ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତ୍ଙ୍କ ମୃତ୍ୟୁକୁ ନେଇ ସମସ୍ତେ ମର୍ମାହତ। ପୋଲିସ ମଧ୍ୟ ଏହି ମାମଲାର ଯାଞ୍ଚ ପାଇଁ ଲାଗି ପଡ଼ିଛି। ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ତାଙ୍କ ଫ୍ୟାନ୍ସମାନେ ବାରମ୍ବାର ଦାବି କରୁଛନ୍ତି। ଏମିତି ସମୟରେ ସୁଶାନ୍ତଙ୍କର ଏକ ପୁରୁଣା ଭିଡିଓ ଭାଇରାଲ ହୋଇଛି। ଭିଡିଓକୁ ଦେଖିଲା...
ବଲାଙ୍ଗିର:ଛୁଇଁଦେଲେ ବ୍ୟାପିଯିବ କରୋନା। ସେହି ଭୟରେ ସମ୍ପର୍କ ଭିତରେ ବଢି ଚାଲିଛି ଦୂରତା । ହେଲେ କରୋନା ମହାମାରୀକୁ କିନ୍ତୁ ହାର ମାନିବାକୁ ପଡ଼ିଛି ପ୍ରେମ ପାଖରେ। ଏମିତି ସମୟରେ ସମ୍ପର୍କରେ ଦୂରତା ସୃଷ୍ଟି ହେଉଥିବାବେଳେ ଏଠି ପ୍ରେମୀ ଯୁଗଳ ସବୁଦିନ ପାଇଁ ପରସ୍ପରର ଆପଣାର ପାଲଟି ଯାଇଛନ୍ତି।...
ଶ୍ରୀକାକୁଲମ୍: ମୃତ୍ୟୁ ପରେ ବି ମିଳିଲାନି ସମ୍ମାନ। କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ପରେ ଶବ ହୋଇପଡ଼ିଲା ଯେପରି ଏକ ଅଦରକାରୀ ଅବା ଆବର୍ଜ୍ଜନା ଜିନିଷ। ଶେଷରେ ଜେସିବିରେ ଲଦି ଅନ୍ତିମ ସଂସ୍କାର ପାଇଁ ନିଆଗଲା ମୃତଦେହ। ଏଭଳି କିଛି ହୃଦୟବିଦାରକ ଓ ଅମାନବୀୟ ଘଟଣା ଘଟିଛି ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍ରେ...
ପୁରୀ: ଆଜି ହେରା ପଞ୍ଚମୀ। ବିଧି ପରମ୍ପରା ପୂର୍ବକ ଆଡପ ମଣ୍ଡପରେ ବିରାଜିତ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ମହାଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ। ଆଜି ସନ୍ଧ୍ୟା ଆଳତି ପରେ ବିମାନ ପଟୁଆରରେ ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ବାହାରି ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିବେ । ନନ୍ଦିଘୋଷ ରଥ...
ନୂଆଦିଲ୍ଲୀ: ବିଶ୍ୱରେ କରୋନାର ପ୍ରକୋପ ବଢି ବଢି ଚାଲିଛି। କରୋନା ନିୟନ୍ତ୍ରଣ କରିବା ପାଇଁ ଔଷଧ ବାହାରିଛି ବୋଲି କେତେକ କମ୍ପାନୀ ଦାବି କରୁଛନ୍ତି। ହେଲେ ଏହା ଯେ କରୋନା ପାଇଁ ରାମବାଣ ନୁହେଁ ଏକଥା ମଧ୍ୟ ସେମାନେ କହିଛନ୍ତି। ଏପରି ପରିସ୍ଥିତିରେ ଭାକ୍ସିନକୁ ସମସ୍ତଙ୍କର ଅପେକ୍ଷା ।...
ନୂଆଦିଲ୍ଲୀ: ଫେୟାର୍ ଆଣ୍ଡ ଲଭଲିରୁ ଆଉଟ୍ ହେବ ଫେୟାର୍ । ଅର୍ଥାତ ଏଣିକି ଫେୟାରନେସ୍ କ୍ରିମ୍ ଫେୟାର ଆଣ୍ଡ ଲଭ୍ଲିରେ ରହିବନି ଫେୟାର୍ ଟାଗ୍ ଲାଇନ୍। ଫେୟାର୍ ଶବ୍ଦକୁ ହଟାଇବାକୁ ନିଷ୍ପତ୍ତି ନେଇଛି ହିନ୍ଦୁସ୍ତାନ ୟୁନିଲିଭର୍ କମ୍ପାନୀ। କ୍ରିମର ନୂଆ ନାଁକୁ ନେଇ ଏବେ କମ୍ପାନୀ ଚିନ୍ତା କରୁଛି।...
