• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

Minati Mishra

Freelancer

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by Minati Mishra

crocodile
ସାଙ୍ଗର ଜୀବନ ପାଇଁ ମୃତ୍ୟୁ ମୁହଁକୁ ଡେଇଁ ପଡ଼ିଲେ, ଆଉ ତା’ ପରେ...

ଭୋପାଲ: ଭଲ ସାଙ୍ଗଟିଏ ପ୍ରକୃତରେ ଭାଗ୍ୟରେ ଥିଲେ ମିଳିଥାଏ। ଏମିତି ଜଣେ ସାଙ୍ଗକୁ ସେ ହରାଇବାକୁ ଚାହୁଁ ନ ଥିଲେ। ଦେଖିଲେ, ଆଖି ଆଗରେ ମୃତ୍ୟୁ ଆଡକୁ ଟାଣି ହୋଇ ଯାଉଛି ସାଙ୍ଗ। ଏହା ଦେଖି ନିଜ ଜୀବନକୁ ବାଜି ଲଗାଇ ସାଙ୍ଗକୁ ଉଦ୍ଧାର କରି  ଅନାବିଳ ବନ୍ଧୁତ୍ୱର...

head
ଉହାନକୁ ଟପିଲା ମୁମ୍ବାଇ; ସହରରେ ୫୧ ହଜାର କରୋନା ରୋଗୀ

ଦୂଆଦିଲ୍ଲୀ: ଦେଶରେ ଉଦ୍‌ବେଗ ଜନକ ଭାବେ ବଢୁଛି କରୋନା ସଂକ୍ରମଣ।  ସଂକ୍ରମଣ ମାମଲାରେ ଚୀନର ଉହାନ ସହରକୁ ଟପିଛି ମୁମ୍ବାଇ।  ଉହାନରେ ୩ ହଜାର ୮୬୯ ମୃତ୍ୟୁ ସହ ୫୦ ହଜାର ୩୩୩ ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ। ମାତ୍ର ମୁମ୍ବାଇ ଏହାକୁ ଅତିକ୍ରମ କରି ସାରିଛି। ବର୍ତ୍ତମାନ...

loc
ସୀମାନ୍ତରେ ଏନ୍‌କାଉଣ୍ଟର; ୩ ଆତଙ୍କୀ ନିପାତ୍‌

ଶ୍ରୀନଗର:  ଜାମ୍ମୁ ଓ କାଶ୍ମୀରର ସୋପିଆନ ଜିଲ୍ଲାରେ ପୁଣି ଏନକାଉଣ୍ଟର ହୋଇଛି। ସୋପିଆନ୍ ସୁଗୋ ଅଞ୍ଚଳରେ ଯବାନଙ୍କ ଗୁଳିରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି । ଘଟଣାସ୍ଥଳରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି। ଏନ୍‌କାଉଣ୍ଟର ପରେ ପୋଲିସ ଓ ସୁରକ୍ଷାକର୍ମୀ ମିଳିତ ଭାବେ ଅପରେସନ ଚଳାଇଛନ୍ତି...

petrol
୪ର୍ଥ ଦିନରେ ବଢିଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: କ୍ରମାଗତ ୪ର୍ଥ ଦିନ  ପାଇଁ ପୁଣି ବୃଦ୍ଧି ପାଇଛି ପେଟ୍ରୋଲ, ଡିଜେଲ ଦର। ମଙ୍ଗଳବାର ବର୍ଦ୍ଧିତ ଦର ଘୋଷଣା ପରେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପ୍ରତି ୫୪ ପଇସା ବୃଦ୍ଧି ପାଇଥିବାବେଳେ ଡିଜେଲ ୫୮ ପଇସା ବୃଦ୍ଧି ଘଟିଛି। ଆଜି ୪ର୍ଥ ଦିନରେ ପୁଣି ପେଟ୍ରୋଲ...

