣ୍ଡି ବିଜେ। ତିନି ରଥରେ ରଥାସୀନ ତିନି ଠାକୁର। ଏବେ ଅପେକ୍ଷା …କେତେବେଳେ ଆସିବେ ଠାକୁରଙ୍କ ଚଳନ୍ତି ପ୍ରତିମା…ଗଜପତି ମହାରାଜା। ମହାରାଜାଙ୍କ ଛେରା ପହଁରା ପରେ ଆରମ୍ଭ ହେବ ରଥଟଣା। ଶହ ଶହ ବର୍ଷର ପରଂପରା ଅନୁଯାୟୀ ଗଜପତି ନବକୋଟି...
ନୂଆଦିଲ୍ଲୀ:ଭାରତରେ ବଢିବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ରାଜଧାନୀ ଦିଲ୍ଲୀରେ ସବୁ ପ୍ରତିକାର ବ୍ୟବସ୍ଥା ସତ୍ତ୍ୱେ ଆକ୍ରାନ୍ତଙ୍କ ସଂଖ୍ୟା କମିବାର ନା ଧରୁନି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ୪,୨୫,୨୮୨ରେ ପହଞ୍ଚିଛି। ବର୍ତ୍ତମାନ ସୁଦ୍ଧା କରୋନା ମୃତ୍ୟୁ ସଂଖ୍ୟା ୧୩,...