ସୈାର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୧୦ ତାରିଖ ଶୁକ୍ରବାର ଚନ୍ଦ୍ର- କନ୍ୟା ଅହୋରାତ୍ର । ତିଥି- ୧୨ଶୀ ଦିବା ୧୨.୩୫ ଗତେ ୧୩ଶୀ । ଘାତଚନ୍ଦ୍ର- ବୃଷ ରାଶିର ଅହୋରାତ୍ର । ଘାତବାର- ବିଛା, ଧନୁ ଓ ମୀନ ରାଶିର ।...
ବାଣ ଫୁଟାଇବାକୁ ନେଇ ସୁପ୍ରିମକୋର୍ଟଙ୍କ ତାଗିଦ୍। କେହି ପ୍ରଦୂଷଣକାରୀ ବାଣ ଫୁଟାଇ ପାରିବେନି। ବାଣ ଫୁଟାଲେ ଅତ୍ୟଧିକ ବାୟୁ ପ୍ରଦୂଷଣ ହୋଇଥାଏ । ଶବ୍ଦ ପ୍ରଦୂଷଣ ମଧ୍ୟ ହୋଇଥାଏ । ସେଥିପାଇଁ କଟକଣା ଲଗାଇଛନ୍ତି ସୁପ୍ରିମକୋର୍ଟ । କେବଳ ଗ୍ରୀନ୍ କ୍ରାକରକୁ ମିଳିଛି ଅନୁମତି।
ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ଓ ରତ୍ନ ଭଣ୍ଡାର ମରାମତି ଦାବିରେ ଜୋର ଧରିଲା ଦାବି । ଏନେଇ ଆଜି (ଗୁରୁବାର) କଂଗ୍ରେସ ପକ୍ଷରୁ ସାରା ରାଜ୍ୟରେ ସଙ୍କୀର୍ତ୍ତନ ସତ୍ୟାଗ୍ରହ ହେଉଛି ।
ଅପରାଧିକ ମାମଲା ଥିବା ସାଂସଦ ଓ ବିଧାୟକଙ୍କ ମାମଲାର ଶୀଘ୍ର ଫଇସଲା କର । ହାଇକୋର୍ଟ ଗୁଡ଼ିକୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।
ସାରା ବିଶ୍ୱରେ ରାଜ୍ କରୁଛି ଓଡ଼ିଶାର ମାଣ୍ଡିଆ ଜାତୀୟ ଦ୍ରବ୍ୟ । ପୂର୍ବରୁ ମାଣ୍ଡିଆ ନା ଶୁଣିଲେ ଲୋକେ ନାକ ଟେକୁଥିବା ବେଳେ ଏବେ କିନ୍ତୁ ମାଣ୍ଡିଆର ଚାହିଦା ବଢ଼ି ଯାଇଛି ।
ଆଇସିସି ପକ୍ଷରୁ ଏକଦିବସୀୟ ରାଙ୍କିଙ୍ଗରେ ଶୁଭମନ୍ ଗିଲ୍ ନମ୍ବର ୱାନ୍ ବ୍ୟାଟର । ସେହିପରି ବୋଲିଂ ମହମ୍ମଦ ସିରାଜ ଏକ ନମ୍ବର ବୋଲର ରହିଛନ୍ତି।
ପାକିସ୍ତାନର ପୁଣି ଅସ୍ତ୍ରବିରତି ଉଲ୍ଲଂଘନ। ଜାମ୍ମୁ କାଶ୍ମୀର ସାମ୍ବା ସେକ୍ଟରର ରାମଗଡ଼ ଓ ଆର୍ନିଆ ଉପରେ ରାତି ଅଧରେ ପ୍ରବଳ ଗୁଳି ଗୋଳା ମାଡ଼ କରିଛି ପାକ୍ ସେନା।
କ୍ରୀଡାର ବିକାଶ ପାଇଁ ସରକାର କାହିଁ କେତେ ଯୋଜନା କରୁଥିବା ଡିଣ୍ଡିମ ପିଟୁଛନ୍ତି। କ୍ରୀଡାବିତଙ୍କୁ ପ୍ରୋତ୍ସାହନର କଥା କହୁଛନ୍ତି। ବାସ୍ତବ ସ୍ଥିତି କିନ୍ତୁ ସମ୍ପୁର୍ଣ୍ଣ ଅଲଗା।
ସାଂସଦ ପଦରୁ ମହୁଆ ମୈତ୍ରଙ୍କୁ କରାଯାଇପାରେ ବରଖାସ୍ତ। ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ରଙ୍କୁ ଅଯୋଗ୍ୟ ଘୋଷଣା ସହ ସାଂସଦ ପଦରୁ ବରଖାସ୍ତ କରାଯାଇପାରେ ।
କେବେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପୁରୀ ଗୁଣ୍ଡିଚା ମନ୍ଦିର ? କେବେ ଜଗାର ଜନ୍ମବେଦୀର ଦର୍ଶନର ସୁଯୋଗ ପାଇବେ ଶ୍ରଦ୍ଧାଳୁ ?
