ଜମ୍ମୁ:ଜମ୍ମୁ କାଶ୍ମୀରର ପୁଲୱାମାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ଏଥରେ ଜଣେ ଯବାନଙ୍କର ବୀରଗତିପ୍ରାପ୍ତ ହୋଇଛି। ଜମ୍ମୁ-କାଶ୍ମୀରର ପୁଲୱାମା ସ୍ଥିତ ବାନ୍ଦଜୁ ଇଲାକାରେ ଆତାଙ୍କବାଦୀ ଲୁଚି ରହିଥିବା ଜାଣିବାକୁ ପାଇଥିଲେ ସୁରକ୍ଷାକର୍ମୀ। ଏହି ପରେ ଉକ୍ତ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଅପରେସନ ଆରମ୍ଭ ହୋଇ ଯାଇଥିଲା। ସୁରକ୍ଷାକର୍ମୀଙ୍କ...
ପୁରୀ: ଗହଳଚହଳ ନାହିଁ ବଡଦାଣ୍ଡରେ। ଭକ୍ତଙ୍କର ହରିବୋଲ ହୁଳହୁଳି ଶୁଭୁନି। ବଡଦେଉଳରେ ବି ସେବାୟତଙ୍କ ଭିଡ ନାହିଁ। ତଥାପି ତା ଭିତରେ ଚାଲିଛି ରଥଯାତ୍ରା ନୀତିକାନ୍ତି। ଆରମ୍ଭ ହୋଇଯାଇଛି ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ନୀତି। ପ୍ରଥମେ ସୁଦର୍ଶନଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇଛି। ସୁଭଦ୍ରାଙ୍କ ରଥରେ ବିଜେ କରିସାରିଲେଣି ଶ୍ରୀ...
ପୁରୀ:କଟକଣା ଭିତରେ ପୁରୀ ରଥଯାତ୍ରା ପାଇଁ ସୁପ୍ରିମ୍କୋର୍ଟ ଅନୁମତି ଦେବା ପରେ ଚଳଚଞ୍ଚଳ ହୋଇଉଠିଛି ମନ୍ଦିର। ଫୁଲରେ ସଜେଇ ହୋଇ ହସୁଛି ଶ୍ରୀମନ୍ଦିର। ସକାଳୁ ସକାଳୁ ତିନି ଠାକୁରଙ୍କ ନୀତିକାନ୍ତି ସମାପନ ସରିବା ପରେ ତିନି ଠାକୁରଙ୍କ ପହଣ୍ଡି ପାଇଁ ଅପେକ୍ଷା କରାଯାଇଛି। ଆଜି ଘୋଷଯାତ୍ରା। ହେଲେ ଭକ୍ତଙ୍କ...
ଇଂରେଜ ସମୟରେ ଶ୍ରୀମନ୍ଦିର ପରିଚାଳନା ସୁରୁଖୁରରେ ହୋଇ ପାରୁଥିଲା। ସେମାନେ ପୁରୀ ମନ୍ଦିର ସହ ଜଡ଼ିତ ଧର୍ମୀୟ ଭାବନାକୁ ନେଇ କୌଣସି ଖେଳ ଖେଳିବା ପାଇଁ ଚାହିଁ ନଥିଲେ। ଏହି କ୍ରମରେ ଗଜପତି ମହାରାଜାଙ୍କ ରାଜସତ୍ତ୍ୱ ଲୋପ କରାଯାଇଥିଲେ ମଧ୍ୟ ତାଙ୍କୁ ଶ୍ରୀମନ୍ଦିର ଦାୟିତ୍ୱରେ ରଖାଯାଇ ସୁପରିଣ୍ଟେଣ୍ଡେଣ୍ଟ କ୍ଷମତା...
ପୁରୀ: ହଟିଆ ଠାକୁର ସେ । ମନୁଆ ଠାକୁର ସେ । ବରଷକେ ଥରେ ଜନ୍ମମାଟିକୁ ଯିବ । ରଥ, ପଥ, ଭକ୍ତ ସମସ୍ତେ ଚାହିଁ ବସିଛନ୍ତି ତା’ର ଆସିବା ପଥକୁ । ହେଲେ ସେ କ’ଣ ପରଖୁ ଥିଲା କି ଭକ୍ତଙ୍କ ଭାବାବେଗକୁ ? ସେଥିପାଇଁ ଏତେ...
