ସ୍କିନ୍ ବା ଚର୍ମ ଦେଇପାରେ ନୂଆ ଜୀବନ। ଅନ୍ୟ ଜଣଙ୍କ ଚର୍ମରେ ଜୀବନ ପାଇଲେ ଦୁଇ କୋମଳମତି ଶିଶୁ। ଆଲୋଗ୍ରାଫ୍ଟ ପଦ୍ଧତି ଚିକିତ୍ସାରେ ସଫଳତାକୁ ନେଇ ଚର୍ଚ୍ଚା...
ବରଗଡ଼ରେ ବିଜେଡି ବନାମ ପୋଲିସ । ଅମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣାରେ ଆଟାକ୍ ଆଉ କାଉଣ୍ଟର ଆଟାକ୍। ପୋଲିସ ବିରୋଧରେ ବିଧାୟକ ସୁଶାନ୍ତ ସିଂଙ୍କ ସାଂଘାତିକ ଅଭିଯୋଗ। ପୁଣି ଗିରଫ ନ କରିବାକୁ ବିଜେଡି ନେତାଙ୍କ ଖୋଲା ଧମକ।
ମହେଶ୍ୱରଙ୍କ ବିୟୋଗ ପରେ ଝୁରୁଛି କୁକୁର ମାକ୍ସ। ବାହୁନି କାନ୍ଦୁଛନ୍ତି ଡ୍ରାଇଭର୍। ଶୋକରେ ପରିବାର, ସଂପର୍କୀୟ, ସମର୍ଥକ ଓ ଶୁଭେଛୁ...
କଲରାପତରିଆ ଯନ୍ତାରେ ପଡ଼ିବା ପରେ ବି ନୂଆପଡ଼ା ଲୋକଙ୍କ ମନରୁ ତୁଟୁନି ଭୟ । ବାଘ ପରେ ଏବେ ଘାରିଲାଣି ବାଘୁଣୀ ଭୟ। ସାଥୀକୁ ହରାଇ ଜଙ୍ଗଲରେ ଗର୍ଜନ କରୁଥିବା କହିଛନ୍ତି ଲୋକେ। ଏପଟେ ବନ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରାଯିବା ସହ ବାଘ ଦେଖାଦେଲେ ତୁରନ୍ତ...
ସେ ଥିଲା ଗାଁର ପଢୁଆ ଝିଅ । ପାଠପଢାରେ ଆଗରେ ଥିଲା । ଆଶା ରଖିଥିଲା ପାଠପଢି ଗାଁର ନାଁ ରଖିବ । ହେଲେ ସବୁ କିଛି ଯେମିତି ଚୁରମାର୍ ହୋଇଗଲା । ବହୁ ଚର୍ଚ୍ଚିତ ରେଞ୍ଜ ରୋଭର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାଜପୁର ବରୀ ଅଞ୍ଚଳର ଲୋପାମୁଦ୍ରାଙ୍କ...
ଜମିକୁ କେନାଲ ଜରିଆରେ ଜଳସେଚନର ସୁବିଧା କରିଥିବା କହୁଛନ୍ତି ସରକାର, ହେଲେ ବର୍ଷା ଅଭାବ ଓ ଜଳ ସେଚନର ଅବ୍ୟବସ୍ଥାରୁ ଶୁଖିଲା ପଡିଛି ହଜାର ହଜାର ହେକ୍ଟର ଚାଷ ଜମି। ପାଣି ନପାଇ ଜମି ଫାଟି ଆଁ କରିଛି, ଧାନ ଫସଲ ପୋଡି ନଷ୍ଟ ହେବାକୁ ବସିଲାଣି....
ଦିଲ୍ଲୀକୁ ଘାରିଲା ଦୀପାବଳି ଚିନ୍ତା। ଆସନ୍ତା ସପ୍ତାହରେ କ୍ୟାପିଟାଲ ସିଟିକୁ ଫେରିବ ଅଡ୍-ଇଭିନ୍ କଟକଣା। ଏଥିସହ ସ୍କୁଲ ଛୁଟି ବି ବଢ଼ିଲା କିଛି କ୍ଲାସ୍ ପାଇଁ। ଉତ୍କଟ ବାୟୁ ପ୍ରଦୂଷଣ ଦିଲ୍ଲୀ ବାସୀଙ୍କୁ ଅଣନିଶ୍ୱାସୀ କରିଦେଉଛି । ଦୀପାବଳିରେ ବାଣ ଉପରେ ଯେତେ କଟକଣା ଲଗାଇଲେ ବି ସ୍ଥିତି...