ନୂଆଦିଲ୍ଲୀ:ବର୍ଷର ତୃତୀୟ ତଥା ଶେଷ ଚନ୍ଦ୍ରଗ୍ରହଣ ପଡ଼ିବ ଜୁଲାଇ ମାସରେ। ଜୁଲାଇ ୫ ତାରିଖରେ ହେବାକୁ ଥିବା ଏହି ଚନ୍ଦ୍ରଗ୍ରହଣ ୬ଟି ରାଶି ପାଇଁ ଖୁବ୍ ଶୁଭଫଳ ଦାୟୀ ହେବ। କେଉଁ ସମୟରେ ଗ୍ରହଣ ଲାଗିବ, ହାଣ୍ଡିଛାଡ ଏବଂ ପାକତ୍ୟାଗ ହେବ ସେ ବିଷୟରେ ଆସନ୍ତୁ ଜାଣିବା। ୫...
ନୂଆଦିଲ୍ଲୀ: ଆଜି ବି ବଢିଛି ତେଲ ଦର। ପେଟ୍ରୋଲ ଲିଟର ପିଛା ୨୫ ପଇସା ଏବଂ ଡିଜେଲ ୨୧ ପଇସା ବୃଦ୍ଧି ପାଇଛି । ଲଗାତାର ୨୧ ଦିନ ଧରି ତୈଳଦର ବୃଦ୍ଧି ଘଟିଛି ରାଜଧାନୀ ଦିଲ୍ଲୀରେ । ଆଜି ପେଟ୍ରୋଲ ଲିଟର ପିଛା ୮୦ ଟଙ୍କା ୩୮ପଇସା...
ନୂଆଦିଲ୍ଲୀ: ଦେଶରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତକାଲି ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୧୮, ୫୫୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୩୮୪ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ଟପିଲା। ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା...
ନୂଆଦିଲ୍ଲୀ: ଥାନାରେ ପହଞ୍ଚିଲା ଆଇପିଏସ୍ ବିବାଦ। ଜାମ୍ମୁ ଓ କାଶ୍ମୀର ଡିଜିପି ଦିଲବାଗ୍ ସିଂଙ୍କ ନାଁରେ ଥାନାରେ ଫେରାଦ ହେଲେ ଓଡ଼ିଆ ଆଇପିଏସ୍ ଅଫିସର୍ ତଥା କାଶ୍ମୀର ଆଇଜି ବସନ୍ତ ରଥ। ସେ ଜମ୍ମୁର ଗାନ୍ଧିନଗର ପୋଲିସ୍ ଥାନାରେ ଦିଲବାଗ୍ ସିଂଙ୍କ ନାଁରେ ଏତଲା ଦେଇଛନ୍ତି। ତାଙ୍କ ଜୀବନ...
ଭୁବନେଶ୍ୱର: କରୋନା ପ୍ରଭାବ ସିନେମା ଶିଳ୍ପକୁ ଏକ ପ୍ରକାର ବନ୍ଦ କରି ଦେଇଥିବାବେଳେ ତରଙ୍ଗ ସିନେ ପ୍ରଡକ୍ସନ ନିର୍ମାଣ କରିଛି ଏକ ନୂଆ ଫିଲ୍ମ। ଲକ୍ଡାଉନକୁ ନେଇ ତିଆରି ହୋଇଛି ଫିଲ୍ମର କାହାଣୀ। ଫିଲ୍ମର କୌଣସି ଟାଇଟଲ୍ ଦିଆଯାଇ ନାହିଁ। ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ସବ୍ୟସାଚୀ, ତମନ୍ନା,...
ୱାଶିଂଟନ:ଆମେରିକା ଏବଂ ଚୀନ ମଧ୍ୟରେ ବଢୁଥିବା ବିବାଦ ଦିନକୁ ଦିନ ବିସ୍ଫୋରକ ରୂପ ନେଉଥିବାବେଳେ ଆମେରିକାର ପରରାଷ୍ଟ୍ର ସଚିବ ମାଇକ ପୋମ୍ପେଓ ଗୁରୁବାର କହିଛନ୍ତି, ଆମେରିକା ଏସିଆରେ ତାହାର ସୈନ୍ୟ ମୁତୟନ ସଂଖ୍ୟା ବଢାଇବ। ଏଥିପାଇଁ ଆମେରିକା ପ୍ରସ୍ତୁତି ଆରମ୍ଭ କରି ଦେଇଛି। ଚୀନର ଆକ୍ରମଣାତ୍ମକ ମନୋଭାବ ଉପରେ...