ନୂଆଦିଲ୍ଲୀ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଭକ୍ତଙ୍କ ଡାକ ଶୁଣିଛନ୍ତି ଚକାଡୋଳା। ସୁପ୍ରିମ୍ କୋର୍ଟ ଅନୁମତି ଦେଇଛନ୍ତି, ଆସନ୍ତାକାଲି ବଡଦାଣ୍ଡରେ ଗଡ଼ିବ ନନ୍ଦିଘୋଷ। ଏକାଧିକ ସର୍ତ୍ତ ରଖି କେବଳ ପୁରୀରେ ରଥଯାତ୍ରା କରିବା ପାଇଁ ଅନୁମତି ଦେଇଛନ୍ତି ସୁପ୍ରିମ୍କୋର୍ଟ। କେବଳ ପୁରୀରେ ରଥଯାତ୍ରା ପାଇଁ ସୁପ୍ରିମକୋର୍ଟଙ୍କ ଅନୁମତି...
ନୂଆଦିଲ୍ଲୀ:ସୋଶାଲ ମିଡିଆରେ ଏକ ଭିଡିଓ ଖୁବ ଭାଇରାଲ ହୋଇଛି। ଏହି ଭିଡିଓରେ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଭିଡିଓରେ ଦେଖିବାକୁ ମିଳିଛି, ଏକ ବାଘ ଅଚାନକ ଜଣଙ୍କ ଘର ଭିତରକୁ ପଶି ଆସୁଛି। ଏହା ଦେଖି ଗାଁ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଆତଙ୍କ ଖେଳି ଯାଇଥିଲା। ଏହି...
ଭୁବନେଶ୍ୱର:ଭୁବନେଶ୍ୱରରେ ଆଉ ୧୧ କରୋନା ଆକ୍ରାନ୍ତ ଚିହ୍ନଟ। ସମସ୍ତ ୧୧ ଜଣ ହୋମ୍ କ୍ୱାରେଣ୍ଟିନରେ ଥିଲେ ବୋଲି ସୂଚନା ଦେଇଛି BMC। ଆକ୍ରାନ୍ତ ୧୧ ଜଣଙ୍କ ମଧ୍ୟରୁ ମଞ୍ଚେଶ୍ୱରରୁ ୭ଜଣ, ବାଣୀବିହାରରୁ ଜଣେ ଓ ୩ ଜଣ ରେଲୱେ କର୍ମଚାରୀ ବୋଲି କହିଛି ବିଏମ୍ସି। ସୂଚନାଥାଉ କି, ରାଜ୍ୟରେ...
ନୂଆଦିଲ୍ଲୀ:ମଙ୍ଗଳ ଗ୍ରହରେ ରହି ପାରିବ କି ମଣିଷ ? ଜନବସତି ଏଠି ସମ୍ଭବ ହେବ କି ? ଯଦି ସମ୍ଭବ ହୁଏ ତେବେ ହ୍ୟୁମାନ କଲୋନୀ ପାଇଁ ପ୍ରାରମ୍ଭିକ ସ୍ତରରେ କେତେ ଲୋକ ଏଠାରେ ରହିବା ଦରକାର ? ଏମିତି ଅନେକ ପ୍ରଶ୍ନ ଆସେ ମନରେ। ତେବେ ଏହା...
କଶ୍ମୀର: ପାକିସ୍ତାନ ସୀମାରେ ଥିବା ଜଙ୍ଗଲରେ ନିଆଁ ଲାଗିଛି। କଶ୍ମୀରର ପୁଞ୍ଚ ଜିଲ୍ଲାର ସାମ୍ନାରେ ଥିବା ମନକୋଟ ସେକ୍ଟର ବିଗତ ଚାରି ଦିନ ହେବ ଜଳୁଛି । ଅଗ୍ନିକାଣ୍ଡ ଯୋଗୁ ବିସ୍ଫୋରଣ ହୋଇଥିବା ସୂଚନା ରହିଛି। ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ପାକିସ୍ତାନର ସେନା ଅଧିକାରୀ ଓ ଦମକଳ...
