/odishatv-khabar/media/post_attachments/uploadimage/library/16_9/16_9_0/IMAGE_1707444305.jpg)
Today Panchang
ସୈାର କୁମ୍ଭମାସ ମାଘ ଶୁକ୍ଳପକ୍ଷ । ଇଂରାଜୀ ୧୩ ତାରିଖ ମଙ୍ଗଳବାର। ଚନ୍ଦ୍ର- ମୀନ ଅହୋରାତ୍ର, ତିଥି- ୪ର୍ଥୀ ଦିବା ୦୨.୪୨ ଗତେ ୫ମୀ, ଘାତଚନ୍ଦ୍ର- ଧନୁ ରାଶିର ଅହୋରାତ୍ର, ଘାତବାର- ମକର ରାଶିର, ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ
Advertisment
ଶୁଭ ସମୟ:
ଦିବା- ୦୯.୧୦ ରୁ ୧୦.୫୨
ଦିବା- ୦୧.୦୯ ରୁ ୦୧.୨୬
ଦିବା- ୦୪.୧୬ ରୁ ୦୪.୫୫
ସନ୍ଧ୍ୟା- ୦୫.୪୧ ରୁ ୦୬.୩୧
ରାତ୍ରି- ୦୯.୦୩ ରୁ ୧୧.୩୫
ରାତ୍ରି- ୦୨.୦୭ ରୁ ୦୩.୪୮
ଅଶୁଭ ସମୟ:
ରାହୁକାଳ- ଦିବା ୦୨.୫୧ ରୁ ୦୪.୧୬
କାଳବେଳା- ଦିବା ୦୧.୨୬ ରୁ ୦୨.୫୧
ବାରବେଳା- ପ୍ରାତଃ ୦୭.୪୫ ରୁ ୦୯.୧୦
କାଳରାତ୍ରି- ସନ୍ଧ୍ୟା ୦୭.୧୬ ରୁ ୦୮.୫୦
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)