ଶାରଦୀୟ ଉତ୍ସବ ବେଳେ ଜଗନ୍ନାଥଙ୍କ ସହ ମା’ ଦୁର୍ଗା ପୂଜିତ ହୁଅନ୍ତି। ହେଲେ ଆପଣ ଜାଣନ୍ତି କି ବଡ଼ ଦେଉଳରେ କେଉଁଠି ଅଛି ଦୁର୍ଗାମାଧବ ମନ୍ଦିର ?
ମା’ ଜାଗୁଳେଇଙ୍କ ପ୍ରସିଦ୍ଧ କାଠିଯାତ୍ରା ପାଳିତ, ଆଗାମୀ ବର୍ଷ ପର୍ଯ୍ୟନ୍ତ ବିରିଜାବରେ ମା’ଙ୍କ ମୁହଁ ବନ୍ଦ ରୁହେ କାହିଁକି ?
ଆଜି ହେଉଛି ଭାଗବତ ଜନ୍ମ। ଆସନ୍ତୁ ଜାଣିବା କିଛି ରୋଚକ କଥା…
ଆଜି ପବିତ୍ର ଶ୍ରୀ ଗଣେଶ ଚତୁର୍ଥୀ। ଆମେ ଭଗବାନ ଗଣେଶଙ୍କ ସମ୍ପର୍କିତ କିଛି ସ୍ୱତନ୍ତ୍ର ତଥ୍ୟ ଆପଣଙ୍କୁ ଦେବାକୁ ଯାଉଛୁ। ସାକ୍ଷୀଗୋପାଳ ମନ୍ଦିରରେ କେଉଁ କେଉଁ ନାମରେ ଓ କେତେ ଗୋଟି ଗଣେଶ ବିଗ୍ରହଣଙ୍କୁ ପୂଜାର୍ଚ୍ଚନା କରାଯାଏ?
କାଳନ୍ଦୀ ହ୍ରଦରେ କୃଷ୍ଣଙ୍କୁ ଦଂଶନ କଲା କାଳୀନାଗ, ମୂର୍ଚ୍ଛା କୃଷ୍ଣଙ୍କୁ ଡେଣାରେ ଝାଡ଼ି ଅମର ଲଡ଼ୁ ଭୁଞ୍ଜାଇଲେ ଗରୁଡ଼, କାଳୀୟଦଳନ ବେଶରେ ଦର୍ଶନ ଦେଲେ ସାକ୍ଷୀଗୋପାଳ ଠାକୁର...
୧୯୭୨ ଆଣ୍ଡେସ୍ ମାଉଣ୍ଟେନ୍ ବିମାନ ଦୁର୍ଘଟଣା। ମୃତ ପ୍ରିୟଜନଙ୍କ ମାଂସ ଖାଇ ବଞ୍ଚାଉଥିଲେ ଜୀବନ।
ଅଦିନିଆ ବାତ୍ୟା, ଅଜଣା ଭୟ। କେଉଁଠି ବର୍ଷିବ, କେଉଁଠି ଭସାଇବ? କାରଣ ଚେନ୍ନାଇ ଉପକୂଳଠାରୁ ବଙ୍ଗୋପସାଗରର ୨୩୦ କିଲୋମିଟର ଦୂରରେ ବଳ ଗୋଟାଉଛି ବାତ୍ୟା ମିଗଜୋମ୍।
ତିନି ରାଜ୍ୟରେ ବିଜେପି ବିରାଟ ବିଜୟ ପରେ ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ଭାରତୀୟ ଜନତା ପାର୍ଟିର ସେଲିବ୍ରେସନ୍। ବିଜୟ ପରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ମୋଦିଙ୍କ ସମ୍ବୋଧନ । ଆଜିର ବିଜୟକୁ ଐତିହାସିକ ବିଜୟ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ରୋକି ପାରିଲେନି ନିଜର ଉତ୍କଣ୍ଠା। ଆଗୁଆ ଶୁଭେଚ୍ଛା ଜଣାଇବାକୁ ହାତରେ ଫୁଲତୋଡା ଧରି ପହଞ୍ଚି ଯାଇଥିଲେ ଘରେ । ଫଳରେ ଚାକିରିରୁ ନିଲମ୍ବିତ ହୋଇଛନ୍ତି ତେଲେଙ୍ଗାନା ଡିଜିପି ଅଞ୍ଜନୀ କୁମାର।