ପୁରୀ:ଦିନକ ପରେ ରଥଯାତ୍ରା। ରଥଯାତ୍ରା ନ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ପରେ ସାରା ରାଜ୍ୟରେ ଦେଖା ଦେଇଥିଲା ଅସନ୍ତୋଷ। ଏହାର ପୁନଃ ବିଚାର କରି ରାୟରେ ଆଂଶିକ ପରିବର୍ତ୍ତନ କରିବା ପାଇଁ ଆବେଦନ କରାଯାଇଥିଲା। ଆଜି ଗୋଟିଏ ପଟେ ସୁପ୍ରିମ୍କୋର୍ଟ ପୁନଃ ଶୁଣାଣି ପାଇଁ ସମ୍ମତି...
ନୂଆଦିଲ୍ଲୀ: ଦେଶରେ କରୋନା ମୃତ୍ୟୁ ସଂଖ୍ୟା ବଢି ଚାଲିଛି। ଆଜି ସୁଦ୍ଧା ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୩,୬୯୯କୁ ବୃଦ୍ଧି ପାଇଲାଣି। ଗତକାଲି ଗୋଟିଏ ଦିନରେ ୪୪୫ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏଯାବତ୍ ଦେଶରେ ୪ ଲକ୍ଷ ୨୫ ହଜାର ୨୮୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।...
ନୂଆଦିଲ୍ଲୀ: ଲଦାଖ ସୀମାରେ ଦୁଇ ଦେଶ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରେ ଉତ୍ତେଜନା ଲାଗି ରହିଛି। ଜୁନ୍ ୧୫ ତାରିଖ ରାତିରେ ହୋଇଥିବା ଏହି ଭୟଙ୍କର ସଂଘର୍ଷରେ ଭାରତର ୨୦ ଯବାନ ସହିଦ ହୋଇଥିଲେ। ଅନ୍ଧାର ରାତିରେ ସେଇ ସଂଘର୍ଷକୁ ନେଇ ଅନେକ ତଥ୍ୟ ଏବେ ସାମ୍ନାକୁ ଆସୁଛି।...
ନୂଆଦିଲ୍ଲୀ: ଲଦାଖର ଗଲୱାନ ଘାଟିରେ ଚୀନ ସେନା ସହ ହୋଇଥିବା ରକ୍ତାକ୍ତ ସଂଘର୍ଷ ପରେ ସତର୍କ ହୋଇଛି ଭାରତ। ଭବିଷ୍ୟତରେ LACରେ ଏପରି ସଂଘର୍ଷର ଆଶଙ୍କାକୁ ଆଖିରେ ରଖି ଭାରତ ସରକାର ନିୟମରେ କିଛିଟା ପରିବର୍ତ୍ତନ ଆଣିଛନ୍ତି। ଏହି ପରିବର୍ତ୍ତିତ ନିୟମ ଅନୁସାରେ ଫିଲ୍ଡ କମାଣ୍ଡର କୌଣସି ଅସାଧାରଣ...
ନୂଆଦିଲ୍ଲୀ: କରୋନା ମୁକ୍ତିର ଆଶା ଉଜ୍ଜ୍ୱଳ ହେଲା। କରୋନାରୁ ମୁକ୍ତି ପାଇବା ପାଇଁ ବାହାରିଲା ମେଡିସିନ୍। ଭାରତୀୟ କମ୍ପାନୀ ଗ୍ଲେନମାର୍ଗ ଫାର୍ମାସ୍ୟୁଟିକାଲସ କୋଭିଡ-୧୯ ପାଇଁ ବାହାରି କରିଛି ଔଷଧ। ସାମାନ୍ୟ ଏବଂ ସାମାନ୍ୟରୁ ଅଧିକ କରୋନା ଆକ୍ରାନ୍ତ ରୋଗୀଙ୍କ ପାଇଁ ଏହି ଔଷଧ ‘ଫେବିପିରାବିର’ ସଞ୍ଜୀବନି ପରି କାମ...
