ଗେଲ ବସରର ପୁଅ ଥିଲା ଆୟୂଷ । ଅସହାୟ ବାପା ଆଶିଷ କିନ୍ତୁ ତାକୁ ନେଇ ଆଶ୍ରମ ସ୍କୁଲରେ ଛାଡ଼ି ଦେଲେ ତାର ଉଜ୍ୱଳ ଭବିଷ୍ୟତ ପାଇଁ । ହେଲେ ଦିନେ ସେ କୁଆଡ଼େ ଚାଲିଗଲା । ଏବେ ହଜିଲା ପୁଅକୁ ଖୋଜୁଛନ୍ତି ତା ପରିବାର । ବାପା ଆଶିଷ କହୁଛନ୍ତି, ଖୋଜି ଆଣିଦିଅ ମୋ ପୁଅକୁ । ରାଇରଙ୍ଗପୁରରୁ ଦେଖନ୍ତୁ ଏହି ରିପୋର୍ଟ..
Published By: Manoranjan Behera
Last updated: 13 February 2024, 11:28 AM IST
ସାଙ୍ଗର ଏକ ଛୋଟିଆ ଭୁଲ୍ ପାଇଁ ବଡ଼ ନିଷ୍ପତ୍ତି ନେଇ ଜୀବନ ହାରିଲେ ଯୁବତୀ