ଟ୍ୟୁବରକୁଲୋସିସ୍ ବା ଯକ୍ଷ୍ମା ନିରାକରଣରେ ନୂଆ ସମ୍ଭାବନା। ମଣିଷ ଶରୀରରେ ଥିବା ହୋଷ୍ଟ ପ୍ରୋଟିନ୍ ନ୍ୟୁକ୍ଲିୟର ରିସେପ୍ଟର କୋ-ରିପ୍ରେସର ୱାନ୍ ବା NCoR1 ହିଁ ଟିବିର ରାମବାଣ।
ସେବାୟତ- ପ୍ରଶାସନ କଳିର କୁପରିଣତି ପଞ୍ଚକରେ ଧବଳେଶ୍ୱର ମହାପ୍ରଭୁଙ୍କ ଦୁଆରେ ପଡ଼ିଲା ତାଲା। ପୂଜକଙ୍କୁ ଚେତାବନୀ ଦେଇ ଆକ୍ସନ ନୋଟିସ୍ ଲଗାଇଲା ପ୍ରଶାସନ ।
ଉତ୍ତରକାଶୀର ଅନ୍ଧାରୀ ଟନେଲରେ ୮ ଦିନ। ଗତ ୧୨ ତାରିଖରୁ ଉତ୍ତରାଖଣ୍ଡ ଉତ୍ତରକାଶୀ ଟନେଲରେ ଫସିଥିବା ୪୦ ଶ୍ରମିକଙ୍କୁ ଉଦ୍ଧାର ଲାଗି ଚାଲିଛି ଅହରହ ଉଦ୍ୟମ।
ଅଫିସର ଛୁଟିରେ ଥିବାରୁ ହିତାଧିକାରୀ ହିନସ୍ତା ହେଉଛନ୍ତି। ସରକାରୀ ଭତ୍ତା ପାଇବାରୁ ବଞ୍ଚିତ। ଏମିତି ଚାଲିଛି ସରକାରୀ ଶାସନ ବ୍ୟବସ୍ଥା। କିଏ ଦିବ୍ୟାଙ୍ଗ ଭତ୍ତା ପାଇଁ ତ ଆଉ କିଏ ବାର୍ଦ୍ଧକ୍ୟ ଅଥବା ବିଧବା ଭତ୍ତା ପାଇଁ ସକାଳ ୭ଟାରୁ ପୌରପାଳିକା ଅଫିସ ସାମ୍ନାରେ ଲାଇନରେ ଛିଡ଼ା ହେବାକୁ...
ଶିଳ୍ପପତି ତଥା ସାହାରା ପ୍ରତିଷ୍ଠାତା ସୁବ୍ରତ ରାୟଙ୍କର ଆଜି (ସୋମବାର) ପରଲୋକ ଘଟିଛି।
ନ୍ୟାସନାଲ ଚ୍ୟାନେଲରେ ଖୋଲିଲା ଓଡ଼ିଶା ଚିଟ୍ଫଣ୍ଡ ଦୁର୍ନୀତିର ଗୁମର । KBCରେ ସାରା ଦୁନିଆ ଶୁଣିଲା ରାଜ୍ୟର କଳଙ୍କିତ ଚିଟ୍ଫଣ୍ଡ ଦୁର୍ନୀତିର କଳା କାହାଣୀ । ବିଗ୍ ବି ଅମିତାଭ ବଚ୍ଚନଙ୍କ ସାମ୍ନାରେ ଏ ଗୁମର ଖୋଲିଛନ୍ତି ଜଣେ ଓଡ଼ିଆ ଟ୍ୟୁସନ ସାର୍ । ଏକ ଘରୋଇ ଟିଭି...