ମେଲାଣି ନେଲେ ଧନଧାନ୍ୟର ଦେବୀ ମାଆ ଗଜଲକ୍ଷ୍ମୀ। ଢେଙ୍କାନାଳ ଏବଂ ଅନୁଗୋଳରେ ବେଶ ଧୁମଧାମର ସହ ସମ୍ପର୍ଣ୍ଣ ହେଲା ମାଆ ଗଜଲକ୍ଷ୍ମୀଙ୍କ ଭସାଣ ଉତ୍ସବ।
ସମ୍ବଲପୁରରେ ଦୁର୍ଘଟଣାଗ୍ରସ୍ତ ମେମୁ ଟ୍ରେନ୍ ଆଗକୁ ଗଡ଼ିଛି। ଲାଇନ୍ ମରାମତି ପରେ ସମ୍ବଲପୁର ପରିବର୍ତ୍ତେ ସର୍ଲା ଷ୍ଟେସନ ଯାଇଥିଲା ଟ୍ରେନ୍।
ଆରମ୍ଭ ହୋଇ ଗଲାଣି ଶୀତ ଋତୁ। ସମଗ୍ର ରାଜ୍ୟ ଆସ୍ତେଆସ୍ତେ ଶୀତ ଅନୁଭୁତ ହେଲାଣି । ଆଜିଠୁ ରାଜ୍ୟରେ ଆହୁରି ଶୀତ ବଢିବ।
ଭୋଟ୍ ହାତେଇବାକୁ ନୂଆ ଫନ୍ଦି । ଗ୍ରାମାଞ୍ଚଳରୁ ସହରାଞ୍ଚଳ ଯାଏଁ ଖେଳ କରିବେ ସରକାର ! ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ନାଁରେ ବ୍ଲକ୍, ବିଜ୍ଞାପିତ ଅଞ୍ଚଳ ପରିଷଦଠୁ ନେଇ ମ୍ୟୁନିସିପାଲିଟି ଓ ମହାନଗର ନିଗମରେ ହେବ କ୍ରୀଡ଼ା ପ୍ରତିଯୋଗିତା ।
ପରିବାର ପ୍ରିୟଜନ ସମ୍ପର୍କୀୟଙ୍କୁ ନେଇ ହେଉଥିବା ବିବାହ ତ ଆପଣ ମାନେ ଦେଖିଥିବେ ହେଲେ ୟେ ଏମିତି ବିବାହ ଯାହା ବୋଧେ ପ୍ରଥମ, ଯାହା ବୋଧେ ଅନନ୍ୟ ।
ବରଗଡ଼ରେ ବିଜେଡି ବନାମ ପୋଲିସ । ଅମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣାରେ ଆଟାକ୍ ଆଉ କାଉଣ୍ଟର ଆଟାକ୍। ପୋଲିସ ବିରୋଧରେ ବିଧାୟକ ସୁଶାନ୍ତ ସିଂଙ୍କ ସାଂଘାତିକ ଅଭିଯୋଗ। ପୁଣି ଗିରଫ ନ କରିବାକୁ ବିଜେଡି ନେତାଙ୍କ ଖୋଲା ଧମକ।
ରକ୍ତରଞ୍ଜିତ ରାଜଧାନୀ । ମହିଳାଙ୍କ ପାଇଁ ଅସୁରକ୍ଷିତ ପାଲଟିଛି ସହର । ରବିବାର ଗୋଟିଏ ଦିନରେ ଚାରି ଚାରି ଜଣ ମହିଳାଙ୍କୁ ହତ୍ୟା କରାଯାଇଥିବା ଆସିଛି ଅଭିଯୋଗ ।
ମହେଶ୍ୱରଙ୍କ ବିୟୋଗ ପରେ ଝୁରୁଛି କୁକୁର ମାକ୍ସ। ବାହୁନି କାନ୍ଦୁଛନ୍ତି ଡ୍ରାଇଭର୍। ଶୋକରେ ପରିବାର, ସଂପର୍କୀୟ, ସମର୍ଥକ ଓ ଶୁଭେଛୁ...
ସ୍କିନ୍ ବା ଚର୍ମ ଦେଇପାରେ ନୂଆ ଜୀବନ। ଅନ୍ୟ ଜଣଙ୍କ ଚର୍ମରେ ଜୀବନ ପାଇଲେ ଦୁଇ କୋମଳମତି ଶିଶୁ। ଆଲୋଗ୍ରାଫ୍ଟ ପଦ୍ଧତି ଚିକିତ୍ସାରେ ସଫଳତାକୁ ନେଇ ଚର୍ଚ୍ଚା। ଭୁବନେଶ୍ୱର ଏମ୍ସରେ ହୋଇଛି ସଫଳ ଆଲୋଗ୍ରାଫ୍ଟ ଟ୍ରାନ୍ସପ୍ଲାଣ୍ଟ।
ସ୍କିନ୍ ବା ଚର୍ମ ଦେଇପାରେ ନୂଆ ଜୀବନ। ଅନ୍ୟ ଜଣଙ୍କ ଚର୍ମରେ ଜୀବନ ପାଇଲେ ଦୁଇ କୋମଳମତି ଶିଶୁ। ଆଲୋଗ୍ରାଫ୍ଟ ପଦ୍ଧତି ଚିକିତ୍ସାରେ ସଫଳତାକୁ ନେଇ ଚର୍ଚ୍ଚା...