00000
ଉପ ରାଜ୍ୟପାଳ-ଦିଲ୍ଲୀ ସରକାରଙ୍କ ମଧ୍ୟରେ ବିବାଦ ତେଜିଲା

ନୂଆଦିଲ୍ଲୀ: ଦିଲ୍ଲୀବାସୀଙ୍କ ପାଇଁ ସରକାରୀ ହସ୍ପିଟାଲରେ ବେଡ୍ ସଂରକ୍ଷଣକୁ ନେଇ ଉପ ରାଜ୍ୟପାଳ ଓ ଦିଲ୍ଲୀ ସରକାରଙ୍କ ବିବାଦ ତେଜିବାରେ ଲାଗିଛି । ଦୁଇ ଦିନ ତଳେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଦିଲ୍ଲୀବାସୀଙ୍କ ପାଇଁ ୧୦ ହଜାର ବେଡ୍ ସଂରକ୍ଷଣ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ସରକାରଙ୍କ...

homeopathy
ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ସେବାୟତଙ୍କୁ ହୋମିଓପାଥି ଔଷଧ

ପୁରୀ: ପୁରୀରେ କରୋନା ସଂକ୍ରମଣକୁ ରୋକିବା ପାଇଁ ନିଆଯାଉଛି କାର୍ଯ୍ୟାନୁଷ୍ଠାନ। ଆଗକୁ ଆସୁଛି ରଥଯାତ୍ରା। ତେଣୁ କରୋନାକୁ ଦୃଷ୍ଟିରେ ରଖି  ପୁରୀରେ ସେବାୟତଙ୍କୁ ଦିଆଯାଉଛି ହୋମିଓପାଥି ଔଷଧ। କରୋନା ସଂକ୍ରମଣ ଏଡ଼ାଇବା ପାଇଁ ପ୍ରତିଷେଧକ ସ୍ୱରୂପ ଶ୍ରୀମନ୍ଦିର ସେବାୟତମାନଙ୍କୁ ହୋମିଓପାଥି ଔଷଧ ଦିଆଯାଉଛି । ଏହି ଔଷଧ ଶ୍ରୀମନ୍ଦିର...

central
ଆଗାମୀ ଶିକ୍ଷାବର୍ଷରେ କମିବ ପାଠ୍ୟକ୍ରମ !

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମାର୍ଚ୍ଚ ମାସରୁ ସ୍କୁଲ ଛୁଟି କରାଯାଇଛି। ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି। ତେବେ  ଅଗଷ୍ଟ ମାସରେ ବି ସ୍କୁଲ ଖୋଲିବ କି ନାହିଁ ସେ ନେଇ ସନ୍ଦେହ ଦେଖା ଦେଇଛି। ତେଣୁ ପିଲାମାନେ କିପରି ପାଠ...

woman
ଗାଁ ଦାଣ୍ଡରେ ମହିଳାଙ୍କୁ ଘୋଷାରି ପିଟିଲେ ଦେଢଶୁର

ଯାଜପୁର: ବିଚ୍ ରାସ୍ତାରେ ଜଣେ ମହିଳାଙ୍କୁ  ଅମାନୁଷିକ ମାଡ଼। ମାଡ ଆଉ କେହି ନୁହେଁ, ନିଜ ଦେଢଶୁର ମାରୁଛନ୍ତି। ଏହାର ଏକ ଭିଡିଓ ଭାଇରାଲ ହୋଇଛି। ଘଟଣାଟି ଯାଜପୁର ଜିଲ୍ଲା ନୂଆପାଟଣା ଗାଁର ବୋଲି ଜଣାଯାଇଛି। ତେବେ ସବୁଠାରୁ ଦୁଃଖର ବିଷୟ ଏହା ଯେ, ଘଟଣାସ୍ଥଳରେ ଏତେ ଲୋକ...