ନୂଆଦିଲ୍ଲୀ: ଆଜି ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ। ଭାରତୀୟ ସମୟ ଅନୁସାରେ ଅପରାହ୍ଣ ୧୨ଟା୧୦ରେ ଏହା ପୂର୍ଣ୍ଣଗ୍ରାସ ହେବ। ୩ଟା ୪ ମିନିଟ୍ରେ ଏହା ଶେଷ ହେବ। ବର୍ଷର ଏହି ପ୍ରଥମ ସୂର୍ଯ୍ୟପରାଗ ଅନ୍ୟ ପରାଗଠାରୁ ସମ୍ପୂର୍ଣ୍ଣ ଭିନ୍ନ ଅଟେ। ଆଜିର ଏହି ପରାଗ ପରେ ୨୦୩୯ରେ ପୁଣି...
ସବୁଆଡ଼େ କରୋନା ଭୟ। କେଉଁଠି ଲକ୍ଡାଉନ୍ ତ କେଉଁଠି ସଟ୍ଡାଉନ୍। ତା ଭିତରେ କରୋନା ତା’ର ଏତେ ପ୍ରକୋପ ଦେଖାଇ ପାରି ନ ଥିଲା। ହେଲେ ଏବେ ଲକ୍ଡାଉନ୍ କଟକଣା କୋହଳ ହେବା ପରେ କରୋନା ତାର କାୟା ବିସ୍ତାର କରି ଚାଲିଛି। ହୁ ହୁ ହୋଇ ବଢିଗଲାଣି...
ନୟାଗଡ଼: ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ପଦ୍ମାବତୀ ଗାଁ ନିକଟ ମହାନଦୀ ଗର୍ଭରେ ଠାବ ପ୍ରାଚୀନ ଗୋପୀନାଥ ମନ୍ଦିରର ପୁନରୁଦ୍ଧାର ଓ ସ୍ଥାନାନ୍ତର ପାଇଁ ଏଏସଆଇକୁ ନିର୍ଦ୍ଦେଶ ଦେବାକୁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଚିଠିି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଚିଠି ଲେଖି...
ଭଦ୍ରକ: ଆୟ ବହିର୍ଭୂତ ସମ୍ପତ୍ତି ରଖିବା ଅଭିଯୋଗରେ ସର୍ବଶିକ୍ଷା ଅଭିଯାନର ଟେକ୍ନିକାଲ କନସଲଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢାଉ କରାଯାଇଛି। ଭଦ୍ରକ ଜିଲ୍ଲା ସର୍ବଶିକ୍ଷା ଅଭିଯାନର ଏଇ ଅଧିକାରୀ ଜଣକ ହେଉଛନ୍ତି ବୈଲୋଚନ ପୁହାଣ। ଭଦ୍ରକ ସହରରେ ଥିବା ତାଙ୍କର ଘର, ବଣିଆ ସ୍ଥିତ ପୈତୃକ ଘର, ଚରମ୍ପା ସ୍ଥିତ...
ନୂଆଦିଲ୍ଲୀ: ଏଣିକି ମାର୍କଟରେ ଉପଲବ୍ଧ ହେବ ରେମଡେସିଭିର ଔଷଧ। ଚଳିତମାସ ଶେଷ ସୁଦ୍ଧା ଏହି ଔଷଧ ପର୍ଯ୍ୟାପ୍ତ ପରିମାଣରେ ମିଳିବ । ମହାମାରୀ କରୋନାକୁ କିଛି ମାତ୍ରାରେ ମାତ ଦେଇ ପାରୁଥିବା ଏହି ଆଣ୍ଟି ଭାଇରାଲ ଔଷଧର ଉପଲବ୍ଧି କଥା ଜାଣିବା ପରେ ଆଶ୍ୱସ୍ତି ମିଳିଛି। ତେବେ ଏହି...