ପୋଲିସକୁ ଚ୍ୟାଲେଞ୍ଜ୍..ଆଇନ୍ଶୃଙ୍ଖଳାର ଧଜିଆ ଉଡ଼ାଇ ଥାନା ଉପରେ ହମଲା । ଭଙ୍ଗାରୁଜା, ହଙ୍ଗାମା ବେଳେ ସିସିଟିଭିରେ କଏଦ୍ ହୋଇଥିଲା ଦୃଶ୍ୟ । ଉତ୍ପାତକାରୀଙ୍କ ସଂଖ୍ୟା ବି ଏବେ ସମସ୍ତଙ୍କ ଆଗରେ । ଏହି ଘଟଣାରେ ବିଧାୟକ ସୁଶାନ୍ତ ସିଂଙ୍କ ଲିଙ୍କ୍ ଅଭିଯୋଗ ଆଣିଛି ବିଜେପି ।
ଦିଲ୍ଲୀକୁ ଘାରିଲା ଦୀପାବଳି ଚିନ୍ତା। ଆସନ୍ତା ସପ୍ତାହରେ କ୍ୟାପିଟାଲ ସିଟିକୁ ଫେରିବ ଅଡ୍-ଇଭିନ୍ କଟକଣା। ଏଥିସହ ସ୍କୁଲ ଛୁଟି ବି ବଢ଼ିଲା କିଛି କ୍ଲାସ୍ ପାଇଁ। ଉତ୍କଟ ବାୟୁ ପ୍ରଦୂଷଣ ଦିଲ୍ଲୀ ବାସୀଙ୍କୁ ଅଣନିଶ୍ୱାସୀ କରିଦେଉଛି ।
କଲରାପତରିଆ ଯନ୍ତାରେ ପଡ଼ିବା ପରେ ବି ନୂଆପଡ଼ା ଲୋକଙ୍କ ମନରୁ ତୁଟୁନି ଭୟ । ବାଘ ପରେ ଏବେ ଘାରିଲାଣି ବାଘୁଣୀ ଭୟ।
ଜମିକୁ କେନାଲ ଜରିଆରେ ଜଳସେଚନର ସୁବିଧା କରିଥିବା କହୁଛନ୍ତି ସରକାର। ହେଲେ ବର୍ଷା ଅଭାବ ଓ ଜଳ ସେଚନର ଅବ୍ୟବସ୍ଥାରୁ ଶୁଖିଲା ପଡିଛି ହଜାର ହଜାର ହେକ୍ଟର ଚାଷ ଜମି। ପାଣି ନପାଇ ଜମି ଫାଟି ଆଁ କରିଛି।
ବାୟୁ ପ୍ରଦୂଷଣରେ ଅଣନିଶ୍ୱାସୀ ଦିଲ୍ଲୀବାସୀ। ଦିନ ଦ୍ୱିପ୍ରହରରେ ବି ଛାଡ଼ୁନି କୁହୁଡ଼ି। ଘରୁ ବାହାରକୁ ବାହାରିଲେ ନିଶ୍ୱାସ ନେବାକୁ କଷ୍ଟ ହେଉଛି, ଆଖି ପୋଡ଼ୁଛି...
ବିଶ୍ୱାସ, ଭରସା ଓ ଭଲପାଇବାର ନିଆରା କାହାଣୀ । ପୁଣି ଥରେ ସେ ପ୍ରମାଣିତ କରିଛି ନିଜ ବିଶ୍ୱସ୍ତ ବନ୍ଧୁର ପରିଚୟ। ଆମେ କହୁଛୁ କେରଳ କନ୍ନୁର ଅଞ୍ଚଳର ଗୋଟିଏ କୁକୁର ରାମୁ କଥା । ଯିଏ ୪ ମାସ ହେଲା ଅପେକ୍ଷା କରି ରହିଛି ଏକ ହସ୍ପିଟାଲର...
