• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Jyotsnamayee Pradhan

Jyotsnamayee Pradhan

Editor

Posts by Jyotsnamayee Pradhan

phulbani
ନାବାଳିକା ବିବାହ ରୋକିଲା ଚାଇଲ୍‌ଡ ଲାଇନ୍

ଫୁଲବାଣୀ(ତ୍ରିନାଥ ସାହୁ): କନ୍ଧମାଳ ଜିଲ୍ଲାରେ ଜଣେ ନାବାଳିକାର ବିବାହ ରୋକିବାରେ ଚାଇଲ୍‌ଡ ଲାଇନ୍ ସଫଳ ହୋଇଛି। ଗୁଚ୍ଛାପଡ଼ା ଥାନା ଅନ୍ତର୍ଗତ ପାହିରାଜୁ ପଞ୍ଚାୟତ ଅଞ୍ଚଳର ଏକ ଗାଁରେ ୧୫ ବର୍ଷୀୟ ନାବାଳିକା ସହିତ ଫିରିଙ୍ଗିଆ ଥାନା ଅଞ୍ଚଳର ଜଣେ ଯୁବକଙ୍କ ସହିତ ବିବାହ ହେବାର ଥିଲା। ଝିଅ ଘର...

accident
ଦୁଇ ବାଇକ୍ ମୁହାଁମୁହିଁ ଧକ୍କା; ଜଣେ ମୃତ

ଧର୍ମଗଡ଼(ଇଙ୍ଗିତ ପଣ୍ଡା): କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ର ତିନିଛକ ନିକଟରେ ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ମୃତକ ଆଦିତ୍ୟ ପାତ୍ର ବୋଲି କୁହାଯାଉଛି । ତାଙ୍କ ଘର ଛତିଶଗଡ଼ରେ। ସୂଚନା ଅନୁସାରେ, ଆଦିତ୍ୟ ଧର୍ମଗଡ଼କୁ...

car
‘ଡ୍ରାଇଭ୍‌ ଫର୍ ପିସ୍‌ ଆଣ୍ଡ ଡ୍ରାଇଭ୍‌ ଫର୍ ସେଫଟି’

ଭୁବନେଶ୍ୱର: ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ପରିପେକ୍ଷୀରେ କଳିଙ୍ଗ ମୋଟର ସ୍ପୋର୍ଟସ କ୍ଲବ୍‌ ଭୁବନେଶ୍ୱର ପକ୍ଷରୁ ଏକ ଅନ୍ତର୍ଜାତିକ କାର୍‌ ରାଲି ଆୟୋଜିତ ହୋଇଥିଲା। ରାଲିର ଶୀର୍ଷକ ଥିଲା ‘ଡ୍ରାଇଭ୍‌ ଫର୍ ପିସ୍‌ ଆଣ୍ଡ ଡ୍ରାଇଭ୍‌ ଫର୍ ସେଫଟି’। ଏହି ରାଲି ସଫଳତାର ସହ ଶେଷ ହୋଇଛି।  ଫେବୃଆରୀ...

kalansingpur
ସିଆରପିଏଫ୍‌ ପକ୍ଷରୁ ଜନ ସଂପର୍କ ମେଳା

କଲ୍ୟାଣସିଂହପୁର(ମାଉଡ଼ି ବାରିକ): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ସଦର ବ୍ଲକ୍‌ ଗିରିଆଗୁଡ଼ା ଠାରେ ସିଆରପିଏଫ୍‌ର ଚତୁର୍ଥ ବାଟାଲିଅନ୍‌ ଦ୍ୱାରା ଜନ ସଂପର୍କ ମେଳା ଅନୁଷ୍ଠିତ ହୋଇଛି। ସାଧାରଣ ଲୋକ ଓ ପୁଲିସ୍‌ ମଧ୍ୟରେ ଉତ୍ତମ ସଂପର୍କ ଯୋଡ଼ିବା ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ପୁଲିସ୍‌ ପ୍ରତି ଲୋକଙ୍କ ମନରେ...