supreme court
ପ୍ରବାସୀ ଶ୍ରମିକଙ୍କ ପାଇଁ ସୁପ୍ରିମକୋର୍ଟଙ୍କ ବଡ ଶୁଣାଣି

ନୂଆଦିଲ୍ଲୀ:  କରୋନା ଲକ୍‌ଡାଉନ ଯୋଗୁ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିବା ପ୍ରବାସୀଙ୍କ ପାଇଁ କୋହଳ ମନୋଭାବ ପୋଷଣ କରିଛନ୍ତି ସୁପ୍ରିମ୍‌କୋର୍ଟ। ପ୍ରବାସୀଙ୍କ ସମସ୍ୟାକୁ ଦେଖିବା ପରେ ଆଜି ସେମାନଙ୍କ ସପକ୍ଷରେ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି କୋର୍ଟ । ଏହି ପରିପ୍ରେକ୍ଷୀରେ ଲକ୍ ଡାଉନ୍ ନିୟମ ଉଲ୍ଲଂଘନ କରିଥିବା ପ୍ରବାସୀ ଶ୍ରମିକମାନଙ୍କ...

manish
‘ଜୁଲାଇ ଶେଷ ସୁଦ୍ଧା ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସାଢେ ୫ ଲକ୍ଷ ଛୁଇଁବ’

ନୂଆଦିଲ୍ଲୀ: କରୋନା ଭାଇରସ ଦେଶବାସୀଙ୍କ ନିଦ ହଜେଇ ଦେଇଛି।  ଦେଶରେ ଗତ ୨୪ ଘଣ୍ଟାରେ ୩୩୧ ଜୀବନ ନେଇଛି କରୋନା ।  ଏଥିସହ ୯ ହଜାର ୯୮୭ଟି ନୂଆ ମାମଲା ସାମ୍ନାକୁ ଆସିଛି । ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟାକୁ ଦେଖିଲେ ଏହା ସର୍ବାଧିକ ଅଟେ। ତେବେ ରାଜଧାନୀ...

1111
ବଢିଲା ପେଟ୍ରୋଲ, ଡିଜେଲ ଦର

ନୂଆଦିଲ୍ଲୀ: କ୍ରମାଗତ ୩ ୟ ଦିନ ପାଇଁ ପୁଣି ବୃଦ୍ଧି ପାଇଲା ପେଟ୍ରୋଲ, ଡିଜେଲ ଦର। ମଙ୍ଗଳବାର ବର୍ଦ୍ଧିତ ଦର ଘୋଷଣା କରାଯାଇଛି। ଗତ ତିନି ଦିନ ଭିତରେ ପେଟ୍ରୋଲ ୧.୭୪ ଟଙ୍କା ଏବଂ ଡିଜେଲ୍ ୧.୭୮ ଟଙ୍କା ବୃଦ୍ଧି ପାଇଛି।  ଦର ବୃଦ୍ଧି ପରେ ଜଧାନୀ ଦିଲ୍ଲୀରେ...

2
ବିଶ୍ୱରେ ବିଗୁଡୁଛି କରୋନା ସ୍ଥିତି, ୪ ଲକ୍ଷ ଟପିଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ବିଶ୍ୱରେ ଦିନକୁ ଦିନ ନୂଆ ରେକର୍ଡ ପାର୍ କରୁଛି ମହାମାରୀ କରୋନା । ବର୍ତ୍ତମାନ ସୁଦ୍ଧା ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୮ ହଜାର ପାର କରିଛି । ସେହିଭଳି ଆକ୍ରାନ୍ତଙ୍କ ସଂଖ୍ୟା ୭୧ ଲକ୍ଷ ୯୩ ହଜାର ଟପିଛି । ସାରା ବିଶ୍ୱରେ...