ଅଧୁରା ରହିଗଲା ଦୀପାବଳି । ଘରେ ଦୀପ ଜାଳି ପିଲାଙ୍କ ମୁହଁରେ ହସ ଦେଖିବା ପୂର୍ବରୁ ଲିଭିଗଲା ଜୀବନ ଦୀପ । କିଏ ଜାଣିଥିଲା ପିଲାଙ୍କ ପାଇଁ ବାଣ କିଣି ଫେରୁଥିବା ମଣିଷଟାର ଜୀବନ ଚାଲିଯିବ ଦିୱାଲିର ମଉଜ ଭିତରେ । ଆଉ ସେହି ବିଛେଦର ଯନ୍ତ୍ରଣାକୁ ସହିନପାରି...
ଛିଡୁନି ପ୍ରଦୀପ ପାଣିଗ୍ରାହୀ ସମୀକରଣ । ଅକଳରେ ବିଜେଡି, ବିଜେପିରେ ଚାଲିଛି ଅଙ୍କକଷା । ଗୋପାଳପୁର ବିଧାୟକ ପ୍ରଦୀପ ପଣିଗ୍ରାହୀଙ୍କ ବିଜେପିରେ ଯୋଗଦେବା ଚର୍ଚ୍ଚାକୁ ନେଇ ବିଜେଡି ଆଗୁଆ ପ୍ରେସମିଟ୍ କରି ବିଜେପି ଉପରେ ବର୍ଷିଥିଲା। ନିଜକୁ ସ୍ୱଚ୍ଛ କହୁଥିବା ବିଜେପି, ପ୍ରଦୀପଙ୍କ ଭଳି ଦାଗି ନେତାଙ୍କୁ କାହିଁକି...
୨୪ ପୂର୍ବରୁ ବିଜେପିର ହାଲ୍ଲାବୋଲ । ରାଜ୍ୟବ୍ୟାପୀ ପ୍ରତିବାଦ, ବିକ୍ଷୋଭ, ଘେରାଉ । ପ୍ରସଙ୍ଗ- ଦୁର୍ନୀତି, ଭ୍ରଷ୍ଟାଚାର ଆଉ ପିସି କାରବାର । ଏମିତି ଚିତ୍ର ଦେଖିବାକୁ ମିଳିଛି ରାଜଧାନୀରେ । ବିଏମ୍ସି ଅଫିସ୍ ଆଗରେ ଅଳିଆ ଢାଳିଲେ ବିଜେପି କର୍ମୀ । ଭୁବନେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ...
୮୧ ବର୍ଷିୟା ବୃଦ୍ଧା । ୨୦ ଫୁଟର ଗର୍ତ୍ତ । ଘଣ୍ଟା ଘଣ୍ଟାର ସଂଘର୍ଷ । ଭିତରେ ଫସିଥିଲେ ମହିଳା, ବାହାରେ ଚାଲିଥିଲା ରେସ୍କ୍ୟୁ ଟିମର ଅପରେସନ୍ । ଜୀ ଜାନ୍ ଲଗାଇଦେଇଥିଲେ ଅଗ୍ନିଶମ ଏବଂ ଓଡ୍ରାଫ୍ ଟିମ୍ । ବୃଦ୍ଧାଙ୍କୁ ବଞ୍ଚାଇ ରଖିବା ପାଇଁ ପାଇପ୍ ଯୋଗେ...
ଆଗେ ଅଶାଳୀନ ପୋଷାକ କଟକଣା । ତା ପଛକୁ ପାନ, ଗୁଟଖା ବ୍ୟାନ୍ । କଣ୍ଟ ସେଇ ନୂଆବର୍ଷ । ଶ୍ରୀମନ୍ଦିରର ପବିତ୍ରତା ଓ ଗାରିମା ଅକ୍ଷୁର୍ଣ୍ଣ ରଖିବା ଲକ୍ଷ୍ୟରେ ଶ୍ରୀମନ୍ଦିର ପ୍ରଶାସନ । ନେଇଛି ଆଉ ଏକ ବଡ଼ ପଦକ୍ଷେପ। ଭକ୍ତଙ୍କଠୁ ଆରମ୍ଭ କରି ସେବାୟତ ଓ...