ସଚିବ ବୁଲିବେ ଧାନ ମଣ୍ଡି। ସେଠାକାର ସ୍ଥିତି କଣ ? ପ୍ରସ୍ତୁତି କେମିତି ରହିଛି ? ଜିଲ୍ଲା ଗସ୍ତ ସମୟରେ ଅନୁଧ୍ୟାନ କରିବେ। କିନ୍ତୁ ଗ୍ରାଉଣ୍ଡ ରିଅଲିଟି ହେଉଛି କିଛି ଅଲଗା...
ବାଘ ଆତଙ୍କକୁ ନେଇ ଚର୍ଚ୍ଚାରେ ନୂଆପଡ଼ା। ଜଙ୍ଗଲରୁ ଗାଁ ମୁହାଁ ହୋଇ ବାଘ କେତେବେଳେ ମଣିଷ ଶିକାର କଲାଣି, ତ କେତେବେଳେ ଗାଈ ଗୋରୁଙ୍କୁ ମାରି ଖାଇଦେଉଛି।
ପାଖେଇ ଆସୁଛି ୨୪ ନିର୍ବାଚନ। ତେଣୁ ସବୁ ରାଜନୈତିକ ଦଳ ଏବେ ଭୋଟରଙ୍କ ମନ ଜିଣିବା ଲାଗି କସରତ ଚଳାଇଛନ୍ତି।
ବରଗଡ଼ ଅମ୍ବାଭୋନା ଥାନାରେ ପଶି ଉତ୍ତ୍ୟକ୍ତ ଯୁବକଙ୍କ ଲଙ୍କାକାଣ୍ଡ। । ଆଜି ୨୫ରୁ ୩୦ ଜଣ ଯୁବକ ଥାନାରେ ପଶି ଭଙ୍ଗାରୁଜା କରିଛନ୍ତି।
ଏକଦା ସର୍ବବୃହତ୍ ଝୋଟ ଉତ୍ପାଦନକାରୀ ରାଜ୍ୟ ଥିଲା ଓଡ଼ିଶା । ହେଲେ ସରକାରୀ ପ୍ରୋତ୍ସାହନ ଅଭାବରୁ ଏହି ଚାଷରୁ ଚାଷୀମାନେ ମୁହଁ ଫେରାଇ ନେଉଛନ୍ତି । ଝୋଟ ବା ନଳିତା ଚାଷ କରୁଥିବା ଚାଷୀମାନେ ଏବେ ଦୁର୍ଦ୍ଦଶା ମଧ୍ୟକୁ ଠେଲି ହୋଇଯାଇଛନ୍ତି। ଏଥିସହିତ ଝୋଟର ଅଭାବୀ ବିକ୍ରି ରାଜ୍ୟର...
ଆମ ସାର ଜଣେ ଦିବ୍ୟାଙ୍ଗ ହୋଇ ବି ନିୟମିତ ସ୍କୁଲକୁ ଆସି ପିଲାଙ୍କୁ ପାଠ ପଢ଼ାଉଛନ୍ତି । ତାଙ୍କ ପରି ମୁଁ ବି ପାଠ ପଢି ଜଣେ ମାଷ୍ଟର ହେବି, ପିଲାଙ୍କୁ ପାଠ ପଢ଼ାଇ ଭଲ ବୁଦ୍ଧି ଶିଖାଇବି। ଏଭଳି ସ୍ବପ୍ନ ଦେଖିଛି ଜଣେ ଦିବ୍ୟାଙ୍ଗ ଛାତ୍ର...
ସମୟ ବଳବାନ । କେତେବେଳେ କାହାକୁ ନେଇ କେଉଁଠାରେ ପହଞ୍ଚାଇବ କେହି ଜାଣି ନାହାନ୍ତି । ତାହା ନ ହୋଇଥିଲେ ଦିନେ ଗାଡ଼ି ଚଲେଇ ପରିବାର ପୋଷୁଥିବା ଲୋକ କଣ କେବେ ୪୦ ହଜାର କୋଟି ଟଙ୍କା ସମ୍ପତ୍ତିର ମାଲିକ ହୋଇ ପାରିଥାଆନ୍ତା ।...