bande utkala janani...
‘ବନ୍ଦେ ଉତ୍କଳ ଜନନୀ...’ ସଙ୍ଗୀତ ନୁହେଁ, ଅସ୍ତିତ୍ୱର ଇସ୍ତାହାର

‘ବନ୍ଦେ ଉତ୍କଳ ଜନନୀ ….’ ଖାଲି ଏକ ସଂଗୀତର ଝଙ୍କାର ନୁହେଁ, ଏକ ଜାତିର ସ୍ୱାଭିମାନର ମହ୍ଲାର। କୋଟି କୋଟି ଓଡ଼ିଆଙ୍କ ଅସ୍ତିତ୍ୱର ଇସ୍ତାହାର । ମାଟିରୁ ଆକାଶ ଆଉ ପାଣିରୁ ପବନ.. ସମସ୍ତଙ୍କୁ ଏକତାର ଡ଼ୋରରେ ବାନ୍ଧି ରଖିବାର ଏକ ପବିତ୍ର ମନ୍ତ୍ରଧ୍ୱନି । ଏହାର ପ୍ରତିଟି...

school
ଅଗଷ୍ଟ ୧୫ ପରେ ଖୋଲିପାରେ ଶିକ୍ଷାନୁଷ୍ଠାନ

ନୂଆଦିଲ୍ଲୀ:କରୋନା ସ୍ଥିତି ସୁଧୁରି ନ ଥିଲେ ହେଁ ଦୀର୍ଘଦିନ ଧରି ଲକ୍‌ଡାଉନ ପରେ ଦେଶରେ ସ୍ୱାଭାବିକ ଅବସ୍ଥା ଧୀରେ ଧୀରେ ଫେରୁଛି।  ଅଜିଠୁ ଧର୍ମାନୁଷ୍ଠାନ ଖୋଲିଥିବାବେଳେ  ସର୍ତ୍ତମୂଳକ ଭାବେ କିଛି ରେଷ୍ଟୁରାଣ୍ଟ ଓ ହୋଟେଲ ଖୋଲିଛି। ତେବେ ସ୍କୁଲ, କଲେଜ କେବେ ଖୋଲିବ ସେ ନେଇ ସ୍ପଷ୍ଟ ହୋଇ...

acid
ମାନସିକ ଅନଗ୍ରସର ଯୁବକଙ୍କୁ ଏସିଡ ମାଡ

ବାରିପଦା: ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅଞ୍ଚଳର ଜଡ଼ିଦା ଗାଁରେ ଜଣେ ମାନସିକ ଅନଗ୍ରସର ଯୁବକଙ୍କ ଉପରକୁ ଏସିଡ଼ ମାଡ ହୋଇଛି। ତାଙ୍କର ଅବସ୍ଥା ଗୁରୁତର ଅଛି। ତାଙ୍କୁ ଉଦଳା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।  ଏପରି ଅମାନବୀୟ ଘଟଣାକୁ ସାଧାରଣରେ ତୀବ୍ର ନିନ୍ଦା କରାଯାଇଛି। ଉଦଳା ଅଞ୍ଚଳର...

coorn
ଭୁବନେଶ୍ୱର ଡମଣାରୁ ଚିହ୍ନଟ ହେଲେ କରୋନା ପଜିଟିଭ

ଭୁବନେଶ୍ୱର: ଆଜି ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଥିବା ୧୩ ପଜିଟିଭଙ୍କ ମଧ୍ୟରୁ  ଭୁବନେଶ୍ୱରର ଜଣେ ଅଛନ୍ତି।   ଆକ୍ରାନ୍ତ ଜଣକ ଡମଣା ଅଞ୍ଚଳର ଜଣେ ୨୫ ବର୍ଷୀୟ ଯୁବକ । ଏ ନେଇବିଏମ୍‌ସି ପକ୍ଷରୁ ଟ୍ୱିଟ ଜରିଆରେ ସୂଚନା ଦିଆଯାଇଛି। ସେ  ମୁମ୍ବାଇରୁ ଫେରିଥିଲେ। ମୁମ୍ବାଇରୁ ଫେରିବା ପରେ ହୋମ୍...

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।