ଭୁବନେଶ୍ୱର: ମହାମାରୀ କରୋନା ସମୟରେ ରାଜ୍ୟ ସରକାରଙ୍କ ପରିଚାଳନାଗତ ବିଫଳତାକୁ ନେଇ ବିକ୍ଷୋଭ ପ୍ରକାଶ କରିଛି କଂଗ୍ରେସ୍। ଏନେଇ କଂଗ୍ରେସ ସମେତ ରାଜ୍ୟର ୧୩ଟି ରାଜନୈତିକ ଦଳ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ୍ ଛକରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ତାଲା ବନ୍ଦ ଯୋଗୁ ରାଜ୍ୟ ତଥା ଦେଶର ଅର୍ଥନୀତି ବିପର୍ଯ୍ୟସ୍ତ...
ବୀରମିତ୍ରପୁର: ବୀରମିତ୍ରପୁର ନାବାଳିକାଙ୍କୁ ଦୁଷ୍କର୍ମ ଓ ଗର୍ଭପାତ ଅଭିଯୋଗ ଘଟଣାରେ ବୀରମିତ୍ରପୁର ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ମାଝୀଙ୍କୁ ନିଲମ୍ବିତ କରାଯାଇଛି । କାର୍ଯ୍ୟରେ ଅବହେଳା ଓ ବେଆଇନ୍ କାର୍ଯ୍ୟ ଯୋଗୁ ତାଙ୍କୁ ନିଲମ୍ବନ କରାଯାଇଥିବା ସୂଚନା ଦେଇଛନ୍ତି ପଶ୍ଚିମାଞ୍ଚଳ ରେଂଜ ଡିଆଇଜି କବିତା ଜଲାନ୍। ଗର୍ଭପାତ ଘଟଣାରେ...
ନୂଆଦିଲ୍ଲୀ:ଦେଶରେ ଚିନ୍ତା ବଢାଇଛି କରୋନା ପ୍ରକୋପ। ଦିନକୁ ଦିନ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ସୁଦ୍ଧା ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୫ ହଜାର ଛୁଇଁଛି। ଗତ ୨୪ ଘଣ୍ଟାରେ ୪୦୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦେଶରେ କରୋନା ମୃତକ...
ନୀଳଗିରି: ବହୁ ବିତର୍କ ପରେ ଏବଂ ବିଳମ୍ବରେ ଏବର୍ଷ ରଥଯାତ୍ରା ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା । କେବଳ ପୁରୀକୁ ବାଦ୍ ଦେଲେ ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ହେବ ନାହିଁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହେଲେ ନୀଳଗିରି ଜଗନ୍ନାଥ ମନ୍ଦିରରେ ଅନୁଷ୍ଠିତ ହୋଇଛି ରଥଯାତ୍ରା। ତାହା...
ନୂଆଦିଲ୍ଲୀ: ସୀମା ବିବାଦକୁ ନେଇ ଭାରତ ଚୀନ ତିକ୍ତତା ଦିନକୁ ଦିନ ବିସ୍ଫୋରକ ରୂପ ନେଉଛି। ଚୀନର ଦୋମୁହାଁ ନୀତିକୁ ଦେଖି ଭାରତ କଡା ଆଭିମୁଖ୍ୟ ଗ୍ରହଣ କରିଛି। ଆପୋଷ ସହମତି ଭିତ୍ତିରେ ସମସ୍ତ ବୁଝାମଣା ହେବା ସତ୍ତ୍ୱେ ଏହାକୁ ସମ୍ପୂର୍ଣ୍ଣ ବେଖାତିର କରିଛି ଚୀନ ସେନା। ବୈଦେଶିକ...
ଭୁବନେଶ୍ୱର: ଅନ୍ଲାଇନ୍ ପାଠପଢ଼ା ଉପରେ ଦିଆଯିବ ଗୁରୁତ୍ୱ। ଅନ୍ଲାଇନ୍ରେ ପିଲାମାନେ କିପରି ବିଭିନ୍ନ ଟପିକ୍ ବିଷୟ ଅନୁସାରେ ପଢିପାରିବେ, ତା ଉପରେ ଗୁରୁତ୍ୱ ଦିଆଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ବର୍ତ୍ତମାନ ରାଜ୍ୟରେ ୬୦ ଲକ୍ଷ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ମାତ୍ର ୨୨...