• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Jyotsnamayee Pradhan

Jyotsnamayee Pradhan

Editor

Posts by Jyotsnamayee Pradhan

dilip-ray
ଆଜି ବିଜେଡିରେ ମିଶି ପାରନ୍ତି ଦିଲ୍ଲୀପ ରାୟ

ଭୁବନେଶ୍ୱର: ଆଜି ଦିଲ୍ଲୀପ ରାୟ ବିଜେଡିରେ ମିଶିପାରନ୍ତି। ଗତକାଲି ସନ୍ଧ୍ୟାରେ ସେ ନବୀନ ନିବାସ ଆସି ଆଲୋଚନା କରି ଫେରି ଯାଇଥିଲେ। ଏହାପରେ ଦିଲ୍ଲୀପ ବିଜେଡିକୁ ପ୍ରତ୍ୟାବର୍ତ୍ତନ କରିବା ଏକ ପ୍ରକାର ସ୍ପଷ୍ଟ ହୋଇଛି। ତେବେ ଏନେଇ ଦିଲ୍ଲୀପ କିମ୍ବା ବିଜେଡି ପକ୍ଷରୁ କୌଣସି ବିଧିବଦ୍ଧ ସୂଚନା ଦିଆଯାଇ...

BJP
ବିଜେପିରେ ମିଶିଲେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ 

ନୂଆଦିଲ୍ଲୀ: ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ  ଆଜି ବିଜେପିରେ ଯୋଗ ଦେଇଛନ୍ତି। ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ସେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ଏହି ମିଶ୍ରଣ ପର୍ବରେ ଓଡ଼ିଶାର ଦୁଇ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ।  ଏଥିସହ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ...

BJP
ଶଙ୍ଖ ଧରିଲେ ବସନ୍ତ ପଣ୍ଡାଙ୍କ ପୁତୁରା ହରିଶଚନ୍ଦ୍ର

ଭୁବନେଶ୍ୱର: ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ପୁତୁରା ହରିଶଚନ୍ଦ୍ର ପଣ୍ଡା ଆଜି ବିଜେଡିରେ ମିଶିଛନ୍ତି। ନିଜ ସମର୍ଥକଙ୍କ ସହ ନବୀନ ନିବାସ ଆସି ସେ ବିଜେଡିରେ ସାମିଲ ହୋଇଛନ୍ତି। ହରିଶଚନ୍ଦ୍ର ପଣ୍ଡା କହିଛନ୍ତି,“ମୁଁ ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହୋଇଛି।...

delhi
ଓଡ଼ିଶାର ୩ ଜଣଙ୍କୁ ମିଳିଲା ପଦ୍ମଶ୍ରୀ

ନୂଆଦିଲ୍ଲୀ: ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ପାରଦର୍ଶିତା ପାଇଁ ବିଶିଷ୍ଟ ବ୍ୟକ୍ତିଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି। ସେମାନଙ୍କ ମଧ୍ୟରୁ ଓଡ଼ିଶାର ୩ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିଛି। ସମାଜସେବା କ୍ଷେତ୍ରରେ ଦୈତାରୀ ନାୟକ ଓ ଡି. ପ୍ରକାଶ ରାଓଙ୍କୁ ପଦ୍ମଶ୍ରୀ ମିଳିଥିବା ବେଳେ କୃଷି କ୍ଷେତ୍ରରେ...

bbsr
ଫୁଟପାଥ୍‌ରେ ଯୁବକଙ୍କୁ ଆକ୍ରମଣ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ସ୍ଥିତ ମାଷ୍ଟରକ୍ୟାଣ୍ଟିନର ଫୁଟପାଥ୍‌ରେ ଶୋଇଥିବା ୨ ଜଣ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଜଣଙ୍କୁ ପଥରରେ ଛେଚି ଓ ଆଉ ଜଣଙ୍କୁ ବହ୍ଲାରେ ପିଟି ଦୁର୍ବୃତ୍ତ ଆକ୍ରମଣ କରିଛନ୍ତି। ଗୁରୁତର ଅବସ୍ଥାରେ ଉଭୟଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି।  ତେବେ କ’ଣ...

ctc
ଚୌଦ୍ୱାର ଡ୍ରିମ୍ ହୋମ୍‌ ଆଶ୍ରମରେ ଚଢ଼ଉ, ୪୨ ପିଲା ଉଦ୍ଧାର

ଚୌଦ୍ୱାର(ପ୍ରକାଶ କୁମାର ନାୟକ): କଟକ ଜିଲ୍ଲା ଚୌଦ୍ୱାର ଶଙ୍କରପୁର ସ୍ଥିତ ଗୁଡ ନିଉଜ୍ ଇଣ୍ଡିଆର ଏକ ଶାଖା ଡ୍ରିମ୍ ହୋମ୍‌ ଆଶ୍ରମ ଉପରେ ଚଢଉ ହୋଇଛି। ଜିଲ୍ଲା ଶିଶୁ ମଙ୍ଗଳ କମିଟି ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୁକ୍ରବାର ଅଚାନକ ଚଢଉ କରି ଆଶ୍ରମରେ ବେନିୟମରେ ରଖାଯାଇଥିବା...