narla-
‘ନର୍ଲା ବିଧାନସଭା ଆସନ ପାଇଁ ବିଜେଡି ପଛୁଆ ବର୍ଗର ପ୍ରାର୍ଥୀଙ୍କୁ ସୁଯୋଗ ଦେଉ’

ଭୁବନେଶ୍ୱର: ଆସନ୍ତା ସାଧାରଣ ନିର୍ବାଚନରେ ନର୍ଲା ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ଜଣେ ପଛୁଆ ବର୍ଗର ପ୍ରାର୍ଥୀଙ୍କୁ ସୁଯୋଗ ଦେବା ପାଇଁ କଳାହାଣ୍ଡି ଓବିସି ସେଲ୍‌ ଦାବି କରିଛି। ଏନେଇ ଗତକାଲି କଳାହାଣ୍ଡି ଓବିସି ସେଲ୍‌ର ସଭାପତି ରୋହିତ କୁମାର ଭୋଇଙ୍କ ନେତୃତ୍ୱରେ ଏକ ୫ ଜଣିଆ...

angul
ଏନଟିପିସିରେ ଗାଡ଼ି ଓଲଟି ଶ୍ରମିକ ମୃତ

ଅନୁଗୁଳ(ବିରଜା ପ୍ରସାଦ ଦାସ): ଅନୁଗୁଳ ଜିଲ୍ଲା କଣିହାଁରେ ଥିବା ଏନଟିପିସିରେ ଦୁର୍ଘଟଣା ଘଟିଛି। ୩ ନମ୍ବର କ୍ରସର ହାଉସଠାରେ ଲୁହା ବ୍ୟାଟେରୀ ଗାଡ଼ି ଓଲଟି ପଡ଼ିବାରୁ ଗାଡ଼ି ତଳେ ଚାପି ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତ ଶ୍ରମିକ ହେଲ ଛେଣ୍ଡିପଦା ଅଞ୍ଚଳର ଅକ୍ଷୟ ମିଶ୍ର। ମୃତକଙ୍କ...

masud
ଆତଙ୍କବାଦୀ ମସୁଦ୍ ଆଝାରକୁ ଚୀନର ସୁରକ୍ଷା 

ନୂଆଦିଲ୍ଲୀ: ଆତଙ୍କବାଦୀ ସଂଗଠନ ଜୈଶ୍-ଏ-ମହମ୍ମଦର ମୁଖ୍ୟ ମସୁଦ୍ ଆଝାରକୁ ପୁଣି ସୁରକ୍ଷା ଦେଲା ଚୀନ  ଜାତିସଂଘ। ସୁରକ୍ଷା ପରିଷଦରେ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା ପ୍ରସ୍ତାବ ଉପରେ ଚୀନ ରୋକ ଲଗାଇଛି। ଚତୁର୍ଥ ଥର ଲାଗି ଚୀନ୍ ମସୁଦ ଆଝାରକୁ ସୁରକ୍ଷା ଦେଇଛି। ମସୁଦକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା ପାଇଁ...

puri
ପୁରୀରେ ଫୁଟିଲା ଗୁଳି

ପୁରୀ (ପ୍ରଦୀପ ମହାନ୍ତି): ପୁରୀରେ ଏନକାଉଣ୍ଟର ହୋଇଛି। ଅପରାଧୀକୁ ଧରିବାକୁ ଯାଇ ପୁଲିସ୍ ଏନକାଉଣ୍ଟର କରିଛି। ସୂଚନା ଅନୁସାରେ, ଗତକାଲି ରାତିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତାଲବଣିଆ ଥାନା ଅନ୍ତର୍ଗତ କୁମୁଟି ପାଟଣା ଅଞ୍ଚଳରେ ରାକେଶ କୁମାରଙ୍କୁ ଗୁଳିମାଡ଼ ହୋଇଥିଲା। ଦୁର୍ବୃତ୍ତ ତାଙ୍କୁ ଦୁଇ ରାଉଣ୍ଡ ଗୁଳିମାଡ଼...