mao
ଦୁଇ ମାଓବାଦୀ ନିହତ

ବାଶାଖାପାଟଣା(ଯଶୋବନ୍ତ ପାଢ଼ୀ): ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ଜିଲ୍ଲାରେ ମାଓବାଦୀ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ପେଦାବାଇଲୁ ପଞ୍ଚାୟତର ପେଦାରୋଣ୍ଡାପଲ୍ଲି ଜଙ୍ଗଲରେ ହୋଇଥିବା ଏହି ଏନ୍‌କାଉଣ୍ଟରେ ଦୁଇ ମାଓବାଦୀ ନିହତ ହୋଇଛନ୍ତି। ଏଥିସହ ଜଣେ ସିଆରପିଏଫ୍ ଯବାନ ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଗ୍ରେହାଉଣ୍ଡ୍ ଓ ୧୯୮ ବାଟାଲିୟନ୍ ସିଆରପିଏଫ୍ ଯବାନଙ୍କ...

attack
ମହିଳାଙ୍କୁ ମରଣାନ୍ତକ ଆକ୍ରମଣ

ବିନିକା(ଦିଲୀପ ସାହୁ):ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ମହୁଲପାଲି ଗାଁରେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଗତରାତିରେ ଶୋଇଥିବା ବେଳେ ମହିଳାଙ୍କୁ ତାଙ୍କ ସ୍ୱାମୀ ଭୁଜାଲିରେ ଆକ୍ରମଣ କରି ଫେରାର୍ ହୋଇଯାଇଥିବା ଅଭିଯୋଗ ହୋଇଛି। ଗୁରୁତର ମହିଳାଙ୍କ ନାଁ ମମତା ଥପା। ତାଙ୍କୁ ଡୁଙ୍ଗୁରିପାଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।...

murder
ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ସ୍ୱାମୀ

ଉଦଳା(ମାନସ ପାଣି): ଘରୋଇ କଳିରୁ ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ସ୍ୱାମୀ। ଏ ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ଚତୁରିସାହି ଗାଁରେ। ଗତକାଲି ସ୍ୱାମୀ ହାଡ଼ିଆ ଖିଲାର ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗ଼ଡା ହୋଇଥିଲା। ଏଥିରେ...

Balasore
କୁଲଢ଼ିଆ ଅଭୟାରଣ୍ୟରେ ଆନ୍ଥ୍ରାକ୍ସ ଭୟ

ବାଲେଶ୍ୱର(ରଶ୍ମୀରଞ୍ଜନ ଦାସ): ବାଲେଶ୍ୱର ଜିଲ୍ଲା କୁଲଢ଼ିଆ ବନ୍ୟାପ୍ରାଣୀ ସଂରକ୍ଷଣ ଅଭୟାରଣ୍ୟ ମଧ୍ୟରେ ଏବେ ଆନ୍ଥ୍ରାକ୍ସର ଭୟ। ଦୁଇ ଦିନ ତଳେ ବାଲୁଚୁଆଟାରେ ଗୋଟିଏ ଦିନରେ ଦୁଇଟି ମାଈ ହାତୀଙ୍କ ମୃତ୍ୟୁ ହୋଇଥିଲା। ଏହି ହାତୀ ମୃତ୍ୟୁର କାରଣ ଆନ୍ଥ୍ରାକ୍ସ ବୋଲି ବନ ବିଭାଗ ଅନୁମାନ କରିଛି। ତେବେ ଏହା...

congress
କଂଗ୍ରେସ ଛାଡ଼ିଲେ ପ୍ରକାଶ ବେହେରା

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତିରେ ଜାରି ରହିଛି ହଟଚମଟ। ଆଜି କଂଗ୍ରେସ ଛାଡ଼ିଛନ୍ତି ସାଲେପୁର ବିଧାୟକ ପ୍ରକାଶ ବେହେରା। ସେ କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କୁ ଚିଠି ଲେଖି ଇସ୍ତଫା ଦେଇଛନ୍ତି। କଟକ ଜିଲ୍ଲା ସଭାପତି ପଦରୁ ହଟାଯିବା ସହ ବାରମ୍ବାର ଦଳୀୟ ନେତୃତ୍ୱ ତାଙ୍କୁ ଅପମାନିତ...